Posted inଫୁରସତ

ମା’ଙ୍କ ଆପତ୍ତି ପରେ ବ୍ରେକ୍‌ଅପ କଲେ ପ୍ରେମିକା: ରାଗରେ ଏମିତି କାଣ୍ଡ ଘଟାଇଲେ ପ୍ରେମିକ

କର୍ନାଟକର ବାଙ୍ଗାଲୁରୁରେ ଏମିତି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଜଣେ କଲେଜ ଛାତ୍ରୀ ତାଙ୍କର ପୂର୍ବତନ ପ୍ରେମିକଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ପ୍ରେମିକ ତାଙ୍କ ସ୍କୁଟିରେ ନିଆଁ ଲଗାଇ ଦେଇଛନ୍ତି। ତାଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଛନ୍ତି।
ଏହି ଘଟଣା ଘଟିଛି ବିଦ୍ୟାନାରାୟଣପୁର ଜିଲାରେ। ପ୍ରେମିକା କହିଛନ୍ତି, ବର୍ଷେ ପୂର୍ବେ ମା’ଙ୍କ ଆପତ୍ତି ଯୋଗୁ ସେ ଉକ୍ତ ପ୍ରେମିକଙ୍କ ଠାରୁ ସମସ୍ତ ସମ୍ପର୍କ ଛିନ୍ନ କରିଥିଲେ। ଏହା ପରେ ପୂର୍ବତମ ପ୍ରେମିକ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ଖାଲି ସେତିକି ନୁହେଁ, ପ୍ରେମିକ ତାଙ୍କ ତାଙ୍କୁ ସ୍କୁଟିରେ ନିଆଁ ଲଗାଇ ଜାଳିଦେଇଛନ୍ତି। ଏଥିସହ ପୂର୍ବତନ ପ୍ରେମିକ ତାଙ୍କ ଘରକୁ ଯାଇ ତାଙ୍କୁ ଏବଂ ତାଙ୍କ ମା’ଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଛନ୍ତି।
ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗୁରର ଗୋଟିଏ ଦାନାକୁ ୩୫ ହଜାର, ପେନ୍ଥାର ଦାମ୍‌ ୯ ଲକ୍ଷ ଟଙ୍କା!

ବଜାରରେ ଅଙ୍ଗୁର କିଲୋପ୍ରତି ୧୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ଥାଇପାରେ। ହେଲେ ଯଦି କୁହାଯାଏ ଅଙ୍ଗୁରର ଏକ ଦାନା ଲାଗି ୩୫ ହଜାର ଟଙ୍କା...

୩୦ବର୍ଷ ହେଲା ସାପ ବିଷକୁ ଶରୀରକୁ ପ୍ରବେଶ କରାଉଛନ୍ତି ଏହି ବ୍ୟକ୍ତି

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସମ୍ପୂର୍ଣ୍ଣ ସତ। ରକ୍‌ ସିଙ୍ଗର୍‌ ଷ୍ଟିଭ୍‌ ଲୁଡ୍‌ୱିନ୍‌ ବିଷାକ୍ତ ସାପ ବିଷକୁ ଶରୀରରେ ପ୍ରବେଶ କରାଇ ମଧ୍ୟ...

୪୩ ବର୍ଷରେ ପୃଥିବୀରୁ ନଷ୍ଟ ହୋଇଯିବ ଜଙ୍ଗଲ, ଏହି ବୈଜ୍ଞାନିକ କଲେ ଭବିଷ୍ୟବାଣୀ

ଦୁନିଆର ସବୁଠୁ ବଡ଼ ଜଙ୍ଗଲ ଆମାଜନ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ସୂଚନା ସାମ୍ନାକୁ ଆସିଛି। ଏକ ଅନୁସନ୍ଧାନରୁ ଜଣାପଡ଼ିଛି, ଆସନ୍ତା ୪୩ ବର୍ଷ ମଧ୍ୟରେ ଅର୍ଥାତ୍‌...

ମୃତ ବୃଦ୍ଧ କୋକେଇରୁ ଉଠି କହିଲେ ମୁଁ ବଞ୍ଚିଛି

ମଧ୍ୟପ୍ରଦେଶର ଛତ୍ରପୁର ଜିଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୯୬ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ହଠାତ୍‌ ବୃଦ୍ଧ ଜଣକ କୋକେଇରୁ...

ମନପସନ୍ଦର ସ୍ବାମୀ ପାଇବା ପାଇଁ ୧୦୦ ଜଣଙ୍କୁ ଡେଟ୍‌ କରିସାରିଲେଣି ଯୁବତୀ, ଥରକେ ଖର୍ଚ୍ଚ କରନ୍ତି ଏତିକି ଟଙ୍କା…

ଲୋକେ ସଫଳତା ପାଇବା ପାଇଁ ଅଦ୍ଭୁତ କାର୍ଯ୍ୟ କରିଥାନ୍ତି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଏହି ଯେମିତି ଜଣେ ଯୁବତୀ ବିବାହ ପୂର୍ବରୁ ଅନେକ ଡେଟିଂ...

ଆକାଶରୁ ମୂଷା ବର୍ଷା: ଭିଡ଼ିଓ ଭାଇରାଲ…

ମେଲବୋର୍ନ,୧୩।୫: ଏବେ ସୋସିଆଲ୍‌ ମିଡ଼ିଆରେ ଆକାଶରୁ ମୂଷା ବର୍ଷା ହେଉଥିବାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓଟି ଅଷ୍ଟ୍ରେଲିଆର। ଏକ ଖାଦ୍ୟଶସ୍ୟ ଗୋଦାମ ସଫା...

ବିପଦ ସହିତ ବନ୍ଧୁତା: ମୃତ୍ୟୁ ସାଜି ଆସିଥିଲା, ହେଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

କୁନି ହାତରେ ବାଳକ ଟେକୁଛନ୍ତି ଟ୍ରାକ୍ଟର

ଖେଳକୁଦ କରିବା ବୟସରେ ବଡ଼ କାରନାମା କରି ଚର୍ଚ୍ଚାରେ ଜଣେ ବାଳକ। ନିଜର କୁନି ହାତରେ ଟ୍ରାକ୍ଟରକୁ ଟେକି ପାରୁଛନ୍ତି ସେ। ଏହାର ଏକ ଭିଡିଓ...

Advertisement
Archives

Model This Week