Home Left

ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ

ପୃଥିବୀର ସୁରକ୍ଷା ପାଇଁ ପ୍ରକୃତିର ସଂରକ୍ଷଣ ଜରୁରୀ। ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜୁଲାଇ ୨୮ରେ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳନ କରାଯାଇଥାଏ। ଏହି ଦିନ ପାଳନ କରିବା ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୃଥିବୀର…

ନିଜ ତିଆରି ବିମାନରେ ୟୁରୋପ ବୁଲିଲେ କେରଳ ବ୍ୟକ୍ତି

ଲଣ୍ଡନ,୨୮।୭: କୋଭିଡ୍‌-୧୯ ଲକ୍‌ଡାଉନ୍‌ ସମୟରେ ବିମାନ ସେବା ବନ୍ଦ ହୋଇଯାଇଥିବାବେଳେ କେରଳର ଜଣେ ବ୍ୟକ୍ତି ନିଜସ୍ବ ଉଦ୍ୟମରେ ଏକ ବିମାନ ନିର୍ମାଣ କରିଥିଲେ। ଉକ୍ତ ବିମାନରେ ସେ ପରିବାର ସହ ୟୁରୋପ ଭ୍ରମଣ କରିଛନ୍ତି। କେରଳ ଅଲାପୁଝା ଅଞ୍ଚଳର ଅଶୋକ ଆଲିସେରିଲ…

କର୍ନାଟକରେ ଭାଜପା ଯୁବନେତାଙ୍କୁ ହତ୍ୟା

ବେଙ୍ଗାଲୁରୁ,୨୮।୭: କର୍ନାଟକର ଦକ୍ଷିଣ କନ୍ନଡ ଜିଲାରେ ଭାଜପା ଯୁବମୋର୍ଚ୍ଚା କର୍ମୀ ପ୍ରବୀଣ ନେତ୍ତାରୁଙ୍କୁ ହତ୍ୟା କରାଯାଇଛି। ପ୍ରବୀଣ ମଙ୍ଗଳବାର ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ଦୁଇଜଣ ବାଇକ୍‌ରେ ଆସି ତାଙ୍କୁ ଆକ୍ରମଣ କରିଥିଲେ। ଏହାକୁ ନେଇ ଜିଲାରେ ପ୍ରବଳ…

ମଙ୍କିପକ୍ସକୁ ନେଇ ଡବ୍ଲୁଏଚଓର ପରାମର୍ଶ

ଜେନେଭା,୨୮ ।୭: କରୋନା ପରେ ଏବେ ସାରା ବିଶ୍ୱକୁ ଡରାଇଲାଣି ମଙ୍କିପକ୍ସ । ଏହାରି ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମୁଖ୍ୟ ଟେଡରୋସ ଅଦନହୋମ ଗେବ୍ରେହେସୁସ ମଙ୍କିପକ୍ସକୁ ନେଇ କିଛି ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେଉଁ ପୁରୁଷମାନେ ମଙ୍କିପକ୍ସରେ…

ଋତୁସ୍ରାବ ଛାତ୍ରୀଙ୍କୁ ଚାରାରୋପଣ ଅନୁମତି ମିଳିଲା ନାହିଁ

ନାଶିକ୍‌,୨୮।୭: ମହାରାଷ୍ଟ୍ରର ନାଶିକ ଜିଲା ଅନ୍ତର୍ଗତ ଏକ ସରକାରୀ ବୋର୍ଡିଂ ସ୍କୁଲ୍‌ରେ ଚାରା ରୋପଣ ଅଭିଯାନ ବେଳେ ଋତୁସ୍ରାବ ହୋଇଥିବା ୧୨ ଛାତ୍ରୀଙ୍କୁ ଜଣେ ପୁରୁଷ ଶିକ୍ଷକ ଚାରା ରୋପଣ ପାଇଁ ଅନୁମତି ଦେଇ ନ ଥିବା ଅଭିଯୋଗ ହୋଇଛି। ମାସିକ…

ଓଡେସା, ମାଇକୋଲିଭ ସହର ବି ଖୁବଶୀଘ୍ର ୟୁକ୍ରେନଠାରୁ ହୋଇଯିବ ଅଲଗା

କ୍ୱିଭ,୨୮ ।୭: ଥମିନି ରୁଷିଆ-ୟୁକ୍ରେନ ଯୁଦ୍ଧ । ପୂର୍ବପରି ଆଜିବି ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି । ୟୁକ୍ରେନର ଦକ୍ଷିଣ ଭାଗରେ ରୁଷିଆ ଲଗାତାର ବୋମା ମାଡ କରି ଚାଲିଛି । ଇତିମଧ୍ୟରେ ଓଡେଶା ଓ ମାଇକୋଲିଭ ସହରକୁ…

ମୋଦିଙ୍କ ମନ କିଣିଲେ ୮ ବର୍ଷର ଶିଶୁକନ୍ୟା

ନୂଆଦିଲ୍ଲୀ,୨୮ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସଂସଦରେ ଜଣେ ୮ ବର୍ଷର ଶିଶୁକନ୍ୟା ସହ ସାକ୍ଷାତ୍ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ଛୋଟ ଝିଅଟିକୁ କିଛି ପ୍ରଶ୍ନ କରିଥିଲେ । ଆଉ ଏହାର ଉତ୍ତରରେ ମୋଦି ନିଜକୁ ସମ୍ଭାଳି…

ଉପରକୁ ଉଠିଲେ ଧାଓ୍ବନ୍‌

ଦୁବାଇ,୨୭ା୭:ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ଉପରକୁ ଉଠିଛନ୍ତି ଶିଖର ଧାଓ୍ବନ ଓ ଶ୍ରେୟସ ଆୟାର। ଚଳିତ ଓ୍ବେଷ୍ଟଇଣ୍ଡିଜ୍‌ ସିରିଜର ପ୍ରଥମ ମ୍ୟାଚରେ ଧାଓ୍ବନ୍‌ ୯୭ ରନ୍‌ କରିଥିବା ବେଳେ ଆୟା ବ୍ୟାକ୍‌ ଟୁ ବ୍ୟାକ୍‌ ଅର୍ଦ୍ଧଶତକ ହାସଲ କରିଛନ୍ତି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ…

ବଦଳିଲେ ବିବାଦୀୟ ଶିକ୍ଷୟିତ୍ରୀ

ମ.ରାମପୁର,୨୭ା୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ମଦନପୁର ରାମପୁର ସହର ମଧ୍ୟରେ ଥିବା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିବାଦୀୟ ପ୍ରଧାନଶିକ୍ଷୟିତ୍ରୀ ଯଶୋବନ୍ତୀ ସେନାପତିଙ୍କୁ ବଦଳି କରାଯାଇଛି। ଜିଲା ଶିକ୍ଷାଧିକାରୀଙ୍କ ଅନୁମୋଦନ କ୍ରମେ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେତୁ ଗୋଷ୍ଠୀ ଶିକ୍ଷାଧିକାରୀ, ମ.ରାମପୁର ନିର୍ଦ୍ଦେଶିତ…

ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମୃତ

ବାହାନଗା,୨୭ା୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ପୋଲିସର ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରୁଣ୍ଡୁ ମଳିକ(ଅଲିୟାସ ଲକ୍ଷ୍ମୀଧର)ଙ୍କ ମୃତ୍ୟୁ ଘଟିଛି। ତାଙ୍କ ଘର ଆରୁହାବାଡ଼ ଜାଗେଶ୍ୱରପଦା ଅଞ୍ଚଳରେ ବୋଲି ଜଣାପଡ଼ିଛି। ରୁଣ୍ଡୁଙ୍କ ନାମରେ ପୂର୍ବରୁ ୩୦ରୁ ଊର୍ଦ୍ଧ୍ୱ…

ଟି-ସାର୍ଟରେ ସୁଶାନ୍ତଙ୍କ ବିବାଦୀୟ ଫଟୋ ରଖି ଅଡ଼ୁଆରେ ଫ୍ଲିପ୍‌କାର୍ଟ

ବମ୍ବେ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଦୁଇ ବର୍ଷ ବିତିଲାଣି। ହେଲେ ଏବେ ଭିନ୍ନ କାରଣକୁ ନେଇ ସେ ଚର୍ଚ୍ଚାରେ। ଅନ୍ଲାଇନ ଶପିଂ ପ୍ଲାଟଫର୍ମ ‘ଫ୍ଲିପ୍‌କାର୍ଟ’ରେ ମାର୍କେଟିଂ ପାଇଁ ସୁଶାନ୍ତ ଫଟୋକୁ ବ୍ୟବହାର କରାଯାଇଥିବା ଖବର ସାମ୍ନାକୁ ଆସିଛି।…

ବାଉଁଶ କାଟିବାକୁ ଯାଇଥିଲେ, ମିଳିଲା ମୃତଦେହ

କୋରୁକୋଣ୍ଡା,୨୭ା୭(ଡି.ଏନ୍‌.ଏ.): ମାଲକାନଗିରି ସଦର ଥାନା ଅନ୍ତର୍ଗତ କୋରୁକୋଣ୍ଡା ସଦର ମହକୁମାରେ ବୁଧବାର ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସୂଚନାନୁଯାୟୀ, କୋରୁକୋଣ୍ଡା ଗ୍ରାମର ଭୀମ ଦାସ (୫୫) ଆଜି ମଧ୍ୟାହ୍ନରେ ଘରୁ ମଙ୍ଗଳା ମନ୍ଦିର ନିକଟରେ ଥିବା ନିଜ ଜମିକୁ ବାଉଁଶ ଆଣିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?