ଫୁରସତ

ଏମିତି ଥାନା ଯେଉଁଠି ଅପରାଧିଙ୍କୁ ପଢାଯାଏ ଗାନ୍ଧୀ, ଆମ୍ବେଦକରଙ୍କ ବାର୍ତ୍ତା

ପାଟନା: ସାଧାରଣତଃ ଥାନା ବା ପୋଲିସ ଷ୍ଟେଶନ ଯାଇଥିବା ଲୋକେ ଅସୁବିଧାରେ ପଡି ସେଠାକୁ ଯାଇ ଥାଆନ୍ତି । ବେଳେ ବେଳେ ସେଠି ଅପରାଧି କଥାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ପୀଡ଼ିତଙ୍କୁ ଧ୍ୟାନ ଦିଆଯାଏ ନାହିଁ ବୋଲି ଅଭିଯୋଗ ଆସିଥାଏ ।…

ପିଲାଦିନେ ମା’ଙ୍କ ଶାଢ଼ି ପିନ୍ଧୁଥିଲେ ଏହି ଡବ୍ଲ୍ୟୁଡବ୍ଲ୍ୟୁଇ ରେସଲର, ଏବେ କିନ୍ନର

ଡବ୍ଲ୍ୟୁଡବ୍ଲ୍ୟୁଇରେ ଫାଇଟ୍‌ ଦ୍ୱାରା ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଟାଏଲର ରେକ୍ସ ଜଣେ କିନ୍ନର ବୋଲି ନିଜକୁ ପରିଚୟ ଦେଇଛନ୍ତି। ବର୍ତ୍ତମାନ ସେ ଗ୍ୟାବି ଟୁଫ୍ଟ ନାଁରେ ପରିଚିତ ହେବେ। ଗ୍ୟାବି ତାଙ୍କ ଇନ୍‌ଷ୍ଟାଗ୍ରାମରେ କେମିତି କିନ୍ନର ହେଲେ ସେ ସମ୍ପର୍କରେ ବିସ୍ତୃତ…

ମୋଦିଙ୍କୁ ମନେ ପକାଉଛନ୍ତି ଗିଲ୍ସ, ଫଟୋ ଶେୟାର କରି କହିଲେ…

ଡିସ୍କଭରି ଚ୍ୟାନେଲର ଚର୍ଚ୍ଚିତ ଶୋ’ ମଧ୍ୟରୁ ‘ମ୍ୟାନ୍‌ ଭର୍ସେସ ଓ୍ବାଇଲ୍ଡ’ ଅନ୍ୟତମ। ନିକଟରେ ଏହି ଶୋ’ରେ ନଜର ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହୋଷ୍ଟ ବେୟର ଗ୍ରିଲ୍ସ ଭାରତର ଉତ୍ତରାଖଣ୍ଡର ଜିମ କାର୍ବେଟ୍‌ ପାର୍କରେ ଉକ୍ତ ସ୍ବତନ୍ତ୍ର ଏପିସୋଡ୍‌ର ଶୁଟିଂ କରିଥିଲେ।…

ମା’ଙ୍କ ଆପତ୍ତି ପରେ ବ୍ରେକ୍‌ଅପ କଲେ ପ୍ରେମିକା: ରାଗରେ ଏମିତି କାଣ୍ଡ ଘଟାଇଲେ ପ୍ରେମିକ

କର୍ନାଟକର ବାଙ୍ଗାଲୁରୁରେ ଏମିତି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଜଣେ କଲେଜ ଛାତ୍ରୀ ତାଙ୍କର ପୂର୍ବତନ ପ୍ରେମିକଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ପ୍ରେମିକ ତାଙ୍କ ସ୍କୁଟିରେ ନିଆଁ ଲଗାଇ ଦେଇଛନ୍ତି। ତାଙ୍କୁ ଜୀବନରୁ…

ଘୋଡ଼ା ଚଢ଼ି ବର ଘରେ ପହଞ୍ଚିଲେ କନ୍ୟା, ସମାଜ ପାଇଁ ଦେଲେ ଏହି ବାର୍ତ୍ତା

ସାଧାରଣତଃ ବରଯାତ୍ରୀଙ୍କ ସହ ବର କନ୍ୟା ଘରକୁ ଯିବାର ବିଧି ରହିଛି। ମାତ୍ର ଜଣେ କନ୍ୟା ଘୋଡ଼ା ଚଢ଼ି ବରଯାତ୍ରୀଙ୍କୁ ସାଥୀରେ ଧରି ବରଘରେ ପହଞ୍ଚିବା ନିଶ୍ଚିତ ରୂପେ ବିରଳ ଘଟଣା। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ସତନା ସହରରେ।…

ପୃଥିବୀର କ୍ଷୁଦ୍ରତମ ଏଣ୍ଡୁଅ

ଆନ୍ତନାନାରିଭୋ, ୬।୨: ମାଡାଗାସ୍କରର ମାଲାଗାସିର ଉତ୍ତରରେ ଥିବା ଜଙ୍ଗଲରୁ ପୃଥିବୀର କ୍ଷୁଦ୍ରତମ ଏଣ୍ଡୁଅକୁ ଚିହ୍ନଟ କରାଯାଇଛି। ଏହାର ଲମ୍ବ ୩୦ ମିଲିମିଟରରୁ କମ୍‌। ମାଈ ଏବଂ ଅଣ୍ଡିରା ଦୁଇଟି ଏଣ୍ଡୁଅର ସନ୍ଧାନ ଏଠାରେ ମିଳିଛି। ଏଣ୍ଡୁଅ ଦୁଇଟି ବ୍ରୋକିସିଆ ନାନା ପ୍ରଜାତିର…

କପାଳରେ ୧୭୫ କୋଟିର ହୀରା ଖଚିତ କରି ଚର୍ଚ୍ଚାରେ ଏହି ରାପର, ଲୋକେ କହୁଛନ୍ତି…

ନୂଆଦିଲ୍ଲୀ: ପାଖରେ ପଇସା ଥିବା କିଛି ବ୍ୟକ୍ତି ଅଜବ ସଉକକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି। ସେଭଳି ଏକ ଘଟଣା ଆମେରିକାରେ ଦେଖିବାକୁ ମିଳିଛି। ରାପର ଲିଲ ଉଜୀ ଭର୍ଟ ନିଜ ମୁଣ୍ଡରେ ହୀରା ଖଚିତ କରି ଚର୍ଚ୍ଚାକୁ ଆସିଛନ୍ତି। ଯେ କେହି…

ଲଗାତାର ବଧୂଙ୍କ ଫଟୋ ଉଠାଉଥିଲେ କ୍ୟାମେରାମ୍ୟାନ୍‌, ରାଗରେ ବର ମାରିଲେ ଚାପୁଡ଼ା; ପରେ ଯାହା ଘଟିଲା…

ନୂଆଦିଲ୍ଲୀ: ବିବାହ ଭୋଜିରେ ଫଟୋଗ୍ରାଫର ବରବଧୂଙ୍କ ସହ ଅତିଥିଙ୍କ ଭଳିକି ଭଳି ପୋଜ୍‌ରେ ଫଟୋ ନେଇଥାନ୍ତି। ହେଲେ ସେଭଳି କରିବା ଜଣେ କ୍ୟାମେରାମ୍ୟାନ୍‌ଙ୍କୁ ମହଙ୍ଗା ପଡ଼ିଛି। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ନ…

ଗଞ୍ଜା ଥାନା ହାଜତରେ ଅଟକ

ହାଇଦ୍ରାବାଦ, ୬।୨: କୌଣସି ଅଭିଯୋଗ ହେଲେ ଅଭିଯୁକ୍ତଙ୍କୁ ଥାନା ହାଜତରେ ଅଟକ ରଖାଯାଇଥାଏ। ତେବେ ତେଳଙ୍ଗାନାରେ ୨ ଗଞ୍ଜାଙ୍କୁ ୨୫ ଦିନ ଥାନା ହାଜତରେ ରହିବାକୁ ପଡ଼ିଛି। ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଗଞ୍ଜା ଲଢ଼େଇ…

ଡେଟିଂ ଆପରୁ ୧୬ଜଣ ଯୁବକଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଯୁବତୀ, ପରେ ହୋଟେଲ ନଚେତ ଘରକୁ ନେଇ…

ପୁଣେ: ମହାମାରୀ କରୋନା ସମୟରେ ଚାକିରି ହରାଇଥିଲେ ଅନେକ। ଏହି ସମୟରେ ଜଣେ ଯୁବତୀ ଟଙ୍କା କମାଇବାର ଅଜବ ଉପାୟ ଆପଣାଇଥିଲେ, ଯାହାକୁ ଶୁଣିଲେ ଆପଣ ଚକିତ ହୋଇଯିବେ। ସେ ଡେଟିଂ ଆପ୍‌ ଜରିଆରେ ୧୬ଜଣ ଯୁବକଙ୍କୁ ପ୍ରେମ ଜାଲରେ ଫସାଇ…

୧୭ ବର୍ଷ ପରେ ଅବସର ନେଇ ଫେରିଲେ ସେନା, ହାତ ପାପୁଲି ରଖି ସ୍ୱାଗତ କଲେ ଗାଁଲୋକେ

ଭୋପାଳ,୫ ।୨: ଦେଶର ସୀମାରେ ଜାଗ୍ରତ ପ୍ରହରି ସାଜି ନିଜ ଜୀବନକୁ ବାଜି ଲଗାଇ ଦେଶକୁ ସୁରକ୍ଷା ଯୋଗାଇଥାଆନ୍ତି ବୀର ଯବାନ । ଏମାନଙ୍କ ଦେଶଭକ୍ତି ଆଗରେ ସମସ୍ତ ଦେଶବାସୀଙ୍କ ମୁଣ୍ଡ ଆପଣାଛାଏଁ ନଇଁ ଯାଇଥାଏ । ଏହାର ଏକ ଉଦାହରଣ…

ଭାଇରାଲ ହେଉଛି ବିବାହ ମେନୁ, ଲୋକେ ଭାବୁଛନ୍ତି ଆଧାରକାର୍ଡ

ନୂଆଦିଲ୍ଲୀ: ସମସ୍ତଙ୍କ ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ଏହାକୁ ସ୍ବତନ୍ତ୍ର କରିବାକୁ ନେଇ ଲୋକେ ଭଳିକି ଭଳି ଉପାୟ ଆପଣାଇଥାନ୍ତି। ହେଲେ ପଶ୍ଚିମବଙ୍ଗର ଏକ ଯୋଡ଼ି ବିବାହ ସମୟରେ ଏଭଳି କିଛି କରିଥିଲେ, ଯାହା ତାଙ୍କର ଅତିଥିଙ୍କୁ ଚକିତ କରିଦେଇଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri