Posted inଫୁରସତ

ରାସ୍ତାରେ ଯାଉଥିଲେ କୁକୁର ପଲ, ହଠାତ୍‌ ବଦଳିଗଲା ରଙ୍ଗ, ସାମ୍ନାକୁ ଆସିଲା ଏହି କାରଣ

ରୁଷିଆରେ ଏମିତି କିଛି ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏଠାକାର ରାସ୍ତାରେ ଚାଲୁଥିବା କୁକୁରଙ୍କ ହଠାତ୍‌ ରଙ୍ଗ ବଦଳି ଯାଇଛି। ଏହା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି କୁକୁରଙ୍କ ରଙ୍ଗ ପୂରାର ନୀଳ ରଙ୍ଗ ହୋଇଯାଇଥିଲା। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି କୁକୁରଙ୍କ ଫଟୋ ଭାଇରାଲ ହେଉଛି। କୁହାଯାଉଛି, କୌଣସି କେମିକାଲ ବା ରାସାୟନିକ ପ୍ରକ୍ରିୟା ଯୋଗୁ ଏପରି ରଙ୍ଗ ପରିବର୍ତ୍ତନ ହୋଇଛି।

ଏହି ସହରରେ ସୋଭିଏତ ସଂଘର ଏକ କେମିକାଲ ପ୍ଲାଣ୍ଟ ରହିଛି। ଏହା ଏକ ବଡ଼ ଧରଣର କେମିକାଲ ପ୍ରଡକ୍ସନ ଫ୍ୟାସିଲିଟି ଥିଲା। ଯେଉଁଥିରେ ହାଇଡ୍ରୋସାଇନିକ୍‌ ଏସିଡ ଏବଂ ଫ୍ଲେକ୍ସି ଗ୍ଲାସ ତିଆରି କରାଯାଉଥିଲା। ଏହି ପ୍ଲାଣ୍ଟରୁ ନିର୍ଗତ କେମିକାଲ ଯୋଗୁ କୁକୁରଙ୍କ ଏପରି ରଙ୍ଗ ପରିବର୍ତ୍ତନ ହୋଇଯାଇଛି।

ଅନ୍ୟପକ୍ଷରେ ଏହି ଫ୍ୟାକ୍ଟ୍ରି ୬ ବର୍ଷ ପୂର୍ବରୁ ଆର୍ଥିକ ସଙ୍କଟ ଯୋଗୁ ବନ୍ଦ ହୋଇଯାଇଛି। କୁକୁରଙ୍କ ରଙ୍ଗ ନୀଳ ହେବା ସମ୍ପୂର୍ଣ୍ଣ ମିଛ ବୋଲି ପ୍ଲାଣ୍ଟ ମାଲିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେପର ଫ୍ୟାଶନ ଶୋ’

ପ୍ରତିଦିନ ଫ୍ୟାଶନ ଜଗତରେ ନୂଆ ନୂଆ ତଥା ଭିନ୍ନ ଧରଣର ଡିଜାଇନ୍‌ମାନ ଦେଖିବାକୁ ମିଳୁଛି। ଏହାକୁ ପ୍ରଦର୍ଶନ କରିବା ଲାଗି ବିଭିନ୍ନ ପ୍ରକାର ଫ୍ୟାଶନ ଶୋ’ର...

ମାସ୍କ ପିନ୍ଧି ନ ଥିବାରୁ ମହିଳାଙ୍କ ସଙ୍ଗେ ଖେଳିବାକୁ ମନା କଲା ହଂସ, ପରେ ଘଟାଇଲା ଏମିତି

ବର୍ତ୍ତମାନ କରୋନା ମହାମାରୀଠାରୁ ଦୂରେଇ ରହିବା ଲାଗି ସାମାଜିକ ଦୂରତା ଓ ମାସ୍କ ହିଁ ଏକ ମାତ୍ର ଭରସା। ଏହି କଥାକୁ ମଣିଷ ବୁଝି ମଧ୍ୟ...

ଅଶ୍ଳୀଳ ମେସେଜ୍‌ ପଠାଉଥିଲେ ବସ୍‌: ମହିଳା କର୍ମଚାରୀ କଲେ ଏପରି….

ବେଜିଂ,୧୫।୪: ଚାଇନାର ଏକ ସରକାରୀ ଅଫିସର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ମହିଳା କର୍ମଚାରୀ ଅଫିସରେ ଚେୟାରରେ ବସିଥିବା ବସ୍‌ଙ୍କୁ...

ଟାଇଟନ୍‌କୁ ଯିବ ରୋଟରକ୍ରାଫ୍ଟ

ପୃଥିବୀରେ ଜୀବ ଜଗତ ଆରମ୍ଭ ହେବା ସମୟରେ ଯେଭଳି ବାୟୁମଣ୍ଡଳ ଥିଲା ତାହା ସେଠାରେ ରହିଛି ବୋଲି ନାସାର ଗବେଷକମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ...

ମହାରାଷ୍ଟ୍ର ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଜେଲ ଟୁରିଜିମ: ସାଧାରଣ ଜନତା ବିନା ଅପରାଧରେ ପାଇବେ ଜେଲ୍‌ର ଅନୁଭୁତି!

ମୁମ୍ବାଇ,୨୫ ।୧: ଜେଲ୍ ଯିବାକୁ ସମସ୍ତେ ସାଧରଣତଃ ନିଚ୍ଚ ଦୃଷ୍ଟିରେ ଦେଖିଥାଆନ୍ତି । ଆଉ ଯେଉଁମାନେ ଜେଲ୍ ଯାଆନ୍ତି ସେମାନଙ୍କୁ ସମାଜରେ ବଦନାମ ହେବାକୁ ପଡିଥାଏ...

ଡେଟିଂ ଆପରୁ ୧୬ଜଣ ଯୁବକଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଯୁବତୀ, ପରେ ହୋଟେଲ ନଚେତ ଘରକୁ ନେଇ…

ପୁଣେ: ମହାମାରୀ କରୋନା ସମୟରେ ଚାକିରି ହରାଇଥିଲେ ଅନେକ। ଏହି ସମୟରେ ଜଣେ ଯୁବତୀ ଟଙ୍କା କମାଇବାର ଅଜବ ଉପାୟ ଆପଣାଇଥିଲେ, ଯାହାକୁ ଶୁଣିଲେ ଆପଣ...

୧୨୩ ସେକେଣ୍ଡ ମଧ୍ୟରେ ମାଟିରେ ମିଶିଲା ସରକାରୀ ସ୍କୁଲ

ପାଟନା, ୧୬।୯: ଲଗାତାର ବର୍ଷା ଯୋଗୁ ବିହାରର ଏକ ସରକାରୀ ସ୍କୁଲ ମାତ୍ର ୧୨୩ ସେକେଣ୍ଡ ମଧ୍ୟରେ ମାଟିରେ ମିଶିଯାଇଛି। ଏହାର ଭିଡ଼ିଓ ଏବେ ସୋସିଆଲ୍‌...

ପ୍ରଥମ ଦରମା ଟଙ୍କା ଘରକୁ ପଠାଇଥିଲି: ଶିକ୍ଷାବିତ୍‌ ତଥା ସାହିତ୍ୟିକ ଭାଗୀରଥି ବେହେରା

ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ୍‌ ଅନ୍ତର୍ଗତ ଲଙ୍ଗଳେଶ୍ୱର ଗାଁରେ ମୋ ଜନ୍ମ। ବି.ଏସ୍‌ସି. ବି.ଏଡ୍‌. ପାସ୍‌ ପରେ ଭୁବନେଶ୍ୱରସ୍ଥିତ ଶବରସାହିରେ ନୂଆକରି ଖୋଲିଥିବା ଏକ ବେସରକାରୀ...

Advertisement


Archives

Model This Week