ଫୁରସତ

ଫୁଲର ଏରୋପ୍ଲେନ୍‌

ଦୁବାଇର ମିରାକଲ୍‌ ଗାର୍ଡେନ, ସ୍ବର୍ଗର ଅନୁଭୂତି ଏଇ ପୃଥିବୀରେ ହିଁ ଦେଇଥାଏ। ଚାରିଆଡ଼େ ଫୁଲର ପସରା ସାଙ୍ଗକୁ ଫୁଲର ସୁନ୍ଦର ସୁନ୍ଦର କଳାକୃତି। ଯିଏ ଥରେ ଏଠାକୁ ଯାଇଛି ଜୀବନସାରା ଭୁଲିପାରେନା ତା’ର ମନଲୋଭା ସୌନ୍ଦର୍ଯ୍ୟକୁ। ୨୦୧୬ ଡିସେମ୍ବର ୨ ତାରିଖରେ…

ଶୋଷ ଲାଗିବାରୁ ନିଜ ଶିଙ୍ଗକୁ କାମରେ ଲଗାଇଲା ଗାଈ, ଭାଇରାଲ ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ରାମାୟଣ ପୁନର୍ଲିଖନ

ତ୍ରେତୟା ଯୁଗର କଥା। ପ୍ରଭୁ ଶ୍ରୀରାମ ଶ୍ରୀଲଙ୍କା ଜୟ ପରେ ମାତା ସୀତାଙ୍କୁ ସାଙ୍ଗରେ ଧରି ଅଯୋଧ୍ୟା ଫେରିଲେ। ଅଯୋଧ୍ୟା ସୀମାରେ ବାଣ ରୋଶଣି ଧରି ଭରତ ଅପେକ୍ଷା କରିଥା’ନ୍ତି। ଭରତ ଦେଖିଲେ ପ୍ରଭୁ ତ ଆସିଛନ୍ତି, କିନ୍ତୁ ସାଙ୍ଗରେ ଆସିଛନ୍ତି…

ଦେଶରେ ବି ବିଦେଶ ପ୍ରେମ, ମାଇଲଖୁଣ୍ଟରେ ଲଣ୍ଡନ-ଦୁବାଇ ନାମ…

ଚଣ୍ଡିଗଡ଼,୧୭।୧୦: ପଞ୍ଜାବବାସୀଙ୍କର ବିଦେଶ ପ୍ରେମ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଜଲନ୍ଦର-ଦିଲ୍ଲୀ ଜାତୀୟ ରାଜପଥ ପାର୍ଶ୍ୱରେ ସିଡନୀ, ବ୍ୟାଙ୍କକ, ଦୁବାଇ ଏବଂ ଲଣ୍ଡନ ପର୍ଯ୍ୟନ୍ତ ଦୂରତା ଲେଖାଯାଇଥିବା ମାଇଲଖୁଣ୍ଟ ଦେଖିବାକୁ ମିଳିଥାଏ। ନ୍‌ଧନ୍ନୋୱାଲି ଗ୍ରାମ ନିକଟ ଜଲନ୍ଦର-ଫାଗୱାଡା ମଧ୍ୟରେ ଥିବା…

ଫୁଲ୍‌ ଫେସ୍‌ ୟୁଭି ସନ୍‌ଗ୍ଲାସ୍‌

ଓଭର୍‌ସାଇଜ୍‌ଡ ସନ୍‌ଗ୍ଲାସ୍‌ ବେଶ୍‌ ଫ୍ୟାଶନେବୁଲ୍‌ ଲାଗେ। ତେବେ ZGHYBD ନାମକ ଏକ ଜାପାନୀ କମ୍ପାନୀ ସନ୍‌ଗ୍ଲାସ୍‌ ଫ୍ୟାଶନରେ ଏକ ନୂଆ ଟ୍ରେଣ୍ଡ ଆରମ୍ଭ କରିଛି। ଆଉ ତିଆରି କରିଛି ଏମିତି ଏକ ସନ୍‌ଗ୍ଲାସ୍‌ ଯାହା ପୂରା ଫେସ୍‌୍‌କୁ କଭର୍‌ କରିଥାଏ। ଏହା…

କାଜିରଙ୍ଗା ଜାତୀୟ ଉଦ୍ୟାନ

ଆସାମର ଏକ ଲୋକପ୍ରିୟ ବନ୍ୟପ୍ରାଣୀ ଅଭୟାରଣ୍ୟ ଭାବେ କାଜିରଙ୍ଗା ଜାତୀୟ ଉଦ୍ୟାନର ରହିଛି ଅନେକ ଖ୍ୟାତି। ଏହା ସ୍ଥାନୀୟ ଗୋଲାଘାଟ, କାର୍ବି ଆଙ୍ଗଲୋଙ୍ଗ ତଥା ନଗାଓଁ ଜିଲାର ସୀମାକୁ ଲାଗି ପ୍ରାୟ ୪୩୦ ବର୍ଗ କି.ମି ପରିସୀମା ବ୍ୟାପ୍ତ ଅଞ୍ଚଳ ଉପରେ…

ଏୟାରପୋର୍ଟରେ ମାଉସୀଙ୍କୁ ବିଦାୟ ଦେବାକୁ ଯାଇ କୁନିଝିଅର ଭିଡିଓ ଭାଇରାଲ

ଦୋହା: ଏକ କୁନିଝିଅର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ହାତ ଦେଖାଇ ଏୟାରପୋର୍ଟର ସୁରକ୍ଷାକର୍ମୀଙ୍କୁ ଅନୁମତି ମାଗୁଥିବା ଦେଖିବାକୁ ମିଳିଛି। କୁନିଝିଅଟି ତାଙ୍କ ମାଉସୀଙ୍କୁ ଆଲିଙ୍ଗନ ଓ ବିଦାୟ ଦେବାକୁ ଚାହୁଁଥିବା ସୁରକ୍ଷାକର୍ମୀଙ୍କୁ ଜଣାଇବା ପରେ…

ମହାପ୍ରଭୁଙ୍କ ଚେତନାରେ ଜୀବନ ହୁଏ ମଧୁମୟ: ସଂସ୍କୃତିର ଗବେଷକ ଡ. ସୁରେନ୍ଦ୍ର ନାଥ ଦାଶ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାରପ୍ରସାର ଓ ଗବେଷଣାରେ ମନୋନିବେଶ କରି ସେ ବହୁ ବିରଳ ତଥା ପୁରାତନ ପୁସ୍ତକ ଓ ପୋଥିକୁ ସଂଗ୍ରହ କରିଛନ୍ତି। ତଥ୍ୟସମ୍ବଳିତ ଏକାଧିକ ଗବେଷଣାଧର୍ମୀ ଆଧ୍ୟାତ୍ମିକ ଓ ପୌରାଣିକ ପୁସ୍ତକ ରଚନା କରି ସେ ଆତ୍ମସନ୍ତୋଷ ଲାଭ…

ଜଳରେ କୌଶଳ

ଶରୀରର ନାନା କାର୍ଯ୍ୟକଳାପ ମଧ୍ୟରେ ସାମଞ୍ଜସ୍ୟ ରଖିବା ପାଇଁ ଯୋଗ ଓ ପ୍ରାଣାୟାମ ଖୁବ୍‌ ଉପକାରୀ। ତେବେ ଯୋଗାସନରେ ଶରୀର ସୁସ୍ଥ ରହେ। ନୀରୋଗ ରହିବାର ଏହା ହେଉଛି ସବୁଠୁ ବଳିଷ୍ଠ ମାଧ୍ୟମ। ମାତ୍ର ମୁକ୍ତବାୟୁ ଚଳାଚଳ କରୁଥିବା ସ୍ଥାନରେ ଯୋଗାଭ୍ୟାସ…

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ବିଶାଳକାୟ ମାଛ, ଓଜନ ଜାଣିଲେ…

ମାଛ ତ ସମସ୍ତେ ଦେଖିଥିବେ। ମାତ୍ର ଏକ ବିଶାଳକାୟ ମାଛ ଦେଖିଲେ ଯିଏ ବି ହେଉନା କାହିଁକି ଆଶ୍ଚର୍ଯ୍ୟ ହେବ। ଏପରି ଏକ ବିରାଟକାୟ ମାଛ ଦେଖିବାକୁ ମିଳିଛି ଏନ୍‌ରିକ ଓଷ୍ଟେଲ ସେଓଟାର ଭୂମଧ୍ୟସାଗରୀୟ ତଟରେ। ଏହି ମାଛଟି ମତ୍ସ୍ୟଜୀବୀଙ୍କ ଜାଲରେ…

ଦୁଇ ଷଣ୍ଢ ଲଢ଼େଇ : ଭାଇରାଲ ଭିଡିଓ ଦେଖିଲେ…

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଦୁଇ ଷଣ୍ଢ ଲଢ଼େଇ ଲାଗୁଥିବା ଦେଖିବାକୁ ମିଳୁଛି। ଜଣେ ଜଣଙ୍କୁ…

କେବଳ ଦଶହରାରେ ଖୋଲିଥାଏ ଏହି ମନ୍ଦିର, ପୂଜା ପାଆନ୍ତି ରାବଣ

କାନପୁର: ପ୍ରତିବର୍ଷ ଦଶହରାରେ ରାବଣ ଦହନର ପରମ୍ପରା ରହିଛି। କାରଣ ଦଶମୀ ତିଥିରେ ରାବଣଙ୍କୁ ବଧ କରାଯାଇଥିଲା। ଏଥିଯୋଗୁ ଏହି ଦିନକୁ ବିଜୟା ଦଶମୀ ଭାବେ ମଧ୍ୟ ପାଳନ କରାଯାଉଛି। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ କିଛି ସ୍ଥାନରେ ରାବଣଙ୍କ ପୂଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?