ବନାରସୀ ଶାଢ଼ିରେ ଭାରତର ନକ୍ସା, ତ୍ରିରଙ୍ଗାର ଝଲକ
ବାରାଣସୀ,୧୪।୮: ପର୍ବଗୁଡ଼ିକରେ ପୋଷାକର ବିଶେଷ ମହତ୍ତ୍ୱ ରହିଛି। ବିଭିନ୍ନ ପର୍ବ ଅନୁଯାୟୀ ପାରମ୍ପରିକ ପୋଷାକରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ଆଉ ଯଦି ଜାତୀୟ ପର୍ବ କଥା ପଡ଼େ ତେବେ ଜଳବାୟୁରେ ବି ଦେଶଭକ୍ତି ପରିଲକ୍ଷିତ ହେବା ସହ ତ୍ରିରଙ୍ଗା ରଙ୍ଗରେ...
ଜିମ୍ ସେଣ୍ଟରରେ ବ୍ୟାୟାମ କରୁଛି ଏହି ପ୍ରାଣୀ: ଦେଖନ୍ତୁ କିପରି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ...
ଲିଜାର୍ଡ ଡେ: ଏବେ ସଙ୍କଟରେ
ଲିଜାର୍ଡ ଡେ, ପ୍ରତିବର୍ଷ ଅଗଷ୍ଟ ୧୪ରେ ପାଳନ ହୋଇଥାଏ। ଗୋଧିଠାରୁ ଆରମ୍ଭ କରି ଏଣ୍ଡୁଅ, ଝିଟିପିଟି ଆଦି ଏହି ଶ୍ରେଣୀର ଅନ୍ତର୍ଭୁକ୍ତ। ତେବେ ବିଭିନ୍ନ କାରଣରୁ ଏହି ପ୍ରଜାତିର ପ୍ରାଣୀ ଏବେ ସଙ୍କଟରେ… ପରିବର୍ତ୍ତିତ ସମୟ ସହ ତାଳ ମିଳାଇ...
ରାଜକୁମାରଙ୍କ କାରରେ ଅଣ୍ଡାଦେଲା ପକ୍ଷୀ, ଜାଣିବା ପରେ କ’ଣ କଲେ ଜାଣନ୍ତୁ ….
ଦୁବାଇ, ୧୩।୮: ଦୁବାଇର ରାଜକୁମାର ତଥା କାର୍ଯ୍ୟକାରୀ ପରିଷଦର ସଭାପତି ଶେଖ ହାମଦାନ ବିନ୍ ମହମ୍ମଦ ବିନ ରଶିଦ ଅଲ ମାକ୍ତୁମଙ୍କ ମର୍ସିଡିସ ଏସ୍ୟୁଭି କାରରେ ଏକ ପକ୍ଷୀ ବସା ତିଆରି କରି ସେଥିରେ ରହୁଥିଲା। ଏହା ଜାଣିବା ପରେ...
ଗୁଗୁଲ ମ୍ୟାପ୍ରେ ସ୍ତ୍ରୀଙ୍କୁ ଅନ୍ୟଜଣଙ୍କ ସହ ଦେଖିଲେ ସ୍ବାମୀ, ନେଲେ ଏଭଳି ଚରମ ନିଷ୍ପତ୍ତି..
ଗୁଗୁଲ ମ୍ୟାପ୍ ବ୍ୟବହାର କରି ବିଶ୍ୱର କୌଣସି ସ୍ଥାନ ନଚେତ ଗନ୍ତବ୍ୟ ସ୍ଥଳ ବିଷୟରେ ସବିଶେଷ ତଥ୍ୟ ହାସଲ କରିହୁଏ। ହେଲେ ଏହା ଜଣେ ବ୍ୟକ୍ତିଙ୍କ ଜୀବନରେ ଦୁଃଖ ଆଣି ଦେଇଛି। କାରଣ ଗୁଗୁଲ୍ ମ୍ୟାପ୍ରୁ ହିଁ ସେ ତାଙ୍କ...
ଯୁବତୀଙ୍କୁ ଆଲିଙ୍ଗନ କଲା ହାତୀ: ଭିଡିଓ ଦେଖିଲେ ହୋଇଯିବେ ଚକିତ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ଜଣେ ଯୁବତୀଙ୍କୁ ଏକ ହାତୀ ଆଲିଙ୍ଗନ କରୁଥିବା ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।...
ଶିକ୍ଷକଙ୍କ ମୃତ୍ୟୁ ପରେ ମଧ୍ୟ ୧୮ ମାସ ପର୍ଯ୍ୟନ୍ତ ଆସୁଥିଲା ଦରମା, ଏମିତି ଜଣାପଡ଼ିଲା..
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ପରେ ବି ତାଙ୍କ ଆକାଉଣ୍ଟ ୧୮ ମାସ ଧରି ଦରମା ଆସିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମୃତ ଶିକ୍ଷକ ହେଲେ ଅରବିନ୍ଦ କୁମାର।...
ଥାନାରେ ମାଙ୍କଡ: କଲା ଏମିତି କିଛି, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଏକ ମାଙ୍କଡ ଥାନା ଅଧିକାରୀଙ୍କ କାନ୍ଧ ଉପରେ ବସି ତାଙ୍କ ଚୁଟିରୁ ଉଁକୁଣି ବାଛୁଥିବା ଭିଡିଓ...
ଏଏସ୍ଆଇ ପରିଚୟ ଦେଇ ମାସ୍କ ପିନ୍ଧି ନ ଥିବା ଲୋକଙ୍କ ଚାଲାଣ କାଟୁଥିଲେ ଏହି ମହିଳା, ଧରାପଡ଼ିବା ପରେ..
କରୋନା କଟକଣାକୁ ନେଇ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ହେଲେ ଏହାର ଫାଇଦା ଉଠାଉଥିବା ଜଣେ ମହିଳାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ସେ ନିଜକୁ ଏଏସ୍ଆଇ ଭାବେ ପରିଚୟ ଦେଇ ମାସ୍କ ପିନ୍ଧି ନ ଥିବା ଲୋକଙ୍କଠାରୁ ୫୦୦...
୨୨୫ କିଲୋ ଓଜନ ସତ୍ତ୍ୱେ ଆହୁରି ମୋଟା ହେବାକୁ ଚାହାନ୍ତି ଏହି ବ୍ୟକ୍ତି, ଦୈନିକ ଡାଏଟ୍ ଶୁଣିଲେ ଉଡିବ ହୋସ୍
ବର୍ତ୍ତମାନ ଯୁବପିଢ଼ୀ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଅତିବାହିତ କରୁଛନ୍ତି। ବିଶେଷକରି ଫଲୋଅର୍ସ ବଢ଼ାଇବାକୁ ନେଇ ଚାଲିଛି ଏକ ପ୍ରତିଯୋଗିତା। ଏଥିପାଇଁ ଲୋକମାନେ ଭଳିକି ଭଳି ଉପାୟ ଅବଲମ୍ବନ କରୁଛନ୍ତି। ସେଭଳି ଏକ ଘଟଣା ଫ୍ଲୋରିଡାରେ ଦେଖିବାକୁ ମିଳିଛି। ଅନ୍ଲାଇନ୍...
୩୬ ଘଣ୍ଟା ଧରି ଗଛରେ ଫସି ରହିଥିଲା ଭାଲୁ, ଏମିତି ହେଲା ଉଦ୍ଧାର
ରାୟପୁର,୧୩ା୮: ଛତିଶଗଡ଼ର କୋରିୟା ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୧୫ କିଲୋମିଟର ଦୂର ସଲଓ୍ବା ଗ୍ରାମ ନିକଟରେ ଥିବା ଏକ ଜଙ୍ଗଲରେ ଗୋଟିଏ ଭାଲୁ ଗଛ ଉପରେ ବନ୍ଧା ଯାଇଥିବା ତାରରେ ଫସିଯାଇଥିଲା। ଯାହାକୁ ବୈକୁଣ୍ଠପୁର ବନ ବିଭାଗ କର୍ମଚାରୀମାନେ ୩...
ଜନ୍ମାଷ୍ଟମୀରେ ପୁଅ ଜନ୍ମ ହେବାରୁ ନାଁ ‘କୃଷ୍ଣ’ଦେଲେ ଏହି ମୁସଲମାନ ବ୍ୟକ୍ତି: ଆଉ ତା ପରେ..
ରାଜନୈତିକ ପ୍ରରୋଚନା ଆଳରେ ସମାଜରେ ଧର୍ମ ନାମରେ ଦଙ୍ଗା ହେବାର ନଜିର ରହିଛି। ହେଲେ ଆଜି ବି ହିନ୍ଦୁ ମୁସଲମାନମାନ ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ସମନ୍ବୟ ପୂର୍ବଭଳି ରହିଛି। ଏହାର ପ୍ରମାଣ ଆମେ ସମୟ ସମୟରେ ପାଇଥାଉ। ଏହି ସମୃଦ୍ଧ ପରମ୍ପରା...
Archives


