ଫୁରସତ

ଖୁସି ମନ

ଏକ ଭଲ ମାନସିକ ସ୍ଥିତି ମଣିଷର କାର୍ଯ୍ୟଦକ୍ଷତା ବୃଦ୍ଧି କରିଥାଏ, ଏହା ଯେକୌଣସି କାର୍ଯ୍ୟ ଲାଗି ଉର୍ଜା ଯୋଗାଇଥାଏ। ହେଲେ କେବେ କେବେ ଦୁଃଖ, ଚିନ୍ତା ଭଳି ଅନେକ କାରଣ ଭାରାକ୍ରାନ୍ତ କରିଦିଏ ମନକୁ। ଆଉ ଧୀରେ ଧୀରେ ମନ...

ପ୍ଲାଷ୍ଟିକ୍‌ ଷ୍ଟ୍ରରେ ତିଆରି ସମୁଦ୍ର ଜୁଆର

ପ୍ଲାଷ୍ଟିକ ଆବର୍ଜନା ଦିନକୁ ଦିନ ବଢିବାକୁ ଲାଗିଛି। କେବଳ ସ୍ଥଳ ଭାଗରେ ନୁହେଁ ସମୁଦ୍ରରେ ବି ଏହାର ପରିମାଣ ବଢିବାକୁ ଲାଗିଲାଣି। ତେବେ କାନାଡାର ସ୍ଥପତି ଭନ୍‌ ଓଙ୍ଗ ଏହି ପ୍ଲାଷ୍ଟିକ ଆବର୍ଜନାକୁ ଭିନ୍ନ ଉପାୟରେ ବ୍ୟବହାର କରିବାକୁ ଚେଷ୍ଟା...

ମୁସଲମାନ୍‌ ଶ୍ରଦ୍ଧାଳୁ ମନ୍ଦିର ପରିସରରେ ପଢ଼ିଲେ ନମାଜ: ଶୁଣାଇଲେ ରାମଚରିତ ମାନସ

ମଥୁରା,୧।୧୧: ଦିଲ୍ଲୀରୁ ସଦ୍‌ଭାବନା ଯାତ୍ରା ଆରମ୍ଭ କରିଥିବା ଦୁଇ ମୁସଲମାନ୍‌ ଶ୍ରଦ୍ଧାଳୁ ମଥୁରାର ନନ୍ଦଗାଓ୍ବଁର ନନ୍ଦବାବା ମନ୍ଦିର ପରିସରରେ ଶନିବାର ନମାଜ ପଢ଼ିଛନ୍ତି। ଏହା ସହିତ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ରାମଚରିତ ମାନସର ଚୌପାଇ ପାଠ କରି ଶୁଣାଇଛନ୍ତି। ଏହା ସହିତ...

କରୋନା ଆତଙ୍କ: ୪ ଲକ୍ଷ ନାବିକ ୧୬ ମାସ ଧରି ଘର ଠୁଁ ଦୂରରେ

ମାନିଲା,୧।୧୧: ପୃଥିବୀରେ ଦେଖାଦେଇଥିବା କରୋନା ମହାମାରୀ ଯୋଗୁ ବିଭିନ୍ନ ଦେଶର ୪ ଲକ୍ଷରୁ ଅଧିକ ନାବିକ ୧୬ ମାସ ଧରି ଘରକୁ ଫେରି ନାହାନ୍ତି। ନାବିକଙ୍କ ସମେତ ବହୁ ଅଧିକାରୀ ଏବଂ ବନ୍ଦର କର୍ମଚାରୀ ଅଟକି ରହିଛନ୍ତିି। ସେମାନେ ବନ୍ଦର...

ଇଣ୍ଟରନେଟରେ ଭାଇରାଲ ହେଉଛି ୪ ବର୍ଷ ଝିଅର ଭିଡିଓ: ମୋଦି କଲେ ପ୍ରଶଂସା

ନୂଆଦିଲ୍ଲୀ,୧ ।୧୧: ଏବେ ସୋସିଆଲ ମିଡିଆରେ ଜଣେ ୪ ବର୍ଷ କୁନି ଝିଅର ଭିଡିଓ ଭାଇରାଲ ହେବାରେ ଲାଗିଛି । ଆଉ ଏହାକୁ ଅନେକ ଲୋକ ପସନ୍ଦ କରୁଛନ୍ତି । ୟୁଟ୍ୟୁବରେ ଭିଡିଓଟି ଆସିବା ପରେ ଏହା ଏତେ ସୁନ୍ଦର...

ଅଜବ ଫେସ୍‌ ମାସ୍କ

କରୋନା ମହାମାରୀ ତଥା ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏବେ ମୁହଁରେ ମାସ୍କ ପିନ୍ଧିବା ଜରୁରୀ ହୋଇପଡ଼ିଛି। ତେବେ ଏହି ମାସ୍କର ବ୍ୟବହାରକୁ ଆଉ ଟିକେ ଟ୍ରେଣ୍ଡି କରିବା ପାଇଁ ଆଜିକାଲି ମାର୍କେଟରେ କେତେ ନୂଆ ନୂଆ...

ନିଆରା ଗାଁ

ଗାଁ ସହିତ ମଣିଷର ସମ୍ପର୍କ ବହୁ ପ୍ରାଚୀନ। ପ୍ରତ୍ୟେକ ଗାଁ ପ୍ରତ୍ୟେକଙ୍କ ପାଇଁ ସୁନ୍ଦର। ସବୁ ଗାଁରେ ବି କିଛି ନା କିଛି ବିଶେଷତ୍ୱ ରହିଛି। କିଛିକିଛି ଅଲଗାପଣ ରହିଛି। କୋଉ ଗାଁର ଲୋକମାନେ ପୂଜାପ୍ରାର୍ଥନା ପାଇଁ ମନ ରଖୁଥିବା...

ଓଡ଼ିଆ ଅଭିଧାନ ଓ ରଙ୍ଗିନ ଚକ୍‌ଖଡ଼ି କିଣିଥିଲି

ଅଧ୍ୟାପକ, ସାହିତି୍ୟକ ତଥା ସାହିତ୍ୟ ସଂଗଠକ ପ୍ରେମାନନ୍ଦ ମହାରଣା ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ୧୯୬୭ ମସିହାରେ ଖୋର୍ଦ୍ଧା ଜିଲା କୁହୁଡ଼ିଠାରେ ମୋର ଜନ୍ମ। ଜନତା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରି ପୁରୀ ଏସ୍‌ସିଏସ୍‌ କଲେଜରେ...

ତୁଳସୀ

ବିଷ୍ଣୁପ୍ରିୟା ସେ। ଘରେ ଘରେ ପୂଜିତା । ପବିତ୍ର ଏହାର ପତ୍ରରୁ ମୃତ୍ତିକା ପର୍ଯ୍ୟନ୍ତ । ମୂଳରେ ଏହାର ସବୁ ତୀର୍ଥ । ପୁଣି ପତ୍ରରେ ଦେବତା କରନ୍ତି ବାସ । ପୁରାଣରୁ ଆୟୁର୍ବେଦ,ମଣିଷର ଜନ୍ମରୁ ମୃତ୍ୟୁ ଯାଏଁ ସବୁଠି...

ମାଡ଼ି ଆସୁଛି ବିପଦ: ପୃଥିବୀକୁ ଧକ୍କାଦେବ ଗ୍ରହାଣୁପିଣ୍ଡ, ହେବ ପ୍ରଚଣ୍ଡ ବିସ୍ଫୋରଣ

ଓ୍ବାଶିଂଟନ,୧।୧୧: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଆସନ୍ତା ୪୮ ବର୍ଷ ପରେ ୨୦୬୮ ଏପ୍ରିଲ୍‌ ୧୨ରେ ଏକ ଗ୍ରହାଣୁପିଣ୍ଡ ପୃଥିବୀକୁ ତୀବ୍ର ବେଗରେ ଧକ୍କାଦେବ। ଏହାଯୋଗୁ ପ୍ରଚଣ୍ଡ ବିସ୍ଫୋରଣ ହେବ। ବିସ୍ଫୋରଣର ତୀବ୍ରତା ୮୮ କୋଟି ଟନ୍‌ ଟ୍ରାଇ...

୬୨ ମିଟର ଦୂର ଚାଲିଲା ୫ ମହଲା କୋଠା: ସୁରକ୍ଷିତ ସ୍ଥାନକୁ ହେଲା ସ୍ଥାନାନ୍ତର

ବେଜିଂ,୧।୧୧: ଜୀବିତ ପ୍ରାଣୀ ଚାଲବୁଲ କରିଥାନ୍ତି। ତେବେ କୋଠା ଚାଲିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଏଭଳି ଘଟଣା ଚାଇନାର ସାଙ୍ଘାଇରେ ଘଟିଛି। ରୋବୋଟିକ୍‌ ଗୋଡ଼ ଲଗାଇ ଚାଇନାର ଏକ ୫ ମହଲା କୋଠାକୁ ୬୨ ମିଟର...

ଏମିତି ମାଟି ଦୀପ: ଯାହା ଜଳୁଛି ୪୦ ଘଣ୍ଟା

ରାୟପୁର,୩୧ା୧୦: ଛତିଶଗଡ଼ର କୋଣ୍ଡାଗାଁରେ ରହୁଥିବା ଅଶୋକ ଚକ୍ରଧାରୀ ଏକ ମାଟିର ଦୀପ ତିଆରି କରିଛନ୍ତି। ଯାହା ୨୪ରୁ ୪୦ ଘଣ୍ଟା ପର୍ଯ୍ୟନ୍ତ ଜଳିପାରିବ। ଏହି ଦୀପକୁ ନେବା ପାଇଁ ଲୋକେ ଫୋନ୍‌ ପରେ ଫୋନ୍‌ କରୁଛନ୍ତି। ଅଶୋକଙ୍କୁ ଏଥିପାଇଁ ଜାତୀୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri