ଜୀବନ ନେଇ ଏମିତି ଦୌଡ଼ୁଛି ହରିଣ , ଭିଡିଓ ଦେଖିଲେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ...
୪ ଗୋଡ଼ିଆ ତିମି ମାଛର ଜୀବାଶ୍ମ ମିଳିଲା…
କାଇରୋ,୨୯।୮: ଗୋଡ଼ ଥିବା ତିମି ମାଛ କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭବିକ। ତେବେ ଇଜିପ୍ଟର ଫାୟୋମ୍ ସ୍ଥିତ ମରୂଭୂମିରୁ ଏଭଳି ତିମି ମାଛର ପ୍ରାୟ ୪ କୋଟି ୩୦ ଲକ୍ଷ ବର୍ଷ ତଳର ଜୀବାଶ୍ମ ମିଳିଛି।...
ପେଟ ଭରି ପିଜା ଖାଇଲେ ମହାକାଶଚାରୀ, ପିଜା ପାର୍ଟି ଭିଡ଼ିଓ ଭାଇରାଲ…
ଓ୍ବାଶିଂଟନ,୨୯।୮: ପୃଥିବୀରେ ପିଜା ଖାଇବା ଅତି ସାଧାରଣ କଥା। ମାତ୍ର ସ୍ପେସ୍ ଷ୍ଟେଶନରେ ବିଭିନ୍ନ କଟକଣା ମଧ୍ୟରେ ବସି ପିଜା ଖାଇବା କିଛି କମ୍ କଥା ନୁହେଁ। ତେବେ ଏହା ସତରେ ପରିଣତ ହୋଇଛି। ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେଶନରେ ହୋଇଥିବା...
୮୬ ବର୍ଷୀୟ ବୃଦ୍ଧ ଦେଖାଇଲେ କମାଲ, ଯବାନ ବି ପଡ଼ିଯିବେ ପଛରେ
ଆମେରିକାର ନ୍ୟୁଜର୍ସିରେ ରହୁଥିବା ଜଣେ ୮୬ ବର୍ଷୀୟ ବୃଦ୍ଧ ଏମିତି କିଛି କରି ଦେଖାଇଛନ୍ତି ଯାହା ଯବାନ ମଧ୍ୟ କରିପାରିବେ ନାହିଁ। ଟୋନି ଡାଣ୍ଡେଓ ନାମକ ଏହି ବୃଦ୍ଧ ଜଣକ ଅଶ୍ୱ ଚାଳନା ଜିତି ରେକର୍ଡ ସୃଷ୍ଟି କରିଛନ୍ତି। ଟୋନି...
୧୨ ବର୍ଷର ଛାତ୍ର ଘରେ ବସି ରୋଜଗାର କଲେ ୨ କୋଟି
କରୋନା ମହାମାରୀ କିଛି ଲୋକଙ୍କ ଜୀବନକୁ ବଦଳାଇ ଦେଇଛି। କାହାର ଚାକିରି ଚାଲିଯାଇଛି ତ ଆଉ କାହାର ବ୍ୟବସାୟ ମାନ୍ଦା ହୋଇଛି। ସ୍କୁଲ, କଲେଜ, ଅଫିସ ଏବଂ ବଜାର ବି ବନ୍ଦ ରହିଥିଲା। ଏବେ ପରିସ୍ଥିତି ଟିକେ ସୁଧାର ଆସିବାରୁ...
ବେଦୀରେ ବସି ଗୁଟ୍ଖା ଖାଉଥିଲେ ବର, କନ୍ୟା ଦେଲେ ଏକ ଶକ୍ତ ଚାପୁଡ଼ା, ଆଉ ତା’ ପରେ…
ପାନ-ମସଲା, ଗୁଟ୍ଖା ହେଉ କି ସିଗାରେଟ୍ ସମସ୍ତ ମାଦକ ଦ୍ରବ୍ୟ ସ୍ବାସ୍ଥ୍ୟପକ୍ଷେ ହାନିକାରକ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ମାତ୍ର ଅଧିକାଂଶ ଲୋକ ଏହା ଜାଣି ମଧ୍ୟ ମାଦକଦ୍ରବ୍ୟ ଖାଇବାରେ ଅଭ୍ୟାସ ରଖିଥାନ୍ତି। ଏମିତି କିଛି ଲୋକ ଅଛନ୍ତି ବିବାହ,...
କନ୍ୟାବେଶରେ ସଜେଇ ହୋଇ ଶ୍ମଶାନରେ ପହଞ୍ଚିଲେ ଯୁବତୀ, ସତ ଜଣାପଡ଼ିବା ପରେ ସମସ୍ତଙ୍କ ଆଖିରୁ ବୋହିଗଲା ଧାରଧାର ଲୁହ
ଜଣେ ଯୁବତୀ ହାତରେ ଫୁଲତୋଡ଼ା ଆଉ କନ୍ୟାବେଶରେ ସଜେଇ ହୋଇ ଯେତେବେଳେ ଶ୍ମଶାନରେ ପହଞ୍ଚିଲେ ସେଠାରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ମାତ୍ର ଯେତେବେଳେ ସତ କଥା ଜଣାପଡ଼ିଲା ସେତେବେଳେ ସମସ୍ତଙ୍କ ଆଖିରୁ ଧାରଧାର ଲୁହ ବୋହିଗଲା। ପ୍ରକୃତ...
ଆଗାମୀ ପିଢ଼ି ପାଇଁ ଜୀବନ୍ତ ରହୁ ପୃଥିବୀ
ଆମର ସବୁଜ ପୃଥିବୀ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ପୃଥିବୀ ସାମ୍ନା କରୁଥିବା ସମସ୍ତ ସଙ୍କଟ ମଧ୍ୟରୁ ଅଧିକାଂଶ ମନୁଷ୍ୟ କୃତ। ଜନସଂଖ୍ୟା ବୃଦ୍ଧି, ଦ୍ରୁତ ଶିଳ୍ପାୟନ, ବିଶ୍ୱ ତାପନ ଆଦି ଜୀବନ୍ତ ପୃଥିବୀ ପାଇଁ ଆହ୍ବାନ...
ପ୍ରେମିକାଙ୍କ ସହ ପାର୍କକୁ ଯାଇଥିଲେ ଯୁବକ, କାଠଗଣ୍ଡି ଭାବି ବସିଲା ବେଳକୁ …
ସ୍କଟ୍ଲ୍ୟାଣ୍ଡର ଗ୍ଲାସ୍ଗୋରେ ଜଣେ ଯୁବକ ପାର୍କରେ ଏକ କାଠଗଣ୍ଡି ପଡ଼ିଥିବା ଭାବି ତା’ ନିକଟକୁ ଯିବା ପରେ ଏହା ଅଜଗର ବୋଲି ଜାଣି ଭୟରେ ଦୌଡ଼ିଲେ। ଯାହାକୁ ସେ କାଠ ଗଣ୍ଡି ଭାବିଥିଲେ ତାହା ୧୪ ଫୁଟ ଲମ୍ବର ଏକ...
ମାରି ଖାଇବାକୁ ଛକିଥିଲା; ସାପ-କୁକୁଡା ମଧ୍ୟରେ ହେଲା ଜୋରଦାର ଲଢ଼େଇ; ଶେଷରେ…
ମନୁଷ୍ୟମାନଙ୍କ ମଧ୍ୟରେ ଅନେକ ଲୋକକଥା ପ୍ରଚଳିତ ରହିଛି। ସେଥିରୁ କିଛି ପଶୁମାନଙ୍କ ଉପରେ ରହିଛି। ମୁଷା-ବିରାଡି ଖେଳ, ସାପ-ନେଉଳ ମଧ୍ୟରେ ଲଢ଼େଇ ବିଷୟରେ ଶୁଣିବାକୁ ମିଳିଥାଏ। ତେବେ ସାପ ଆଉ ନେଉଳ ମଧ୍ୟରେ ଲଢ଼େଇରେ ବାଜିମାତ କରିଥାଏ ନେଉଳ। ହେଲେ...
ମହିଳାଙ୍କ ଅଜବ ସଉକ: ଚୁଟିରେ ସାପ ଗୁଡ଼ାଇ ଶପିଂ କରିବାକୁ ବାହାରିଲେ; ଭିଡିଓ ଦେଖିଲେ…
କଥାରେ ଅଛି ସଉକ ବଡ଼ ଜିନିଷ। କେହି କେହି ବୁଲିବାକୁ ଭଲପାଆନ୍ତି ତ କେହି କେହି ପୋଷାକକୁ ଭଲ ପାଆନ୍ତି। କାହାକୁ ଖାଇବାକୁ ଭଲ ଲାଗିଥାଏ ତ ଆଉ କାହାକୁ ଟଙ୍କା ରୋଜଗାର କରିବା ପସନ୍ଦ। ହେଲେ ଦୁନିଆରେ ଏଭଳି...
ପକ୍ଷୀଙ୍କୁ ମାରି ଏଭଳି ଖାଇଲା କଇଁଛ; ଲୋମ ଟାଙ୍କୁରା ଭିଡିଓ ଦେଖିଲେ…
ଠେକୁଆ-କଇଁଛ କାହାଣୀ ବିଷୟରେ ସମସ୍ତେ ଜାଣିଥିବେ। କାହାଣୀ ହେଉ ଅବା ବାସ୍ତବତା, ଲୋକେ କଇଁଛକୁ ବହୁତ ନିରୀହ ଜୀବ ବୋଲି କହିଥାନ୍ତି। କିଛି ଲୋକ ପୋଷା ଜୀବ ଭାବେ ଏହାକୁ ଘରେ ରଖିଥାନ୍ତି। ସ୍ବଭାବ ଦେଖିଲେ କଇଁଛ ଏକ ଶାକାହାରୀ...
Archives


