ଏମିତି ଫୁଟ୍ବଲ ଖେଳୁଛି ବିଲେଇ, ଭିଡିଓ ଦେଖିଲେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଚାକିରିରୁ ବାହାର କରିଦେଇଥିଲା କମ୍ପାନୀ, ନକଲି ନିଶ ଲଗାଇ ପୁଣି ଇଣ୍ଟରଭ୍ୟୁ ଦେବାକୁ ଗଲେ; ଆଉ ତା’ ପରେ…
ଆମେରିକାର ଏକ କମ୍ପାନୀ ଜଣେ ବ୍ୟକ୍ତିଙ୍କୁ ଚାକିରିରୁ ବାହାର କରିଦେଇଥିଲା। ଯେଉଁ ବ୍ୟକ୍ତିଙ୍କୁ ଚାକିରିରୁ ବାହାର କରିଦେଇଥିଲା ସେ ପୁଣି ନକଲି ନିଶ ଲଗାଇ ଇଣ୍ଟରଭ୍ୟୁ ପାଇଁ ପହଞ୍ଚିଥିଲେ। ଏଥିରେ ସେ ଚୟନ ବି ହୋଇଥିଲେ। ଏହି କଥା ଜଣାପଡ଼ିଥିଲା ଯେତେବେଳେ…
ବିଜ୍ଞାନ ଦ୍ୱାରା ବିଶ୍ୱ ଶାନ୍ତି
ବିଶ୍ୱ ଶାନ୍ତି ସାମ୍ପ୍ରତିକ ସମୟରେ ଅପରିହାର୍ଯ୍ୟ ହୋଇପଡ଼ିଛି। ବିଜ୍ଞାନର ବିକାଶ ସହିତ ବିଭିନ୍ନ ଦେଶ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଲାଗିଛନ୍ତି। ପୁଣି ଏଥିରେ ଆଣବିକ ଶକ୍ତିର ଉପଯୋଗ କରାଯାଉଛି। ଏହାଦ୍ୱାରା ବିଶ୍ୱ ଶାନ୍ତି ବ୍ୟାହତ ହେବାର ଆଶଙ୍କା ରହିଛି।…
କିଏ ଏହି ମହିଳା, ଯାହାଙ୍କୁ ଦେଖି ହାତ ଯୋଡ଼ିଲେ ମୋଦି-ଶାହା
ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯାହାକି ଲୋକଙ୍କ ହୃଦୟ ଜିତୁଛି। ରାଜନେତାଠାରୁ ଆରମ୍ଭ କରି ସେଲିବ୍ରିଟି ସମସ୍ତେ ଫଟୋରେ ଥିବା ମହିଳାଙ୍କ ପ୍ରଶଂସାରେ ଶତମୁଖ ହେଉଛନ୍ତି। ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥାଇପାରେ ମହିଳାଜଣଙ୍କ କିଏ ଏବଂ ପ୍ରଧାନମନ୍ତ୍ରୀ…
କୁକୁଡ଼ା ରକ୍ତ ଇଞ୍ଜେକ୍ସନ ନେଉଛନ୍ତି ଚାଇନା ଶିଶୁ
ଚାଇନା ଲୋକମାନେ ସେମାନଙ୍କର ଅଜବ ଖାଦ୍ୟ ଏବଂ ପାନୀୟ ପାଇଁ ସାରା ବିଶ୍ୱରେ ଜଣାଶୁଣା। କୁହାଯାଏ ଯେ, ଚାଇନିଜମାନେ ସବୁ ଜୀବଜନ୍ତୁ ଖାଇବାରେ ପାରଙ୍ଗମ। ଏବେ ଆଉ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏଠାକାର ଲୋକମାନେ କୁକୁଡା ରକ୍ତକୁ ଇଞ୍ଜେକ୍ସନ…
ରହିବନି ଷ୍ଟ୍ରେଚ୍ମାର୍କ
ଚନ୍ଦନ ପ୍ୟାକ୍ : ଚନ୍ଦନରେ ରହିଛି ଅନେକ ଉପକାରୀ ଗୁଣ। ତେଣୁ ଏହା ଏକ ଆୟୁର୍ବେଦିକ ବିୟୁଟି ପ୍ରଡକ୍ଟ ଭାବେ ମଧ୍ୟ ପରିଚିତ। ପେଟରେ ହେଇଥିବା ଷ୍ଟ୍ରେଚ୍ ମାର୍କ ଦୂର କରିବା ପାଇଁ ମଧ୍ୟ ଏହା ବେଶ୍ ଉପକାରୀ। ଏଥିପାଇଁ ଘରେ…
ଦେଶ ବିକାଶରେ ଆଇନ ସଚେତନତା ଅପରିହାର୍ଯ୍ୟ
