ଫୁରସତ

ଅଛନ୍ତି ୧୭ ନାତିନାତୁଣୀ, ଏବେ ୨୪ ବର୍ଷୀୟ ଯୁବକଙ୍କୁ ପ୍ରେମ ବିବାହ କରିବେ ଏହି ବୃଦ୍ଧା

କୁହାଯାଏ, ପ୍ରେମରେ କୌଣସି ବୟସ ନାହିଁ। କାହାକୁ କେତେବେଳେ ପ୍ରେମ ହୋଇଯିବ ତାହା କହି ହେବ ନାହିଁ। ଠିକ୍‌ ସେମିତି ଏକ ଘଟଣା ଘଟିଛି ଆମେରିକାରେ। ଏଠାକାର ଜଣେ ବୃଦ୍ଧା ୨୪ ବର୍ଷୀୟ ଯୁବକଙ୍କୁ ପ୍ରେମ ବିବାହ କରିବେ। ଏହି ବୃଦ୍ଧାଙ୍କର…

୩୩୫ ଯୁବତୀଙ୍କ ସହ ଡେଟ୍‌ରେ ଯାଇସାରିଲେଣି ଏହି ଯୁବକ, ଏବେ ବି ଅଧୁରା ରହିଛି ସ୍ବପ୍ନ

ତାମିଲନାଡୁରେ ରହୁଥିବା ସୁନ୍ଦର ରାମୁ ବର୍ତ୍ତମାନ ସୁଦ୍ଧା ୩୩୫ ଯୁବତୀଙ୍କ ସହ ଡେଟ୍‌ରେ ଯାଇସାରିଲେଣି। କିନ୍ତୁ ତାଙ୍କ ଇଚ୍ଛା ଏବେ ବି ପୂରଣ ହୋଇନାହିଁ। କାରଣ ତାଙ୍କର ଲକ୍ଷ୍ୟ ରହିଛି ସେ ୩୬୫ ଯୁବତୀଙ୍କ ସହ ଡେଟ୍‌ରେ ଯିବେ। ସୁନ୍ଦର ଇତିମଧ୍ୟରେ…

ମୃତ୍ୟୁ ପରେ ସ୍ବପ୍ନରେ ଆସିଲେ ସ୍ବାମୀ, ମନ୍ଦିର ନିର୍ମାଣ କରି ପୂଜା କରୁଛନ୍ତି ସ୍ତ୍ରୀ

ଭୋପାଳ: ଆମ ଦେଶରେ ସ୍ବାମୀ-ସ୍ତ୍ରୀ ସମ୍ପର୍କ ଅତୁଟ ବୋଲି ମନାଯାଏ।  ଜଣେ ମହିଳା ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ଏମିତି କିଛି କାମ କରିଛନ୍ତି ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଆନ୍ଧ୍ରପ୍ରଦେଶର ଜଣେ ମହିଳା ମୃତ ସ୍ବାମୀଙ୍କୁ ବାରମ୍ବାର…

ଏମିତି ମନ୍ଦିର ଯେଉଁଠି ପୂଜା ପାଆନ୍ତି ଭାରତମାତା

ବୌଦ୍ଧ ଜିଲାର ଚର୍ଚ୍ଚିତ ବନପାଲି ଗ୍ରାମ। ଏଠାରେ ରହିଛି ଭାରତ ମାତାଙ୍କ ମନ୍ଦିର। ମନ୍ଦିର ଭିତରେ ଥିବା ସିଂହାସନରେ ହାତରେ ତ୍ରିରଙ୍ଗା ଧରି ଭାରତମାତା ପୂଜା ପାଉଛନ୍ତି। ପ୍ରତିବର୍ଷ ସ୍ବାଧୀନତା ଓ ସାଧାରଣତନ୍ତ୍ର ଦିବସରେ ସ୍ଥାନୀୟ ଲୋକଙ୍କ ଭିତରେ ଜାଗି ଉଠେ…

ସ୍ବାଧୀନତାରେ ଅରଟ କଥା

ସ୍ବାଧୀନତାର ୭୫ ବର୍ଷର ଉପଲବ୍ଧି ଆମେ ପାଳନ କରିବାକୁ ଯାଉଥିବାବେଳେ ଆସନ୍ତୁ ଜାତିର ପିତା ମହାତ୍ମା ଗାନ୍ଧୀ ଓ ତାଙ୍କ ଅତ୍ୟନ୍ତ ପ୍ରିୟ ଅରଟ ସମ୍ପର୍କରେ କିଛି ଆଲୋକପାତ କରିବା। ୧୯୪୮ଜାନୁଆରୀ ୧୩ ରେ ଜାତିର ପିତା ମହାତ୍ମା ଗାନ୍ଧୀ ଶେଷଥର…

ଆମରି ନାଆରେ ଆମେ ନାଉରି ତ…

ପିଲା ଦିନେ ଗର୍ବର ସହିତ ଗୀତ ବୋଲୁଥିଲୁ- ଦେଶ ଚଳାଉଛୁ ଆମେ ଆମରି- ଆମରି ନାଆରେ ଆମେ ନାଉରି। ଆଜି ମନରେ ପ୍ରଶ୍ନ ଆସୁଛି- ଆମରି ନାଆରେ ଆମେ ନାଉରି ତ? ଆମ ଦେଶ ଆମେ ଚଳାଉଅଛୁ ତ? ପିଲା ଦିନର…

ଜନଗଣମନରେ ଜାତୀୟତାବାଦ

ସମ୍ପ୍ରତି କରୋନା ଯୋଗୁ ଏବର୍ଷ ସ୍ବାଧୀନତା ଦିବସ ନିରାଡ଼ମ୍ବରରେ ପାଳନ କରାଯିବ ବୋଲି ସ୍ଥିର କରାଯାଇଛି। ଦିଲ୍ଲୀ ସମେତ ଅନ୍ୟସବୁ ରାଜ୍ୟଗୁଡ଼ିକରେ ସ୍ବାଧୀନତା ଦିବସ ପାଳନ କଲାବେଳେ ସାମାଜିକ ଦୂରତ୍ୱ ତଥା ଶାରୀରିକ ବ୍ୟବଧାନ, ମୁହଁରେ ମାସ୍କ ଭିଡ଼ିବା ଇତ୍ୟାଦି କୋଭିଡ୍‌…

ଏବେ ବି ସେଦିନ ଅଭୁଲା: ଗାଁରେ ତ୍ରିରଙ୍ଗା ଉଡ଼ାଇଥିଲୁ

ଆଜି ଦେଶ ପାଳନ କରୁଛି ୭୫ତମ ସ୍ବାଧୀନତା ଦିବସ। ଏବେ ବି ଜୀବିତ ଅଛନ୍ତି ଦେଶ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିବା କେତେକ ସଂଗ୍ରାମୀ। ତେବେ ପ୍ରଥମ ସ୍ବାଧୀନତା ଦିବସ ପାଳନର ଅଭୁଲା ସ୍ମୃତି ବଖାଣିଛନ୍ତି ଦୁଇ ସଂଗ୍ରାମୀ… ବରଗଡ଼ ଜିଲା…

ଝିଅର ସ୍କୁଲ ବ୍ୟାଗ୍‌ କିଣିବାକୁ ଯାଇଥିଲେ ପିତା, ଘରକୁ ଫେରିବା ପରେ ହୋଇଗଲେ କୋଟିପତି

କୁହାଯାଏ, ଭାଗ୍ୟ କାହାକୁ କେତେବେଳେ ନେଇ କେଉଁଠି ପହଞ୍ଚାଇବ ତା’ର ହିସାବ ନାହିଁ। ଏହି ଉକ୍ତି ପ୍ରମାଣିତ ହୋଇଛି ଆମେରିକାରେ ରହୁଥିବା ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ। ଫ୍ଲୋରିଡାର ୪୭ ବର୍ଷୀୟ କ୍ଲିବ୍‌ଲ୍ୟାଣ୍ଡ ପୋପ୍‌ କହିଛନ୍ତି, ସେ ତାଙ୍କ ଝିଅ ପାଇଁ ସ୍କୁଲ…

ସୂର୍ଯ୍ୟୋଦୟ-ସୂର୍ଯ୍ୟାସ୍ତ ସମୟରେ ଆକାଶ ଲାଲ୍‌ ଦିଶିବା ପଛର କଥା…

ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁଥିବା ସୂର୍ଯ୍ୟଙ୍କ ରଙ୍ଗ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ବଦଳି ଯାଇଥାଏ। ଏହି ସମୟରେ ଆକାଶ କମଳା, ଗାଢ୍‌ ଲାଲ କିମ୍ବା ବାଇଗଣୀ ରଙ୍ଗରେ ପରିଣତ ହୋଇଥାଏ। ଏହା ବହୁତ ସୁନ୍ଦର ଏବଂ ମନଲୋଭା ଦିଶିଥାଏ। ତେବେ…

ଅଗଷ୍ଟ ୧୪ରେ ଦୁଇଭାଗ ହୋଇଥିଲା ଦେଶ; ଲୁହରେ ଭିଜିଥିଲା ଭାରତ ମା’ର ପଣତ

ଭାରତ ଇତିହାସରେ ଅଗଷ୍ଟ ୧୪ ତାରିଖକୁ ଲୁହରେ ଲେଖାଯାଇଛି। କାରଣ ଏହି ଦିନ ଦେଶ ବିଭାଜିତ ହୋଇଥିଲା। ୧୯୪୭ ଅଗଷ୍ଟ ୧୪ରେ ପାକିସ୍ତାନ ଏବଂ ୧୯୪୭ ଅଗଷ୍ଟ ୧୫ରେ ଭାରତ ଏକ ପୃଥକ ରାଷ୍ଟ୍ର ଘୋଷିତ ହୋଇଥିଲା। ଏହା କେବଳ ଦେଶର…

ଷଣ୍ଢ ସହିତ ଖେଳୁଥିଲେ ଯୁବକ, ଏମିତି ଦେଲା ପାନେ

ବିହାରର ଛପରାରେ ଜଣେ ଯୁବକଙ୍କୁ ଷଣ୍ଢ ସହ ଖେଳିବା ମହଙ୍ଗା ପଡ଼ିଛି। ଘର ବାହାରେ ଠିଆ ହୋଇଥିବା ଏକ ଷଣ୍ଢର ଶିଙ୍ଘକୁ ଯୁବକ ଜଣକ ଧରିଥିଲେ। କେତେଥର ଷଣ୍ଢଟି ଶିଙ୍ଘ ହଲାଇ ଯୁବକଙ୍କୁ ଦୂରେଇ ଦେଉଥାଏ। ମାତ୍ର ଯୁବକ ଜଣକ ବାରମ୍ବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri