ଫୁରସତ

ମାଙ୍କଡ଼ ଏପରି କରି ମାସ୍କ୍‌ ପିନ୍ଧିବା ଲାଗି ଦେଲା ସଚେତନତା ବାର୍ତ୍ତା

ନୂଆଦିଲ୍ଲୀ, ୯।୭: ଏବେ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଏକ ମାଙ୍କଡ଼ ମୁହଁରେ କନାକୁ ଢ଼ାଙ୍କି ବୁଲୁଥିବାରୁ ଦୃଶ୍ୟ ଦେଖିବାକୁ ମିଳୁଛି। ଏହାଦ୍ୱାରା ମାଙ୍କଡ଼ଟି ମଣିଷଙ୍କୁ ମାସ୍କ୍‌ ପିନ୍ଧିବା ଲାଗି ଦେଲା ସଚେତନତା...

ଠାକୁରଙ୍କୁ ଲାଗି ହେଲା ୧୦୧ କ୍ୱିଣ୍ଟାଲ ଅଙ୍ଗୁର

ମୁମ୍ବାଇ, ୯।୭: ଦେଶରେ କରୋନା ମହାମାରୀ ଥମିବାର ନାଁ ଧରୁନି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି କରାଯାଇଛି। ତେବେ ଅନ୍‌ଲକ୍‌ ଘୋଷଣା କରାଯିବା ପରେ କିଛି ମନ୍ଦିର ଖୋଲାଯାଇଛି। ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଜେଜୁରି...

ଜ୍ୱାଇଁଙ୍କୁ ୬୭ ପ୍ରକାର ଖାଦ୍ୟ ପରଷିଲେ ଶାଶୁ ମା’

ହାଇଦ୍ରାବାଦ୍‌, ୯।୭: ଜ୍ୱାଇଁଙ୍କୁ ଘରେ କୁଣିଆ କରିବା ଲାଗି ଶାଶୁ ମା’ମାନେ ସବୁ ସମୟରେ ଚେଷ୍ଟା କରିଥାନ୍ତି। କିଭଳି ଜ୍ୱାଇଁ ପୁଅଙ୍କ ୬ ତିଅଣ ୯ ଭଜାରେ ଖାଇବାକୁ ଦିଆଯିବ ଏଥିଲାଗି ଝିଅ ଘର ପକ୍ଷରୁ ପ୍ରୟାସ କରାଯାଇଥାଏ। ଆନ୍ଧ୍ରପ୍ରଦେଶରେ...

ଏହି ମନ୍ଦିରକୁ ଦେଶବିଦେଶରୁ ଆସନ୍ତି କିନ୍ନର ଜାଣନ୍ତୁ କାହିଁକି

ଦେଶରେ ଅନେକ ମନ୍ଦିର ରହିଛି, ଯାହାର ରହସ୍ୟ ଉପରୁ କେବେ ପରଦା ଉଠିନାହିଁ। ଏମିତି ଏକ ମନ୍ଦିର ଗୁଜୁରାଟର ମେହସାଣା ଜିଲାରେ ଅଛି। ଏହି ମନ୍ଦିରରେ ଦେବୀ ବହୁଚରା ମାତା ପୂଜା ପାଆନ୍ତି। ଦେଶବିଦେଶରୁ କିନ୍ନର ଏଠାକୁ ଆସି ବହୁଚରା...

କରୋନା ରୋଗୀଙ୍କ ପାଇଁ ଭାଓଲିନ ବଜାଉଛନ୍ତି ଏହି ନର୍ସ

ସାଣ୍ଟିଆଗୋ,୯।୭: ଏବେ ବିଶ୍ୱର ଅଧିକାଂଶ ହସ୍ପିଟାଲରେ କରୋନା ରୋଗୀ ଭର୍ତ୍ତି ହୋଇ ରହିଛନ୍ତି। କରୋନା ଯୁଦ୍ଧରେ ବିଜୟୀ ହେବା ପାଇଁ ଏବେ ଡାକ୍ତର, ନର୍ସ ମେଡିକାଲ ଷ୍ଟାଫ୍‌ କାହାକୁ ସମୟ ନାହିଁ। ପିପିଇ କିଟ୍‌ ପିନ୍ଧି ଏମାନେ ଦୀର୍ଘ ସମୟ...

ଦିବ୍ୟାଙ୍ଗଙ୍କ ଲାଗି ଟ୍ରାନ୍ସଫର ଟୁଲ୍ସ

ଚଣ୍ଡିଗଡ଼: ନିଜର ସବୁ କାମ କରିବା ପାଇଁ ଦିବ୍ୟାଙ୍ଗମାନଙ୍କୁ ଏଣିକି ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଦିବ୍ୟାଙ୍ଗଙ୍କ କାମକୁ ସହଜ କରିବା ପାଇଁ ଏବେ ଏକ ସ୍ବତନ୍ତ୍ର ଧରଣର ଡିଭାଇସ୍‌ ବାହାର କରିଛନ୍ତି ହରିୟାଣା ରୋହତକର ଜନତା...

