Posted inଫୁରସତ

ସିମ୍‌ କାର୍ଡରେ ସୋନୁ

ନୂଆଦିଲ୍ଲୀ: ସିମ୍‌କାର୍ଡରେ ସୋନୁ ସୁଦଙ୍କ ଫଟୋ। ଏତେ ଛୋଟ ସ୍ଥାନରେ ସୋନୁଙ୍କ ଫଟୋକୁ ନିଖୁଣ ଭାବେ ଅଙ୍କିଛନ୍ତି କଳାକାର ସୋମିନ୍‌। ସିମକାର୍ଡରେ ସୋନୁଙ୍କ ମୁହଁର ଅବିକଳ ଫଟୋ ପେଣ୍ଟିଂ କରି ସେ ସୋନୁଙ୍କ ପ୍ରତି ନିଜ ଭଲପାଇବା ପ୍ରଦର୍ଶନ କରିବା ସହିତ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ସୋନୁଙ୍କୁ ନିଜ ସିମ୍‌ କାର୍ଡରେ ସ୍ଥାନ ଦେଇ ତାଙ୍କୁ ସବୁଦିନ ମନେରଖିବାକୁ ଏପରି କରିଥିବା ସୋମିନ୍‌ କହିଛନ୍ତି। ତାହାର ଏକ ଫଟୋ ସୋମିନ୍‌ ତାଙ୍କ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଏତେ ଛୋଟ ସ୍ଥାନରେ ସୋନୁଙ୍କ ମୁହଁର ଚିତ୍ର ଆଙ୍କିଥିବା ଏହି କଳାକାରଙ୍କ ପୋଷ୍ଟକୁ ନିଜେ ସୋନୁ ମଧ୍ୟ ପସନ୍ଦ କରି ପ୍ରତିକ୍ରିୟା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଛରେ ବାଘକୁ ଦେଖି, ଜୀବନ ନେଇ ଦୌଡ଼ୁଥିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ବ୍ୟକ୍ତିତ୍ୱ: ଅଭିନେତ୍ରୀ ସାଧନା

ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ହେଉଛନ୍ତି ସାଧନା। ତାଙ୍କର ପୂରାନାମ ସାଧନା ଶିବଦାସାନି। ତେବେ ସାଧନା ଶିବଦାସାନି ଭାବରେ ନୁହେଁ; ଅଧିକନ୍ତୁ ସାଧନା...

ସମୁଦ୍ର ମଧ୍ୟରୁ ମିଳିଲା ଏହି ବିଚିତ୍ର ଜୀବ: ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଉତ୍ତର ଓ୍ବେଲ୍ସର କେର୍ନାରଫନ୍‌ ସମୁଦ୍ର କୂଳରେ ଏକ ପରିବାର ବିଚିତ୍ର ସାମୁଦ୍ରିକ ଜୀବ ଦେଖିବାକୁ ପାଇଥିଲେ। ଯାହାକି ଅନ୍ୟ ସାମୁଦ୍ରିକ ଜୀବମାନଙ୍କଠାରୁ ମୂଲ୍ୟବାନ ଅଟେ। ଏହାର...

ବରଫ ଆଚ୍ଛାଦିତ ହ୍ରଦରେ ଫସି ରହିଥିବା କୁକୁରକୁ ଉଦ୍ଧାର କଲେ ଦୁଇ ପୋଲିସ କର୍ମଚାରୀ

ପଶୁପକ୍ଷୀ ଉଦ୍ଧାର ହେବାର ଭିଡିଓ ସୋସିଆଲ ମିଡିଆରେ ଅନେକ ସମୟରେ ଚର୍ଚ୍ଚାରେ ରହିଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ...

ବିଶ୍ୱର ସବୁଠୁ ଦାମୀ ଜିନ୍ସ, ଏହା ବଦଳରେ କିଣିହେବ ୧୦ ଫ୍ଲାଟ୍‌

ବିଶେଷକରି ଧନୀ ଲୋକମାନେ ଦାମୀ ଜିନିଷ ପସନ୍ଦ କରିଥାନ୍ତି। ନିଜର ଇଚ୍ଛା ପୂରଣ କରିବା ପାଇଁ ଏହି ଶ୍ରେଣୀର ଲୋକେ ଖୁବ୍‌ ଅର୍ଥ ବ୍ୟୟ କରିଥାନ୍ତି।...

୫ ଶହ ବର୍ଷ ପରେ ୧୦୫ ଗାଁର ରାଜପୁତ ବାନ୍ଧିବେ ପଗଡ଼ି ପିନ୍ଧିବେ ଜୋତା

ଲକ୍ଷ୍ନୌ,୧୯।୧୧: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ରାୟ ଦିଆଯାଇଛି। ଅଯୋଧ୍ୟା ନିକଟରେ ଥିବା ପୁରା ବଜାର ବ୍ଲକ୍‌ ଏବଂ ଏହାର ଆଖପାଖ ଅଞ୍ଚଳର...

ଇକୋ-ଓ୍ବାରିୟର ମାଳବିକା

ବେଙ୍ଗାଲୁରୁ: ବେଙ୍ଗାଲୁରୁ ନିକଟ ଏକ ଛୋଟ ଗାଁରେ ଜନ୍ମିତ ଝିଅ ମାଳବିକା କୃଷି ଓ ପରିବେଶ ଲାଗି କାର୍ଯ୍ୟ କରି ପରିବର୍ତ୍ତନ ଆଣିବେ ବୋଲି କେହି...

ରାଷ୍ଟ୍ରପତିଙ୍କ ଗୋଟିଏ ଟୁଇଟ୍‌ ଯୋଗୁ ଭାରତରେ ବିବାହ କଲେ ଆମେରିକା ଯୁବତୀ

ଥିରୁଭାନନ୍ତପୁରମ୍‌, ୯।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗୋଟିଏ ଟୁଇଟ୍‌ ଯୋଗୁ ଜଣେ ଆମେରିକା ମହିଳା ଭାରତରେ ବିବାହ କରିଛନ୍ତି। ଆଶଲେ ହଲ୍‌ ନାମକ ଜଣେ ଯୁବତୀଙ୍କ...

Advertisement
Archives

Model This Week