ପୁଅ ମୋଦିଙ୍କ କ୍ୟାବିନେଟରେ ମନ୍ତ୍ରୀ, ମାତାପିତା କାମ କରନ୍ତି କ୍ଷେତରେ
ନୂଆଦିଲ୍ଲୀ,୧୮ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ସପ୍ତାହ ପୂର୍ବରୁ ତାଙ୍କ କ୍ୟାବିନେଟର ବିସ୍ତାର କରିଛନ୍ତି । ଏଥିରେ ୪୩ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ଭାରତୀୟ ଜନତା ପାର୍ଟି(ଭାଜପା) ତାମିଲନାଡୁର ଅଧ୍ୟକ୍ଷ ଏଲ୍ ମୁରଗାନଙ୍କୁ ରାଜ୍ୟମନ୍ତ୍ରୀ ପଦ...
୧୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ‘ତୈମୁର’
ଇଦ୍-ଉଲ୍-ଜୁହାକୁ ନେଇ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଇଦ୍ ଉପଲକ୍ଷେ ବଜାରରେ ଛେଳିଙ୍କ ଦାମ୍ ମଧ୍ୟ ଆକାଶଛୁଆଁ। ଅନ୍ଲାଇନ୍ ମାର୍କେଟ୍ରେ ବି ଲକ୍ଷାଧିକ ଟଙ୍କାରେ ଛେଳି ବିକ୍ରି ହେଉଛନ୍ତି। ଗୁଜରାଟର ସୁରଟଠାରେ ଜଣେ ବେପାରୀ ଇଦ୍ ପୂର୍ବରୁ ଏକ ବଡ଼...
ଅନ୍ୟକୁ ବଞ୍ଚାଇ ନିଜେ ଚାଲିଗଲେ
୩୩ ବର୍ଷୀୟା ସ୍ବାତୀ ଗର୍ଗ ଗୁରୁଗ୍ରାମର ଏକ ଆପାର୍ଟମେଣ୍ଟରେ ସ୍ବାମୀ, ଝିଅ ଓ ମା’ଙ୍କ ସହ ରହୁଥିଲେ। ତାଙ୍କ ସହ ତାଙ୍କର ଜଣେ ସାଙ୍ଗ ବି କିଛିଦିନ ହେବ ରହୁଥିଲେ। ଥରେ ଶର୍ଟ ସର୍କିଟ୍ ଯୋଗୁ ରାତିରେ ତାଙ୍କ ଆପାର୍ଟମେଣ୍ଟର...
ଅପରାଧୀ ପାଇଁ ଜେଲ୍
ମଣିଷ ଅପରାଧ କଲେ ହାଜତ ଯାଆନ୍ତି । ଦୋଷ ପାଇଁ ଦଣ୍ଡ ପାଆନ୍ତି । ତେବେ କଥା କହିପାରୁ ନ ଥିବା, ଭାବ ପ୍ରକାଶ କରିପାରୁ ନ ଥିବା ପ୍ରାଣୀ କ’ଣ କେବେ ଅପରାଧ କରନ୍ତି ? ଜାଣି ଆଶ୍ଚର୍ଯ୍ୟ...
ଘୋଡ଼ା ଦୌଡ଼ିଲେ ଗାଡ଼ି ଚାଲେ: ଷ୍ଟିୟରିଂ ସମ୍ଭାଳନ୍ତି ଚାଳକ
ଇଞ୍ଜିନ ହେଉଛି ଗାଡିର ମୁଖ୍ୟ ଅଂଶ। ଏହା ଯେତେ ପାଓ୍ବାରଫୁଲ, ଗାଡ଼ି ସେତେ ଭଲ ଚାଲେ ଓ ତା’ର ଚାହିଦା ସେତେ ଅଧିକ ରହେ। ଇଞ୍ଜିନର ପାଓ୍ବାରକୁ ସାଧାରଣତଃ ହର୍ଷପାଓ୍ବାରରେ ମପାଯାଇଥାଏ। ତେଣୁ ଗାଡ଼ି କିଣିବାବେଳେ ଗ୍ରାହକ ସବୁବେଳେ ଇଞ୍ଜିନ...
ବୁଲିଯାଆନ୍ତୁ ରାଜସ୍ଥାନର ବରନ
ବରନ ହେଉଛି ରାଜସ୍ଥାନର ବରନ ଜିଲା ଅନ୍ତର୍ଗତ ଏକ ପବିତ୍ରତମ ପର୍ଯ୍ୟଟନସ୍ଥଳୀ। ଏକାଦଶ ଖ୍ରୀଷ୍ଟାବ୍ଦରେ ନିର୍ମିତ ପବିତ୍ର ଭାଣ୍ଡ ଦେବ୍ରା ମନ୍ଦିର ଏବଂ ସୀତାବରୀ ପାଇଁ ଏହା ବେଶ୍ ପ୍ରସିଦ୍ଧି ଲାଭ କରିପାରିଛି। ତା’ଛଡ଼ା ପାର୍ବନ, ପାର୍ବତୀ ଓ କାଳୀସିନ୍ଧ...
ଭଟ୍ଟିମୁଣ୍ଡାର ଘଣ୍ଟୁଆ ସେବକ
ହିନ୍ଦୁଧର୍ମର ବିଭିନ୍ନ ପୂଜା ରୀତିନୀତି ଉପଚାର ବେଳେ ଧୂପଦୀପ ଓ ନୈବେଦ୍ୟ ଭଳି ଘଣ୍ଟ ବାଦନ ଏକ ବିଧିବିଧାନ। ବିଶ୍ୱାସ ରହିଛି -ଘଣ୍ଟଧ୍ୱନି ଦୈତ୍ୟ ପ୍ରକୋପ ଓ ଦୁଷ୍ଟଶକ୍ତିକୁ ନଷ୍ଟ କରିଥାଏ। ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିରରେ ବିଭିନ୍ନ ପର୍ବପର୍ବାଣି କାର୍ଯ୍ୟ ତୁଲାଇବା...
୫୦ ଟଙ୍କା ଥିଲା ମୋର ପ୍ରଥମ ରୋଜଗାର: ମାନସ କୁମାର ଷଡ଼ଙ୍ଗୀ
ପୁରୀ ଜିଲା ବିଶ୍ୱନାଥପୁର ଗାଁରେ ମୋ ଜନ୍ମ। ପିଲାଦିନେ ଯେବେ ମ୍ୟୁଜିକ୍ କ’ଣ ଜାଣି ନଥିଲି କି ତବଲା ବଜାଇବା କ’ଣ ବୁଝି ନଥିଲି ସେବେଠୁ ମୁଁ ତା’ ମାୟାରେ ପଡ଼ିଯାଇଥିଲି। ଏପରିକି ଘରେ ଥିବା କିଛି ପୁରୁଣା ଅବଢ଼ା...
ନୀରବ ସାଧନାର ସନ୍ଦେଶ: ବୃନ୍ଦାବନ ଦାଶ
ଅନୁଶାସନ ପ୍ରିୟ ମଣିଷ। ପରୋପକାରକୁ ଭାବନ୍ତି ସର୍ବସ୍ବ। ପଇସା ଥାଉ କି ନ ଥାଉ ଅସୁବିଧାରେ ଥିବା ମଣିଷ ପାଖରେ ସୁବିଧା ହୋଇ ପହଞ୍ଚନ୍ତି ସେ। କୋଉ ପିଲା ଖାଇନି, କିଏ ବେମାର, କାହାର ଚପଲ ନାହିଁ କି ଚାଦର...
ଶିକ୍ଷକଙ୍କ ଅକ୍ଳାନ୍ତ ଚେଷ୍ଟାରେ ସ୍କୁଲ ପାଲଟିଛି ଉଦାହରଣ
ଶିକ୍ଷାର୍ଥୀ ପାଇଁ ବିଦ୍ୟାଳୟ ହେଉଛି ଦ୍ୱିତୀୟ ଘର ସଦୃଶ। ମାଆର ପଣତ, ବାପାଙ୍କ ସ୍ନେହ, ଗୁରୁଜନଙ୍କ ଆଦର ଭିତରେ ତା’ର ପିଲାମନ ଖୋଜିହୁଏ ସେହି ଅନୁଭବ ବିଦ୍ୟାଳୟ ପରିବେଶରେ। ଏଇ ବିକଳ୍ପ ଘରଟି ଶିଶୁ ପାଇଁ ସବୁଦିଗରୁ ଆକର୍ଷଣୀୟ ହେଉ,...
ପ୍ରଜାପତି: କିଛି ଜାଣିବା କଥା
ପୃଥିବୀ ପୃଷ୍ଠରେ ପ୍ରାୟ ୨୮,୦୦୦ ପ୍ରକାରର ପ୍ରଜାପତି ଦେଖାଯାଇଥାନ୍ତି। ପ୍ରତି ପ୍ରଜାପତିଙ୍କର ଆକାର ଭିନ୍ନ ଭିନ୍ନ ହୋଇଥାଏ। ପୁରୁଷ ପ୍ରଜାପତିଙ୍କ ତୁଳନାରେ ସ୍ତ୍ରୀ ପ୍ରଜାପତିମାନେ ଦେଖିବାକୁ ଟିକେ ବଡ଼ ହୋଇଥାନ୍ତି। ଆଉ ସେମାନଙ୍କର ସଂଖ୍ୟା ବି ଟିକେ ଅଧିକ ଥାଏ।ଶ୍ରବଣ...
ଗଣିତର ଏକ ପ୍ରଶ୍ନ ପାଇଁ ୨ ଘଣ୍ଟା ବିଳମ୍ବରେ ଉଡ଼ିଲା ବିମାନ, କାରଣ ଜାଣିଲେ…
ଦୀର୍ଘ ବାଟ ଯାତ୍ରା କରିବା ସମୟରେ ଲୋକଙ୍କ ମନୋରଞ୍ଜନ ପାଇଁ ଅନେକ ଜିନିଷ ରହିଥାଏ। ମାତ୍ର ବିମାନ ଯାତ୍ରା କରିବା ସମୟରେ ଜଣେ ଅର୍ଥନୈତିକ ଯେତେବେଳେ ଏକ ଗଣିତ ପ୍ରଶ୍ନ ସମାଧାନ କରୁଥିଲେ ସେତେବେଳେ ବଡ଼ ସମସ୍ୟା ଉଭା ହେଲା।...
Archives


