ଛାତିରେ ଆଙ୍କିଦେଲେ ଭୁଲ୍ ଟାଟୁ, ଯୁବତୀ କାନ୍ଦି କାନ୍ଦି କହିଲେ ଏମିତି
ଦୁନିଆର ଯେକୌଣସି ବ୍ୟକ୍ତି ଅନେକ ଚିନ୍ତା ପରେ ଟାଟୁ ଆଙ୍କିବାକୁ ନିଷ୍ପତ୍ତି ନେଇଥାନ୍ତି। ମାତ୍ର ଏହି ଟାଟୁ ଯଦି ଭୁଲ୍ ହୋଇଯାଏ ତେବେ ଜୀବନ ସାରା ପସ୍ତାଇବାକୁ ପଡ଼ିବ। ତେଣୁ ଟାଟୁ ଆଙ୍କିବା ସମୟରେ ଯଥେଷ୍ଟ ଯତ୍ନବାନ ହେବା ଉଚିତ୍। ଏହାର…
ବିଜ୍ଞାନ ହିଁ ବିକାଶର ପାହାଚ
ବିଜ୍ଞାନ ଦ୍ୱାରା ଯେ କୌଣସି ଦେଶ ଅବା ସମଗ୍ର ପୃଥିବୀର ବିକାଶ ସମ୍ଭବ ହୋଇ ପାରିଥାଏ। ବିଜ୍ଞାନକୁ ବିକାଶର ପାହାଚ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଜ୍ଞାନ ଦ୍ୱାରା କୃଷି କ୍ଷେତ୍ରଠାରୁ ଆରମ୍ଭ କରି ପ୍ରତିରକ୍ଷା, ସ୍ବାସ୍ଥ୍ୟ ସେବା, ମହାକାଶ ବିକାଶ,…
ଗଡ଼ଜାତ ଆନ୍ଦୋଳନର ସଂଗ୍ରାମର ଆଲୋକ ଶିଖା
ଭାରତର ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିବା ସୁଯୋଗ୍ୟ ସନ୍ତାନଙ୍କ ମଧ୍ୟରେ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ହେଉଛନ୍ତି ଜଣେ ଜଣାଶୁଣା ବିପ୍ଳବୀ। ଗଡ଼ଜାତ ଆନ୍ଦୋଳନର ନେତୃତ୍ୱ ନେଇଥିବା ସାଏଙ୍କ ଜନ୍ମ ୨୩ ଜାନୁୟାରୀ ୧୮୦୯ରେ ଓଡ଼ିଶାର ସମ୍ବଲପୁରର ଉତ୍ତରରେ ୪୦ କିଲୋମିଟର…
ଲମ୍ବା ବେକ ଥିବା କୁକୁର
ସବୁ ପ୍ରାଣୀଙ୍କର ନିଜସ୍ବ କିଛି ବିଶେଷତ୍ୱ ଥାଏ, ଯାହାକି ତାକୁ ଭିନ୍ନ ପରିଚୟ ଦେଇଥାଏ। କିନ୍ତୁ ବେଳେବେଳେ ଏମିତି ବି ହୁଏ ଯେବେ ଗୋଟିଏ ପ୍ରାଣୀର ବିଶେଷତ୍ୱ ଅନ୍ୟ ଏକ ପ୍ରାଣୀଠାରେ ଦେଖାଯାଇଥାଏ। ଫଳରେ ଲୋକେ ତାକୁ ଦେଖି ଦ୍ୱନ୍ଦ୍ୱରେ ପଡିଯାଆନ୍ତି।…
ପିଲାଦିନର ତିକ୍ତ ଅନୁଭୂତି ପାଇଁ ପାଲଟିଲେ ରାକ୍ଷସ
ଅନେକ ସମୟରେ ଦେଖାଯାଏ ପିଲାଦିନର କିଛି ତିକ୍ତ ଅନୁଭୂତି ପିଲାଙ୍କ କୋମଳ ମନରେ ଘର କରି ରହିଯାଏ। ଏମିତିକି ସାରା ଜୀବନ ତାହା ମନରୁ ଲିଭିପାରେନା। ଆଉ ମଣିଷର ଜୀବନଧାରାକୁ ବଦଳାଇ ଦିଏ। ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡର…
ତୁମ ଐଶ୍ୱରିକ ପ୍ରେମ ସାଂସାରିକ ପ୍ରେମଠାରୁ ଅଧିକ କି
ଟିକିଏ ଏଇ କଥା ଉପରେ ଆଗେ ଚିନ୍ତା କରନ୍ତୁ ଆଉ ପରେ ‘ମୋତେ କାହିଁକି ଈଶ୍ୱରଙ୍କ ଦର୍ଶନ ମିଳୁନି?’ ବୋଲି ପ୍ରଶ୍ନ କରିବେ l ନିଜର ଏକମାତ୍ର ପୁଅ ବା ଝିଅର ଦେହମୁଣ୍ଡ ଖରାପ ହେଲେ ତୁମେ ଯେତିକି ମନସ୍ତାପରେ ରୁହ,…
ସ୍ତ୍ରୀଙ୍କ ପାଇଁ ତାଜମହଲ ଭଳି ଘର
ଶାହଜାହାନ ନିଜର ଅତି ପ୍ରିୟ ରାଣୀ ମମତାଜଙ୍କ ସ୍ମୃତିରେ ପ୍ରେମର ସ୍ମାରକୀଭାବେ ପରିଚିତ ତାଜମହଲକୁ ନିର୍ମାଣ କରିଥିଲେ। ଏହାକୁ ଦେଖିଲେ ଅନୁଭବ ହୁଏ ସତରେ ଶାହଜାହାନ ମମତାଜଙ୍କୁ କେତେ ଭଲ ପାଉଥିଲେ। ହେଲେ ଆଜିର ଯୁଗରେ କିଏ କ’ଣ କାହାକୁ ଏତେ…
ଅନନ୍ୟ ଶୈବପୀଠ ଭୀମାଶଙ୍କର
ପ୍ରସିଦ୍ଧ ଶୈବପୀଠ ଭୀମାଶଙ୍କର ମହାରାଷ୍ଟ୍ରର ପୁଣେଠାରୁ ପ୍ରାୟ ୧୨୭ କି.ମି. ଦୂରରେ ଥିବା ସହ୍ୟାଦ୍ରି ନାମକ ପର୍ବତ ଉପରେ ଅବସ୍ଥିତ। ଭାରତରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏହା ହେଉଛି ଗୋଟିଏ… ପ୍ରସିଦ୍ଧ ଧାର୍ମିକ କ୍ଷେତ୍ର ଭୀମାଶଙ୍କର ମହାରାଷ୍ଟ୍ରର ପୁଣେଠାରୁ ପ୍ରାୟ…
କବିତାର ଦୀପ୍ତ ଦୀପ କବି ପ୍ରଦୀପ
୧୪ ସେପ୍ଟେମ୍ବର ୧୯୫୫ ମସିହାରେ ସମ୍ବଲପୁର ଜିଲ୍ଲାର ଡଙ୍ଗରପଡା ଗ୍ରାମରେ ପ୍ରଫେସର ପ୍ରଦୀପ କୁମାର ପଣ୍ଡାଙ୍କ ଜନ୍ମ। ସମକାଳର ଜଣେ ପ୍ରଖର କବି ଯେକି ଆଂଗିକ ଓ ଆତ୍ମିକ ପରୀକ୍ଷା ଜାରି ରଖିଥାନ୍ତି କବିତାରେ। ଜୀବନ ଯାହା ନୁହେଁ ଓ ଯାହା…
ସେବା ପାଇଁ ସମର୍ପିତ, ଅନ୍ୟପାଇଁ ଉଦାହରଣ
ପ୍ରତ୍ୟେକ ବ୍ୟକ୍ତି ନିଜ ପରିବାର ପୋଷିବା ପାଇଁ କୌଣସି ନା କୌଣସି ବୃତ୍ତିରେ ଥାଆନ୍ତି। କିନ୍ତୁ ଏମିତି କେତେଜଣ ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜ ପେସାରେ ଥାଇ ବି ବଳକା ସମୟରେ ଜନସେବାକୁ ଜୀବନର ବ୍ରତ ବୋଲି ମନେକରି ନିଜସ୍ବ ଉଦ୍ୟମରେ…
ବିଲେଇକୁ କିସ୍ କରୁଥିଲା ଛୋଟପିଲା, ଆଉ ତା’ ପରେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ବୃଦ୍ଧାଙ୍କୁ ଶହ ଶହ ଯୁବକ ପଠାଉଛନ୍ତି ଚିଠି, କରୁଛନ୍ତି ପ୍ରେମ ନିବେଦନ
ଆଜିର ସମୟରେ ଲୋକମାନେ ଫିଟ୍ନେସ ରହିବା ପାଇଁ ବହୁତ କିଛି ଉପାୟ ଅବଲମ୍ବନ କରୁଛନ୍ତି। ସେମାନଙ୍କର ଓ୍ବାର୍କଆଉଟ ରୁଟିନକୁ ନେଇ ବେଶ୍ ସଚେତନ ରହୁଛନ୍ତି। ଏପରି ପରିସ୍ଥିତିରେ ଲଣ୍ଡନସ୍ଥିତ ଫିଟ୍ନେସ କୋଚ୍ ସନ୍ସାଇନ୍ଙ୍କ ପ୍ରକୃତ ବୟସ ଲୋକଙ୍କ ସହ ଶେୟାର କରିଛନ୍ତି।…
Archives