ପୁରୁଣା ଜିନ୍ସରେ କଳାକୃତି

ଭୋପାଳ: ପୁରୁଣା ଜିନ୍ସରେ ତିଆରି ହୋଇଛି କଳାକୃତି। ଏକଥା ଶୁଣିବାକୁ ଅବଶ୍ୟ ଟିକିଏ ଭିନ୍ନ ମନେ ହେଉଥିବ। କିନ୍ତୁ ଏଭଳି ଏକ କଳାକୃତି ତିଆରି କରିଛନ୍ତି ମଧ୍ୟପ୍ରଦେଶର ଇନ୍ଦୋରର କଳାକାରମାନେ। ୨୧ ଜଣ କଳାକାର ମିଶି ପୁରୁଣା ଜିନ୍ସ କପଡ଼ାକୁ...

ହାତୀଙ୍କ ପାଇଁ ବ୍ୟାୟାମଶାଳା

ଡେରାଡୁନ୍‌: ଏଣିକି ଜିମ୍‌ରେ ବ୍ୟାୟାମ କରିବେ ହାତୀ। ଉତ୍ତରାଖଣ୍ଡସ୍ଥିତ ରାଜାଜୀ ବ୍ୟାଘ୍ର ଅଭୟାରଣ୍ୟରେ ହାତୀଙ୍କ ପାଇଁ ତିଆରି ହୋଇଛି ଏକ ଜିମ୍‌। ଏହି ବିରାଟକାୟ ବନ୍ୟପ୍ରାଣୀମାନେ ଯେପରି ନିଜକୁ ଫିଟ୍‌ ରଖିପାରିବେ, ସେଥିପାଇଁ ଏହି ନିଆରା ପଦକ୍ଷେପ ନିଆଯାଇଛି। ଏଠାରେ...

ବଜାରରେ ମିଳୁଛି କରୋନା ବରା, କରୋନା ପରଟା: ଭାଇରାଲ ହେଉଛି ଫଟୋ

ମଦୁରାଇ,୯।୭: ତାମିଲନାଡୁର ମଦୁରାଇ ସହର ପରଟା ପାଇଁ ପ୍ରସିଦ୍ଧ ହୋଇଥିବା ବେଳେ ଏବେ ଏଠାକାର ଏକ ରେସ୍ତୋରାଁ କରୋନା ସମ୍ପର୍କିତ ସଚେତନା ସୃଷ୍ଟି କରିବାକୁ ପ୍ରୟାସ କରିଥିବା ଦେଖାଯାଇଛି। ଟେମ୍ପଲ ସିଟି ରେସ୍ତୋରାଁର ମାଲିକ କେ.ଏଲ୍‌. କୁମାର କରୋନା ଭାଇରସଠାରୁ...

ପ୍ରତିଦିନ ୧୫ କିଲୋମିଟର ଜଙ୍ଗଲ ରାସ୍ତା ଅତିକ୍ରମ କରି ଚିଠି ବାଣ୍ଟନ୍ତି ୬୫ ବର୍ଷୀୟ ବୃଦ୍ଧ

ଚେନ୍ନାଇ,୯।୭: ତାମିଲନାଡୁର ୬୫ ବର୍ଷୀୟ ବୃଦ୍ଧ ଡି. ଶିବନଙ୍କ କାହାଣୀ ଏବେ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ପେଶାରେ ଜଣେ ପୋଷ୍ଟମ୍ୟାନ ଥିବା ବେଳେ ଗତ ସପ୍ତାହରେ ଅବସର ନେଇଛନ୍ତି। ହେଲେ ସୋସିଆଲ ମିଡିଆରେ ଲୋକେ ତାଙ୍କୁ ସରକାର...

ଭାବପ୍ରବଣତା ସୃଷ୍ଟି କରନ୍ତି ପୋଷା କୁକୁର

ନେଡଲାଣ୍ଡସ(ଅଷ୍ଟ୍ରେଲିଆ)‌: ପରିବର୍ତ୍ତିତ ଜୀବନଶୈଳୀରେ କେତେକ ଲୋକ ମାନସିକ ଚାପଗ୍ରସ୍ତ ହୋଇଥାନ୍ତି। କିଛି ଲୋକଙ୍କ ମଧ୍ୟରେ ଚିଡିଚିଡ଼ାପଣ ବଢ଼ିଥାଏ। ସାମାନ୍ୟ ସମସ୍ୟାରେ କେତେକ ଧୈର୍ଯ୍ୟହରା ପଡ଼ିଥାନ୍ତି। ତେବେ ଏସବୁର ସହଜ ସମାଧାନ ପୋଷା କୁକୁର ଦ୍ୱାରା ସମ୍ଭବ ବୋଲି ସମ୍ପ୍ରତି ହୋଇଥିବା...

ଚର୍ଚ୍ଚିତ ବିବାହ: ଏକାସଙ୍ଗେ ୨ ପ୍ରେମିକାଙ୍କୁ ଜୀବନ ସାଥୀ କଲେ ଯୁବକ

ବେତୁଲ, ୮।୭- ମଧ୍ୟପ୍ରଦେଶର ବେତୁଲ ଜିଲାରୁ ଏଭଳି ଏକ ଖବର ଆସିଛି, ଯାହାକୁ ଶୁଣିଲେ ପ୍ରଥମେ ବିଶ୍ୱାସ ଲାଗିବ ନାହିଁ। ଜଣେ ଯୁବକ ତାଙ୍କର ଦୁଇ ଜଣ ପ୍ରେମିକାଙ୍କୁ ଏକ ସାଙ୍ଗରେ ଗୋଟିଏ ବେଦୀରେ ବିବାହ କରିଛନ୍ତି। ଉଭୟ ପ୍ରେମିକାଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri