ହିନ୍ଦୁ ଝିଅଙ୍କ ବାହାଘର କଲେ ମୁସଲମାନ ଦମ୍ପତି
ମାଛିଓ୍ବାଡା(ପଞ୍ଜାବ): ଲକ୍ଡାଉନ୍ କଟକଣା ମଧ୍ୟରେ ଅନେକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏ ସମୟରେ ଏପରି କିଛି ଘଟଣା ମଧ୍ୟ ଘଟିଛି, ଯାହା ଅନେକଙ୍କୁ ପ୍ରେରିତ କରିବା ସହ ସବୁଦିନ ପାଇଁ ସ୍ମୃତି ହୋଇ ରହିବ। ପଞ୍ଜାବର ଲୁଧିଆନାରେ ଦେଖିବାକୁ ମିଳିଛି…
ଡ୍ରାମା ଅଫ୍ ନେଚର
ନୂଆଦିଲ୍ଲୀ: ସାପ ଉପରେ ବେଙ୍ଗ। ଏମିତି ଏକ କଥା ଶୁଣିବା ମାତ୍ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ। କାହିଁକିନା ଜଣେ ଖାଦ୍ୟ ଆଉ ଜଣେ ଖାଦକ। ଏମିତି ଏକ ସମ୍ପର୍କର ଦୁଇଟି ଜୀବଙ୍କୁ ଏକାଠି ଦେଖିବା ନିହାତିଭାବେ ଆଶ୍ଚର୍ଯ୍ୟର କଥା। ମାତ୍ର…
ଭାଇରସ୍ରେ ୪୧% ‘କ୍ଲେଡ୍ ଏ୩-ଆଇ’
ହାଇଦ୍ରାବାଦ: ପରିବେଶ ଅନୁଯାୟୀ ପରିବର୍ତ୍ତିତ ଗୁଣାବଳୀ କରୋନା ଭାଇରସ୍କୁ ସଂକ୍ରମଣ ଲାଗି ବଳ ଯୋଗାଉଛି। ଚାଇନାରୁ ଆରମ୍ଭ ହୋଇଥିବା ଏହି ଭୂତାଣୁ ଆମେରିକାରେ ଯେଉଁ ପ୍ରତିକ୍ରିୟା ଦେଖାଉଛି, ୟୁରୋପୀୟ ରାଷ୍ଟ୍ରରେ ଏହା ଭିନ୍ନ। ସେହିପରି ଭାରତରେ ମଧ୍ୟ ଭୂତାଣ ଗୁଣରେ ବିବିଧତା…
ଏଠି ଗାଈ-ବଦଳଙ୍କର ହେଉଛି ଆଧାର କାର୍ଡ !
ହାଥସର,୫।୬: ଉତ୍ତରପ୍ରଦେଶର ହାଥସରରେ ଗାଈ, ବଦଳ ଆଦିଙ୍କୁ ବିଭିନ୍ନ ରୋଗ ଦାଉରୁ ରକ୍ଷା କରିବା ପାଇଁ ଟ୍ୟାଗିଙ୍ଗ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି ଆଧାରରେ ଏବେ ହାଥସରରେ ବିଭିନ୍ନ ପ୍ରାଣୀଙ୍କର ଆଧାର କାର୍ଡ ମଧ୍ୟ ପ୍ରସ୍ତୁତ କରାଯାଉଥିବା ଜଣାପଡିଛି। ଏଥିରେ ସମସ୍ତ…
ୟୁପି ଶିକ୍ଷୟିତ୍ରୀଙ୍କ ଦରମା ୧ କୋଟି, ଏକାସହ ପଢ଼ାଉଥିଲେ ୨୫ ସ୍କୁଲରେ ପାଠ
ଗୋଟିଏ କିମ୍ବା ଦୁଇଟି ନୁହେଁ ଏକା ସମୟରେ ୨୫ସ୍କୁଲରେ ପାଠ ପଢ଼ାଉଥିଲେ ଶିକ୍ଷୟିତ୍ରୀ। ଏଥିପାଇଁ ପ୍ରତି ମାସରେ ତାଙ୍କ ବ୍ୟାଙ୍କ ଖାତାକୁ ଆସୁଥିଲା ୧ କୋଟି ଟଙ୍କା। ଉତ୍ତରପ୍ରଦେଶରେ ଶିକ୍ଷା ବ୍ୟବସ୍ଥାରେ ଏଭଳି ଏକ କେଳେଙ୍କାରୀ ସାମ୍ନାକୁ ଆସିଛି। ରାଜ୍ୟର ମୌଳିକ…
ଏମିତି ଏଟିଏମ୍, ଟଙ୍କା ବଦଳରେ ବାହାରିଥାଏ ସୁନା
ଆଜିକାଲି ସମୟରେ ବ୍ୟାଙ୍କରେ ଲମ୍ବା ଲାଇନ୍ ଲଗାଇ ଗ୍ରାହକମାନେ ଆଉ ଟଙ୍କା ଉଠାଉ ନାହାନ୍ତି। ଏଥିପାଇଁ ଏଟିଏମ୍ ସହଜ ଏବଂ ସୁଲଭ ମାଧ୍ୟମ ପାଲଟିଛି। ବିଶ୍ୱର ଯେଉଁ ସ୍ଥାନକୁ ଗଲେ ମଧ୍ୟ ଏଟିଏମ୍ରୁ ଟଙ୍କା ଉଠାଇ ପାରିବେ। କିନ୍ତୁ ଜାଣନ୍ତି କି,…
ଚଳନ୍ତା ଟ୍ରେନ୍ରେ ୪ ମାସର ଶିଶୁ ପାଇଁ କ୍ଷୀର ପହଞ୍ଚାଇଲେ ଆର୍ପିଏଫ୍ ଯବାନ
ନୂଆଦିଲ୍ଲୀ,୫।୬: ଚଳନ୍ତା ଟ୍ରେନ୍ରେ ୪ ମାସର ଶିଶୁ ପାଇଁ କ୍ଷୀର ଆଣି ଦେଇଥିବା ଜଣେ ଆର୍ପିଏଫ୍ ଯବାନଙ୍କର ସବୁଠି ପ୍ରଶଂସା କରାଯାଉଛି। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଏବେ ଅଜସ୍ର ବାଃ ବାଃ ସାଉଁଟୁଛି। ରେଳମନ୍ତ୍ରୀ ପିୟୁଷ ଗୋୟଲ ମଧ୍ୟ…
କୁଇଣ୍ଟାଲ ଓଜନର ଲେହେଙ୍ଗା ପିନ୍ଧି ବିବାହ କଲେ ଯୁବତୀ
ବିବାହକୁ ସ୍ବତନ୍ତ୍ର ତଥ ସ୍ମରଣୀୟ କରିବା ପାଇଁ ବର-କନ୍ୟା କିଛି ନୂଆ କରିବାକୁ ଚେଷ୍ଟା କରିଥାନ୍ତି। ସେହିପରି ପାକିସ୍ତାନର ଜଣେ ଯୁବତୀ ବିବାହକୁ ସ୍ବତନ୍ତ୍ର କରିବା ପାଇଁ ଏକ ନିଆରା ପନ୍ଥା ଆପଣାଇଛନ୍ତି। ସେ ବିବାହରେ ୧ କି ୨ ନୁହେଁ,…
ଆଗକୁ ବିପଦ: ବିଶ୍ୱକୁ ସଞ୍ଜୀବନୀ କୋଭିଡ୍-୧୯
କୋଭିଡ୍-୧୯ ମଣିଷକୁ ଅନେକ ଶିକ୍ଷା ଦେଇଛି। ହେଲେ ପରିବେଶରେ ଯେଉଁ ସ୍ବଚ୍ଛତା ଆସିଛି ତାହା ୧୦୦ ବର୍ଷ ଭିତରେ ଦେଖିବାକୁ ମିଳି ନ ଥିଲା। ବାୟୁ ପ୍ରଦୂଷଣ ଜ୍ବାଳାରେ ଛଟପଟ ହେଉଥିବା ବିଶ୍ୱକୁ ସଞ୍ଜୀବନୀ ପାଲଟିଛି କୋଭିଡ୍-୧୯। ଏକ ଆକଳନ ଅନୁଯାୟୀ,…
ବିଶ୍ୱ ପରିବେଶ ଦିବସ ଓ ଅନୁଚିନ୍ତା
ବିଶ୍ୱ ପରିବେଶ ଦିବସ ପ୍ରତିଶ୍ରୁତିବଦ୍ଧ ପରିବେଶ ସଂରକ୍ଷଣ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ। ବିଶ୍ୱ ପରିବେଶ ଦିବସ ୧୯୭୨ରୁ ଆରମ୍ଭ ହୋଇ ଅଦ୍ୟାବଧି ମିଳିତ ଜାତିସଂଘର ଏକ ଅଗ୍ରାଧିକାର କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱବ୍ୟାପୀ ପରିବେଶ ସଚେତନତା, ଦାୟିତ୍ୱବୋଧ ସୃଷ୍ଟି କରିବା ସହ ରାଜନୈତିକ…
ମୁଣ୍ଡ ନୁଆଁଇ ଅତିଥିଙ୍କୁ ସ୍ବାଗତ କରୁଛି ହରିଣ
ସୋସିଆଲ ମିଡିଆରେ ପ୍ରାୟ ସମୟରେ ଓ୍ବାଇଲ୍ଡ ଲାଇଫ୍ ଭିଡିଓ ଶେୟାର ହୋଇଥାଏ। ଏହି ଭିଡିଓକୁ ଲୋକେ ଖୁବ୍ ପସନ୍ଦ ମଧ୍ୟ କରିଥାନ୍ତି। ଏବେ ଏକ ହରିଣର ଭିଡିଓ ଶେୟାର ହୋଇଛି, ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ହରିଣଟି ଅତିଥିମାନଙ୍କୁ…
ବିନା ଖାଦ୍ୟରେ ୭ ବର୍ଷ ବଞ୍ଚିପାରେ ଏହି ଜୀବ
ବିଶ୍ୱରେ ଅନେକ ପ୍ରକାର ଜୀବ ରହିଛନ୍ତି। କିଛି ଜୀବ ବିନା ପାଣିରେ ଦୀର୍ଘଦିନ ଧରି ବଞ୍ଚୁଥିବା ବେଳେ କିଛି ଜୀବ ବିନା ଖାଦ୍ୟରେ ବଞ୍ଚିପାରନ୍ତି। ଏପରି ଏକ ଜୀବ ହେଉଛି ଝିଟିପିଟି। ବିନା ଖାଦ୍ୟରେ ଏହା ଦିନେ କି ଦୁଇ ଦିନ…

