ଦିଲ୍ଲୀରେ ନୟନାଙ୍କୁ ହୃଦୟ ଦେଇ ବସିଥିଲେ ଏହି ଲୋକପ୍ରିୟ ସାମ୍ବାଦିକ, ଆଉ ତା’ ପରେ…
ରବିଶ କୁମାର। ସାମ୍ବାଦିକତା ଜଗତର ଜଣେ ପରିଚିତ ନାମ। ଏକାଧିକ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି। କର୍ମ ଜୀବନକୁ ଛାଡ଼ିଦେଲେ ରବିଶଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ହୁଏତ ସେତେଟା ଆପଣ ଜାଣି ନ ଥାଇପାରନ୍ତି। ତେବେ ପ୍ରେମ ଉପରେ ରବିଶ...
ସିଗାରେଟ୍ ଛାଡି ଜମାକଲେ ଟଙ୍କା: ସେଥିରେ ତିଆରିକଲେ ଘର
ସ୍ମୋକିଂ ବା ସିଗାରେଟ ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏହା ସମସ୍ତେ ଜାଣନ୍ତି। ମାତ୍ର ଏହି ଅଭ୍ୟାସ ଥିବା ବ୍ୟକ୍ତିଙ୍କ ପାଇଁ ଏହାକୁ ଛାଡିକା କଷ୍ଟକର। ତେବେ କେରଳର ଜଣେ ବ୍ୟକ୍ତି ସିଗାରେଟ ଛାଡିଦେଇଛନ୍ତି। ଏଥିପାଇଁ ଖର୍ଚ୍ଚ କରୁଥିବା ଟଙ୍କାକୁ ସେ...
ପଥର ବଦଳାଇ ଦେଲା ଏହି ବ୍ୟକ୍ତିଙ୍କ ଭାଗ୍ୟ, ଗରିବରୁ ଏବେ କୋଟିପତି
କୁହାଯାଏ, ଭାଗ୍ୟର ପରିବର୍ତ୍ତନ ହେଲେ ରାତାରାତି ଗରିବରୁ ଜଣେ କୋଟିପତି ହୋଇଯାଏ। ଠିକ୍ ଏମିତି ଏକ ଘଟଣା ଘଟିଛି ତାଞ୍ଜାନିଆରେ। ଗାତ ଖୋଳିବା ସମୟରେ ଜଣେ ବ୍ୟକ୍ତିଙ୍କୁ ଏକ ନିଆରା ପଥର ମିଳିଥିଲା, ଯାହାକୁ ବିକି ସେ ୧୪.୭ କୋଟି...
ଏହି ପ୍ରତିଷ୍ଠିତ କମ୍ପାନୀର ସେଲ୍ସମ୍ୟାନ୍ ସାଜିଲା କୁକୁର
ମଣିଷ ପରି କୁକୁର ଏବେ ସେଲସ୍ମ୍ୟାନ ସାଜିଛି। ତାହାପୁଣି ଏକ ପ୍ରତିଷ୍ଠିତ କାର କମ୍ପାନୀରେ। ଶୁଣିବାକୁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କୁକୁର ବେକରେ ଆଇଡି କାର୍ଡ ମଧ୍ୟ ଝୁଲୁଛି। ଏଥିପାଇଁ କୁକୁରଟି ଏବେ ଷ୍ଟାର ପାଲଟିଯାଇଥିବା ବେଳେ...
ପ୍ରେମିକାଙ୍କ ପାଇଁ ପ୍ରେମିକଙ୍କ ଘର ପାଉଁଶ ହୋଇଗଲା, ଜାଣନ୍ତୁ କେମିତି
ଇଂଲଣ୍ଡର ସେଫିଲ୍ଡ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ପ୍ରେମିକାଙ୍କୁ ବିବାହ ପାଇଁ ପ୍ରପୋଜ କରିବା ବେଳେ ଏକ ଅଘଟଣ ଘଟିଛି। ଯୁବକ ଜଣଙ୍କ ପ୍ରେମିକାଙ୍କୁ ରୋମାଣ୍ଟିକ ଅନ୍ଦାଜରେ ପ୍ରପୋଜ କରିବା ପାଇଁ ଘରକୁ ୧୦୦ଟି...
ନିଶ ପାଇଁ ପ୍ରସିଦ୍ଧ ଭଗବାନ ଶ୍ରୀରାମ: ଜାଣନ୍ତୁ କେଉଁଠି
ଭାରତରେ ଅନେକ ଧର୍ମର ଲୋକ ବାସ କରନ୍ତି। ତନ୍ମଧ୍ୟରେ ହିନ୍ଦୁମାନଙ୍କ ସଂଖ୍ୟା ସବୁଠାରୁ ଅଧିକ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଅନେକ ବର୍ଷ ହେବ ଲାଗିରହିଥିବା ଆଶା ଆଶଙ୍କାର ଶେଷରେ ଅନ୍ତ ଘଟିଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
ଏହି ଦେଶରେ ସାପ ମାଂସକୁ ପୁଷ୍ଟିକର ଖାଦ୍ୟ ଭାବେ ଖିଆଯାଏ, ଦୂର ହୋଇଥାଏ ଅନେକ ରୋଗ
ବିଶ୍ୱର ବିଭିନ୍ନ ସ୍ଥାନରେ ଲୋକଙ୍କ ଖାଦ୍ୟପେୟ ଭିନ୍ନ ଭିନ୍ନ। କେତେକ ସ୍ଥାନରେ ଏପରି ଅଜବ ଖାଦ୍ୟ ପ୍ରସ୍ତୁତ କରାଯାଏ, ଯାହା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ। ଏମିତି ଏକ ଦେଶ ହେଉଛି ଭିଏତନାମା। ଏହି ଦେଶର ଲୋକମାନେ ସାପକୁ ସ୍ବାଦିଷ୍ଟ...
