୧୫ କୋଟି ବର୍ଷ ପୂର୍ବେ ଏମିତି ଦେଖାଯାଉଥିଲା ବିଶ୍ୱ, ସତ୍ୟ ଉନ୍ମୋଚନ କରିବ ଏହି ଟେଲିସ୍କୋପ୍‌

ଓ୍ବାଶିଂଟନ,୭ା୧୧: ଆଜି ବି ବୈଜ୍ଞାନିକମାନେ ବିଶ୍ୱର ରହସ୍ୟ ଉନ୍ମୋଚନ କରିବାରେ ସମ୍ପୂର୍ଣ୍ଣ ସକ୍ଷମ ହୋଇନାହାନ୍ତି। ବୈଜ୍ଞାନିକମାନଙ୍କ ପାଇଁ ବିଶ୍ୱ ଯେମିତି ଏକ ପଜଲ ହୋଇ ରହିଯାଇଛି। ବର୍ତ୍ତମାନ ଜେମ୍ସ ଓ୍ବେବ୍‌ ଟେଲିସ୍କୋପ ମାଧ୍ୟମରେ ଏହି ପଜଲ ସମାଧାନ କରିବାକୁ ଚେଷ୍ଟା କରାଯିବ। ଏହି ଟେଲିସ୍କୋପ ପୂର୍ବରୁ ବିଶ୍ୱରେ ଦେଖୁଥିବା ଦୂରବୀକ୍ଷଣ ଯନ୍ତ୍ରଠାରୁ ଭିନ୍ନ। ଏହା ୨୮ ଡିସେମ୍ବର ୨୦୨୧ରେ ଲଞ୍ଚ୍‌ ହେବ। କୁହାଯାଉଛି, ଏହି ଟେଲିସ୍କୋପ ଆମର ବ୍ରହ୍ମାଣ୍ଡ ବା ବିଶ୍ୱ ବିଷୟରେ ବୁଝାମଣାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇବ। ଏହି ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ବୈଜ୍ଞାନିକମାନେ ଦୂର ବସ୍ତୁଗୁଡ଼ିକୁ ଦେଖିପାରିବେ।

ଅଧିକାଂଶ ଟେଲିସ୍କୋପରେ ଆଲୋକ ସଂଗ୍ରହ ଏବଂ ଧ୍ୟାନ ଦେବା ପାଇଁ ଲେନ୍ସ ବ୍ୟବହାର କରାଯାଇଥାଏ। ଲେନ୍ସ ବା ଦର୍ପଣ ଯେତେ ବଡ଼ ହେବ, ଟେଲିସ୍କୋପ ଅଧିକ ଶକ୍ତିଶାଳୀ ହେବ। ଏହା ଦ୍ୱାରା ସହଜରେ ପର୍ବତ ଏବଂ ମରୁଭୂମିକୁ ଦେଖିହେବ। ମହାକାଶରେ ରହି ପୃଥିବୀକୁ ଆରାମରେ ଦେଖିହେବ।

ଏହି ଓ୍ବେବ୍‌ ଟେଲିସ୍କୋପରେ ସବୁଠୁ ବଡ଼ ପ୍ରାଥମିକ ଗ୍ଲାସ୍‌ ଅଛି। ଏଥିରେ ୧୮ଟି ସୁନା ଲାଗିଥିବା ଛୋଟ ଆକାରର ୬ଟି କୋଣଥିବା ଦର୍ପଣ ଲାଗିଛି। ଏହାର ବିଶେଷତ୍ତ୍ୱ ହେଲା ଏହା ବ୍ରହ୍ମାଣ୍ଡରେ ବହୁତ ସୂକ୍ଷ୍ମ ଜିନିଷ ଚିହ୍ନଟ କରିବାରେ ସକ୍ଷମ ହେବ। ଏଥିସହ ଏହା ଇନଫ୍ରାଡ ଆଲୋକରେ ମଧ୍ୟ ଦେଖିପାରିବ। ଏହାର ଅର୍ଥ ଏହା ବିଶ୍ୱକୁ ଆହୁରି ଅଧିକ ଦେଖିବାରେ ସକ୍ଷମ ହେବ। ବୈଜ୍ଞାନିକମାନେ ଆଶା କରୁଛନ୍ତି ଯେ, ଏହି ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ୧୦-୨୫ ନିୟୁତ ବର୍ଷ ପୂର୍ବେ ବ୍ରହ୍ମାଣ୍ଡ ବିସ୍ଫୋରଣ ହେବାବେଳେ ଏହା କିପରି ଦେଖାଯାଉଥିଲା ତାହା ଜାଣିବା ସମ୍ଭବ ହେବ। ଏହି ଟେଲିସ୍କୋପର ଅନ୍ତିମ ଗନ୍ତବ୍ୟ ସ୍ଥଳ ପୃଥିବୀଠାରୁ ୧.୫ ମିଲିୟନ କିଲୋମିଟର ଦୂରରେ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri