ହଜିଥିବା ଗାଈକୁ ଖୋଜିବାକୁ ଟୁଇଟର୍ରେ ସାହାଯ୍ୟ ମାଗିଲା ପୋଲିସ
ଚୋର ପୋଲିସର ଖେଳ କଥା ସମସ୍ତଙ୍କୁ ଜଣା। ହେଲେ ଏବେ ଦକ୍ଷିଣ ଫ୍ଲୋରିଡାରେ ଗୋଟିଏ ଗାଈକୁ ଧରିବାକୁ ପୋଲିସ ନାକେଦମ ହୋଇଥିବା ଜଣାପଡିଛି। ଗାଈଟି ହଜିଯାଇଥିବା ନେଇ ସୂଚନା ରହିଥିବା ବେଳେ ପୋଲିସ ତାକୁ ଧରିବାକୁ ଯେତେ ଚେଷ୍ଟା କଲେ ବି…
କରୋନା ଭୟ: ସ୍ବତନ୍ତ୍ର ଜେଟ୍, ବଙ୍କର ବୁକ୍ କରୁଛନ୍ତି ଧନୀ ଶ୍ରେଣୀର ଲୋକେ
ନ୍ୟୁୟର୍କ,୧୩ା୩: କରୋନା ଭାଇରସ୍ ମହାମାରୀ ୧୨୦ ଦେଶରେ ଆତଙ୍କ ଖେଳାଇ ଚାଲିଛି। ଏହାର ପ୍ରଭାବ ସମଗ୍ର ବିଶ୍ୱବାସୀଙ୍କ ଉପରେ ପଡ଼ିଛି। ଏହି ସଂକଟଜନକ ସ୍ଥିତିରେ ଆମେରିକା, ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପ ପରି ଦେଶର ଧନୀ ଶ୍ରେଣୀର ଲୋକେ ନିଜକୁ କରୋନା ଭାଇରସ୍ରୁ…
୯୯୦ ଲକ୍ଷ ବର୍ଷ ତଳ ଡାଇନୋସର ପକ୍ଷୀର ଅବଶେଷାଂଶ ମିଳିଲା: ଓଜନ ୨ ଗ୍ରାମରୁ କମ୍
ବେଜିଂ,୧୩ା୩: ମିଆଁମାରରେ ବିଶ୍ୱର ସବୁଠୁ ଛୋଟ ଡାଇନୋସରର ଅବଶେଷାଂଶ ମିଳିଛି। ଏହା ଏକ ଆମ୍ବର(ପାରଦର୍ଶୀ ପଥର)ରେ ସୁରକ୍ଷିତ ଭାବେ ମିଳିଛି। ଗଛ କୋରଡ଼ରେ ମୁଣ୍ଡ କଟି ଏହାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାର ମୁଣ୍ଡର କିଛି ଅଂଶ ବର୍ତ୍ତମାନ ସୁରକ୍ଷିତ ରହିଛି।…
ପ୍ଲାଷ୍ଟିକ ବଦଳରେ କାଚ, ମେଟାଲ ବୋତଲରେ ସପ୍ଲାଏ ହେବ କ୍ଷୀର
ଓ୍ବାଶିଂଟନ୍,୧୩ା୩ : ପ୍ଲାଷ୍ଟିକ ମୁକ୍ତ ପାଇଁ ଆମେରିକା ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି। ଏଣିକି କ୍ଷୀର ପ୍ଲାଷ୍ଟିକ ବଦଳରେ କାଚ ଏବଂ ମେଟାଲ ବୋତଲରେ ସପ୍ଲାଏ ହେବ ବୋଲି ଆମେରିକାର କମ୍ପାନି ଲୁପ୍ ପକ୍ଷରୁ କୁହାଯାଇଛି। ‘ଦ ମିଲ୍କ ମ୍ୟାନ୍’…
ମହାକାଶରେ ବନ୍ଧା କୋବି ଚାଷ କଲା ନାସା
ଓ୍ବାଶିଂଟନ, ୧୨।୩: ମହାକାଶ ଗବେଷଣା ସଂସ୍ଥା ନାସା ଏକ ନୂଆ ଅଧ୍ୟୟନ କରିଛି। ମହାକାଶରେ ନାସାର ବୈଜ୍ଞାନିକ ସାଲାଡରେ ବ୍ୟବହାର କରାଯାଉଥିବା ବନ୍ଧା କୋବି(ଲେଟସ୍) ଚାଷ କରିବାକୁ ସକ୍ଷମ ହୋଇଛନ୍ତି। ମହାକାଶରେ ଚାଷ କରାଯାଇଥିବା ଏହି ବନ୍ଧା କୋବି ପୃଥିବୀରେ ଚାଷ…
ଡରାଉଛି କରୋନା: ଚିକେନ୍, ମଟନ ବଦଳରେ ପଣସ ଖାଇବାକୁ ପସନ୍ଦ କରୁଛନ୍ତି ଲୋକେ
କରୋନା ଭାଇରସ୍ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଏଥିରୁ ମଧ୍ୟ ବାଦ୍ ପଡ଼ିନି ଭାରତ। ଏଠାରେ ପ୍ରାୟ ୭୬ ଜଣ କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଛନ୍ତି। ଏହି ଭୟରେ ଲୋକେ ଚିକେନ୍, ମଟନ ଖାଇବା ଏକପ୍ରକାର ଛାଡ଼ିଦେଲେଣି। ଲୋକେ ଆମିଷ…
କରୋନା ଭୟ: ବଜାରରେ ଗୋମୂତ୍ରରୁ ପ୍ରସ୍ତୁତ ହ୍ୟାଣ୍ଡ୍ ସାନିଟାଇଜର ଚାହିଦା ବଢୁଛି
ନୂଆଦିଲ୍ଲୀ,୧୨।୩: କରୋନା ଭାଇରସ୍ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହି ଭାଇରସ୍ ଦ୍ୱାରା ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି। ଏହି କାରଣରୁ ବଜାରରେ ହ୍ୟାଣ୍ଡ ସାନିଟାଇଜରର…
ଓଡ଼ିଶାର ସମର ଡେଷ୍ଟିନେଶନ
ଖରା ହେଉ କି ବର୍ଷା, ବୁଲିବାର କୌଣସି ସମୟ ନଥାଏ। ସେହିଭଳି ପର୍ଯ୍ୟଟକଙ୍କ ପାଇଁ ଓଡ଼ିଶାରେ ରହିଛି ଏକାଧିକ ଆକର୍ଷଣୀୟ ସ୍ଥାନ। ଆଗକୁ ଖରାଦିନ ଆସୁଥିବା ବେଳେ ଓଡ଼ିଶାର କିଛି ଲୋକପ୍ରିୟ ସମର ଡେଷ୍ଟିନେଶନକୁ ନେଇ ଏଥର ଆମ ରିପୋର୍ଟ। ଚନ୍ଦ୍ରଭାଗାର…
ମାଗଣାରେ ମାସ୍କ ବାଣ୍ଟୁଛନ୍ତି କ୍ୟାବ୍ ଡ୍ରାଇଭର
ବେଙ୍ଗାଲୁରୁ: କରୋନା ଭାଇରସ୍ ଭୟରେ ଏବେ ସବୁଆଡେ ଏକ ପ୍ରକାରର ଭୟର ବାତାବରଣ ସୃଷ୍ଟି ହୋଇଛି । ଏଥିପାଇଁ ଲୋକେ ସତର୍କତା ସ୍ବରୂପ ମାସ୍କ କିଣି ପିନ୍ଧୁଛନ୍ତି । କେତେକ ସ୍ଥାନରେ ଲୋକେ ଏତେ ସଂଖ୍ୟାରେ ମାସ୍କ କିଣୁଛନ୍ତି ଯେ ବଜାରରେ…
୪ ଟଙ୍କା ପାଇଁ ୮ମାସର ଲଢ଼େଇ
ଗ୍ବାଲିୟର: ମାତ୍ର ୪ ଟଙ୍କା ୧୦ ପଇସା ପାଇଁ ଆଠ ମାସର ଆଇନଗତ ଲଢେଇ । କଥାଟା ଶୁଣିବାକୁ ଅଜବ ଲାଗୁଥିଲେ ବି ବାସ୍ତବରେ ଏପରି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଗ୍ବାଲିୱରରେ । ଏଇ ଅଞ୍ଚଳର ଆନନ୍ଦ ପ୍ରତାପ ସିଂହ…
୪୬ ହଜାର ପ୍ଲାଷ୍ଟିକ୍ ଟୁକୁଡ଼ାରୁ ତିଆରି ହେଲା ଶିବାଜୀଙ୍କ ପେଣ୍ଟିଂ
ମୁମ୍ବାଇ, ୧୨।୩: ମହାରାଷ୍ଟ୍ରର ଜଣେ ଆନିମେଶନ ଆର୍ଟିଷ୍ଟ ୪୬,୦୮୦ ହଜାର ପ୍ଲାଷ୍ଟିକ୍ ଟୁକୁଡ଼ାରୁ ଛତ୍ରପତି ଶିବାଜୀ ମହାରାଜଙ୍କ ପେଣ୍ଟିଂ ତିଆରି କରିଛନ୍ତି। ଏଥିରେ ୬ ପ୍ରକାର ରଙ୍ଗ ଦିଆଯାଇଛି। ୧୦ ଦିନରେ ଆର୍ଟିଷ୍ଟ ନୀତୀନ ଦିନେଶ କାମ୍ବଲେ ୧୦ ଫୁଟ ଲମ୍ବ…
୧୧୦୦ ଫୁଟ ଉଚ୍ଚରୁ ସହରର ସମ୍ପୂର୍ଣ୍ଣ ଦୃଶ୍ୟ ଦେଖିପାରିବେ ପର୍ଯ୍ୟଟକ
ଓ୍ବାଶିଂଟନ୍: ଆମେରିକାର ନ୍ୟୁୟର୍କ ସହରସ୍ଥିତ ହଡ୍ସନ ୟାର୍ଡସ ବିଲ୍ଡିଂରେ ୧୧୦୦ ଫୁଟ ଉଚ୍ଚରେ ଏକ ପ୍ଲାଟ୍ଫର୍ମ ନିର୍ମିତ ହୋଇଛି। ଏହି ପ୍ଲାଟଫର୍ମରୁ ପର୍ଯ୍ୟଟକମାନେ ୩୬ଡଲାର (ପ୍ରାୟ ୨୬୬୦ଟଙ୍କା)ର ଟିକେଟ୍ ନେଇ ସମ୍ପୂର୍ଣ୍ଣ ସହରର ଦୃଶ୍ୟ ଦେଖିପାରିବେ। ଏହି ପ୍ଲାଟଫର୍ମ ସାଧାରଣ ଲୋକଙ୍କ…

