Posted inଫୁରସତ

ଦୁଇ ଗୋଡ଼ରେ ଗଛର ଡାଳକୁ ଟାଣି ଏମିତି ପତ୍ର ଖାଉଛନ୍ତି ହରିଣ, ଦେଖିଲେ ଲାଗିବ ଆଶ୍ଚର୍ଯ୍ୟ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ହରିଣଗୁଡ଼ିକ ଏକ କଣ୍ଟା ଜାତୀୟ ଗଛର ଡାଳକୁ ଦୁଇ ଗୋଡ଼ ବଢ଼ାଇ ଭିଡ଼ି ଆଣୁଛନ୍ତି। ପରେ ଏହି ଗଛର ସବୁ ପତ୍ର ଖାଇ ଲଣ୍ଡା କରି ଦେଉଛନ୍ତି।
ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବୟସ ୧୪, ଉଚ୍ଚତା ୭ ଫୁଟ

ବେଜିଂ,୨୩ା୧୦: ଦକ୍ଷିଣ ପଶ୍ଚିମ ଚାଇନାର ସିଚୁଆନ ରାଜ୍ୟ ଲେଶାନ ସିଟିର ଜଣେ ୧୪ ବର୍ଷର ବାଳକଙ୍କ ଉଚ୍ଚତା ୭ ଫୁଟ। ଏହି ବାଳକ ବିଶ୍ୱର ସବୁଠୁ...

କ୍ୟାମେରାକୁ ସାବଧାନ

ବର୍ତ୍ତମାନ ଚୋରି, ଡକାୟତି ଭଳି ଅପରାଧ ବଢୁଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ରାସ୍ତା, ଦୋକାନ, ବଜାର, ଛୋଟ ବଡ଼ କାର୍ଯ୍ୟାନୁଷ୍ଠାନ ଠାରୁ ଆରମ୍ଭ କରି ଘର...

ଚାହିଁଲେ ପୂରା ଟ୍ରେନ୍‌ କରିପାରିବେ ବୁକ୍‌, ଦେବାକୁ ପଡ଼ିବ ଏତିକି ଟଙ୍କା

ଭାରତୀୟ ରେଳ ସେବା ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚିଛି। ଯେଉଁ ସ୍ଥାନରେ ପକ୍କା ସଡ଼କ ନାହିଁ ସେଠାରେ ଭାରତୀୟ ରେଳ ସେବା ପହଞ୍ଚି ପାରିଛି।...

ଛୋଟ ପିଲାକୁ ଏଭଳି ଶିଖାଉଛି କୁକୁର

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

୨ ବର୍ଷର ଝିଅକୁ କାର୍‌ରେ ଲକ୍‌ ପକାଇ ଭୁଲିଗଲେ ମହିଳା: ୭ ଘଣ୍ଟା ପରେ…

ସାଧାରଣତଃ ଲୋକେ କାର୍‌ରେ ଜିତିଷ ରଖି ଭୁଲି ଯାଉଥିବା ନଜିର ରହିଛି। କିନ୍ତୁ କାର୍‌ରେ ଶିଶୁକୁ ଲକ୍‌ ପକାଇ ଭୁଲିଯିବା ନିହାତି ଆଶ୍ଚର୍ଯ୍ୟର କଥା। ଆମେରିକାର...

୩୬ ଘଣ୍ଟା ଦୋଳି ଖେଳି ବିଶ୍ୱ ରେକର୍ଡ କଲେ ବୃଦ୍ଧ

ଯେତେବେଳେ କ୍ରେଜ୍‌ କାହାର ମୁଣ୍ଡରେ ଚଢ଼ିଯାଏ, ସେତେବେଳେ ଜଣେ ବ୍ୟକ୍ତି କିଛି ବି କରିପାରେ। କେବଳ ନିଜ ଭିତରେ ଉତ୍ସାହ ରହିବା ଦରକାର। ବୟସ ଯେତେ...

ଏଠାରେ ଯୁବତୀଙ୍କୁ ଜୋରଜବରଦସ୍ତ ଘରୁ ଉଠାଇ ନେଇ ବିବାହ କରିଥାନ୍ତି ଯୁବକ

ଇଣ୍ଡୋନେସିଆ ବାଲିର ପୂର୍ବ ଭାଗରେ ସୁମ୍ବା ନାମକ ଏକ ଦ୍ୱୀପରେ ବିଭିନ୍ନ ପ୍ରାଚୀନ ସାଂସ୍କୃତିକ ପରମ୍ପରାକୁ ଅନୁସରଣ କରାଯାଇଥାଏ। କିନ୍ତୁ ବିବାଦୀୟ ପରମ୍ପରା ହେତୁ ଏହି...

ଦ୍ୱନ୍ଦ୍ୱ ସୃଷ୍ଟି କଲା କାଠ ବାଘ: ଉଦ୍ଧାର ପାଇଁ ପହଞ୍ଚିଲା ହେଲିକ‌ପ୍ଟର‌, ପୋଲିସ

ନୂଆଦିଲ୍ଲୀ:- ଏକ କାଠ ତିଆରି ବାଘ ଯୋଗୁ ନାକେଦମ ହୋଇଛି ପୋଲିସ ଅବିକଳ ବାଘ ଭଳି ଦେଖାଯାଉଥିବା ମୂର୍ତ୍ତିକୁ ଜୀବନ୍ତ ବାଘ ବୋଲି ଭାବି ସଶସ୍ତ୍ର...

Advertisement
Archives

Model This Week