Posted inଫୁରସତ

ଏମିତି ପ୍ରଜାପତିକୁ ଧରୁଛି ବାଘ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ବାଘ ପ୍ରଜାପତି ଦେଖି ଖୁସି ହୋଇଯାଉଥିବା ଦେଖିବାକୁ ମିଳୁଛି। ପରେ ସେ ତାହାକୁ ଧରିବାକୁ ଚେଷ୍ଟା କରୁଛି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ନିଜକୁ ଫିଟ୍‌ ରଖିବା ପାଇଁ କୁକୁର କରୁଛି ଏପରି, ମା’ କୁ ଦେଖି ଛୁଆବି…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ମୃତଦେହ ପୋତିବାକୁ ଏଠାରେ ଦେବାକୁ ପଡେ କୋଟି କୋଟି ଟଙ୍କା

ହଂକଂ: ହଂକଂ ସହରରେ ସ୍ଥାନାଭାବ ଚିନ୍ତାର କାରଣ ହୋଇଛି। ଦର ବୃଦ୍ଧି ଯୋଗୁ ଲୋକଙ୍କ ମୃତଦେହକୁ ପୋତିବା ପାଇଁ ଜମି ମିଳୁନାହିଁ। ତେଣୁ ମୃତଦେହକୁ ପୋତିବା...

ଇନ୍ଦୋରରେ ଭାଇଚାରାର ବାର୍ତ୍ତା: ହିନ୍ଦୁ ମହିଳାଙ୍କୁ ସଂସ୍କାର କଲେ ମୁସ୍‌ଲମାନ

ଇନ୍ଦୋର,୭।୪: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଥିବାରୁ ଏହାର ମୁକାବିଲା ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ ସମୟରେ ଯେଉଁଠାରେ ଲୋକମାନେ ବାହାରକୁ ବାହାରି...

ମାଙ୍କଡ଼ର ଅନ୍‌ଲାଇନ ଶପିଂ

ବେଜିଂ: ସ୍ମାର୍ଟଫୋନ୍‌ ହେଉ କି କମ୍ପ୍ୟୁଟର ଏଥିରେ ଇଣ୍ଟରନେଟ୍‌ ସଂଯୋଗ କରି ଘରେ ବସି ଅନ୍‌ଲାଇନ୍‌ରେ ବିଭିନ୍ନ କାର୍ଯ୍ୟ ସହଜରେ କରିହେଉଛି। ଏସବୁ ଭିତରେ ଅନ୍‌ଲାଇନ୍‌...

ପ୍ରକାଶ ପାଇଲା ଫୋର୍ବସ ତାଲିକା: ସର୍ବାଧିକ ଆୟରେ ଏହି ଭାରତୀୟ ଅଭିନେତା ସାମିଲ

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବେଶ୍‌ ଦବ୍‌ଦବା ରହିଛି। ତାଙ୍କ ଆକ୍ସନ ଓ ଅଭିନୟର ଜାଦୁ ଶିଶୁଠାରୁ ଆରମ୍ଭ କରି...

ଚିନ୍ମୟ ଚିନ୍ତନ: ନିଜର ମାଲିକ ବାଛିଲେଣି କି

ଆପଣଙ୍କ କ୍ଷେତରେ ବୁଲାଗାଈଟିଏ ପଶିଗଲା। ଫସଲରୁ ଯାହା ଖାଇଲା ଖାଇଲା, ଦଳି ମନ୍ଥି ଗୁଡାଏ ନଷ୍ଟକଲା। ଖବର ପାଇ ଠେଙ୍ଗାଟିଏ ନେଇ ଆପଣ ଦୌଡିଲେ। ହାତ...

ଗୋବର ଯୁଦ୍ଧ

କର୍ନାଟକ ଓ ତାମିଲନାଡୁ ସୀମାର ଏକ ଛୋଟିଆ ଗାଁ ହେଉଛି ଗୁମାତାପୁର। କିନ୍ତୁ ଏବେ ଏହି ଛୋଟ ଗାଁ ସାରା ପୃଥିବୀରେ ପରିଚିତି ଲାଭ କରିଛି।...

୬ ବର୍ଷ ଝିଅର ବ୍ୟାଟିଂ ଦେଖି ବଡ଼ ବଡ଼ କ୍ରିକେଟର୍‌ ହେଲେ ଆଶ୍ଚର୍ଯ୍ୟ

ଭାରତରେ କ୍ରିକେଟ୍‌ ସବୁଠୁ ଅଧିକ ଲୋକପ୍ରିୟ ଖେଳ। ଏହାକୁ ସବୁ ବର୍ଗର ଲୋକ ଦେଖିଥାନ୍ତି। ନିକଟରେ ଜଣେ ୬ ବର୍ଷୀୟ ଝିଅଙ୍କ ଏକ ଭିଡିଓ ଭାଇରାଲ...

Advertisement
Archives

Model This Week