ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ହରିଣଗୁଡ଼ିକ ଏକ କଣ୍ଟା ଜାତୀୟ ଗଛର ଡାଳକୁ ଦୁଇ ଗୋଡ଼ ବଢ଼ାଇ ଭିଡ଼ି ଆଣୁଛନ୍ତି। ପରେ ଏହି ଗଛର ସବୁ ପତ୍ର ଖାଇ ଲଣ୍ଡା କରି ଦେଉଛନ୍ତି।
ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
There is a difference between being mean & standing up for yourself… pic.twitter.com/WD6vZcMRhA
— Susanta Nanda IFS (@susantananda3) September 8, 2020