ଫୁରସତ

୪୦ ଆଲୋକ ବର୍ଷ ଦୂରରେ ଦ୍ୱିତୀୟ ସୌର ଜଗତର ସନ୍ଧାନ…

ଓ୍ବାଶିଂଟନ,୨୮।୧୧: ଆମ ସୌର ଜଗତ ଆକାଶଗଙ୍ଗାରେ ରହିଛି। ଏହାଠାରୁ ୪୦ ଆଲୋକବର୍ଷ ଦୂରରେ ଏକ ଦ୍ୱିତୀୟ ସୌର ଜଗତର ସନ୍ଧାନ ମିଳିଛି। ଏହାକୁ ହୋଲି ଗ୍ରେଲ୍‌ ଭାବେ ନାମିତ କରାଯାଇଛି। ଏଠାରେ ଥିବା ଗ୍ରହମାନଙ୍କ ଉପରେ ମହାକାଶବିଜ୍ଞାନୀମାନେ ଏବେ ନାନା ତଥ୍ୟ…

ସାଂସ୍କୃତିକ ପର୍ଯ୍ୟଟନସ୍ଥଳୀ ମାଜୁଲି

ଇତିହାସର ଅନେକ ସ୍ମୃତି ଏବଂ ସଂସ୍କୃତିକୁ ଆଜିଯାଏ ନିଜ ଭିତରେ ସାଇତି ରଖିଥିବା ମାଜୁଲି ହେଉଛି ଏକ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ। ଏଥିସହିତ ଏହା ଆସାମର ଏକ ସବୁଠୁ ବଡ଼ ଆକର୍ଷଣ। ତେବେ ମାଜୁଲି କେବଳ ଏକ ନଦୀରୁ ସୃଷ୍ଟି ହୋଇଥିବା ଦ୍ୱୀପ…

‘ପ୍ରଥମ ରୋଜଗାର ଟଙ୍କା ଘରକୁ ପଠାଇଥିଲି’

ଶିକ୍ଷାବିତ୍‌ ତଥା ଗୀତିକାର କୃଷ୍ଣଚନ୍ଦ୍ର ମହଲା ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ଯାଜପୁର ଜିଲାର ଗୋପୀନାଥପୁର ଗାଁରେ ମୋର ଜନ୍ମ। ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟରୁ ୧୯୭୬ରେ ଏକାଦଶ ପାସ୍‌ କରିବା ପରେ ଏନ୍‌.ସି. କଲେଜରେ ପଢ଼ିଥିଲି। ସେଠାରୁ ଫିଜିକ୍ସ…

ଭାଷାତନ୍ତ୍ରୀର ସ୍ପନ୍ଦନ କବି ଗଜାନନ

ଓଡ଼ିଆ ସାହିତ୍ୟ ତଥା ସାମାଜିକ ଜୀବନ କ୍ଷେତ୍ରରେ ଜଣେ ବ୍ୟତିକ୍ରମ ଗଜାନନ ମିଶ୍ର। କବି ହିସାବରେ ବହୁପ୍ରସୂ, ଓକିଲ ହିସାବରେ ପରିଶ୍ରମୀ ଓ ସଚ୍ଚୋଟ, ମଣିଷ ହିସାବରେ ଅକପଟ ସରଳ ପୁଣି ପ୍ରାଣବନ୍ତ ଓ ସମ୍ବେଦନଶୀଳ। କଥାରେ, ଲେଖନୀରେ, କାମରେ ଗଭୀର…

ଓଡ଼ିଶାର ଟସର

ଫ୍ୟାଶନ ଜଗତରେ ନିଜର ସ୍ବତନ୍ତ୍ର ସ୍ଥାନ ରଖୁଥିବା ଟସର୍‌ ପାଇଁ ଓଡ଼ିଶାର ରହିଛି ବେଶ୍‌ ନାଁ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହାର ଚାଷ କରାଯାଉଥିବାବେଳେ ଏହାଦ୍ୱାରା ଉଭୟ ଚାଷୀ ଓ ବ୍ୟବସାୟୀ ଉପକୃତ ହେଇପାରୁଛନ୍ତି… ଶାଢି ହେଉ ବା ପୋଷାକ ଟସର୍‌ର…

ଲିଜର ଟାଇମ୍‌

ଅଧୁନା ସମସ୍ତେ ନିଜ କାର୍ଯ୍ୟକୁ ନେଇ ନିଜ ନିଜ କ୍ଷେତ୍ରରେ ବେଶ୍‌ ତତ୍ପର। ନିଜ ଲକ୍ଷ୍ୟ ପୂରଣ କରି ଜଣେ ସଫଳ ବ୍ୟକ୍ତିତ୍ୱର ଅଧିକାରୀ ହେବାକୁ ମଧ୍ୟ ସେମାନେ ନିଜ ସଂଗ୍ରାମ ଜାରି ରଖନ୍ତି। ଖାଲି ଯେ ସଫଳ ହେବା ପାଇଁ…

ମଙ୍ଗଳ ଗ୍ରହରେ ସୂର୍ଯ୍ୟୋଦୟର ଫଟୋ ଶେୟାର କଲା ନାସା

ଆମେ ସମସ୍ତେ ସୂର୍ଯ୍ୟ ଉଦୟ ଏବଂ ଅସ୍ତ ହେବାର ପୃଥିବୀ ଗ୍ରହରେ ଦେଖିଛେ। ଏହି ସମୟରେ ଆକାଶର ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିଥାଏ। କେବେ ଅନ୍ୟ ଗ୍ରହରେ ସୂର୍ଯ୍ୟ ଉଦୟ ଏବଂ ଅସ୍ତ ହେବାର ଫଟୋ ଦେଖିଛନ୍ତି କି? ଯଦି ନା…

ଷ୍ଟେଶନରେ ବାୟୋଡାଟା ଟାଙ୍ଗିଦେଲେ ଯୁବକ, ମାତ୍ର ୩ ଘଣ୍ଟାରେ ମିଳିଗଲା ଚାକିରି; ଜାଣନ୍ତୁ କେମିତି

ଲଣ୍ଡନ,୨୭ା୧୧: ଲଗାତର ଇଣ୍ଟରଭ୍ୟୁ ଦେବା ପରେ ଜଣେ ଯୁବକଙ୍କୁ ଚାକିରି ମିଳୁ ନ ଥିଲା। ପରେ ସେ ଚାକିରି ଖୋଜିବା ପାଇଁ ଏକ ନୂଆ ତରିକା ଆପଣାଇଥିଲେ। ଯାହା ପରେ ତାଙ୍କୁ ଚାକିରିଟିଏ ମିଳିଯାଇଛି। ଏକ ରିପୋର୍ଟ ଅନୁଯାୟୀ, ଲଣ୍ଡନର ୨୪…

ଓକିଲଙ୍କ ନିଆରା ବିବାହ କାର୍ଡ, ଏଥିରେ ଲେଖାଅଛି ସମ୍ବିଧାନର ନିୟମାବଳୀ

ଗୁଆହାଟି,୨୬ା୧୧: ପ୍ରାୟ ସମସ୍ତେ ନିଜ ବିବାହକୁ ସ୍ବତନ୍ତ୍ର ଏବଂ ସ୍ମରଣୀୟ କରିବାକୁ ଚାହିଁଥାନ୍ତି। ଏଥିପାଇଁ କିଏ କେତେ ପ୍ରକାରର ଉପାୟ ଆପଣାଇଥାନ୍ତି। ବିଶେଷକରି ବିବାହ କାର୍ଡକୁ ସୁନ୍ଦର କରିବା ପାଇଁ କେହି କେହି ଚାହିଁଥାନ୍ତି। କିଛି ଲୋକ କାର୍ଡରେ ସମାଜ ପାଇଁ…

ନିଜ ପ୍ରାଇଭେଟ ପାର୍ଟକୁ ଗୁଳି ଚଳାଇଲେ ମଡେଲ, କାରଣ ଜାଣିଲେ…

ଓ୍ବାଶିଂଟନ,୨୬ା୧୧: ଆମେରିକାର ଜର୍ଜିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାକାର ଜଣେ ମଡେଲ ନିଜ  ପ୍ରାଇଭେଟ ପାର୍ଟକୁ ଶୁଟ୍‌ କରି ଦେଇଛନ୍ତି । ମଡେଲ ଜଣଙ୍କ ହାତରେ ବନ୍ଧୁକ ଧରି ଏକ ଭିଡିଓ ଶୁଟିଂ କରୁଥିଲେ, ସେହି ସମୟରେ ଏହି ଅଘଟଣ…

କୁକୁର ସହ ରିଲ୍‌ କରୁଥିଲେ ଯୁବତୀ, ରାଗିଗଲା କୁକୁର; ଆଉ ତା’ ପରେ…

ଆଜିକାଲି ସୋସିଆଲ ମିଡିଆରେ ରିଲ୍‌ କରିବା ଏକ ଟ୍ରେଣ୍ଡ ଚାଲିଛି। ଯେତେବେଳେ ଲୋକେ ଟିକେ ସୁଯୋଗ ପାଉଛନ୍ତି, ସଙ୍ଗେ ସଙ୍ଗେ ରିଲ୍‌ ତିଆରିରେ ମାତିଯାଆନ୍ତି। ଏବେ ଏମିତି ଦୃଶ୍ୟ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। କେହି ଅଫିସରେ ରିଲ୍‌ କରୁଛନ୍ତି ତ…

ସମ୍ବିଧାନ ମୌଳିକ ଅଧିକାରର ସୁରକ୍ଷା କବଚ

ଭାରତୀୟ ଜନସାଧାରଣଙ୍କ ମୌଳିକ ଅଧିକାରର ସୁରକ୍ଷା କ୍ଷେତ୍ରରେ ସମ୍ବିଧାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସମ୍ବିଧାନ ମୌଳିକ ଅଧିକାରକୁ ସୁନିଶ୍ଚିତ କରେ। ଏହା ମୌଳିକ ଅଧିକାରର ସୁରକ୍ଷା କବଚ ପାଲିଟି ଥାଏ। ୨୬ ନଭେମ୍ବର ୧୯୪୯ରେ, ଭାରତର ସମ୍ବିଧାନକୁ ଗ୍ରହଣ କରାଯାଇଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri