Posted inଫୁରସତ

କବିତା କହେ କବି ମନର କଥା

କବି ଜଣେ ସାଧାରଣ ମଣିଷ ନୁହନ୍ତି । ତାଙ୍କ ମଧ୍ୟରେ ପ୍ରତିଟି ଜିନିଷକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିବାର ସୃଜନଶୀଳତା ରହିଥାଏ । ଜଣେ ସାଧାରଣ ଲୋକ ଦେଖୁଥିବା ବିଭିନ୍ନ ଜିନିଷ ଅବା ପ୍ରକୃତିକୁ କବି ଏକ ଅନ୍ୟ ଢଙ୍ଗରେ ଦେଖିଥାନ୍ତି। କବି ମନର ଅଭିବ୍ୟକ୍ତିି ଶବ୍ଦର ରୂପ ନେଇ କବିତା ସୃଷ୍ଟି କରିଥାଏ । କବିତା କବି ମନର କଥାକୁ ଅତି ସହଜ ଭାଷାରେ କହି ବସିଥାଏ। କବିତାର ବିକାଶ ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୧ରେ ବିଶ୍ୱ କବିତା ଦିବସ ପାଳନ କରାଯାଇଥାଏ ।
ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ ୟୁନେସ୍କୋ ଦ୍ୱାରା ୧୯୯୯ରେ ଏହି ଦିବସ ପାଳନ ପାଇଁ ଘୋଷଣା କରାଯାଇଥିଲା। କବିତାର ଅଭିବ୍ୟକ୍ତି ମାଧ୍ୟମରେ ଭାଷା ବିବିଧତାକୁ ସମର୍ଥନ କରିବା ଏବଂ ଲୋପ ପାଉଥିବା ଭାଷାକୁ ସୁରକ୍ଷା ପ୍ରଦାନ କରିବା ଏହି ଦିବସର ମୂଳ ଲକ୍ଷ୍ୟ। କବିତା ପଢ଼ିିବା, ଲେଖିବା, ପ୍ରକାଶନ ଏବଂ ଶିକ୍ଷାଦାନକୁ ପ୍ରୋତ୍ସାହିତ କରିବା ଲାଗି ଏହି ଦିବସ ପାଳନ ଅବସରରେ ବହୁ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥାଏ । ୟୁନେସ୍କୋ ଘୋଷଣାନାମା ଅନୁଯାୟୀ ଜାତୀୟ, ଆଞ୍ଚଳିକ ତଥା ଅନ୍ତର୍ଜାତୀୟସ୍ତରର କବିତାର ବିକାଶ ଲାଗି ନୂତନ ମାନ୍ୟତା ଏବଂ ଉତ୍ସାହ ସୃଷ୍ଟି କରିବା।


Enter your email to get our daily news in your inbox.

All Right Reserved By Dharitri.Com

(ଅ )ମଣିଷ ମର୍ଦ୍ଧିନୀ

ନା’ ଆଉ ଚଳିବନି ସେ ପୁରୁଣାକାଳିଆ ନିଶୁଆ ଜେଜେଙ୍କ ତଡାଧରା ନିଶାପ। ଏବେ ନୂତନପିଢ଼ିଙ୍କ ନୂଆ ଜମାନା l ଏଣିକି ପୁରୁଣା କମିଟି ଭଙ୍ଗାଯାଉ.. ନୂଆକମିଟି...

ଭାରତ ମହାସାଗର ତଳେ ଲୁଚି ରହିଛି ଗ୍ରାଭିଟି ହୋଲ୍‌…

ଓ୍ବାଶିଂଟନ,୫।୭ : ସାଧାରଣତଃ ବିଶ୍ୱାସ କରାଯାଏ ଆମ ପୃଥିବୀ ସମ୍ପୂର୍ଣ୍ଣ ଗୋଲାକାର। କିନ୍ତୁ ଯଦି ଏହାର ସମସ୍ତ ଜଳ ଅପସାରିତ ହୁଏ, ତେବେ ଏହା ଚଟାଣ...

ପ୍ରଜାପତିର ଡେଣା

ସୂର୍ଯ୍ୟକିରଣରେ ସବୁ ଜିନିଷ ଗରମ ହୋଇଯାଏ। ଏକଥା ଆମେ ସମସ୍ତେ ଜାଣୁ। ହେଲେ ସୂର୍ଯ୍ୟକିରଣ ପ୍ରଜାପତିର ଡେଣାକୁ ଗରମ କରିପାରେନା। ପ୍ରଜାପତିର ଡେଣା ସବୁବେଳେ ଥଣ୍ଡା...

ରବିବାର ଆପଣାନ୍ତୁ ଏହି ଉପାୟ, ରହିବନି ଧନର ଅଭାବ

ସୁଖଶାନ୍ତିରେ ରହିବା ପାଇଁ ଆମେ କଠିନ ପରିଶ୍ରମ କରି ଅର୍ଥ ରୋଜଗାର କରିଥାଉ। ଏହା ସତ୍ତ୍ୱେ ହାତରେ ଟଙ୍କାଟିଏ ରହେ ନାହିଁ। ତେବେ ରବିବାର ଏମିତି...

୫ ହଜାର ବର୍ଷ ତଳର ପବ୍‌

ବାଗ୍‌ଦାଦ: ଦକ୍ଷିଣ ଇରାକରୁ ୫,୦୦୦ ବର୍ଷ ତଳର ଏକ ପବ୍‌ ଠାବ ହୋଇଛି। ସେଠାରେ ଏକ ବିଶାଳ ଓଭନ, ଡାଇନିଂ ବେଞ୍ଚ୍‌, ସର୍ଭିଂ ଡିସ୍‌ ଓ...

ଶୋଷ ବେଳେ ଏମିତି ପାଣି ପିଉଛି ପାରା, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଭୂମିହୀନ ମହିଳାଙ୍କ ସହ ଡ୍ୟାନ୍ସ କରି ଧନୀ-ଗରିବ ଭେଦଭାବ ଦୂର କଲେ ଯୁବତୀ, ଭିଡିଓ ଦେଖିଲେ…

ମଣିଷ ଭିତରେ ମାନବିକତା ରହିବା ଆଜିର ସମୟରେ ଏକ ବିରଳ ଘଟଣା ହୋଇଗଲାଣି। ଲୋକମାନେ ନିଜକୁ ଧନୀ-ଗରିବ ଏବଂ ବିଭିନ୍ନ ସ୍ତରରେ ବିଭକ୍ତ କରିଛନ୍ତି। ତେଣୁ...

ଏମିତି ଏକ ଗାଁ, ଯେଉଁଠି ଅଧିବାସୀଙ୍କଠାରୁ ପଶୁପକ୍ଷୀ ସମସ୍ତେ ଅନ୍ଧ

ବିଶ୍ୱରେ ଅନେକ ରହସ୍ୟମୟ ସ୍ଥାନ ରହିଛି, ଯାହା ବିଷୟରେ ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗିଥାଏ। ଠିକ୍‌ ସେହିପରି ମେକ୍ସିକୋରେ ଏମିତି ଏକ ଗାଁ ରହିଛି ଯେଉଁଠି...

Advertisement
Archives

Model This Week