ଫୁରସତ

ବସୁଧୈବ କୁଟୁମ୍ବକମ୍‌ ଲକ୍ଷ୍ୟ

ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଦ୍ୱାରା ସମ୍ପର୍କ ଦୃଢ଼ ହୁଏ। ଫଳରେ ନକାରାତ୍ମକ ଚିନ୍ତାଧାରା ଦୂର ହୋଇ ବିକାଶର ମାର୍ଗ ପ୍ରଶସ୍ତ ହୋଇଥାଏ। ଏହା ପରିବାର-ପରିବାର, ସମାଜ-ସମାଜ, ରାଜ୍ୟ-ରାଜ୍ୟ ତଥା ଦେଶ-ଦେଶ ପାଇଁ ଲାଗୁ ହୋଇପାରେ। ସେହିପରି ଶାନ୍ତି ଆସିବାର ମୁଖ୍ୟ ମାଧ୍ୟମ ହେଉଛି…

ବିବାହ ଦିନ ଶାଶୁ ଏମିତି କାମ କଲେ, ଭାବି ବୋହୂ ରାଗରେ ହୋଇଗଲେ ନିଆଁବାଣ

ସାଧାରଣତଃ ବିବାହ ପରେ ବୋହୂମାନେ ଶାଶୁମାନଙ୍କ ବିରୋଧରେ ଅଭିଯୋଗ ଆଣନ୍ତି। କିନ୍ତୁ ବିବାହ ଦିନ ବୋହୂ ଶାଶୁଙ୍କ ବିରୋଧରେ ଅଭିଯୋଗ ଆଣିବା ନିହାତି ଆଶ୍ଚର୍ଯ୍ୟର ବିଷୟ। ଏକ ବିବାହ କାର୍ଯ୍ୟକ୍ରମରେ ଶାଶୁ ଏପରି କାର୍ଯ୍ୟ କରିଥିଲେ, ଯାହାଦ୍ୱାରା ତାଙ୍କ ଭାବି ବୋହୂ…

କୁକୁର ସହ ଯାତ୍ରା କରିବାକୁ ବିମାନର ପୂରା ବିଜ୍‌ନେସ୍‌ କ୍ଲାସ ବୁକ୍‌ କଲେ ମାଲିକ, ଖର୍ଚ୍ଚ ହେଲା…

ସାଧାରଣତଃ ବିମାନ ଯାତ୍ରା କରିବାକୁ ଲୋକଙ୍କ ମନରେ ସ୍ବପ୍ନ ଥାଏ। କିନ୍ତୁ ମୁମ୍ବାଇରେ ଏକ କୁକୁର ବିମାନର ବିଜ୍‌ନେସ୍‌ କ୍ଲାସରେ ଯାତ୍ରା କରିଛି। ଜଣେ ମାଲିକ କୁକୁରକୁ ବିଜ୍‌ନେସ୍‌ କ୍ଲାସ ବିମାନ ବୁକ୍‌ କରି ମୁମ୍ବାଇରୁ ଚେନ୍ନାଇ ଯାତ୍ରା କରିଥିଲେ। ଏହି…

୧୦ ଫୁଟ ଲମ୍ବର ଅଜଗରକୁ ଉଦ୍ଧାର କରିବା ପାଇଁ କୂଅକୁ ଡେଇଁଲେ ଯୁବତୀ, ଆଉ ତା’ ପରେ…

ମହାରାଷ୍ଟ୍ରରୁ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଭୟରେ ଦେହ ଥରି ଉଠିବ। ଭିଡିଓରେ ଜଣେ ଯୁବତୀ ଏକ ବିରାଟକାୟ ଅଜଗରକୁ ପାଣିକୁ ଉଦ୍ଧାର କରିବା ପାଇଁ କୂଅକୁ ଡେଇଁଥିଲେ। ସାପକୁ ଏକ ଅଖାରେ ପୂରାଇ ଉଦ୍ଧାର କରିଛନ୍ତି।…

ବିରଜାଇ ଜଙ୍ଗଲର କୃଷ୍ଣାପଲ୍ଲୀରୁ ଆସିଥିଲା କାଠକଡ଼ି

କୋଣାର୍କଠାରେ ମନ୍ଦିର ତୋଳା ଅବସରରେ ନିର୍ମିତ ବୟାଳିଶ ବାଟିର ଦେବୀ ଗଙ୍ଗେଶ୍ୱରୀ ମନ୍ଦିର ଐତିହ୍ୟ ଅନୁଶୀଳନ କାର୍ଯ୍ୟ ଓଡ଼ିଶା ଐତିହ୍ୟ ପରିଷଦ, କୋଣାର୍କ ଐତିହ୍ୟ ପରିଷଦ ଓ ବ୍ରହ୍ମଗିରି ଐତିହ୍ୟ ପରିଷଦ ପକ୍ଷରୁ ମିଳିତ ଭାବରେ କରାଯାଇଥିଲା। ୨୦୧୮ ଜୁନ୍‌ ୩ରେ…

ବିବାହର ୩ ଦିନ ପୂର୍ବରୁ ମା’ ହେଲେ ମହିଳା, ଦେଲେ ଅଜବ ଉତ୍ତର

ବ୍ରିଟେନର ଜଣେ ମହିଳା ବିବାହର ଠିକ୍‌ ୩ ଦିନ ପୂର୍ବରୁ ମା’ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟପକ୍ଷରେ ମହିଳା ଜଣଙ୍କ ଏକ ଅଜବ ଉତ୍ତର ଦେଇଛନ୍ତି। ୪୦ ବର୍ଷୀୟା ଲିସା କହିଥିଲେ, ମୁଁ ମା ହେବା ମୋର ସ୍ବପ୍ନ ଥିଲା।…

କିଛି ମିନିଟ୍‌ ମଧ୍ୟରେ ୧୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହୋଇଗଲା ଏହି ଲଡୁ: ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ

ହାଇଦ୍ରାବାଦ,୨୦।୯: ତେଲେଙ୍ଗାନାରେ ବାଲାପୁର ଗଣେଶଙ୍କ ଠାରେ ଭୋଗ ଲାଗି କରାଯାଉଥିବା ସବୁଠାରୁ ପ୍ରସିଦ୍ଧ ୨୧ କିଲୋଗ୍ରାମ ଲଡୁ ନିଲାମ ହୋଇଛି। ଏହି ଲଡୁ ପ୍ରାୟ ୧୮ ଲକ୍ଷ ୯୦ ହଜାର ଟଙ୍କାରେ ନିଲାମ କରାଯାଇଥିଲା। ଆନ୍ଧ୍ରପ୍ରଦେଶ ବିଧାନ ପରିଷଦର ସଦସ୍ୟ ରମେଶ…

ଲେଗୋ ବ୍ରିଜ୍‌

ଲେଗୋ ଜଏଣ୍ଟ ଛୋଟ ପିଲାଙ୍କର ବେଶ୍‌ ପ୍ରିୟ। ସେମାନେ ସେଥିରେ ମନପସନ୍ଦର ଜିନିଷ ତିଆରି କରି ଖେଳନ୍ତି । କେବେ ସେଥିରେ ସେମାନେ ଘର ତିଆରି କରନ୍ତି ତ ଆଉ କେବେ ଗାଡି ଓ ବ୍ରିଜ୍‌। ତେବେ ଜାଣନ୍ତି କି ବାସ୍ତବରେ…

ବୁକ୍‌ ଆର୍ଟ

ବହି ପଢ଼ିବା ଅନେକଙ୍କର ଅଭ୍ୟାସ ଥାଏ। ସେମାନଙ୍କ ପାଇଁ ବହି ଅବସରର ସାଥୀଟିଏ। ତେବେ ଏହି ବହିକୁ ନେଇ ଯେ ସୁନ୍ଦର କଳାକୃତି ଗଢ଼ି ହେବ ତାହା ଅନେକେ ଜାଣି ନ ଥିବେ। ଏଲିଜାବେଥ୍‌ ସାଗାନ୍‌ ନାମ୍ନୀ ଜଣେ ପୁସ୍ତକପ୍ରେମୀ ବହିରେ…

ଯା ଦେବୀ ସର୍ବ ପେଣ୍ଡାଲେ…

ଆଜି ବିଦ୍ୟାନଗରୀର ଗ୍ରାମଦେବୀଙ୍କ ମନ୍ଦିର ବେଢ଼ାରେ ନରିଆ ଭାଇଙ୍କ ଅଧକ୍ଷତାରେ ଏକ ମିଟିଂ ବସିଥିଲା। ଏଥରର ପ୍ରସଙ୍ଗ ଥିଲା ସମ୍ପ୍ରତି ଦୁର୍ଗାପୂଜା ପାଇଁ ସରକାର କରିଥିବା ବିଭିନ୍ନ କଟକଣା । ସଭା ଆରମ୍ଭରୁ ଯୁବକ ସଂଘର କର୍ମକର୍ତ୍ତାମାନଙ୍କ ଗରମା ଗରମ ମିଶାଇଲ…

ସବୁଠୁ ସୁନ୍ଦର ମଶା

ମଶା ମଣିଷର ବଡ଼ ଶତ୍ରୁ। ତାକୁ କେହି ଭଲ ପାଆନ୍ତି ନାହିଁ। ଆଉ ଦେଖିବା ମାତ୍ରେ ଗୋଡ଼ାଇ ଗୋଡ଼ାଇ ମରାଯାଏ। ହେଲେ ଜାଣନ୍ତି କି ଏମିତି ଏକ ପ୍ରଜାତିର ମଶା ଅଛି, ଯାହା ଦେଖିବାକୁ ବେଶ୍‌ ସୁନ୍ଦର। ଆଉ ସେ ସବୁଠାରୁ…

ପୋବିଟୋରା

ଗୋଟିଏ ଶିଙ୍ଗ ଥିବା ଗଣ୍ଡାମାନଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ହାସଲ କରିଥିବା ପୋବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟରେ ପର୍ଯ୍ୟଟକ ଅନ୍ୟାନ୍ୟ ବନ୍ୟପ୍ରାଣୀ ତଥା ଶତାଧିକ ପ୍ରଜାତିର ପକ୍ଷୀଙ୍କୁ ଦେଖବା ସହ ଫଟୋଗ୍ରାଫି ଓ ହାତୀ ପିଠିରେ ବସି ବୁଲିବାର ମଜା ମଧ୍ୟ ନେଇପାରିବେ……

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri