ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ମାଙ୍କଡ଼ ଛୁଆକୁ ଦେଖିବାକୁ ମିଳୁଛି। ମାଙ୍କଡ଼ ଛୁଆଟି ଏକ ଡ୍ରେସ୍ ପିନ୍ଧିଥିବା ବେଳେ ଥାକ ଉପରେ ଚଢ଼ ଟଙ୍ଗା ହୋଇଥିବା ଏକ ଦୋଳିରେ ଶୋଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
This Chotu is enjoying in his new orphanage 🥰 pic.twitter.com/UBIqTwQzXy
— Susanta Nanda IFS (@susantananda3) November 7, 2021