୩୬ ଘଣ୍ଟା ଧରି ଗଛରେ ଫସି ରହିଥିଲା ଭାଲୁ, ଏମିତି ହେଲା ଉଦ୍ଧାର

ରାୟପୁର,୧୩ା୮: ଛତିଶଗଡ଼ର କୋରିୟା ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୧୫ କିଲୋମିଟର ଦୂର ସଲଓ୍ବା ଗ୍ରାମ ନିକଟରେ ଥିବା ଏକ ଜଙ୍ଗଲରେ ଗୋଟିଏ ଭାଲୁ ଗଛ ଉପରେ ବନ୍ଧା ଯାଇଥିବା ତାରରେ ଫସିଯାଇଥିଲା। ଯାହାକୁ ବୈକୁଣ୍ଠପୁର ବନ ବିଭାଗ କର୍ମଚାରୀମାନେ ୩ ଘଣ୍ଟା ଧରି ଚେଷ୍ଟା କରିବା ପରେ ଉଦ୍ଧାର କରିଛନ୍ତି। ଭାଲୁଟି ଗଛରେ ଫସିଯାଇଥିବା ଗ୍ରାମବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ତେବେ ଭାଲୁଟିକୁ ବୁଧବାର ଅପରାହ୍ନରେ ଗଛରୁ ଉଦ୍ଧାର କରାଯାଇଥିଲା। ପ୍ରାୟ ୩୩ ଘଣ୍ଟା ଧରି ଏହି ଭାଲୁଟି ଗଛର ଦୁଇ ଡାଳ ମଧ୍ୟରେ ଫସି ରହିଥିଲା। ତେବେ ଭୋକ ଉପାସରେ ଏତେ ସମୟ ଧରି ଗଛରେ ଝୁଲି ରହିଥିଲେ ମଧ୍ୟ ଭାଲୁଟି ସୁସ୍ଥ ଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଥିଏଟର କମାଣ୍ଡ ଗଠନ ନେଇ ପୁଣି ଚର୍ଚ୍ଚା, ଶତ୍ରୁକୁ ମିଳିବ କଡ଼ା ଜବାବ…

ନୂଆଦିଲ୍ଲୀ,୨୦।୭ : ସମସ୍ତ ପ୍ରତିରକ୍ଷା ଆହ୍ବାନକୁ ଦୃଷ୍ଟିରେ ରଖି ଭାରତୀୟ ସେନାର ତିନୋଟି ୟୁନିଟ ମିଶ୍ରଣ କରି ଥିଏଟର କମାଣ୍ଡ ଗଠନ ପାଇଁ ବହୁ ପ୍ରତୀକ୍ଷିତ...

‘ପିଓକେ’ରେ ପାକ୍‌ ବିରୋଧୀ ବିକ୍ଷୋଭ

ନୂଆଦିଲ୍ଲୀ, ୧୦ା୯ (ପି.ଟି.): ପାକିସ୍ତାନୀ ସେନାର ଅତ୍ୟାଚାର ଯୋଗୁ ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ବିଦ୍ରୋହର ନିଅଁା ଜଳିଛି। ସେଠାରେ ରହୁଥିବା ଲୋକେ ଖୋଲାଖୋଲି ଭାବେ...

ବିବାହର ୩ଦିନ ପରେ କନ୍ୟା ସାଜିଲେ ଲୁଟେରା

ଲକ୍ଷ୍ନୌ,୨୩।୭: ବିବାହ ପରେ ଘରକୁ ବଧୂ ଆସିଲେ ପରିବାରରେ ହସଖୁସିର ମାହୋଲ ଖେଳିଯାଏ। ବୋହୁଙ୍କୁ ଘରର ଲକ୍ଷ୍ମୀପ୍ରତିମା ଭାବି ପରିବାରର ମୁରବି ତାଙ୍କୁ ଘରର ସମସ୍ତ...

ଅନୀଲ ଦେଶମୁଖଙ୍କୁ ଜାମିନ, ୧୩ ମାସ ପରେ ବି ମୁକୁଳିବା ଆଶା ନୋହିଲା, ରହିବେ ଜେଲରେ…

ମୁମ୍ବାଇ,୧୨।୧୨ : କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ୱାରା ଦାଖଲ ହୋଇଥିବା ଦୁର୍ନୀତି ମାମଲାରେ ସୋମବାର ବମ୍ବେ ହାଇକୋର୍ଟ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ...

‘କେଜରିଓ୍ବାଲ, ମନିଷ, ସତ୍ୟେନ୍ଦ୍ରଙ୍କୁ ଦେଇ ଦିଅ ବିଷ ପୁଡିଆ’, ଇଡିର ଯାଞ୍ଚକୁ ନେଇ ବର୍ଷିଲେ ଏଏପି ଏମପି ସଞ୍ଜୟ ସିଂ

ନୂଆଦିଲ୍ଲୀ,୧୪।୪: ଆମ ଆଦମୀ ପାର୍ଟି(ଏଏପି) ଏମପି ସଞ୍ଜୟ ସିଂ ଶୁକ୍ରବାର ଏକ ପ୍ରେସ କନଫରେନ୍ସ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଅବକାରୀ ନୀତି ମାମଲାର ଯାଞ୍ଚକୁ...

କମିଲା ସାପ୍ତାହିକ ସଂକ୍ରମଣ : ହାର ୦.୧୦ ପ୍ରତିଶତ…

ନୂଆଦିଲ୍ଲୀ, ୧୪।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

‘ମୁଁ ମୋଗଲଙ୍କୁ ଭଲପାଏ ନାହିଁ’,ଓଓ୍ବାଇସି କହିଲେ ଲାଗୁଛି ଯେମିତି ଲାଲକିଲା ମୋଦି ନିର୍ମାଣ କରିଛନ୍ତି

ନୂଆଦିଲ୍ଲୀ,୧୨।୬: ଔରଙ୍ଗଜେବ ଓ ଟିପୁ ସୁଲତାନଙ୍କୁ ନେଇ ପୁଣିଥରେ ରାଜନୀତି ଆରମ୍ଭ ହୋଇଯାଇଛି। ଏହାକୁ ନେଇ ଅଲ ଇଣ୍ଡିଆ ମଜଲିସ ଏ ଇନ୍ତେହାଦୁଲ ମୁସଲିମନ(ଏଆଇଏମଆଇଏମ) ନେତା...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ କେତେ ଗୁରୁତ୍ୱପୂର୍ଣ୍ଣ? ବୈଦେଶିକ ମନ୍ତ୍ରଣାଳୟ ଦେଲା ସୂଚନା

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଜୁନରେ ଆମେରିକା ଗସ୍ତରେ ଯିବେ। ଏନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବାକୁ ଆମେରିକା ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ଯାତ୍ରା...

Advertisement
Archives

Model This Week