ପଗଡ଼ି କାଟି ମାସ୍କ ପ୍ରସ୍ତୁତ କରି ଗରିବଙ୍କୁ ବାଣ୍ଟିଲେ ଶିଖ୍ ବ୍ୟକ୍ତି
ଲକ୍ଡାଉନ୍ରେ ଲୋକେ ଗରିବଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଆଗେଇ ଆସୁଛନ୍ତି। ଏହି ସମୟରେ ଜଣେ ଶିଖ୍ ବ୍ୟକ୍ତି ନିଜର ୧୧ଟି ନୂଆ ପଗଡି କାଟି ମାସ୍କ ପ୍ରସ୍ତୁତ କରି ଗରିବଙ୍କୁ ବାଣ୍ଟିଛନ୍ତି। ହିମାଚଳ ପ୍ରଦେଶର ମଣ୍ଡି ଜିଲା ସୁନ୍ଦରନଗର ଅନ୍ତର୍ଗତ…
୧୦ ଘଣ୍ଟା ଧରି ଉଠାଇଲେ ଆବର୍ଜନା, ଉପହାରରେ ମିଳିଲା କାର
ଆମେରିକାର ମିନେପୋଲିସ୍ ସହରରେ ପୋଲିସ ହେପାଜତରେ ଥିବା ଜର୍ଜ ଫ୍ଲୋୟଡ୍ ନାମକ ଜଣେ କୃଷ୍ଣକାୟଙ୍କ ମୃତ୍ୟୁ ହେବା ପରେ ସାରା ଦେଶରେ ପ୍ରତିବାଦ ନିଆଁ ଜଳିଛି। ଲୋକେ ପ୍ଲାକାର୍ଡ, କାଗଜ ଏବଂ ବୋଡ ଧରି ଏହାର ବିରୋଧ ପ୍ରଦର୍ଶନ କରୁଛନ୍ତି। ଏସବୁ…
ସନ୍ଧ୍ୟା ୭ଟା ପରେ ଦୋକାନ ବନ୍ଦ କରିବାକୁ ଚାହୁଁଛନ୍ତି ସୁରଟର ୩୦ଟି ବଜାରର କପଡ଼ା ବ୍ୟବସାୟୀ
ସୁରଟ, ୭।୬: କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍ଡାଉନ୍ ଜାରି କରାଯାଇଥିଲା। ଧୀରେଧୀରେ ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ଲାଗି ସରକାରଙ୍କ ପକ୍ଷରୁ ଅନ୍ଲକ୍-୧ ଘୋଷଣା କରାଯାଇଛି। ତେବେ ଲକ୍ଡାଉନ୍ ସମୟରେ ପରିବାର ସଦସ୍ୟଙ୍କ ସହିତ ଅଧିକ…
୭ ବର୍ଷର ଶିଶୁଙ୍କ ୬ ପ୍ୟାକ୍ ଆବ୍ସ, ଇନ୍ଷ୍ଟାଗ୍ରାମରେ ରହିଛନ୍ତି ୪୦ ଲକ୍ଷରୁ ଅଧିକ ଫଲୋଅର୍ସ
ଆଜିର ସମୟରେ ଅଧିକାଂଶ ଲୋକ ଫିଟନେସ୍ ପ୍ରତି ଧ୍ୟାନ ଦେଉଛନ୍ତି। ବିଶେଷକରି ଯୁବଗୋଷ୍ଠୀ। ମାତ୍ର ଇରାନର ଜଣେ ୭ ବର୍ଷର ଶିଶୁ ୬ ପ୍ୟାକ୍ ଆବ୍ସ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛନ୍ତି। ତାଙ୍କ ନାମ ଆରତ୍ ହୋସ୍ନି। ଯିଏ…
ରଙ୍ଗ ବଦଳାଉଥିବା ମାଛ
ସାଧାରଣତଃ ବହୁରୂପୀ ରଙ୍ଗ ବଦଳାଇଥାଏ ବୋଲି ସମସ୍ତେ ଜାଣନ୍ତି। ମାତ୍ର ଏମିତି ଏକ ମାଛ ଅଛି, ଯାହା ରଙ୍ଗ ବଦଳାଇଥାଏ। ଏହି ମାଛ ବିରଳ। ନିକଟରେ ଏହା ଭାରତରେ ଦେଖିବାକୁ ମିଳିଛି। ଜାଣି ଆଶ୍ଚର୍ଯ୍ୟ ହେବେ ଏହି ମାଛ ପ୍ରଥମ ଥର…
୨୬ ବର୍ଷ ଧରି ପାଣିରେ ବୁଡ଼ିରହିଥିବା ‘ଭୂତ ଗାଁ’
ଇଟାଲୀର ଏକ ମଧ୍ୟଯୁଗୀୟ ଗାଁ। ଯାହା ୨୬ ବର୍ଷ ଧରି ପାଣି ଭିତରେ ବୁଡ଼ିରହିଛି। ଏହାକୁ ‘ଭୂତ ଗାଁ’ କୁହାଯାଏ। ଦୀର୍ଘଦିନ ଧରି ଏହି ଗାଁ ପାଣି ଭିତରେ ବୁଡ଼ି ରହିଥିଲା। ବର୍ତ୍ତମାନ ଏହା ବାହାରକୁ ଦେଖାଗଲାଣି। ଇଟାଲୀ ଗ୍ରାମ ଫେବ୍ରିଶ୍…
ଚାଣକ୍ୟଙ୍କ ମୃତ୍ୟୁ ଆଜି ବି ରହସ୍ୟାବୃତ୍ତ
ପ୍ରାଚୀନ ଭାରତରେ ଏମିତି କିଛି ମହାନ ବ୍ୟକ୍ତି ଜନ୍ମଗ୍ରହଣ କରିଛନ୍ତି, ଯେ କି ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଯାଇଛନ୍ତି। ସେହିପରି ଜଣେ ମହାନ୍ ବ୍ୟକ୍ତି ହେଉଛନ୍ତି ଚାଣକ୍ୟ। ଯିଏ ‘କୌଟିଲ୍ୟ’ ନାମରେ ସୁବିଖ୍ୟାତ। ଚାଣକ୍ୟ ତକ୍ଷଶୀଳା ବିଶ୍ୱବିଦ୍ୟାଳୟର ଆଚାର୍ଯ୍ୟ ଥିଲେ।…
ସେଲୁନ ମାଲିକଙ୍କ ଝିଅ ହେଲେ ୟୁଏନ୍ଏଡିଏପିର ଗୁଡ୍ ଓ୍ବିଲ ଆମ୍ବାସଡର
ଚେନ୍ନାଇ,୬।୬: କରୋନା ଭାଇରସକୁ ନେଇ ଦେଶରେ ଲକ୍ଡାଉନ ଚାଲିଥିବା ବେଳେ ଗରିବଙ୍କ ସେବା କରିଥିବା ଜଣେ ସେଲୁନ ମାଲିକଙ୍କ ଝିଅ ଏବେ ୟୁନାଇଟେଡ ନେଶନ୍ସ ଆସୋସିଏଶନ ଫର୍ ଡେଭଲପମେଣ୍ଟ ଆଣ୍ଡ ପିସ୍(ୟୁଏନ୍ଏଡିଏପି)ର ‘ଗୁଡଓ୍ବିଲ ଆମ୍ବାସଡର ଟୁ ଦି ପୁଅର’ ଭାବେ ନିଯୁକ୍ତ…
୬ ଗୃହପାଳିତ ପ୍ରାଣୀଙ୍କ ଲାଗି ୯ ଲକ୍ଷ ୬୦ ହଜାରରେ ବିମାନ ବୁକ୍ କଲେ ମାଲିକ
ନୂଆଦିଲ୍ଲୀ, ୬।୬: କରୋନା ସଂକ୍ରମଣ ଯୋଗୁ ଦେଶରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଜଣେ ମାଲିକ ନିଜ ଗୃହପାଳିତ ପ୍ରାଣୀଙ୍କୁ ଦିଲ୍ଲୀରୁ ମୁମ୍ବାଇ ଆଣିବା ଲାଗି ୯ ଲକ୍ଷ ୬୦ ହଜାର ଟଙ୍କାର ଏକ ବିମାନ ବୁକ୍ କରିଛନ୍ତି। ଜୁନ୍ ଦ୍ୱିତୀୟ ସପ୍ତାହରେ…
ମୁଣ୍ଡରେ କେଶ ନ ଥିବା ପୁରୁଷଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ
ଓ୍ବାଶିଂଟନ, ୬।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଅଚଳାବସ୍ଥା ସୃଷ୍ଟି ହୋଇଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବଢ଼ିଚାଲିଛି। ଶିଶୁ, ଗର୍ଭବତୀ ଏବଂ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ସଂକ୍ରମଣ ଆଶଙ୍କା ଅଧିକ ଥିବା ବିଶେଷଜ୍ଞ କହିଛନ୍ତି।…
ମାସ୍କ ବାଣ୍ଟୁଛନ୍ତି କଣ୍ଡକ୍ଟର
ମଦୁରାଇ: କରୋନା ସଂକ୍ରମଣ ରୋକିବା ଲାଗି ଲୋକଙ୍କୁ ସଚେତନ କରିବାକୁ ପ୍ରୟାସ ଜାରି ରହିଛି। ତେବେ ସରକାରଙ୍କ ଏହି ଉଦ୍ୟମକୁ କେତେଜଣ ବ୍ୟକ୍ତି ସ୍ବଇଚ୍ଛାରେ କରିବାରେ ଲାଗିଛନ୍ତି। ଆଉ ଏଥିପାଇଁ ନିଜେ ଖର୍ଚ୍ଚାନ୍ତ ହେବାକୁ ବି ପଛାଉ ନାହାନ୍ତି। ଏମିତି ଜଣେ…
କରୋନା ବିଜୟୀଙ୍କ ପୁନର୍ବିବାହ
ଭୋପାଳ: ସେମାନେ ବିବାହିତ। ଢେର ଦିନର ଘରସଂସାର କରି ଏବେ ପରିଣତ ବୟସରେ। କିନ୍ତୁ ଏମିତି ଏକ ସମୟରେ ସେମାନେ ପୁଣି ଥରେ ବିବାହ କରିଛନ୍ତି। କାରଣ କରୋନା ପଜିଟିଭ୍ ହେବା ପରେ ସେମାନେ ସୁସ୍ଥ ହୋଇପାରିଛନ୍ତି। ଭୋପାଳରେ ଏମିତି ଏକ…

