ନା ଟାଇପ୍‌ କଲେ, ନା କହିଲେ- ପ୍ରଥମଥର ସିଧା ମସ୍ତିଷ୍କରୁ ମେସେଜ୍‌ କଲେ ଏହି ବ୍ୟକ୍ତି

ସିଡନୀ,୨୯।୧୨:ଅଷ୍ଟ୍ରେଲିଆର ଜଣେ ପକ୍ଷାଘାତ ବ୍ୟକ୍ତି ବିନା ଟାଇପ୍‌ ତଥା ବିନା ଶରୀର ହଲାଇ ପ୍ରଥମଥର ଏକ ମେସେଜ୍‌ ଲେଖିଛନ୍ତି। ସେ ଏହି ମେସେଜ୍‌କୁ ଟୁଇଟର୍‌ରେ ଶେୟାର କରିଛନ୍ତି, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ବ୍ୟକ୍ତିଙ୍କ ନାମ ଫିଲିପ୍‌ ଓ କିଫ୍‌। ତାଙ୍କ ବୟସ ୬୨ ବର୍ଷ। ସେ ଟୁଇଟ୍‌ କରି କହିଛନ୍ତି, ହ୍ୟାଲୋ, ବିଶ୍ୱ! ଛୋଟ ଟୁଇଟ୍‌, ବଡ ଉପଲବ୍ଧି। ଏହି ଟୁଇଟ୍‌କୁ ଫିଲପ୍‌ ସିଙ୍କ୍ରୋନ କମ୍ପାନୀ ସିଇଓ ଥୋମାସ ଅକ୍ସଲେଙ୍କ ଟୁଇଟର୍‌ ହ୍ୟାଣ୍ଡେଲ୍‌ରୁ କରିଛନ୍ତି। ସେ ଡାକ୍ତରଙ୍କୁ ମସ୍ତିଷ୍କରେ ପେପରକ୍ଲିପ୍‌ ପ୍ରତ୍ୟାରୋପଣ ପାଇଁ ଧନ୍ୟବାଦ ଦେଇଛନ୍ତି।
ସୂଚନାଯୋଗ୍ୟ, ସିଙ୍କ୍ରୋନ କମ୍ପାନୀ ଫିଲିପଙ୍କର ମସ୍ତିଷ୍କରେ ଏକ ମାଇକ୍ରୋଚିପ ଲଗାଇ ତାଙ୍କର ଚିନ୍ତାଧାରାକୁ ଶବ୍ଦରେ ପରିଣତ କରିବାର ଶକ୍ତି ଦେଇଛି। ଫିଲିପଙ୍କ ମସ୍ତିଷ୍କରେ ଲଗାଯାଇଥିବା ଏକ ମାଇକ୍ରୋଚିପ ମସ୍ତିଷ୍କ ସଙ୍କେତ ପଢେ। ତା’ପରେ ଏହା ସଙ୍କେତକୁ ବିଶ୍ଳେଷଣ କରେ ଏବଂ ମସ୍ତିଷ୍କର ନିର୍ଦ୍ଦେଶାବଳୀକୁ ବ୍ୟାଖ୍ୟା କରେ। ମସ୍ତିଷ୍କର ନିର୍ଦ୍ଦେଶାବଳୀ ବୁଝିବା ଏବଂ ଏହାକୁ ଶବ୍ଦରେ ପରିଣତ କରେ। ଫିଲିପ୍‌ ଏହି ପ୍ରକ୍ରିୟାକୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୋ’ ରୁମ୍‌ରୁ ନୂଆ କାର୍‌ କିଣି ବୋହୂଙ୍କୁ ଦେଲେ ଶ୍ୱଶୁର, ଶୁଭ ମହୁରତ ସମୟରେ ଘଟିଲା ଏମିତି…

କାର୍‌ କିଣିବା ପ୍ରତ୍ୟେକ ବ୍ୟକ୍ତି ପାଇଁ ଏକ ସ୍ବପ୍ନ ହୋଇଥାଏ। ସେମିତି ଏକ ପରିବାରର ସ୍ବପ୍ନ ଥିଲା କାର୍‌ କିଣିବାକୁ। ଏହି ସ୍ବପ୍ନକୁ ପୂରା କରିବାକୁ...

ଆଫଗାନିସ୍ତାନରେ ଭୂକମ୍ପ, ଉତ୍ତର ଭାରତରେ ଝଟକା

ନୂଆଦିଲ୍ଲୀ,୨୧ା୧୨(ପି.ଟି.):ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ ସମେତ ଉତ୍ତର ଭାରତରେ ଶୁକ୍ରବାର ସନ୍ଧ୍ୟାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଆଫଗାନିସ୍ତାନ ରାଜଧାନୀ କାବୁଲଠାରୁ ୨୪୬ କିଲୋମିଟର ଉତ୍ତରରେ ଅବସ୍ଥିତ...

ଶ୍ରୀଲଙ୍କାରୁ ହଟିଲା ଜରୁରିକାଳୀନ ପରିସ୍ଥିତି

କଲମ୍ବୋ,୨୧।୫: ପ୍ରାୟ ଦୁଇ ସପ୍ତାହ ପରେ ଶ୍ରୀଲଙ୍କା ସରକାର ଜରୁରିକାଳୀନ ପରିସ୍ଥିତିକୁ ହଟାଇ ଦେଇଛନ୍ତି। ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଏଭଳି ଏକ ନିଷ୍ପତ୍ତି ନେଇ ଦେଶବାସୀଙ୍କୁ...

ଆମେରିକା ଯାତ୍ରା କରିପାରିବେ ବିଦେଶୀ…

ଓ୍ବାଶିଂଟନ,୧୩।୧୦: ଏବେ ବିଦେଶୀ ଯାତ୍ରୀ ଆମେରିକା ଯାତ୍ରା କରିପାରିବେ। ୧୯ ମାସ ପରେ ଆମେରିକା କରୋନା ଯୋଗୁ ଜାରି ହୋଇଥିବା କଟକଣାକୁ କୋହଳ କରିଛି। କରୋନା...

ଚୌବିିନଙ୍କୁ ୨୧ ବର୍ଷ ଜେଲ୍‌

ଓ୍ବାଶିଂଟନ,୯।୭: ଜର୍ଜ ଫ୍ଲଏଡଙ୍କ ହତ୍ୟା ଅଭିଯୋଗରେ ଆମେରିକା ସଂଘୀୟ ଅଦାଲତ ପୂର୍ବତନ ମିନିଆପଲିସି ପୋଲିସ ଅଫିସର ଡେରେକ ଚୌବିନଙ୍କୁ ଶୁକ୍ରବାର ୨୧ ବର୍ଷ ଜେଲ୍‌ ଦଣ୍ଡାଦେଶ...

୧୨ ବର୍ଷ ଧରି ପ୍ରତିଦିନ ମାତ୍ର ୩୦ ମିନିଟ୍‌ ଶୋଉଛନ୍ତି ଏହି ଯୁବକ, ତଥାପି ନାହିଁ ଥକ୍କାପଣ, କହିଲେ…

ଜାପାନର ଜଣେ ଯୁବକ ୧୨ ବର୍ଷ ହେଲା ଦିନକୁ ମାତ୍ର ୩୦ ମିନିଟ୍‌ ନିଦରେ ଶୋଇଥାନ୍ତି। ଏହା ପରେ ବି ତାଙ୍କୁ ଥକ୍କା ଲାଗେ ନାହିଁ।...

ପ୍ୟାନ୍‌ କେକ୍‌ ଆର୍ଟ

ଖାଦ୍ୟ ଓ ଚିତ୍ରକଳାର ଏକ ସୁନ୍ଦର ମିଶ୍ରଣ ହେଉଛି ପ୍ୟାନ୍‌ କେକ୍‌ ଆର୍ଟ। ଆଉ ଏହି କଳାରେ ଅଷ୍ଟ୍ରେଲିଆ, ମେଲବୋର୍ନସ୍ଥ ଏକ ବାପପୁଅ ଯୋଡ଼ି ବେଶ୍‌...

ବିବିସି ଡକ୍ୟୁମେଣ୍ଟାରି: ମୋଦିଙ୍କୁ ସମର୍ଥନ କଲେ ସୁନକ

ଲଣ୍ଡନ/ନୂଆଦିଲ୍ଲୀ,୨୦ ।୧: ଗୁଜରାଟ ଦଙ୍ଗା ଉପରେ ନିର୍ମାଣ କରାଯାଇଥିବା ବିବିସି ଡକ୍ୟୁମେଣ୍ଟାରିର ବିବାଦ ଏବେ ବ୍ରିଟିଶ ସଂସଦରେ ପହଞ୍ଚିଯାଇଛି । ପକିସ୍ତାନର ମୂଳ ବାସିନ୍ଦା ସାଂସଦ...

Advertisement
Archives

Model This Week