ଗୁଗଲ୍ ମ୍ୟାପ୍ରେ ଏହି ଘରକୁ ବହୁମାତ୍ରାରେ କରାଯାଉଛି ସର୍ଚ୍ଚ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ମେକ୍ସିକୋ ସିଟିରେ ‘ଆଭେନିଡା ଇଜଟୋକ୍ଲୋକ୍-୯’ ଠିକଣା ଥିବା ଘରକୁ ଆଜିକାଲି ଗୁଗଲ ମ୍ୟାପ୍ରେ ଖୁବ୍ ସର୍ଚ୍ଚ କରାଯାଉଛି। ଏହାର କାରଣ ହେଲା ଘରର କାନ୍ଥ ଏବଂ ପାଚେରୀ ଅଜବ କଣ୍ଢେଇରେ ସବୁ ସଜାଯାଇଛି। ଏହି କଣ୍ଢେଇ ଯୋଗୁ ଘର ଭୟାନକ...
୭.୬ କୋଟି ବର୍ଷ ତଳେ ଏହି ଜୀବକୁ ହୋଇଥିଲା କ୍ୟାନସର, ବୈଜ୍ଞାନିକମାନେ ଦେଲେ ସୂଚନା
ପ୍ରଥମ ଥର ପାଇଁ ରିସର୍ଚ୍ଚ କରି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ଡାଇନୋସରକୁ କ୍ୟାନସର ହୋଇଥିଲା। ୭.୬ କୋଟି ବର୍ଷର ପୁରୁଣା ଡାଇନୋସରର ଯେଉଁ ହାଡ଼ ଭାଙ୍ଗିଥିଲା ବୋଲି କୁହାଯାଉଥିଲା ତାହା କ୍ୟାନସର ଥିଲା। ଏହି ହାଡ଼ ୧୯୮୯ରେ କାନାଡାର...
ବିଶ୍ୱର ଦାମୀ କାର୍ କିଣିଲେ ଏହି ବ୍ୟକ୍ତି, ଜାଣନ୍ତୁ କେତେ ରହିଛି ଦାମ୍
ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ଦୁନିଆର ସବୁଠୁ ଦାମୀ କାର ବୁଗାଟୀ ଲା କିଣିଛନ୍ତି। ଏହି କାରର ମୂଲ୍ୟ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି କାର କିଣିବା ପାଇଁ ରୋନାଲଡୋ ପ୍ରାୟ ୭୫ କୋଟି ଖର୍ଚ୍ଚ କରିଛନ୍ତି। ଏହି...
ସମୁଦ୍ରକୂଳରେ ଦେଖାଗଲା ରହସ୍ୟମୟ ଜୀବର ମୃତଦେହ, ଆଉ ତା’ ପରେ..
ସମୁଦ୍ରକୂଳରେ ଜୀବଜନ୍ତୁଙ୍କ ମରଶରୀର ପଡ଼ିରହିବା ଦେଖିବାକୁ ମିଳିଥାଏ। ହେଲେ ବ୍ରିଟେନ୍ର ଏନ୍ସଡେଲ୍ ସମୁଦ୍ରକୂଳରେ ଏକ ରହସ୍ୟମୟ ଜୀବର ମୃତଦେହ ଦେଖାଯାଇଛି। ଏହାକୁ ନେଇ ସେଠାରେ ଭୟର ବାତାବରଣ ଖେଳିଯାଇଥିଲା। ଜୀବଟି ୧୫ଫୁଟ ଲମ୍ବା ରହିଥିଲା। ଜୁଲାଇ ୨୯ ତାରିଖରେ ଜଣେ...
ଟପ୍ପରଙ୍କଠାରୁ ବେଶି ଚର୍ଚ୍ଚାରେ ରାହୁଲ ମୋଦି: ୟୁପିଏସ୍ସି ପରୀକ୍ଷାରେ ମିଳିଛି ୪୨୦ ର଼୍ୟାଙ୍କ
ନୂଆଦିଲ୍ଲୀ,୪।୮: ୟୁନିୟନ୍ ପବ୍ଲିକ୍ ସର୍ଭିସ କମିଶନ୍(ୟୁପିଏସ୍ସି)-୨୦୧୯ ପରୀକ୍ଷାର ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ମୋଟ ୮୨୯ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ୪୨୦ ର଼୍ୟାଙ୍କ ପାଇଥିବା ରାହୁଲ ମୋଦି। ସମସ୍ତ ସଫଳ ପରୀକ୍ଷାର୍ଥୀଙ୍କ ନାମ...
Archives


