ଅଶ୍ଳୀଳ ଓ୍ବେବ୍‌ସାଇଟ୍‌ରେ ଏହି ଶିକ୍ଷକ ଦେଉଛନ୍ତି ଗଣିତ ଶିକ୍ଷା, ଭାଇରାଲ ହେଉଛି ଭିଡିଓ

କରୋନା ମହାମାରୀ ଯୋଗୁ ଶିକ୍ଷା ପଦ୍ଧତିରେ ଅନେକ ପରିବର୍ତ୍ତନ ହୋଇଛି। ପିଲା ସ୍କୁଲ ନ ଯାଇ ଅନ୍‌ଲାଇନ ଶିକ୍ଷା ଗ୍ରହଣ କରୁଛନ୍ତି। ଲାଇଭ୍‌ କ୍ଲାସ୍‌କୁ ବାଦ୍‌ ଦେଲେ ପ୍ରି-ରେକର୍ଡେଡ କ୍ଲାସ ଉପରେ ଛାତ୍ରୀଛାତ୍ର ନିର୍ଭରଶୀଳ। ଏହି ସମୟରେ ତାଇଓ୍ବାନର ଜଣେ ଶିକ୍ଷକ ଭିନ୍ନ ଏକ ପନ୍ଥା ଅବଲମ୍ବନ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ।

ତାଇଓ୍ବାନର ଗଣିତ ଶିକ୍ଷକ ଚାଙ୍ଗସୁ ଏକ ନିର୍ଦ୍ଦିଷ୍ଟ ଅଶ୍ଳୀଳ ଭିଡିଓ ଓ୍ବେବ୍‌ସାଇଟ୍‌ରେ ୨୦୦ରୁ ଅଧିକ ଗଣିତ ଶିକ୍ଷାର ଭିଡିଓ ଅପଲୋଡ୍‌ କରିଛନ୍ତି। ପ୍ରଥମେ ଛାଙ୍ଗ୍‌ସୁ ଶିକ୍ଷକ କେବଳ ୟୁଟ୍ୟୁବ୍‌ରେ ନିଜ ଭିଡିଓଗୁଡ଼ିକ ଅପଲୋଡ୍‌ କରୁଥିଲେ। ହେଲେ ୨୦୨୦ରେ ସେ ଅଶ୍ଳୀଳ ଭିଡିଓ ପ୍ଲାଟଫର୍ମରେ ନିଜ ଗଣିତ ଶିକ୍ଷା ଭିଡିଓଗୁଡ଼ିକ ଅପଲୋଡ୍‌ କଲେ। ଗଣିତରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଚାଙ୍ଗସୁ ଦୀର୍ଘ ୧୫ ବର୍ଷ ଧରି ସ୍କୁଲରେ ପଢ଼ାଇ ଆସୁଛନ୍ତି । ଅଶ୍ଳୀଳ ଓ୍ବେବ୍‌ସାଇଟ୍‌ଗୁଡିକର ଲୋକପ୍ରିୟତା ପାଇଁ ଗଣିତ ଭିଡିଓଗୁଡ଼ିକୁ ମଧ୍ୟ ଲୋକେ ପସନ୍ଦ କରୁଛନ୍ତି।

୩୪ ବର୍ଷୀୟ ଶିକ୍ଷକ ଚାଙ୍ଗସୁ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି। ସେ କୁହନ୍ତି, ଏହା ତାଙ୍କ ପାଇଁ ଅତ୍ୟନ୍ତ ଗମ୍ଭୀର ଥିବାବେଳେ ସେ ଆଡଲ୍ଟ ଓ୍ବେବ୍‌ସାଇଟ୍‌ର ବାସ୍ତବତା ବିଷୟରେ ମଧ୍ୟ ଅବଗତ ଅଛନ୍ତି। ସେ ବିଶ୍ୱାସ କରନ୍ତି ଯେ, ତାଙ୍କର ପ୍ରାୟ ୬୦% ଦର୍ଶକ କେବଳ ତାଙ୍କ ଭିଡିଓ ପାଇଁ ମଜା କରନ୍ତି। ଯାହାକି ଶିଖିବାର ପ୍ରକୃତ ଉଦ୍ଦେଶ୍ୟ ନୁହେଁ। ତାଙ୍କର ଏହି ଭିଡିଓଗୁଡ଼ିକ ମଧ୍ୟରୁ ଅନେକ ୧.୬ ମିଲିୟନ ଭ୍ୟୁରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୫ ବର୍ଷରେ କରୋନାକୁ ଜିତିଲେ

କୋଲ୍ଲାମ୍‌: ସମଗ୍ର ଦେଶରେ କରୋନା ସଂକ୍ରମିତ ଏବଂ ଏହା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ଏଭଳି ସମୟରେ କେରଳର ଜଣେ ୧୦୫ ବର୍ଷୀୟା ମହିଳା କରୋନାକୁ...

ଘଣ୍ଟି ! ପବିତ୍ର ଏହାର ଧ୍ୱନି…

”ଆଗମାର୍ଥମ୍‌ ତୁ ଦେବାନାଂ ଗମନାର୍ଥାଂ ତୁ ରାକ୍ଷସାମ୍‌ ଘଣ୍ଟାରବଂ କରୋମ୍ୟାଦୌ ଦେବତାହ୍ବାନଂ ଲାଞ୍ଛନଂ॥“ ଅର୍ଥାତ୍‌ ଘଣ୍ଟି ବଜାଇ ଦେବତାଙ୍କ ଆହ୍ବାନ କରିବାଦ୍ୱାରା ସକାରାତ୍ମକ ଶକ୍ତି ତଥା...

ଯୁଦ୍ଧ ମଧ୍ୟରେ ପୋଲାଣ୍ଡ ଗସ୍ତ କରିବେ କମଲା ହାରିସ

ଓ୍ବାଶିଂଟନ୍‌,୫।୩: ୟୁକ୍ରେନରେ ରୁଷିଆ ପକ୍ଷରୁ ଜୋରଦାର ଆକ୍ରମଣ ଜାରି ରହିଛି। ଯୁଦ୍ଧର ୧୦ଦିନରେ ବି ରୁଷିଆ ସୈନ୍ୟ ୟୁକ୍ରେନ ଉପରେ ରକେଟ ଓ ବୋମାମାଡ଼ କରୁଛନ୍ତି।...

ପୁଣି ସପ୍ତାହେ ଘୁଞ୍ଚିଲା ତାଲିବାନ ସରକାର ଗଠନ ପ୍ରକ୍ରିୟା

ପେଶାୱର,୪ ।୯: ଆଫଗାନିସ୍ତାନରେ ନୂଆ ସରକାର ଗଠନ ଆସନ୍ତା ସପ୍ତାହରେ ହେବ । ଏହାକୁ ନେଇ ତାଲିବାନ ପକ୍ଷରୁ ଅଫିସିୟାଲି ଘୋଷଣା କରାଯାଇଛି । ସରକାର...

ବନ୍ୟାରେ ୨୦ ଲକ୍ଷରୁ ଅଧିକ ଘର ନଷ୍ଟ, ୩ କୋଟି ଲୋକ ପ୍ରଭାବିତ

ଇସଲାମାବାଦ,୮ା୧୦: ପାକିସ୍ତାନରେ ବନ୍ୟା ଯୋଗୁ ୨୦ ଲକ୍ଷରୁ ଅଧିକ ଘର ନଷ୍ଟ ହୋଇଯାଇଥିବା ବେଳେ ୩.୩ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଲୋକେ ଏବେ...

ଆସିଲା ଖୁସି ଖବର, ଓମିକ୍ରନ୍‌ ପାଇଁ ଆଣ୍ଟିବଡ଼ି କକ୍‌ଟେଲ୍‌ ଥେରାପିକୁ ମଞ୍ଜୁରୀ…

ବେଜିଂ,୧୧।୧୨: କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ନେଇ ଆତଙ୍କ ସୃଷ୍ଟି ହୋଇଥିବାବେଳେ ଖୁସି ଖବର ମିଳିଛି। ଚାଇନା ଏହାର ଆଣ୍ଟିବଡି କକ୍‌ଟେଲ୍‌ ଥେରାପିକୁ ଜରୁରୀକାଳୀନ କ୍ଷେତ୍ରରେ...

ଚିନ୍ତାରେ ମଲାଲା

ଲଣ୍ଡନ,୧୬।୮: ଆଫଗାନିସ୍ତାନର ପରିସ୍ଥିତିକୁ ନେଇ ପାକିସ୍ତାନର ନୋବେଲ ବିଜେତା ମଲାଲା ୟୁସୁଫଜାଇ ଚିନ୍ତା ପ୍ରକଟ କରିଛନ୍ତି। ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ଏକ ଝଟକା। ମହିଳା,...

୨୦୦ ଫୁଟ ଉଚ୍ଚ ବିଦ୍ୟୁତ୍‌ ଟାଓ୍ବାରରେ ଚଢ଼ି ସେଲଫି ନେଲେ ବିଦେଶୀ ପର୍ଯ୍ୟଟକ

ବାରାଣସୀ,୫।୨: ଉତ୍ତରପ୍ରଦେଶ ବାରାଣସୀରେ ଜଣେ ବିଦେଶୀ ପର୍ଯ୍ୟଟକ ୨୦୦ ଫୁଟ ଉଚ୍ଚ ବିଦ୍ୟୁତ୍‌ ଟାଓ୍ବାରରେ ଚଢ଼ି ସେଲଫି ନେବା ପରେ ପାରାଚ୍ୟୁଟ୍‌ରେ ତଳକୁ ଡେଇଁଛନ୍ତି। ଏବେ...

Advertisement
Archives

Model This Week