Posted inଫୁରସତ

ହରିଣ ଭାସି ଯାଉଥିବା ବେଳେ ଦେବଦୂତ ସାଜିଲେ ବ୍ୟକ୍ତି, ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ହରିଣ ନାଳରେ ଭାସି ଯାଉଥିବା ବେଳେ କୁକୁର ଛୁଆଟି ମଧ୍ୟ ତାକୁ ଦେଖି ଦୌଡ଼ୁଛି। ଦେଖିଲେ ଲାଗୁଛି ଯେପରି ସେ ତାକୁ ବଞ୍ଚାଇବାକୁ ଚାହୁଁଛି। ପରେ ଜଣେ ବ୍ୟକ୍ତି ଦେବଦୂତ ସାଜି ନାଳ ପୋଲରେ ଶୋଇ ତାକୁ ଉଦ୍ଧାର କରିଛନ୍ତି। ପାଣିରୁ ଉଠି ସେ ଜଙ୍ଗଲକୁ ଦୌଡ଼ିପଳାଇଛି।
ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

୭୦ ବର୍ଷରେ ପ୍ରଥମ ଥର ପାଇଁ ମା’ ହେଲେ ଏହି ମହିଳା; ପ୍ରସବ ପରେ ଡାକ୍ତର…

ପ୍ରତିଦିନ ଦୁନିଆରେ କିଛି ନା କିଛି ଅଜବ ଘଟଣା ଘଟେ। ସେଥିରୁ କିଛି ଉପରେ ବିଶ୍ୱାସ କରିବା କଷ୍ଟକର ହୋଇପଡେ। ଗୁଜରାଟରେ ଏବେ ସେଭଳି ଏକ...

ଏତେ ସବୁ ରଙ୍ଗ ଥାଇ ଜେସିବି ମେଶିନର ରଙ୍ଗ କାହିଁକି ହଳଦିଆ ଜାଣନ୍ତି…

ଜେସିବି କମ୍ପାନୀର ମେଶିନ ଆପଣ ନିଶ୍ଚିତ ଦେଖିଥିବେ। ଏହା କନ୍‌ଷ୍ଟ୍ରକ୍ସନ ବା ନିର୍ମାଣ କାର୍ଯ୍ୟରେ ଲାଗେ। ଏହି କମ୍ପାନୀ ମେଶିନର ଏକ ବିଶେଷତ୍ତ୍ୱ ହେଲା ଏହାର...

ଶୂନ ମାଧ୍ୟାକର୍ଷଣରେ ଫୁଟବଲ୍‌ ମ୍ୟାଚ

ଲିସ୍‌ବନ୍‌: ଜିରୋ ଗ୍ରାଭିଟି ବା ଶୂନ ମାଧ୍ୟାକର୍ଷଣରେ ଫୁଟ୍‌ବଲ ମ୍ୟାଚ୍‌। ଅନେକଙ୍କୁ ଏହି କଥା ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ହେଲେ ନିକଟରେ ପର୍ତ୍ତୁଗିଜ୍‌ ଫୁଟବଲ୍‌ ଲିଜେଣ୍ଡ୍‌ ଲୁଇସ୍‌...

ନିଜ ସୁରକ୍ଷା ନିଜେ କରିବା ଆବଶ୍ୟକ: ନାଭ୍ୟା

ଅନେକ ସମୟରେ ଦେଖାଯାଏ ଝିଅ ହିଁ ଝିଅର ଶତ୍ରୁ ହୋଇଥାଏ। ତେଣୁ ଏଭଳି ଭାବନାରୁ ଦୂରେଇରହିବା ଜରୁରୀ। ସମସ୍ତଙ୍କ ପ୍ରତି ସମାନ ମନୋଭାବ ଆଣିବା ଆବଶ୍ୟକ।...

୭୦୦ ବର୍ଷ ତଳେ ଏହି ଗାଁକୁ ମିଳିଥିଲା ଅଭିଶାପ, ଆଜି ବି ଏହି କାମ କରିବାକୁ ଡରନ୍ତି ଲୋକେ

ସମସ୍ତେ ଚାହିଁଥାନ୍ତି ବିଳାସପୂର୍ଣ୍ଣ ଘରେ ରହିବାକୁ। ନିଜ ଘରକୁ କେମିତି ସୁନ୍ଦର କରିବେ ସେ ନେଇ ବିପୁଳ ଅର୍ଥ ମଧ୍ୟ ଖର୍ଚ୍ଚ କରିଥାନ୍ତି। ମାତ୍ର ଏମିତି...

ପ୍ଲାଜ୍‌ମା ବିକି ଡିଜ୍‌ନୀ ଲ୍ୟାଣ୍ଡ ବୁଲୁଛନ୍ତି ମହିଳା

ୱାଶିଂଟନ୍‌: ଫିଲାଡେଲ୍‌ଫିଆର ୨୮ ବର୍ଷୀୟା ଲିଜ୍‌ ଗ୍ରାମଲିଚ୍‌ ନାମ୍ନୀ ଜଣେ ମହିଳା ଡିଜ୍‌ନୀ ୱାଲର୍‌ଡର ମାୟାରେ ପଡିଛନ୍ତି। ସେ ନିଜ ପ୍ଲାଜ୍‌ମା ବିକ୍ରି କରି ନିଜ...

ଗାଁ ଚାରିପାଖରେ ପାଣି, ହେଲେ ବିଶୁଦ୍ଧ ପାଣି ଟୋପେ ସାତସପନ…

ପ୍ରକୃତିର ଅମୂଲ୍ୟ ସମ୍ପଦ ଜଳ। କିନ୍ତୁ ଦିନକୁଦିନ କମି କମି ଚାଲିଛି ଭୂ-ତଳ ଜଳସ୍ତର। ବଢ଼ି ବଢ଼ି ଚାଲିଛି ପାନୀୟ ଜଳର ସଙ୍କଟ। ହେଲେ ମେଣ୍ଟିପାରୁନି...

ଫୁଟ୍‌ବଲ୍‌ ଭଳି ବାଇକ୍‌କୁ ଟେକି ଫୋପାଡ଼ିଲା ହାତୀ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ବିଶେଷକରି ପ୍ରାଣୀମାନଙ୍କ ସୋସିଆଲ ମିଡିଆରେ କିଛି ନା...

Advertisement
Archives

Model This Week