Posted inଫୁରସତ

୭.୬ କୋଟି ବର୍ଷ ତଳେ ଏହି ଜୀବକୁ ହୋଇଥିଲା କ୍ୟାନସର, ବୈଜ୍ଞାନିକମାନେ ଦେଲେ ସୂଚନା

ପ୍ରଥମ ଥର ପାଇଁ ରିସର୍ଚ୍ଚ କରି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ଡାଇନୋସରକୁ କ୍ୟାନସର ହୋଇଥିଲା। ୭.୬ କୋଟି ବର୍ଷର ପୁରୁଣା ଡାଇନୋସରର ଯେଉଁ ହାଡ଼ ଭାଙ୍ଗିଥିଲା ବୋଲି କୁହାଯାଉଥିଲା ତାହା କ୍ୟାନସର ଥିଲା। ଏହି ହାଡ଼ ୧୯୮୯ରେ କାନାଡାର ଅଲବର୍ଟା ଜିଲାର ଡାଇନୋସରର ଜୀବାଂଶକୁ ମିଳିଥିଲା।
ଏକ ରିପୋର୍ଟ ଅନୁଯାୟୀ, ଶାକାହାରୀ ଡାଇନୋସରର ଏହି ହାଡ଼ ବିକୃତି ଓଷ୍ଟିୟୋସାର୍‌କୋମା ଯୋଗୁ ଭାଙ୍ଗିଥିଲା। ଏଥିରେ ମେଲିଗାଣ୍ଟ କ୍ୟାନସର ହୋଇଥିଲା। ଏହି ଟ୍ୟୁମର ସେଓ ଆକାର ହୋଇଥିଲା।


ଟରୋଣ୍ଟୋସ୍ଥିତ ରୟାଲ ଅନଟାରିଓ ସଂଗ୍ରହାଳୟର ପାଲିଓଣ୍ଟୋଲୋଜିଷ୍ଟ ଡେଭିଡ୍‌ ଇଭାନ୍ସଙ୍କ ଅନୁଯାୟୀ, ହାଡ଼ର ଲମ୍ବ ୬ ମିଟର ଅଟେ। ଏହି ଅସ୍ଥି କ୍ରେଟାସିୟସ ଅବଧିରୁ ଆରମ୍ଭ ହୋଇଥିଲା। ଯେତେବେଳେ ୪ ଗୋଡ଼ ବିଶିଷ୍ଟ ଡାଇନୋସରମାନେ ଔଷଧୀୟ ବୃକ୍ଷ ଭାବରେ ବ୍ୟବହାର କରୁଥିଲେ। ଏହି ଅସ୍ଥି ତଳ ଗୋଡ଼ ହାଡ଼ର।
ଜର୍ଣ୍ଣାଲ ଅଫ୍‌ ଲାନସେଟ ଅଙ୍କୋଲୋଜିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୭.୬ ନିୟୁତ ବର୍ଷ ପୁରୁଣା ସେଣ୍ଟୋସୋରସ ଡାଇନୋସର ମୃତ୍ୟୁ ପୂର୍ବରୁ କର୍କଟ ରୋଗ ଦ୍ୱାରା ଯଥେଷ୍ଟ ଦୁର୍ବଳ ହୋଇଥାଇପାରେ। ଡାଇନୋସରକୁ ମଧ୍ୟ ସାଧାରଣ ମଣିଷ ଏବଂ ଅନ୍ୟ ଜୀବଜନ୍ତୁ ପରି କର୍କଟ ଭଳି ରୋଗ ହୋଇଥାଏ। ସେମାନେ ଏହି ପୃଥିବୀର ଅନ୍ୟ ପଶୁମାନଙ୍କ ପରି ବାସ କରୁଥିଲେ ଏବଂ ରୋଗର ଶିକାର ହୋଇଥିଲେ।
ଡକ୍ଟର ମାର୍କ କ୍ରୋଥରଙ୍କ ଅନୁଯାୟୀ, ନରମ ଟିସୁରେ ଅନେକ ପ୍ରକାରର ଟ୍ୟୁମର୍‌ ହୁଏ ଯାହା ସହଜରେ ଜୀବାଶ୍ମରେ ପରିଣତ ହୁଏ ନାହିଁ । ତେଣୁ ଜୀବାଶ୍ମରୁ କର୍କଟ ରୋଗର ପ୍ରମାଣ ମିଳିଛି। ରିପୋର୍ଟରେ କୁହାଯାଇଛି, ଏହି କର୍କଟ ରୋଗ ହାଡ଼କୁ ଶୀଘ୍ର କ୍ଷତି ପହଞ୍ଚାଏ ଏବଂ ଅନ୍ୟ ଟିସୁକୁ ଏହା ବ୍ୟାପିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri