Advertisement
Posted inଫୁରସତ

ବସୁଧୈବ କୁଟୁମ୍ବକମ୍‌ ପାଇଁ ଶାନ୍ତି ଜରୁରୀ

ଶାନ୍ତିପୂର୍ଣ୍ଣ ସହାବସ୍ଥାନ ମାନବତାର ସୁରକ୍ଷା ପାଇଁ ଜରୁରୀ। ବସୁଧୈବ କୁଟୁମ୍ବକମ୍‌ ଲକ୍ଷ୍ୟ ପୂରଣ ଲାଗି ବିଭିନ୍ନ ଦେଶ ଦେଶ ମଧ୍ୟରେ ଶାନ୍ତି ହଁି ଏକମାତ୍ର ବିକଳ୍ପ। ସଭିଏ ମିଳିମିଶି ଚଳିଲେ ବଡ଼ରୁ ବଡ଼ ବିପଦର ମଧ୍ୟ ସାମନା କରିବା ସହଜ ହୋଇପାରିବ। ବିଶ୍ୱ ଶାନ୍ତିକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଅକ୍ଟୋବର ୨୪ରେ ଜାତିସଂଘ ଦିବସ ପାଳିତ ହୋଇଥାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତି ସହିତ ଶାନ୍ତି ପାଇଁ ଜାତିସଂଘ ଭଳି ଏକ ବୃହତ୍‌ ସଂଗଠନର ଆବଶ୍ୟକତା ଉପଲବ୍ଧି କରି ଏହାର ଗଠନ ଦିବସର ସ୍ମୃତି ଲାଗି ଏଭଳି କରାଯାଇଥାଏ। ୧୯୪୫ ଅକ୍ଟୋବର ୨୪ରେ ମିଳିତ ଜାତିସଂଘ ସ୍ଥାପନ ପ୍ରସ୍ତାବର ଲକ୍ଷ୍ୟ ଏବଂ ସଫଳତାର ସ୍ମୃତି ବହନ କରିଥାଏ। ପରେ ୧୯୪୭ ଅକ୍ଟୋବର ୨୪କୁ ଜାତିସଂଘ ଦିବସ ଭାବେ ପାଳନ କରାଯିବାକୁ ଘୋଷଣା କରାଯାଇଥିଲା। ୧୯୪୮ଠାରୁ ପ୍ରତିବର୍ଷ ଏହି ଦିବସ ପାଳିତ ହୋଇ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁଠି କୁକୁର-ବିଲେଇ କରନ୍ତି ରକ୍ତ ଦାନ

ମଣିଷଙ୍କ ପାଇଁ ବ୍ଲଡ ବ୍ୟାଙ୍କ ଥିବା କଥା ସମସ୍ତେ ଜାଣିଥିବେ । ହେଲେ କୁକୁର-ବିଲେଇଙ୍କ ପାଇଁ ବି ରହିଛି ବ୍ଲଡ ବ୍ୟାଙ୍କ । କଥାଟା ଟିକେ...

ଶାନ୍ତିପୂର୍ଣ୍ଣ ଶୈଳନିବାସ କାନାତାଲ

ଉତ୍ତରାଖଣ୍ଡସ୍ଥିତ ଏକ ଶୈଳନିବାସ ହେଉଛି କାନାତାଲ। ପ୍ରକୃତପକ୍ଷେ ଏହା ହେଉଛି ସ୍ଥାନୀୟ ଏକ ଗାଁ। କିନ୍ତୁ ଏହାର ଆକର୍ଷଣୀୟ ପ୍ରାକୃତିକ ପରିବେଶ ହିଁ ଏହାକୁ ଶୈଳନିବାସର...

ବନ୍ଧୁ: ଗୋଟିଏ ଶବ୍ଦରେ ଅୟୁତ ଯୁଗର ପରିକଳ୍ପନା..

ବନ୍ଧୁତା, ହେଇପାରେ ଗୋଟିଏ ଶବ୍ଦ, କିନ୍ତୁ ତା’ ପରିଧି କେଉଁଠୁ ଯେ କେତେଦୂର ଆଖିପାଏନି। କିଏ କେତେବେଳେ କାହା ସହ ବନ୍ଧୁ ସୂତ୍ରରେ ଯୋଡ଼ି ହେଇଯିବା...

୩୬ ହଜାର କିଲୋମିଟର ପାଦରେ ଚାଲି ବୃଦ୍ଧା ମା’ଙ୍କୁ କରାଇଲେ ତୀର୍ଥଯାତ୍ରା..

ପୁରାଣରେ ଶ୍ରବଣ କୁମାର ଦୃଷ୍ଟି ବାଧିତ ମାତା ପିତାଙ୍କୁ ଭାରରେ ବୋହି ତୀର୍ଥଯାତ୍ରା କରାଇଥିବା ଉଲ୍ଲେଖ ରହିଛି। ସେହିପରି ମଧ୍ୟପ୍ରଦେଶ ଜବଲପୁରରେ ବାସ କରୁଥିବା କୈଳାସ...

ଏମିତି ଏକ ରୋବଟ, ଯାହା କରୋନା ରୋଗୀଙ୍କୁ କରିବ ସହାୟତା

ରାଞ୍ଚି,୪ା୧୦: ଝାଡ଼ଖଣ୍ଡର ଜାମସେଦପୁରରେ ରହୁଥିବା ଦୁଇ ଭାଇ ଏମିତି ଏକ ରୋବଟ ପ୍ରସ୍ତୁତ କରିଛନ୍ତି, ଯାହା ୩୬୦ ଡିଗ୍ରୀରେ ଘୂରୁଛି। ଖାଲି ଘୂରୁନି ଘରଠୁ ଆରମ୍ଭ...

ଗଛମୂଳେ ବସି ଧ୍ୟାନ କରୁଛି ମାଙ୍କଡ଼, ଦେଖିଲେ ହସିହସି ଗଡ଼ିଯିବେ

ପ୍ରତ୍ୟେକ ଦିନ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ...

ମହିଳାଙ୍କୁ ମୁଣ୍ଡରୁ ଟୋପି ନେଇଯାଉଛି ହାତୀ, ଭିଡିଓ ଦେଖିଲେ…

ସମସ୍ତେ ସୋସିଆଲ ମିଡିଆରେ ମଜାଳିଆ ଏବଂ ଚମତ୍କାର ଭିଡିଓ ଦେଖିବାକୁ ପସନ୍ଦ କରନ୍ତି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣଙ୍କ...

୧୫ ପ୍ରକାର ଜଡିବୁଟିରେ ପ୍ରସ୍ତୁତ ‘ଇମ୍ୟୁନିଟି ସନ୍ଦେଶ’: ଲଢିବ କରୋନା ସହ !

କୋଲକାତା,୯।୬: କରୋନା ଭାଇରସ ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏପର୍ଯ୍ୟନ୍ତ ଏହାର କୌଣସି ଭ୍ୟାକ୍ସିନ ମଧ୍ୟ ଆସିପାରି ନାହିଁ। ଆମେରିକା ଭଳି...

Advertisement
Archives

Model This Week