Posted inଫୁରସତ

ଏହି ଦେଶରେ କେବଳ ଶୋଇବା ପାଇଁ ମିଳିଥାଏ ଚାକିରି

ଯେକୌଣସି ମଣିଷ ପାଇଁ ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ନିହାତି ଆବଶ୍ୟକ। ଏହି ଆବଶ୍ୟକତା ପୂରଣ କରିବାକୁ ଲୋକଙ୍କୁ ଚାକିରି କରିବା ଦରକାର। ରୋଜଗାରର ସନ୍ଧାନରେ ଅନେକ ଲୋକ ନିଜ ଘର, ସହର ଏବଂ ଏପରିକି ଦେଶ ଛାଡ଼ି ଚାଲିଯାଆନ୍ତି। କିଛି ଲୋକ ଟାଣ ଖରାରେ କାମ କରୁଥିବାବେଳେ କିଛି ଲୋକ ବଡ଼ ବଡ଼ କାରଖାନା ଏବଂ କମ୍ପାନୀରେ କାମ କରିଥାନ୍ତି। ରୋଜଗାର ମାଧ୍ୟମରେ ମଣିଷ କେବଳ ଟଙ୍କା ରୋଜଗାର କରେ ନାହିଁ ବରଂ ନିଜକୁ ମଧ୍ୟ ବିକଶିତ କରେ। ଦକ୍ଷତା ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ଚାକିରି ବାଛନ୍ତି। ଦେଶ ତଥା ବିଦେଶରେ ଅନେକ ପ୍ରକାରର ଚାକିରି ଉପଲବ୍ଧ। କିନ୍ତୁ ଏମିତି ଏକ ଚାକିରି ବିଷୟରେ କହିବୁ, ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ। ତେବେ ଜାଣନ୍ତୁ ଏହି ଚାକିରି ବିଷୟରେ…

ଶୋଇବା ପାଇଁ ଚାକିରି:
ଫିନ୍‌ଲାଣ୍ଡ୍‌ରେ ଲୋକଙ୍କୁ କେବଳ ଶୋଇବା ପାଇଁ ଚାକିରି ଦିଆଯାଏ। ଏଠାରେ ଲୋକମାନଙ୍କୁ କେବଳ ଶୋଇବା ଦରକାର ଏବଂ ଏହାର ପ୍ରତିବଦଳରେ ସେମାନେ ଭଲ ଟଙ୍କା ପାଆନ୍ତି। ଫ୍‌ିନଲ୍ୟାଣ୍ଡର ଏକ ହୋଟେଲ କୋଠରି ଏବଂ ବେଡ୍‌ର ଆରାମ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଏହି ଶୋଇବା ଚାକିରିରେ ନିଯୁକ୍ତି କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଖାଲି ପେଟରେ ମଦ ପିଇଦେଲେ ଏହି ଯୁବତୀ..ଆଉ ତା’ପରେ

ମଦ୍ୟପାନ ଶରୀର ପାଇଁ ହାନିକାରକ ହୋଇଥାଏ। ଏହି ମଦ ପିଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଏଲିସ୍‌ ବରଟନ୍‌ ବ୍ରାଡଫୋର୍ଡ ନାମକ ଜଣେ ଯୁବତୀ ଖାଲି...

୧୩ ବର୍ଷ ବଡ ପ୍ରଦୀପଙ୍କ ପ୍ରେମରେ କେମିତି ପଡିଲେ ଆଇଏଏସ୍‌ ଟିନା ଡାବି

ନୂଆଦିଲ୍ଲୀ,୩୧।୩: ୨୦୧୫ରେ ୟୁପିଏସସି ପରୀକ୍ଷାରେ ଟପ୍ପର ହୋଇଥିବା ଟିନା ଡାବି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଏବେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ୨୦୧୩...

କ୍ୟାଟ୍ରିନାଙ୍କ ଏହି ଗୀତରେ କଲେ ଡ୍ୟାନ୍ସ କଲେ ବିଦେଶୀ ଯୁବକ

ସାଧାରଣତଃ ବିବାହ ପ୍ରୋସେଶନରେ ବଲିଉଡ୍‌ କିମ୍ବା ସାଉଥ୍‌ ଫିଲ୍ମର ହିଟ୍‌ ଗୀତ ବାଜିଥାଏ। ଏହି ଗୀତ ଯେ, କେବଳ ଆମ ଦେଶରେ ସୀମିତ ତା’ ନୁହେଁ,...

ଏଲିଅନ୍‌ଙ୍କ ସହ ସମ୍ପର୍କ ରଖିଲେ ଘଟିବ ଏପରି ବଡ଼ ଧରଣର କ୍ଷତି, ଚେତାବନୀ ଦେଲେ ବୈଜ୍ଞାନିକ

ଏଲିଅନଙ୍କ ସହ ଜଡ଼ିତ କାହାଣୀ ଆମେ ପଢୁଛେ ଶୁଣୁଛେ। ନିକଟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ଅନ୍ୟ ଆମେରିକୀୟ ଏକ୍ସପର୍ଟମାନେ ୟୁଏଫ୍‌ଓ ଦୃଶ୍ୟକୁ...

ଦୌଡ଼ି ଦୌଡ଼ି ନଡ଼ିଆ ଗଛରେ ଚଢ଼ିଗଲେ ବ୍ୟକ୍ତି, ଭିଡିଓ ଦେଖିଲେ…

ଏକ ଗଛ ଉପରକୁ ଚଢ଼ିବା ଏବଂ ଫଳ ତୋଳିବା ଯେତିକି ସହଜ ମନେହୁଏ ବାସ୍ତବରେ ତାହା ସେତିକି ସହଜ ହୋଇ ନ ଥାଏ। ବିଶେଷକରି ନଡ଼ିଆ...

ଡିଜିଟାଲ ମିଡିଆ ନୂଆ ପିଢ଼ି ପାଇଁ ଟ୍ରେଣ୍ଡ

ପେସାରେ ସେ ଇଞ୍ଜିନିୟର। କିନ୍ତୁ ନିଶା ତାଙ୍କର ଗୀତ ଗାଇବା। ୨୦୧୫ରେ ଏକ ସିଙ୍ଗିଙ୍ଗ ରିଅଲିଟି ଶୋ’ରେ ଭାଗ ନେଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।...

ରେଳ ଟ୍ରାକ୍‌ରେ ବି ଗଡ଼ିବ ବସ୍‌

ପରମାଣୁ ବୋମା ଆକ୍ରମଣର ସମ୍ମୁଖୀନ ହେବା ପରେ ଜାପାନ ଯେଉଁ ପ୍ରଗତିରେ ଆଜି ଠିଆ ହୋଇଛି, ତାହା ବିଶ୍ୱ ସାମ୍ନାରେ ଏକ ଅନନ୍ୟ ଉଦାହରଣ ଅଟେ।...

୧ କିଲୋ ଜିଆ ଖତରୁ ୨ କୋଟିର ମାଲିକ

ମିରଟ,୨୭।୨: ଦୃଢ଼ ମନୋବଳ ଆଗରେ ସମସ୍ତ ବାଧାବିଘ୍ନ ହାର ମାନିଥାଏ। ଏହାର ଉଦାହରଣ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶର ମିରଟରେ ବାସ କରୁଥିବା ଅମିତ ତ୍ୟାଗୀ। ଏମ୍‌ବିଏ...

Advertisement
Archives

Model This Week