କେବଳ ମାଛର ଲାଞ୍ଜ ରୋକିଦେଲା ଏତେବଡ଼ ଦୁର୍ଘଟଣା, ଜାଣନ୍ତୁ କେମିତି
ନେଦରଲ୍ୟାଣ୍ଡରେ ସ୍ପିଗେନାକିସ ସହରରରେ ଏକ ବଡ଼ ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି। ଏକ ମେଟ୍ରୋ ଟ୍ରେନ ଅନିୟନ୍ତ୍ରିତ ହୋଇ ବାରିୟର ଭାଙ୍ଗି ଷ୍ଟେଶନରୁ ବାହାରି ଯାଇଥିଲା। ମାତ୍ର ତାହା ସେଠାରେ ଥିବା ବଡ଼ ହ୍ବେଲ ମାଛର ଲାଞ୍ଜରେ ଲାଗି ଝୁଲି…
ଉଦ୍ଧାର ପରେ ବ୍ୟକ୍ତିଙ୍କୁ ଚକମା ଦେଇ ଧାଇଁଲା ହରିଣ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ…
ବ୍ୟକ୍ତିଙ୍କୁ ଟ୍ରାଫିକ୍ ରୁଲ୍ ଶିଖାଇବା ପାଇଁ ଓଟ ଦେଲା ପାନେ: ଭିଡିଓ ଭାଇରାଲ
ଗାଡି ଚଲାଇବା ସମୟରେ ଟ୍ରାଫିକ୍ ନିୟମ ମାନିବା ନିତାନ୍ତ ଆବଶ୍ୟକ। କାରଣ ଏହାକୁ ନ ମାନିଲେ ଦୁର୍ଘଟଣା ହେବାର ଆଶଙ୍କା ଦେଖା ଯାଇଥାଏ। ମାତ୍ର ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ଟ୍ରାଫିକ୍ ନିୟମ ଭାଙ୍ଗି ଫାଇନ୍ ମଧ୍ୟ ଦେଇଥାନ୍ତି।…
ବିଶ୍ୱର ସବୁଠାରୁ ଅନ୍ଧକାର ପଦାର୍ଥ: ଯେଉଁଥିରେ ବିଏମଡବ୍ଲୁ ନିର୍ମାଣ କରିଛି ଏକ କାର, ଜାଣନ୍ତୁ ଏହାର ରହସ୍ୟ
ଶୁଭ କାର୍ଯ୍ୟରେ କଳା ରଙ୍ଗକୁ ଅଶୁଭ ବୋଲି ବିବେଚନା କରାଯାଏ, କଳା କପଡା ଟିଏ ହୋଇଥିଲେ ମଧ୍ୟ ଏହାକୁ ଗ୍ରହଣ କରାଯାଇ ନ ଥାଏ। ମାତ୍ର ବୈଜ୍ଞାନିକମାନେ ଏହି ରଙ୍ଗକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରନ୍ତି। ବିଜ୍ଞାନ ଅନୁଯାୟୀ, କଳା ରଙ୍ଗ ଅତ୍ୟଧିକ…
କର୍କଟରେ ଆକ୍ରାନ୍ତ ଶିଶୁ ଲାଗି ରଙ୍ଗିନ ପୋଷାକ ପିନ୍ଧି ନାଚିଲେ ଡାକ୍ତର: ଭିଡିଓ ଭାଇରାଲ
କର୍କଟ ଏକ ଗମ୍ଭୀର ରୋଗ। ଏହି ରୋଗରେ ଆକ୍ରାନ୍ତଙ୍କ ମନୋବଳ ବଢ଼ାଇବା ସହ ତାଙ୍କୁ ଖୁସି ରଖିବା ନିତାନ୍ତ ଜରୁରୀ। ତେବେ ଏହି କଥାକୁ ବୁଝିଛନ୍ତି, ୟୁକେର ୱର୍କେଷ୍ଟେରେଶର୍ ରୟାଲ ହସ୍ପିଟାଲର ଡାକ୍ତରମାନେ। ଇସୋବେଲ୍ ଫ୍ଲେକ୍ଚର ନାମକ ପାଞ୍ଚ ବର୍ଷର ଜଣେ…
ଏହି ଢ଼ାଳର ଦାମ୍ ଜାଣିଲେ ଉଡିଯିବ ହୋସ୍
ଲକ୍ଷ୍ନୌ,୪।୧୧: ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବା ପ୍ରେମ, ତ୍ୟାଗ ଓ ସମର୍ପଣର ପ୍ରତୀକ ହେଉଛି କରଓ୍ବାଚୌଥ ପୂଜା। ଦେଶରେ ବୁଧବାର କରଓ୍ବାଚୌଥ ପର୍ବ ପାଳନ କରାଯାଉଛି। ଏହି ଦିନ ବିବାହିତା ମହିଳାମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ନିର୍ଜଳା ବ୍ରତ ରଖିଥାନ୍ତି…
ପାର୍ସଲ ଜୋତାରୁ ମିଳିଲା ଏମିତି କିଛି: ଦେଖିବା ପରେ ଉଡିଗଲା ହୋସ୍
ଫିଲିପାଇନ୍ସରେ ବିମାନବନ୍ଦରର କର୍ମଚାରୀମାନେ ଏକ ଜୋତାରୁ ୧୧୯ଟି ଦୁର୍ଲଭ ବୁଢ଼ିଆଣି ଲୁଚି ରହିଥିବା ଦେଖିବାକୁ ପାଇଛନ୍ତି। ସୋସିଆଲ ମିଡିଆରେ ଏହାର ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି। ବ୍ୟୁରୋ ଅଫ୍ କଷ୍ଟମ ଫେସବୁକ୍ ଦ୍ୱାରା ଏହି ଫଟୋ ପୋଷ୍ଟ ହୋଇଛି। ଏହି…
କରଓ୍ବା ଚୌଥ୍ରେ ସ୍ବାମୀଙ୍କୁ ଉପହାର ଦେଲେ ହେଲମେଟ୍, ପଢ଼ାଇଲେ ଟ୍ରାଫିକ୍ ନିୟମ: ସୋସିଆଲ୍ ମିଡ଼ିଆରେ ଭାଇରାଲ
ଆଲିଗଡ଼,୪।୧୧: କରଓ୍ବା ଚୌଥ୍ରେ ବିବାହିତା ମହିଳାମାନେ ସ୍ବାମୀଙ୍କ ସୁରକ୍ଷା ଏବଂ ଦୀର୍ଘ ନିରାମୟ ଜୀବନ କାମନା କରି ବ୍ରତ ରଖିଥାନ୍ତି। ଉତ୍ତରପ୍ରଦେଶ ଆଲିଗଡ଼ରେ ଏହି ବ୍ରତ ପାଳନ ସମୟରେ ସ୍ଥାନୀୟ ସରାୟ ମାନସିଂ ଅଞ୍ଚଳରେ ପ୍ରେରଣା ମାହେଶ୍ୱରୀ ନାମକ ମହିଳା ତାଙ୍କ…
୨ ଶ୍ରମିକ ପାଲଟିଲେ ଲକ୍ଷପତି: ମାଟି ଗଦାରୁ ମିଳିଲା ହୀରା
ପାନ୍ନା,୩।୧୧: ମଧ୍ୟପ୍ରଦେଶରେ ୨ ଜଣ ଶ୍ରମିକଙ୍କ ଭାଗ୍ୟ ଖୋଲିଯାଇଛି। ମାଟି ଗଦାରୁ ସେମାନଙ୍କୁ ହୀରା ମିଳିଛି। ପାନ୍ନା ଜିଲାରେ ଏହି ଘଟଣା ଘଟିଛି। ଜରୁଆପୁରର ଦିଲ୍ଲୀପ ମିଶ୍ରଙ୍କୁ ୭.୪୪ କ୍ୟାରେଟ୍ ଓଜନର ହୀରା ମିଳିଛି। ସେହିପରି କ୍ରିଷ୍ଣ କଲ୍ୟାଣପୁରର ଲଖନ ଯାଦବଙ୍କୁ…
୧ ମିନିଟ୍ରେ ୩୪ଥର ପୁଲ୍ଅପ୍ସ ମାରି ବିଶ୍ୱ ରେକର୍ଡ ହାସଲ କଲେ ଏହି ମହିଳା
ଆମେରିକାର ପଶ୍ଚିମ ଭର୍ଜିନିଆରେ ରହୁଥିବା ଫିଟ୍ନେସ୍ ଟ୍ରେନର୍ ରୂପା ହୁଲେଟ୍ ଗିନିଜ୍ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି। ସେ ଗୋଟିଏ ମିନିଟ୍ରେ ୩୪ଥର ପୁଲ୍ଅପ୍ସ୍ ମାରିବାର କାରନାମା କରିଛନ୍ତି। ଲକ୍ଡାଉନ୍ରେ ସ୍ବାମୀଙ୍କ ସହ ଟାଇମ୍ପାସ୍ କରିବା ପାଇଁ ଏକ ଫିଟ୍ନେସ୍…
ଚାଇନାରେ ହେଲା ଟଙ୍କା ବର୍ଷା !
ବେଜିଂ,୩।୧୧: ଡ୍ରଗ୍ସ୍ ନେବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ତେବେ ଚାଇନାରେ ଜଣେ ଡ୍ରଗ୍ସ୍ ସେବନକାରୀଙ୍କ ଯୋଗୁ ଲୋକେ ମାଲା ମାଲ୍ ହୋଇଛନ୍ତି। ସମୃକ୍ତ ଯୁବକ ଜଣକ ଡ୍ରଗ୍ସ୍ ନିଶାରେ ସେ ବାସ କରୁଥିବା ୩୦ ମହଲା କୋଠାର ବାଲକୋନୀରୁ ଟଙ୍କା ଉଡ଼ାଇଥିଲେ।…
ଗଛରୁ ଗଛକୁ ଡେଉଁନି ମାଙ୍କଡ଼ ଆପଣାଉଛି ଏମିତି ଉପାୟ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ…
Archives


