ଚାଇନାରେ ହେଲା ଟଙ୍କା ବର୍ଷା !

ବେଜିଂ,୩।୧୧: ଡ୍ରଗ୍ସ୍‌ ନେବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ତେବେ ଚାଇନାରେ ଜଣେ ଡ୍ରଗ୍ସ୍‌ ସେବନକାରୀଙ୍କ ଯୋଗୁ ଲୋକେ ମାଲା ମାଲ୍‌ ହୋଇଛନ୍ତି। ସମୃକ୍ତ ଯୁବକ ଜଣକ ଡ୍ରଗ୍ସ୍‌ ନିଶାରେ ସେ ବାସ କରୁଥିବା ୩୦ ମହଲା କୋଠାର ବାଲକୋନୀରୁ ଟଙ୍କା ଉଡ଼ାଇଥିଲେ। ହଠାତ୍‌ ଆକାଶରୁ ଟଙ୍କା ବର୍ଷା ହେଉଥିବା ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରେ ଟଙ୍କା ଗୋଟାଇବା ପାଇଁ ଟଣା ଓଟରା ଆରମ୍ଭ ହୋଇଥିଲା। ଏନେଇ ଟ୍ରାଫିକ୍‌ ସମସ୍ୟା ଉପୁଜିଥିଲା। ଭିଡ଼ ହଟାଇବା ପାଇଁ ଟ୍ରାଫିକ୍‌ ପୋଲିସ ନୟାନ୍ତ ହୋଇଯାଇଥିଲେ। ଏହି ଘଟଣା ପଶ୍ଚିମ ଚାଇନାର ସପିଙ୍ଗ୍‌ବା ସହରରେ ଘଟିଛି। ସମ୍ପୃକ୍ତ ନିଶାଗ୍ରସ୍ତ ଯୁବକଙ୍କୁ ପୋଲିସ ଗିରଫ କରିଛି। ଏବେ ଏହି ଘଟଣା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଲକ୍‌ଡାଉନ୍‌ରେ ବି କରୋନାକୁ ପରାସ୍ତ କରିଛି ଭିଏତ୍‌ନାମ୍‌: କୌଣସି ସଂକ୍ରମିତଙ୍କ ହୋଇନି ମୃତ୍ୟୁ

ହନୋଇ,୨୫।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ କେତେକ ଦେଶରେ ଲକ୍‌ଡାଉନ୍‌ ମଧ୍ୟ ଜାରି ରହିଛି। ଆମେରିକାରେ...

ଗ୍ରହାଣୁ ପିଣ୍ଡ ସହ ଧକ୍କା ହୋଇ ନଷ୍ଟ କରିବ ନାସାର ଡାର୍ଟ ମିଶନ ମହାକାଶ ଯାନ…

ଓ୍ବାଶିଂଟନ, ୧୫।୯ : ଆମେରିକାର ସ୍ପେସ ଏଜେନ୍ସି ନାସା ଚଳିତ ମାସ ଶେଷରେ ଏହାର ଡାର୍ଟ (ଡବଲ ଆଷ୍ଟେରଏଡ ରିଡାଇରେକଶନ ଟେଷ୍ଟ) ମିଶନ ଆରମ୍ଭ କରିବାକୁ...

ଦଳାଚକଟାରେ ଗଲା ୮ ଜୀବନ

ହ୍ୟୁଷ୍ଟନ୍‌,୬।୧୧: ଆମେରିକାର ହ୍ୟୁଷ୍ଟନ୍‌ ସହରରେ ଆଷ୍ଟ୍ରୋଓ୍ବାଲର୍‌ଡ ମ୍ୟୁଜିକ୍‌ ଫେଷ୍ଟିଭାଲ ଦଳାଚକଟା ହୋଇ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକେ ଲୋକେ ଆହତ ହୋଇଥିବା ଜଣାପଡିଛି।...

ଦେଶରେ ପ୍ରତିିଦିନ ଭୋକରେ ରହୁଛନ୍ତି ୨୦ କୋଟି: ବର୍ଷକୁ ନଷ୍ଟ ହେଉଛି ୬ ହଜାର ୬ ଶହ କୋଟି କିଗ୍ରା ଖାଦ୍ୟ

ଓ୍ବାଶିଂଟନ,୨୪।୭: ଭାରତରେ ପ୍ରତିଦିନ ୨୦ କୋଟି ଭୋକିଲାଙ୍କୁ ଖାଦ୍ୟ ମିଳୁନି। ମାତ୍ର ଦେଶରେ ପ୍ରତିବର୍ଷ ହାରାହାରି ୬ ହଜାର ୬ଶହ ୩୦ କୋଟି କିଲୋଗ୍ରାମ୍‌ ଖାଦ୍ୟ...

ଜନ୍ମର ୩୦ ଘଣ୍ଟା ପରେ କରୋନାଭାଇରସରେ ପୀଡିତ ହେଲେ ନବଜାତକ

ବେଜିଂ,୬।୨: ଚାଇନାରେ ମହାମାରୀର ରୂପ ନେଇଥିବା କରୋନାଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ହେଲେ ଚାଇନାରେ ଏହାର ଭୟାବହତା କେତେ ତାହା ସେଠାକାର ମୃତ୍ୟୁହାର...

ଗୁପ୍‌ଚୁପ୍‌ ଏଟିଏମ୍‌: ଚାହିଁଲେ ଅଧିକ ପାଣି ବି ମାଗିପାରିବେ

ଗୁପ୍‌ଚୁପ୍‌ ଏଟିଏମ୍‌। ଶୀର୍ଷକଟି ପଢି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଟିଏମ୍‌ରୁ ବାହାରୁ ଗୁପ୍‌ଚୁପ୍‌। ତାହା ସହ ଖଟା ପାଣି ଆଉ ମିଠା ଚଟନୀ ମଧ୍ୟ...

ବିବାହ ନାମରେ ମାନବ ଚାଲାଣ : ୬୨୯ ପାକିସ୍ତାନୀ ଝିଅଙ୍କୁ ଚାଇନାରେ ବିକ୍ରି

ଲାହୋର,୫ା୧୨(ଏ.ପି.): ବିବାହ ନାମରେ ଚାଲିଛି ସାଂଘାତିକ ମାନବ ଚାଲାଣ। ଚାଇନାରେ ବାହାହେବା ପାଇଁ ପୁଅଙ୍କୁ ଝିଅ ମିଳୁ ନ ଥିବାବେଳେ ପାକିସ୍ତାନରୁ ପ୍ରତାରଣା କରି ଅଣାଯାଉଛି ଯୁବତୀମାନଙ୍କୁ।...

ହୋଟେଲ କର୍ମଚାରୀଙ୍କୁ ମୁଥ ପରେ ମୁଥ କଷିଦେଲେ ୪ ମହିଳା, ଭିଡିଓ ଦେଖିଲେ…

ଓ୍ବାଶିଂଟନ,୨୧।୩: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ୪ ଜଣ ମହିଳା ଆମେରିକାର ଫ୍ଲୋରିଡା ରେଷ୍ଟୁରାଣ୍ଟରେ କାମ କରୁଥିବା ଜଣେ କର୍ମଚାରୀ...

Advertisement
Archives

Model This Week