ଫୁରସତ

ଏୟାରପୋର୍ଟରେ ପିପିଇ କିଟ୍‌ ପିନ୍ଧି ଡ୍ୟାନ୍ସ କଲେ ଏହି କ୍ରିକେଟରଙ୍କ ଭାବିପତ୍ନୀ

ଭାରତୀୟ କ୍ରିକେଟ ଦଳର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଭାବିପତ୍ନୀ ଧନଶ୍ରୀ ବର୍ମା କୋରିଓଗ୍ରାଫି ପାଇଁ ବେଶ୍‌ ଜଣାଶୁଣା। ପ୍ରାୟ ସମୟରେ ସେ ସୋସିଆଲ ମିଡିଆରେ ନିଜର ଡ୍ୟାନ୍ସର ଭିଡିଓକୁ ଶେୟାର କରିଥାନ୍ତି। ଇତିମଧ୍ୟରେ ତାଙ୍କର ଆଉ ପୋଷ୍ଟ ସାମ୍ନାକୁ ଆସିଛି।...

ରାସ୍ତାରେ ଗଡୁଛି ଘର, ଏଥିରେ ରହିଛି ବେଡ୍‌ରୁମଠାରୁ ଆରମ୍ଭ କରି ଯାବତୀୟ ସୁବିଧା

ସୋସିଆଲ ମିଡିଆରେ ଏବେ ଲକ୍ଷେ ଟଙ୍କିଆ ଘରର ଏକ ଫଟୋ ଖୁବ୍‌ ତୀବ୍ର ବେଗରେ ଭାଇରାଲ ହେଉଛି। ଏହାର ବିଶେଷତ୍ତ୍ୱ ହେଲା ଯେଉଁଆଡ଼େ ଚାହିଁବେ ଏହି ଘରକୁ ଗଡ଼ାଇ ପାରିବେ। ମନକୁ ପ୍ରଶ୍ନ ଉଠୁଥିବ ଘର ଗଡ଼ିବ କେମିତି? ତେବେ...

ସତ ହୋଇଥିଲା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୩।୮: ଭାରତୀୟ ରାଜନୀତିରେ ଏମିତି କେତେଜଣ ରାଜନେତା ରହିଛନ୍ତି ଯେଉଁମାନେ କାଳ କାଳ ଧରି ଅମର ହୋଇ ରହିବେ। ଏମାନଙ୍କ ମଧ୍ୟରୁ ଜଣେ ହେଲେ ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଭାରତର ୧୩ତମ ରାଷ୍ଟ୍ରପତି ତଥା ଭାରତ ରତ୍ନ...

ନଦୀରେ ଚାଲୁଛି ବାଇକ୍‌, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତି ବାଇକ୍‌ ତିଆରି କରି ପାଣିରେ ଚଳାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟିକୁ ଆଇଏଏସ୍‌ ଅଧିକାରୀ ଅବନୀଶ ଶରଣ ଶେୟାର କରିଛନ୍ତି। ଏହା ଉପରେ...

ରାଜରାସ୍ତାରେ ବୁଲୁଥିଲା ଦୁଇମୁଣ୍ଡିଆ ବିଷାକ୍ତ ସାପ

କଲ୍ୟାଣ, ୧୩।୮: ମହାରାଷ୍ଟ୍ର କଲ୍ୟାଣ ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ରାଜରାସ୍ତାରେ ବୁଲୁଥିବା ଏକ ଦୁଇମୁଣ୍ଡିଆ ବିଷାକ୍ତ ସାପକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ପ୍ରାୟ ୧୧ ସେଣ୍ଟିମିଟର ଲମ୍ବ ଏହି ବିରଳ ପ୍ରଜାତିର ସାପର ଭିଡ଼ିଓ...

ଗାଁକୁ ନାହିଁ ରାସ୍ତା: ଖଟରେ ବୁହା ହେଲେ ରୋଗୀ

ଅନୁପପୁର,୧୩।୮: ଗରିବ ଲୋକଙ୍କ ପାଇଁ ଓ ଗାଁଗୁଡ଼ିକୁ ବିକଶିତ କରିବା ଲାଗି ସରକାର ମାଳ ମାଳ ଯୋଜନା କରୁଛନ୍ତି। ଏନେଇ ଡିଣ୍ଡିମ ମଧ୍ୟ ପିଟୁଛନ୍ତି। ହେଲେ ତାହା କେତେ ଦୂର କାର୍ଯ୍ୟକାରୀ ହେଉଛି ସେଥିପ୍ରତି କାହାରି ନିଘା ନାହିଁ। ସ୍ବାଧିନତାର...

୧୪ ବର୍ଷ ପରେ ମିଳିଲା ହଜିଲା ପର୍ସ

ମୁମ୍ବାଇ: ଅନେକ ସମୟରେ ଆମର ବିଭିନ୍ନ ଜିନିଷ ହଜି ଯାଇଥାଏ। ପୋଲିସରେ ଅଭିଯୋଗ କଲେ ବି କିଛି ଜିନିଷ ମିଳିବା ନେଇ ଆଶା ନ ଥାଏ। କିନ୍ତୁ ଚୋରି ହେବାର ୧୪ ବର୍ଷ ପରେ ଜଣେ ବ୍ୟକ୍ତି ତାଙ୍କର ହଜିଲା...

ଅଧା ମୁହଁର ଟ୍ରେଣ୍ଡ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଏକ ନୂଆ ଟ୍ରେଣ୍ଡ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏହି ଟ୍ରେଣ୍ଡର ନାଁ ରହିଛି ହାଫ୍‌ ଫେସ୍‌। ଅର୍ଥାତ୍‌ ଅଧା ମୁହଁର ଫଟୋ। ଲୋକେ ନିଜ ନିଜ ଟୁଇଟର ଓ ଫେସ୍‌ବୁକରେ ଏବେ ଅଧା ମୁହଁର...

ପାହାଡ଼ କାଟି ପ୍ରବାସୀଙ୍କ ଜଳ ସଂରକ୍ଷଣ

ଭୋପାଳ: କରୋନା ମହାମାରୀ ଅନେକ ଜୀବନ ନେଇଛି। ବହୁ ପରିବାର ଉଜାଡ଼ିଦେଇଛି। ହେଲେ ଏହି ମହାମାରୀ ପରିସ୍ଥିତିରେ ଅନେକ ସ୍ଥାନରୁ ଭଲ ଖବର ମଧ୍ୟ ଆସୁଛି। କରୋନା ପରିସ୍ଥିତି ମଧ୍ୟପ୍ରଦେଶର ଛତର୍‌ପୁର ଜିଲା ବଡ଼ମାଲେହରା ବ୍ଲକ୍‌ ଅନ୍ତର୍ଗତ ଆଗ୍ରୋଥା ଗ୍ରାମବାସୀଙ୍କ...

ଗୋଟିଏ ପକ୍ଷୀ ପାଇଁ ୩୫ ଦିନ ଗାଁ ସମ୍ପୂର୍ଣ୍ଣ ଅନ୍ଧାର

ମଣିଷ ଏବଂ ପଶୁପକ୍ଷୀମାନଙ୍କ ମଧ୍ୟରେ ସର୍ବଦା ଏକ ଗଭୀର ସମ୍ପର୍କ ରହିଆସିଛି। ଏହାର ସର୍ବୋତ୍ତମ ଉଦାହରଣ ତାମିଲନାଡୁର ସିଭାଗଙ୍ଗା ଜିଲାରେ ଦେଖିବାକୁ ମିଳିଥିଲା। ସିଭାଗଙ୍ଗା ଜିଲାର ଏକ ଗାଁରେ ପକ୍ଷୀ ଏବଂ ଏହାର ପିଲାଙ୍କ ଯୋଗୁ ଲୋକଙ୍କୁ ପ୍ରାୟ ୩୫...

ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କରିବା ପାଇଁ ଶରୀରରେ ଲଗାଇଲେ ନିଆଁ, ଜାଣନ୍ତୁ କାହିଁକି

କୁହାଯାଏ ପ୍ରେମରେ ଲୋକ ଅନ୍ଧ ହୋଇଯାନ୍ତି। ପ୍ରେମକୁ ହାସଲ କରିବା ପାଇଁ ଲୋକେ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। ଏହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି। ରିକି ଆଶ୍‌ ନାମକ ଜଣେ ବ୍ୟକ୍ତି ନିଜ ଗର୍ଲଫ୍ରେଣ୍ଡଙ୍କ ପ୍ରପୋଜ...

୧୦୦ କୋଟି ହୀରା-ମୋତି ଅଳଙ୍କାରରେ ଝଲସିଲେ ରାଧାକୃଷ୍ଣ

ଗ୍ବାଲିଅର,୧୨।୮- ସାରା ଦେଶରେ ଜନମାଷ୍ଟମୀ ପର୍ବ ପାଳନ କରାଯାଉଛି। ତେବେ ମହାମାରୀ କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ଏକ ନିଷେଧାଦେଶ ରହିଛି। ଏଭଳି ପରିସ୍ଥିତିରେ ଲୋକମାନେ ଘର ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଶ୍ରୀକୃଷ୍ଣଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri