ଭାଲୁଛୁଆଙ୍କ ପୁଲ୍ ପାର୍ଟି; ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହୋଇଥାଏ। ସେହିଭଳି କ୍ରମରେ ଏବେ ଭାଇରାଲ ହେଉଛି ଭାଲୁଛୁଆଙ୍କ ପୁଲ୍ ପାର୍ଟିର ଭିଡିଓ। ଖୋଲାପଡ଼ିଆରେ ପାଣିରେ ଖେଳୁଛନ୍ତି ସେମାନେ। ଲୋକମାନେ ଉକ୍ତ ଭିଡିଓକୁ ବେଶ୍ ପସନ୍ଦ କରୁଛନ୍ତି। ଟୁଇଟରରେ ଉକ୍ତ ଭିଡିଓକୁ @hopkinsBRFC21…
ଶ୍ରବଣବାଧିତଙ୍କ ପାଇଁ ସାଙ୍କେତିକ ଭାଷା
ଚିକିତ୍ସା ବିଜ୍ଞାନ ଅନୁସାରେ ଶୁଣି ଅନୁକରଣ କରିବା ପ୍ରତିଟି ପ୍ରାଣୀର ସହଜାତ ପ୍ରବୃତ୍ତି। ମାତ୍ର ଶ୍ରବଣ ସମସ୍ୟା ରହିଲେ ଅନୁକରଣ କରିବା ସମ୍ଭବ ହୋଇ ନ ଥାଏ। ଶ୍ରବଣ ସମସ୍ୟା ଯୋଗୁ ବାକ୍ କ୍ଷମତା ହରାଇଥିବା ଶିଶୁ ବଡ଼ ହୋଇ କିଭଳି…
ଚଳନ୍ତା ଟ୍ରେନ୍ରେ ବିପଜ୍ଜନକ ଷ୍ଟଣ୍ଟ୍ କଲେ ଯୁବକ, ଆଉ ତା’ ପରେ…
ଖୁବ୍ ତୀବ୍ର ବେଗରେ ଯାଉଥିବା ଟ୍ରେନ୍ରେ ଜଣେ ଯୁବକ ବିପଜ୍ଜନକ ଷ୍ଟଣ୍ଟ୍ କରିବା ସମସ୍ତଙ୍କୁ ଚକିତ କରିଛି। ଭିଡିଓଟି ଏବେ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳିଛି, ଜଣେ ଯୁବକ ଖୁବ୍ ତୀବ୍ର ଗତିରେ ଯାଉଥିବା ଟ୍ରେନ୍ର ଝରକା ଧରି ଓହଳିଛନ୍ତି।…
ଶାଢ଼ି ପିନ୍ଧି ରେଷ୍ଟୁରାଣ୍ଟ ଗଲେ ମହିଳା, ପ୍ରବେଶ ଅନୁମତି ଦେଲେ ନାହିଁ କର୍ମଚାରୀ, କାରଣ ଜାଣିଲେ…
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମହିଳା ଶାଢ଼ି ପିନ୍ଧିଥିବାରୁ ରେଷ୍ଟୁରାଣ୍ଟ ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥିଲେ କର୍ମଚାରୀ ସେ ସମ୍ପର୍କରେ ଜଣାପଡ଼ିଛି। ଭିଡିଓଟି ସାମ୍ନାକୁ ଆସିବା ପରେ ଲୋକେ ରେଷ୍ଟୁରାଣ୍ଟକୁ ଟ୍ରୋଲ କରୁଛନ୍ତି।…
ଆଖି ପିଛୁଳାକେ ପିଲା ଉପରେ ପଡ଼ୁଛି ଇଟା ଗଦା, ବଞ୍ଚାଇବାକୁ ମା’ କରୁଛି ଏପରି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଗାଁର ବିକାଶ ପାଇଁ ନିଜ ରୋଜଗାରରୁ ଏତିକି କୋଟି ଖର୍ଚ୍ଚ କଲେ ଏହି ବ୍ୟକ୍ତି, ଜାଣିଲେ…
ନିଜ ଅପେକ୍ଷା କେବେ ପୂରା ଗାଁର କଥା ଚିନ୍ତା କରିଛନ୍ତି? ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି କିନ୍ତୁ ଏପରି କରି ଦେଖାଇଛନ୍ତି। ନିଜ ରୋଜଗାରର ସମସ୍ତ ଦରମା ଗାଁର ବିକାଶ କାମରେ ଖର୍ଚ୍ଚ କରିଦେଇଛନ୍ତି। ଖାଲି ଏତିକି ନୁହେଁ, ବ୍ୟାଙ୍କରୁ ଲୋନ୍ ନେଇ…
ବାଇକ୍ ମୁଣ୍ଡରେ ରଖି ବସ୍ ଉପରକୁ ଚଢ଼ିଗଲେ ବ୍ୟକ୍ତି, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ଅନେକ ସମୟରେ ଏମିତି କିଛି ଭିଡିଓ ଶେୟାର କରାଯାଇଥାଏ, ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖି ଦର୍ଶକେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି। ଭିଡିଓରେ ଜଣେ ବ୍ୟକ୍ତି ନିଜ ମୁଣ୍ଡ…
ଅଫିସରେ ମହିଳା କର୍ମଚାରୀଙ୍କୁ ଏହି ନାଁରେ ଡାକୁଥିଲେ ଜଣେ ପୁରୁଷ କର୍ମଚାରୀ, ଚାଲିଗଲା ଚାକିରି
ବ୍ରିଟେନରେ ଜଣେ ବ୍ୟକ୍ତି ଅଫିସ୍ର ଜଣେ ମହିଳା କର୍ମଚାରୀଙ୍କୁ ଅଲଗା ନାଁରେ ଡାକିବା ଭାରି ପଡ଼ିଛି। ଫଳରେ କମ୍ପାନୀ ତାକୁ ଚାକିରିରୁ ବାହାର କରିଦେଇଛନ୍ତି। ମଞ୍ଚେଷ୍ଟରରେ ମାଇକ୍ ହାର୍ଟଲେ ନାମକ ଜଣେ ବ୍ୟକ୍ତି ନିଜ ଅଫିସରେ କାମ କରୁଥିବା ଜଣେ ମହିଳା…
ରାସ୍ତା ମଝିରେ ଅହିରାଜ ସହ ଲଢ଼ିଲା ଗୋଧି; ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ…
ଅହିରାଜ ସହ ଗୋଧିର ଲଢ଼େଇ। ଏକ ଏଭଳି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଭିଡିଓଟି କେରଳର ମଲୟାଟୋରସ୍ଥିତ ଥୁଣ୍ଡମ ରେଞ୍ଜର ଏକ ଜଙ୍ଗଲର। ସେଥିରେ ଅହିରାଜ ସହ କିଭଳି ଗୋଧି ଲଢ଼େଇ କରୁଛି ତାହା ଦେଖିବାକୁ ମିଳୁଛି।…
ଛେଳି ସହ ସ୍କୁଲ…
ଶିମଲା,୨୧।୯: ଛେଳି ସହ ଜଣେ ବାଳିକା ସ୍କୁଲକୁ ଯାଉଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜଣେ ବାଳିକା ପିଠିରେ ସ୍କୁଲ ବ୍ୟାଗ୍ ଧରି ହିମାଚଳ ପ୍ରଦେଶର ପାହାଡ଼ିଆ ଗାଁରେ ଯାଉଥିବାର ଦେଖିବାକୁ ମିଳୁଛି। ବାଳିକାଙ୍କ…
ଡିଜିଟାଲ ମିଡିଆ ନୂଆ ପିଢ଼ି ପାଇଁ ଟ୍ରେଣ୍ଡ
ପେସାରେ ସେ ଇଞ୍ଜିନିୟର। କିନ୍ତୁ ନିଶା ତାଙ୍କର ଗୀତ ଗାଇବା। ୨୦୧୫ରେ ଏକ ସିଙ୍ଗିଙ୍ଗ ରିଅଲିଟି ଶୋ’ରେ ଭାଗ ନେଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ପରେ ୨୦୧୬ରେ ୟୁଟ୍ୟୁବ୍ ଚ୍ୟାନେଲ ଖୋଲିଥିଲେ। ସେଥିରୁ ମଧ୍ୟ ସେ ଶ୍ରୋତାଙ୍କ ଅଜସ୍ର ଭଲପାଇବା…
ମସ୍ତିଷ୍କ କାର୍ଯ୍ୟଧାରାରେ ବାଧକ ଆଲଜିମର୍ସ
ଆଲଜିମର୍ସ ଏକ ସ୍ନାୟୁଗତ ରୋଗ। ଏଥିଯୋଗୁ ମସ୍ତିଷ୍କର କୋଷ (ସେଲ୍) ପ୍ରଭାବିତ ହୋଇଥାଏ, ଫଳରେ ମସ୍ତିଷ୍କର କାର୍ଯ୍ୟଧାରା ବାଧାପ୍ରାପ୍ତ ହୋଇଥାଏ। ତେଣୁ ଏପରି ରୋଗର କାରଣ ବିଷୟରେ ଅବଗତ ହେବା ନିହାତି ଦରକାର। ୧୯୯୪ ମସିହାରୁ ପ୍ରତିବର୍ଷ ସେପ୍ଟେମ୍ବର ୨୧କୁ ‘ବିଶ୍ୱ…
Archives


