ଫୁରସତ

କରୋନା ବଦଳାଇଦେଲା ଏହି ଯୁବକଙ୍କ ଜୀବନ, ଥିଲେ ପାଇଲଟ୍‌ ଏବେ କରୁଛନ୍ତି…

କରୋନା ମହାମାରୀ କିଛି ଲୋକଙ୍କ ଜୀବନ ଜୀବିକାକୁ ଖୁବ୍‌ ପ୍ରଭାବିତ କରିଛି। କିଛି ମାସ ଧରି ଲକ୍‌ଡାଉନ୍‌ ଜାରି ରହିଥିବାରୁ ଏୟାର ଇଣ୍ଡିଆର ବହୁ କ୍ଷତି ହୋଇଥିଲା। ଏହି ପରିସ୍ଥିତିରେ ଋଷିଆର ଜଣେ ନୌଯବାନ ପାଇଲଟ ରୋମନଙ୍କ ସହ ଘଟିଛି। ରୋମନ…

୭୧ ବର୍ଷରେ ଭାରତୀୟ ସମ୍ବିଧାନ:୨ ବର୍ଷ ୧୧ ମାସ ୧୮ ଦିନରେ ହୋଇଥିଲା ପ୍ରସ୍ତୁତି

ନୂଆଦିଲ୍ଲୀ,୨୬।୧୧: ଭାରତୀୟ ସମ୍ବିଧାନ ପ୍ରସ୍ତୁତିକୁ ଇତିମଧ୍ୟରେ ୭୧ ବର୍ଷ ପୂରିଛି। ୧୯୪୯ ନଭେମ୍ବର ୨୬ରେ ସମ୍ବିଧାନ କମିଟି ଅଧ୍ୟକ୍ଷ ଡ. ଭୀମରାଓ ଆମ୍ବେଡକର ଏହାକୁ ଦାଖଲ କରିଥିଲେ। ସମ୍ବିଧାନର ପ୍ରସ୍ତୁତି ପାଇଁ ୨ ବର୍ଷ ୧୧ ମାସ ୧୮ ଦିନ ସମୟ…

୨୫ ବର୍ଷ ପଛକୁ ଘୁଞ୍ଚିବ ବୟସ

ଜେରୁଜେଲମ୍‌,୨୬ା୧୧: ଗଡ଼ିଗଲା ସମୟ କେବେ ଫେରେନାହିଁ କି ଢଳିଯାଇଥିବା ବୟସ ପଛକୁ ଘୁଞ୍ଚେନାହିଁ। କିନ୍ତୁ ଏହି ଅସମ୍ଭବକୁ ସମ୍ଭବ କରିଦେଖାଇଛନ୍ତି ଇସ୍ରାଏଲ୍‌ର ବୈଜ୍ଞାନିକମାନେ। ସେମାନେ ଏପରି ଏକ ଚମତ୍କାରୀ ଉପାୟ ବାହାର କରିଛନ୍ତି, ଯାହାକୁ ଆପଣାଇବା ଦ୍ୱାରା ଜଣେ ବ୍ୟକ୍ତି ୨୫…

ଏମିତି ମନ୍ଦିର: ଯେଉଁଠି ପବନରେ ଝୁଲି ରହିଛି ଏକ ଖମ୍ବ, ଆଜି ବି ରହସ୍ୟାବୃତ୍ତ

ଭାରତକୁ ମନ୍ଦିରର ଦେଶ କୁହାଯାଏ। କାରଣ ଏଠାରେ ଅନେକଗୁଡ଼ିଏ ମନ୍ଦିର ଅଛି, ଯାହାକୁ ଗଣିବା ଅସମ୍ଭବ। ସେଥିମଧ୍ୟରୁ କିଛି ମନ୍ଦିର ମହାନତା ଏବଂ ଅନନ୍ୟ ବିଶ୍ୱାସ ପାଇଁ ବେଶ୍‌ ଜଣାଶୁଣା। ଏମିତି ଏକ ଅନନ୍ୟ ମନ୍ଦିର ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲାରେ ଅଛି।…

ଏମିତି କରିଦେଲା ମାଙ୍କଡ଼ ଛୁଆ: ରାଗିଗଲା ସିମ୍ପାଜି

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…

ହେଲିକପ୍ଟର ଉଡ଼ାଣ ସମୟରେ ସାମ୍ନାକୁ ଆସିଲା ରହସ୍ୟମୟ ଜିନିଷ, ପାଇଲଟ ହେଲେ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୫ା୧୧: ଆମେରିକାରେ ହେଲିକପ୍ଟରରେ ଉଡ଼ିବା ସମୟରେ ପାଇଲଟ ଏକ ରହସ୍ୟମୟ ତଥା ଅଜବ ଜିନିଷ ଦେଖିବାକୁ ପାଇଥିଲେ। ଯାହା ବହୁତ ବଡ଼ ଏବଂ ଅସାଧାରଣ ଆକୃତିର ଥିଲା। ସ୍ଥାନୀୟ ଅଧିକାରୀମାନେ ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଏକ ରିପୋର୍ଟ…

ମଙ୍ଗଳରେ ବାସ କରିପାରିବେ ପୃଥିବୀର ୪ ପ୍ରଜାତିର ମିଥାନୋଜେନ୍ସ୍‌

ଓ୍ବାଶିଂଟନ,୨୫।୧୧: ମଙ୍ଗଳରେ ବସତି ସ୍ଥାପନ କରିବା ଲାଗି ମନୁଷ୍ୟ ଉଦ୍ୟମ ଜାରି ରଖିଛି। ଏପରିସ୍ଥଳେ ମହାକାଶ ବିଜ୍ଞାନୀମାନେ କହିଛନ୍ତି ଯେ, ପୃଥିବୀରେ ଥିବା ୪ ପ୍ରଜାତିର ସୁକ୍ଷ୍ମ ଅଣୁଜୀବ ମଙ୍ଗଳରେ ସହଜରେ ବାସ କରିପାରିବେ। ମଙ୍ଗଳରେ ସହଜରେ ମିଥାନୋଥର୍ମୋବ୍ୟାକ୍ଟର ଓ୍ବଲଫେଲି, ମିଥାନୋ…

ହିମ ପାହାଡ଼ ତରଳିଲେ ଭୟଙ୍କର ସଙ୍କଟ

ଓ୍ବାଶିଂଟନ: ପୃଥିବୀରେ କରୋନା ମହାମାରୀ ସଙ୍କଟ ଜାରି ରହିଥିବାବେଳେ ଏବେ ବୈଜ୍ଞାନିକମାନେ ଅନ୍ୟ ଏକ ବିପଦ ମାଡ଼ି ଆସୁଥିବା ସମ୍ପର୍କରେ ଚେତାବନୀ ଦେଇଛନ୍ତି। ଉତ୍ତରମେରୁରେ ହିମ ପାହାଡ଼ ତରଳିଲେ ମାନବ ସଭ୍ୟତା ପ୍ରତି ବିପଦ ମାଡ଼ି ଆସିବ ବୋଲି ବୈଜ୍ଞାନିକ କହିଛନ୍ତି।…

ଇଲେକ୍‌ଟ୍ରିକ୍‌ ମସ୍‌ରୁମ୍‌

ପୁଷ୍ଟିକର ଖାଦ୍ୟ ତାଲିକାରେ ଛତୁ ବା ମସ୍‌ରୁମ୍‌ର ସ୍ଥାନ ସ୍ବତନ୍ତ୍ର। ଭୋଜିଭାତ, ପାର୍ଟି, ଫଙ୍କସନ୍‌ରେ ଖାଇବା ଥାଳିରେ ପ୍ରଥମେ ଖୋଜା ପଡ଼ିଥାଏ ସ୍ବାଦିଷ୍ଠ ଛତୁ ବ୍ୟଞ୍ଜନ। ତେବେ ପୂର୍ବ ଭାରତୀୟ ରାଜ୍ୟ ମେଘାଳୟର ବାଉଁଶ ବଣରେ ଏକ ଆଶ୍ଚର୍ଯ୍ୟଜନକ ଛତୁର ସନ୍ଧାନ…

ଇ-ଓ୍ବେଷ୍ଟରୁ ଇନୋଭେସନ

ଟେକ୍ନୋଲୋଜୀର ବିକାଶ ଏବଂ କ୍ରମାଗତ ପରିବର୍ତ୍ତନ ଦ୍ୱାରା ସମଗ୍ର ବିଶ୍ୱରେ ଇ-ଓ୍ବେଷ୍ଟ୍‌ର ପରିମାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଲୋକେ ନିୟମିତ ବ୍ୟବଧାନରେ ନିଜ କମ୍ପ୍ୟୁଟର, ମୋବାଇଲ୍‌ ଫୋନ୍‌, ଟାବ୍‌ଲେଟ୍‌ସ ଓ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣକୁ ଅପ୍‌ଗ୍ରେଡ୍‌ କରିବା ଦ୍ୱାରା…

ଭାରତ ନୁହେଁ, ଆମେରିକାକୁ ନେଇ ଗର୍ବିତ

ଡେମୋକ୍ରାଟ୍‌ କମଲା ହାରିସ୍‌ ଏକକାଳୀନ ୩ ବିରଳ ରେକର୍ଡର ଅଧିକାରିଣୀ ହେବାର ଗୌରବ ଅର୍ଜନ କରିଛନ୍ତି। ସେ ହେଉଛନ୍ତି ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି। ଦକ୍ଷିଣ ଏସୀୟ ତଥା କୃଷ୍ଣକାୟ ଭାବେ ଏହି ପଦରେ ଆସୀନ ହେବାରେ ମଧ୍ୟ କମଲା ପ୍ରଥମ…

ପରିବର୍ତ୍ତନର ନାଁ ବାଇଡେନ୍‌

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେଲା। ରାଷ୍ଟ୍ରପତି ଟ୍ରମ୍ପ୍‌ ହାରିିଗଲେ ଓ ପୂର୍ବତନ ଉପରାଷ୍ଟ୍ରପତି ବାଇଡେନ୍‌ ଜିତିଲେ। ଏମିତି ଦେଖିଲେ ସାଧା କଥା। ନିର୍ବାଚନ ଏକ ସ୍ବାଭାବିକ ଗଣତାନ୍ତ୍ରିକ ପ୍ରକ୍ରିୟା। ପୂର୍ବରୁ ମଧ୍ୟ ଅନେକ ଶାସକ ପରାଜିତ ହୋଇଛନ୍ତି। କିନ୍ତୁ ସାମଗ୍ରିକ ଭାବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri