ଫୁରସତ

ଆଖି ପିଛୁଳାକେ ବିଲେଇକୁ ଚକମା ଦେଖାଇଲା ଗୁଣ୍ଡୁଚିମୂଷା

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ମାସକୁ ୭୫ ହଜାର ଟଙ୍କା ରୋଜଗାର କରୁଛନ୍ତି ବର୍ଷକର ଶିଶୁ

ପ୍ରତି ମାସରେ ୭୫ ହଜାର ଟଙ୍କା ରୋଜଗାର କରୁଛନ୍ତି ମାତ୍ର ବର୍ଷକର ଶିଶୁ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହି କୁନି ଶିଶୁ ସାରା ବିଶ୍ୱରେ ବୁଲାବୁଲି କରି ଟଙ୍କା ରୋଜଗାର କରୁଛନ୍ତି। ଆମେରିକାରେ ରହୁଥିବା ଲୋକେ ଏହି ଶିଶୁକୁ…

ଅଶ୍ଳୀଳ ଓ୍ବେବ୍‌ସାଇଟ୍‌ରେ ଏହି ଶିକ୍ଷକ ଦେଉଛନ୍ତି ଗଣିତ ଶିକ୍ଷା, ଭାଇରାଲ ହେଉଛି ଭିଡିଓ

କରୋନା ମହାମାରୀ ଯୋଗୁ ଶିକ୍ଷା ପଦ୍ଧତିରେ ଅନେକ ପରିବର୍ତ୍ତନ ହୋଇଛି। ପିଲା ସ୍କୁଲ ନ ଯାଇ ଅନ୍‌ଲାଇନ ଶିକ୍ଷା ଗ୍ରହଣ କରୁଛନ୍ତି। ଲାଇଭ୍‌ କ୍ଲାସ୍‌କୁ ବାଦ୍‌ ଦେଲେ ପ୍ରି-ରେକର୍ଡେଡ କ୍ଲାସ ଉପରେ ଛାତ୍ରୀଛାତ୍ର ନିର୍ଭରଶୀଳ। ଏହି ସମୟରେ ତାଇଓ୍ବାନର ଜଣେ ଶିକ୍ଷକ…

ଜହୁରୀ ଭାଇ

ମଧୁବାବୁଙ୍କ ମହାବାଣୀ ‘ପରାର୍ଥେ ପ୍ରାଜ୍ଞ ଜୀବନ’ ହେଉଛି ତାଙ୍କ ଜୀବନର ମୂଳମନ୍ତ୍ର। ଏଭଳି ଗୋଟେ ଦିନ ବିତି ନ ଥିବ ସେ ଯେଉଁଦିନ କାହା ଦୁଃଖରେ ଦୁଃଖୀ ହୋଇ ନ ଥିବେ। ସେ ହେଲେ ଓଡ଼ିଶାର ଘରେ ଘରେ ସୁପରିଚିତ ପ୍ରଜାତନ୍ତ୍ରର…

ଏଇଠି ଚାଲେ ଏମାନଙ୍କ ରାଜୁତି

ପଶୁପକ୍ଷୀଙ୍କୁ ସୁରକ୍ଷା ଦେବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ରହିଛି ଅଭୟାରଣ୍ୟ ଆଉ ସେମାନଙ୍କୁ ଶିକାର ନ କରିବାକୁ ଜାରି କରାଯାଇଛି ଅନେକ ନିୟମକାନୁନ। ହେଲେ ଏମିତି ବି କିଛି ସ୍ଥାନ ଅଛି ଯେଉଁଠି ନା ଅଛି ଅଭୟାରଣ୍ୟ ନା ପ୍ରାଣୀ…

ରୋଜଗାର ଟଙ୍କା ଘରେ ଦେଉଥିଲି: ନିରଞ୍ଜନ ରାଜ

ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ବଡ଼ପୋଖରୀଆପାଟଣାରେ ମୋ ଜନ୍ମ। ଗାଁ ସ୍କୁଲ୍‌ରୁ ପ୍ରାଥମିକ ଶିକ୍ଷା ସାରିବା ପରେ ନିକଟସ୍ଥ ଅଞ୍ଚଳରେ ଥିବା ଅନ୍ୟ କେତେକ ବିଦ୍ୟାଳୟରେ କିଛି କିଛି ବର୍ଷ ପଢ଼ି ଶେଷରେ ପୁରୀ ଜିଲା ସ୍କୁଲ୍‌ରେ ନବମ ଓ…

ମାଟି କଣ୍ଢେଇ କାରିଗରି

ଓଡ଼ିଶାର ପାରମ୍ପରିକ ହସ୍ତଶିଳ୍ପ ଓ କଳାକାରିଗରି ଦେଶ ବିଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏପରି ବିଭିନ୍ନ ହସ୍ତଶିଳ୍ପ କଳାରେ ନିୟୋଜିତ କାରିଗରମାନଙ୍କୁ ରୋଜଗାର ପନ୍ଥା ମିଳିପାରୁଛି। ବିଭିନ୍ନ ସ୍ଥାନରେ ଆୟୋଜିତ ମେଳା, ମହୋତ୍ସବରେ କାରିଗରମାନଙ୍କ କଳାକୃତି ଦେଖିବାକୁ ମିଳିଥାଏ। ଏମିତିରେ…

ଘିରି ଘିରି ଘୁରୁଛି ଘର

ଚକା ଚକା ଭଉଁରୀ ମାମୁଘର ଚଉଁରୀ…। ଏମିତି କହି ପିଲାଦିନେ ସମସ୍ତେ ଘିରି ଘିରି ହୋଇ ଘୁରିଥିବେ। ଆଉ ଶେଷରେ ଘୁରି ଘୁରି ମୁଣ୍ଡ ବି ବୁଲେଇଥିବ। କିନ୍ତୁ ଭାରି ମଜା ଲାଗେ ଏମିତି କରିବାକୁ। ତେବେ ଜାଣନ୍ତି କି ଜଣେ…

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପୁନଲୁର

କେରଳର କୋଲାମ୍‌ ଜିଲାରେ ଅବସ୍ଥିତ ପୁନଲୁର ହେଉଛି ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ସ୍ଥାନରେ ରହିଛି ଅନେକ ଦର୍ଶନୀୟ ସ୍ଥାନ। କୋଳାହଳରୁ ଦୂରରେ ଥିବା ଏହି ସ୍ଥାନରେ ନିରୋଳାରେ ଟିକେ ସମୟ ବିତାଇବା ପାଇଁ ବର୍ଷସାରା ଏଠାରେ…

ମିଳିଲା ୧୦୦ ବର୍ଷର ଲଭ୍‌ ଲେଟର, ଏଥିରେ ଲେଖା ଥିଲା…

ବ୍ରିଟେନରେ ଜଣେ ନାବାଳକ ତାଙ୍କ ଘରୁ ଏକ ଲଭ୍‌ ଲେଟର ପାଇଛନ୍ତି। ଯାହାକି ୧୦୦ ବର୍ଷ ତଳର ବୋଲି ଜଣାପଡ଼ିଛି। ଏହି ଲଭ୍‌ ଲେଟରରେ ଗୁପ୍ତ ପ୍ରେମ ସମ୍ପର୍କ ବିଷୟରେ ଜଣାପଡ଼ିଥିଲା। ଏହି କଥା ସେତେବେଳେ ଜଣାପଡ଼ିଲା ଯେତେବେଳେ ପିଲାଟି ଘର…

ମୃତ୍ୟୁ ପୂର୍ବରୁ ଆଇସିୟୁରେ ପ୍ରେମିକାଙ୍କୁ ବିବାହ କଲେ ପ୍ରେମିକ

ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ। ୧୮ ମାସ ପୂର୍ବରୁ ଦୁହିଁଙ୍କର ସାକ୍ଷାତ ହୋଇଥିଲା। ଏହା ପରେ ପରସ୍ପର ନିକଟତର ହୋଇଥିଲେ। ବିବାହ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ପ୍ରେମିକ। ଉଭୟ ପରିବାର ଲୋକେ ଏଥିରେ ରାଜି ବି ହୋଇଥିଲେ।…

ବସୁଧୈବ କୁଟୁମ୍ବକମ୍‌ ପାଇଁ ଶାନ୍ତି ଜରୁରୀ

ଶାନ୍ତିପୂର୍ଣ୍ଣ ସହାବସ୍ଥାନ ମାନବତାର ସୁରକ୍ଷା ପାଇଁ ଜରୁରୀ। ବସୁଧୈବ କୁଟୁମ୍ବକମ୍‌ ଲକ୍ଷ୍ୟ ପୂରଣ ଲାଗି ବିଭିନ୍ନ ଦେଶ ଦେଶ ମଧ୍ୟରେ ଶାନ୍ତି ହଁି ଏକମାତ୍ର ବିକଳ୍ପ। ସଭିଏ ମିଳିମିଶି ଚଳିଲେ ବଡ଼ରୁ ବଡ଼ ବିପଦର ମଧ୍ୟ ସାମନା କରିବା ସହଜ ହୋଇପାରିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?