ଜାଣନ୍ତି ମୁଦ୍ରାର ଆକାର କାହିଁକି ଗୋଲାକାର ହୋଇଥାଏ
ବିଶ୍ୱର ବିଭିନ୍ନ ଦେଶରେ ଅନେକ ପ୍ରକାର ମୁଦ୍ରା ପ୍ରଚଳିତ। ଓଜନ ଏବଂ ମୂଲ୍ୟ ଦ୍ୱାରା ମୁଦ୍ରାଗୁଡ଼ିକ ମଧ୍ୟରେ ପାର୍ଥକ୍ୟ ଜଣାପଡ଼ିଥାଏ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦଶନ୍ଧି ପୂର୍ବରୁ କେବଳ ବର୍ଗାକାର ଏବଂ ମଝିରେ ଛିଦ୍ର ଥିବା ପଇସା...
ଲକ୍ଡାଉନ୍ ଉଲ୍ଲଂଘନ କଲେ ଲେଖିବାକୁ ପଡ଼ିବ ‘ରାମ’ ନାମ
ଭୋପାଳ,୧୭।୫: ଦେଶରେ କରୋନା ଭାଇରସ୍ ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଥିବା ବେଳେ ବିଭିନ୍ନ ରାଜ୍ୟରେ ଲକ୍ଡାଉନ କଟକଣା ଲାଗୁ କରାଯାଇଛି। କରୋନାକୁ ରୋକିବା ପାଇଁ ରାଜ୍ୟରେ ଲକ୍ଡାଉନ କରାଯାଇଥିବା ବେଳେ କିଛି ଅମାନିଆ ଏବେ ବି ରାସ୍ତାରେ ବୁଲୁଥିବାର...
୧୯୦ କୋଟି ଟଙ୍କାର ଲଟେରି ଜିତିଥିଲେ ମହିଳା, ଏହି ଭୁଲ ପାଇଁ ମିଳିଲାନି ଟଙ୍କା, ଜାଣିଲେ…
ଲଟେରି ଏମିତି ଏକ ଖେଳ ଯେଉଁଥିରେ କାହାର ଭାଗ୍ୟ ରାତାରାତି ବଦଳି ଯାଏ ତ ଆଉ କାହାର ସର୍ବସ୍ବ ହାନି ହୋଇଥାଏ। ଏମିତି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି ଜଣେ ମହିଳାଙ୍କ ସହିତ। ମହିଳା ଜଣକ ୧୯୦ କୋଟି ଟଙ୍କାର...
ହାତରେ ମେହେନ୍ଦୀ, ହଳଦୀ ଲଗାଇ ବସିଥିଲା କନ୍ୟା: ହେଲେ ଆସିଲାନି ବର…
ମହାରାଜଗଞ୍ଜ,୧୭।୫: ବିବାହକୁ ନେଇ ଅନେକ ଯୁବକ ଯୁବତୀ ବହୁ ସ୍ବପ୍ନ ଦେଖିଥାନ୍ତି। ସାତଜନ୍ମ ଯାଏ ଏକାସାଙ୍ଗରେ ରହିବାଠାରୁ ଆରମ୍ଭ କରି ସଂସାର ଗଢ଼ିବା ପର୍ଯ୍ୟନ୍ତ କେତେ ଯେ ସ୍ବପ୍ନ ଗୋଟିଏ ଝିଅ ଆଖିରେ ଲୁଚି ରହିଥାଏ। ହେଲେ ସବୁ ସ୍ବପ୍ନ...
୫ ମହଲା କୋଠାରୁ ଏମିତି ଡେଇଁଲା ବିଲେଇ, କାରଣ ଜାଣିଲେ…
ଆମେରିକାର ଚିକାଗୋ ସହରର ଏକ ବିଲେଇର ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ବିଲେଇଟି ୫ ମହଲା କୋଠାର ଝରକା ପଟେ ତଳକୁ ଡେଇଁ ପଡ଼ିଥିଲା। କାରଣ ଏହି ମହଲାରେ ନିଆଁ ଲାଗିଥିବାରୁ ନିଜ ଜୀବନ ରକ୍ଷା କରିବା ପାଇଁ...
ଗଛ ଉପରେ ୧୧ ଦିନ ଆଇସୋଲେଶନ୍ରେ ରହିଲେ କରୋନା ଆକ୍ରାନ୍ତ…
ହାଇଦ୍ରାବାଦ୍,୧୭।୫: ଏବେ ସୋସିଆଲ ମିଡ଼ିଆରେ ଜଣେ କରୋନା ଆକ୍ରାନ୍ତଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ତେଲଙ୍ଗାନାରେ କରୋନାରେ ଆକ୍ରାନ୍ତ ହୋଇଥିବା ୧୮ ବର୍ଷ ବୟସ୍କ ଜଣେ ଯୁବକ ଆଇସୋଲେଶନରେ ରହିବା ପାଇଁ ଘର ଅଭାବ ଯୋଗୁ ଗଛରେ ମଞ୍ଚା ବାନ୍ଧି...
ମହିଳା କର୍ମଚାରୀଙ୍କ ସହ ଥିଲା ବିଲ୍ ଗେଟ୍ସଙ୍କ ପ୍ରେମ ସମ୍ପର୍କ, ଦେଉଥିଲେ ଏସବୁ ଅଫର
ମାଇକ୍ରୋସଫ୍ଟ ସଂସ୍ଥାପକ ଏବଂ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଭାବେ ଜଣାଶୁଣା ବିଲ୍ ଗେଟ୍ସ କିଛିଦିନ ତଳେ ସ୍ତ୍ରୀ ମେଲିଣ୍ଡାଙ୍କୁ ଛାଡ଼ପତ୍ର ଦେଇଥିବା ଘୋଷଣା କରିଥିଲେ। ମାତ୍ର ଏହା ପରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ତଥ୍ୟ ସାମ୍ନାକୁ...
ଗୋଟିଏ କନ୍ୟା ପାଇଁ ବରଯାତ୍ରୀ ଧରି ପହଞ୍ଚିଲେ ୨ ବର: ଆଉ ତା’ପରେ
ଉତ୍ତର ପ୍ରଦେଶର କନୌଜରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଏକ ବିବାହ ସମାରୋହରେ ଗୋଟିଏ କନ୍ୟା ପାଇଁ ବରଯାତ୍ରୀ ଧରି ପହଞ୍ଚିଛନ୍ତି ୨ ବର। ଯେଉଁ ୨ ବର ସେଠାରେ ପହଞ୍ଚିଥିଲେ ସେମାନଙ୍କ ମଧ୍ୟରୁ ଜଣେ ସମ୍ପୃକ୍ତ କନ୍ୟାଙ୍କ...
ହସ୍ପିଟାଲରେ ବାଘ ଆଖିର ସଫଳ ଅପରେଶନ୍…
କେମ୍ବ୍ରିଜ୍,୧୬।୫: ପୃଥିବୀରେ ପ୍ରଥମ ଥର ପାଇଁ ଏକ ବାଘ ଆଖିର ସଫଳ ଅପରେଶନ୍ କରାଯାଇଛି। କେମ୍ବ୍ରିଜ୍ ନିକଟରେ ଥିବା ଶେର୍ପେଥ୍ ବନ୍ୟପ୍ରାଣୀ ପାର୍କରେ ଏଭଳି ଘଟିଛି। ଏଠାରେ ରହୁଥିବା ୧୭ ବର୍ଷ ବୟସ୍କ ୯୩ କିଲୋଗ୍ରାମ୍ ଓଜନର ରତ୍ନା ନାମକ...
ଯୁବକ ଅନ୍ଲାଇନ୍ରେ ଅର୍ଡର କରିଥିଲେ ମାଉଥ୍ଓ୍ବାଶ୍: ଆମାଜନ ଯାହା ପଠାଇଲା ଜାଣିଲେ…
କରୋନା ମହାମାରୀ ସମୟରେ ଲୋକେ ବାହାରକୁ ଯିବା ପାଇଁ ଡରୁଥିବାରୁ ଅନ୍ଲାଇନ୍ରେ ବିଭିନ୍ନ ସାମଗ୍ରୀ ମଗାଉଛନ୍ତି। ଏମିତି ମୁମ୍ବାଇର ଜଣେ ଯୁବକ ଆମାଜନରେ ୪୦୦ ଟଙ୍କାର ମାଉଥ୍ଓ୍ବାଶ ଅର୍ଡର କରିଥିଲେ। ମାତ୍ର ଯେତେବେଳେ ଏହା ଡେଲିଭରୀ ହେଲା ସେତେବେଳେ ପ୍ୟାକେଟ୍...
ଚଢ଼େଇ ନୁହେଁ ଫୁଲ
ଏହି ଫଟୋକୁ ଦେଖିଲେ ଲାଗୁଛି ସତେ ଯେମିତି ସୁନ୍ଦର ଧଳା ଚଢ଼େଇଟି ଡେଣା ମେଲି ଉଡୁଛି। କିନ୍ତୁ ପ୍ରକୃତରେ ଏହା ଚଢ଼େଇ ନୁହେଁ ବରଂ ଏକ ଫୁଲ। ଏହାର ବୈଜ୍ଞାନିକ ନାମ ହେଉଛି ହାବେନାରିଆ ରେଡିଏଟା। ହେଲେ ଏହା ଡୋଭ୍...
ସବୁଠୁ ବଡ଼ ଠକ ‘ନଟବରଲାଲ’
ନଟବରଲାଲ, ଏଇ ନାଁ ଚୋରି ଓ ଠକେଇର ପ୍ରତୀକ ପାଲଟିଛି। କାରଣ ଏଇ ନାମଧାରୀ ବ୍ୟକ୍ତିଜଣକ ଭାରତରେ ବଡ଼ ବଡ଼ ଠକେଇ ସହ ସମ୍ପୃକ୍ତ ଥିଲେ। ଆଉ ସେଇ ଠକେଇ ଏତେ ବଡ ଥିଲା ଯେ, ଯେ କେହି ଶୁଣି...
Archives