ଦେଶ ବିକାଶରେ ଆଇନ ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ଗୁରୁତ୍ୱପୂର୍ଣ୍ଣ। ପ୍ରଚଳିତ ଆଇନ ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇ ପାରିଲେ ହିଁ ଜନସାଧାରଣ ଆବଶ୍ୟକ ଆଇନଗତ ସହାୟତା ସହଜରେ ପାଇ ପାରିବେ। ଆଉ ବିଚାର କାର୍ଯ୍ୟ ଶୀଘ୍ର ହେବା ଦ୍ୱାରା ବହୁ…
ପାକିସ୍ତାନରେ ରହିଛି ଏକ ଅଜବ ନିୟମ, ଯାହା ଆଗରୁ କେବେ ଶୁଣି ନ ଥିବେ
ପ୍ରତ୍ୟେକ ଦେଶରେ ଅନେକ ନିୟମ ରହିଛି। ସେଥିମଧ୍ୟରୁ କିଛି ଅଜବ ନିୟମ ଲୋକଙ୍କୁ ଆଶ୍ଚର୍ଯ୍ୟ କରେ। ଆମ ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ଅନେକ ଅଜବ ନିୟମ ରହିଛି। ଏହି ନିୟମ ପାଇଁ ପାକିସ୍ତାନକୁ ସମଗ୍ର ବିଶ୍ୱରେ ସମାଲୋଚନାର ଶିକାର ମଧ୍ୟ…
ସ୍ବାମୀଙ୍କୁ ‘କୁକୁର’ ବେଶରେ ସଜାଇ ବୁଲାଇଲେ ମହିଳା: କାରଣ ଜାଣିଲେ…
ବ୍ରାଜିଲର ଏକ ରେଳ ଷ୍ଟେଶନରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ‘କୁକୁର’ ବେଶରେ ସଜାଇ ଷ୍ଟେଶନ ବୁଲାଇଛନ୍ତି। ମହିଳାଙ୍କ ସ୍ବାମୀ କୁକୁରର ଗେଟଅପରେ ଥିଲେ ଏବଂ ତାଙ୍କ ବେକରେ ଏକ ଶିକୁଳି ମଧ୍ୟ ବନ୍ଧା ହୋଇଥିଲା। ଦୀର୍ଘ…
କରୋନା ଟିକା ନେଇ ଯୁବତୀ ହେଲେ କୋଟିପତି
ସିଡନୀ,୮।୧୧:କରୋନା ମହାମାରୀକୁ ଏଡାଇବା ପାଇଁ ଟିକା ନେବା ଜରୁରୀ। ପ୍ରାୟ ପ୍ରତ୍ୟେକ ଦେଶର ସରକାର ଏହାର ନାଗରିକମାନଙ୍କୁ ଏହି ପ୍ରକାରର ବାର୍ତ୍ତା ଦେଉଛନ୍ତି। ଟିକା ନେବା ପାଇଁ ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନ ମଧ୍ୟ କରାଉଛନ୍ତି। ନିକଟରେ ଅଷ୍ଟ୍ରେଲିଆର ଜଣେ ଯୁବତୀ…
ମର୍ଡନ୍ ମାଙ୍କଡ଼ ଶୋଇବା ପାଇଁ କରୁଛି ଏପରି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
୧୫ କୋଟି ବର୍ଷ ପୂର୍ବେ ଏମିତି ଦେଖାଯାଉଥିଲା ବିଶ୍ୱ, ସତ୍ୟ ଉନ୍ମୋଚନ କରିବ ଏହି ଟେଲିସ୍କୋପ୍
ଓ୍ବାଶିଂଟନ,୭ା୧୧: ଆଜି ବି ବୈଜ୍ଞାନିକମାନେ ବିଶ୍ୱର ରହସ୍ୟ ଉନ୍ମୋଚନ କରିବାରେ ସମ୍ପୂର୍ଣ୍ଣ ସକ୍ଷମ ହୋଇନାହାନ୍ତି। ବୈଜ୍ଞାନିକମାନଙ୍କ ପାଇଁ ବିଶ୍ୱ ଯେମିତି ଏକ ପଜଲ ହୋଇ ରହିଯାଇଛି। ବର୍ତ୍ତମାନ ଜେମ୍ସ ଓ୍ବେବ୍ ଟେଲିସ୍କୋପ ମାଧ୍ୟମରେ ଏହି ପଜଲ ସମାଧାନ କରିବାକୁ ଚେଷ୍ଟା କରାଯିବ।…
Archives


