ମୋ’ ବାହାଘର ଏପ୍ରିଲ ୨୬ରେ, ମୋତେ ନେଇଯାଅ; ୧୦ ଟଙ୍କିଆ ନୋଟ୍ ଉପରେ ଲେଖିଲେ ଯୁବତୀ
ଆଜିକାଲି ସୋସିଆଲ ମିଡିଆରେ ଅଜବ ଫଟୋ, ଭିଡିଓ ସବୁ ଭାଇରାଲ ହେଉଛି। ଯାହା ଦେଖିଲେ ଚକିତ ହେବେ। ଏବେ ସେମିତି ଜଣେ ଯୁବତୀ ୧୦ ଟଙ୍କିଆ ନୋଟ୍ରେ ତାଙ୍କ ପ୍ରେମିକଙ୍କ ଉଦ୍ଦେଶ୍ୟରେ କିଛି ଲେଖିଛନ୍ତି। ଯାହା ଖୁବ୍ ଭାଇରାଲ ହେଉଛି। ସମଗ୍ର…
ବିଶ୍ୱର ସବୁଠୁ ଏକାକୀ ଘର, ବେଡ୍ରୁମ୍ର ଦାମ୍ ଜାଣିଲେ…
ବିଭିନ୍ନ କ୍ଷେତ୍ରରେ ଲୋକଙ୍କର ଭିନ୍ନ ଭିନ୍ନ ରୁଚି ରହିଥାଏ। କିଛି ଲୋକ ଶାନ୍ତିରେ ବଞ୍ଚିବାକୁ ଚାହାନ୍ତି ତ ଆଉ କିଛି ଲୋକ ଏକାକୀ ରହିବାକୁ ଚାହାନ୍ତି। ସମସ୍ତେ ନିଜ ମନ ମୁତାବକ ସମ୍ପତ୍ତି କିଣିବା ପାଇଁ ଚାହିଁଥାନ୍ତି। ଦୁନିଆରେ ଏମିତି ଏକ…
ଚୋରି କରିବା ପରେ ଖୁସିରେ ନାଚିଲେ ଚୋର
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଚାନ୍ଦୋଲିରେ ଏକ ଦୋକାନରୁ ଚୋରି କରିବା ପରେ ଚୋର ଖୁସିରେ ମସ୍ଗୁଲ ହୋଇ ନାଚୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ଚୋର ଜଣକ ହାର୍ଡଓ୍ବେର ଦୋକାନ ଭିତରକୁ ପ୍ରବେଶ କରି ଜିନିଷ ଚୋରି କରିସାରିବା ପରେ ହଠାତ୍…
୧୦ ଟଙ୍କିଆ ନୋଟ୍ରେ ପ୍ରେମିକଙ୍କୁ ବାର୍ତ୍ତା: ଏପ୍ରିଲ ୨୬ରେ ମୋ ବାହାଘର, ଭଗେଇ ନେଇଯାଅ
ନୂଆଦିଲ୍ଲୀ: ବିଶାଳ ମୋ ବାହାଘର ଏପ୍ରିଲ ୨୬ରେ ମୋତେ ଭଗେଇ ନେଇ ଯାଅ, ଆଇ ଲଭ୍ ୟୁ। ତୁମ କୁସୁମ। ଏକ ୧୦ ଟଙ୍କିଆ ନୋଟ୍ରେ ଏମିତି କିଛି ଲେଖା ରହିଛି, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି।…
ସରକାରଙ୍କ ନୀତିକୁ ସୁନିଶ୍ଚିତ କରନ୍ତି ପ୍ରଶାସନିକ ଅଧିକାରୀ
ସରକାର ଲୋକଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ନୀତିର ପ୍ରଣୟନ କରିଥାନ୍ତି। ତେବେ ପ୍ରତିଟି ନୀତିର ସଫଳ ରୂପାୟନ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥାଏ। ପ୍ରଶାସନିକ ଅଧିକାରୀମାନେ ସରକାରଙ୍କ ନୀତିକୁ ସୁନିଶ୍ଚିତ କରିଥାନ୍ତି। ତେଣୁ ସମାଜ ପ୍ରତି ସେମାନଙ୍କର ଅବଦାନ…
କେଜିଏଫ୍-୨ର ସଫଳତାକୁ ସେଲିବ୍ରେଟ୍ କଲା ‘ଅମୂଲ୍’
ସିନେମାଘରେ ରିଲିଜ ହେବା ପରଠାରୁ ବକ୍ସ ଅଫିସରେ ନୂଆ ନୂଆ ରେକର୍ଡ କରୁଛି ‘କେଜିଏଫ୍ ଚାପ୍ଟର-୨’। ଦର୍ଶକଙ୍କୁ ଫିଲ୍ମଟି ପସନ୍ଦ ଆସିଥିବାରୁ ଆଗକୁ ଏହା ସୁପରହିଟ୍ ହେବା ନିଶ୍ଚିତ। ଏସବୁ ମଧ୍ୟରେ ଫିଲ୍ମର ସଫଳତାକୁ ଭିନ୍ନ ଢ଼ଙ୍ଗରେ ସେଲିବ୍ରେଟ୍ କରିଛି ‘ଅମୂଲ’।…
ମଣିଷଠୁ ବି ବୁଦ୍ଧିମାନ ଏହି ହାତୀ, ଭିଡିଓ ଦେଖିଲେ…
ଆଜିକାଲି ମଣିଷମାନେ ମଣିଷପଣିଆ ଭୁଲି ପଶୁ ପରି ଆଚରଣ କରୁଛନ୍ତି। କିନ୍ତୁ ପଶୁମାନେ ବର୍ତ୍ତମାନ ମଣିଷ ପରି ବୁଦ୍ଧିଆ ହୋଇଗଲେଣି। ଅନେକ ଜଙ୍ଗଲୀ ଜନ୍ତୁ ବେଳେବେଳେ ଏପରି ବୁଦ୍ଧି ଦେଖାନ୍ତି ଯେ, ମଣିଷମାନେ ନୀରବ ହୋଇଯାନ୍ତି। ଆଇଏଫ୍ଏସ୍ ସୁଶାନ୍ଦ ନନ୍ଦ ତାଙ୍କ…
ଗାଡ଼ିରେ ବସିବା ପରେ ‘କାହିଁକି କେହି କାନ୍ଦୁନ’ ବୋଲି ପଚାରିଲେ ବଧୂ; ଜବାବ ଶୁଣି…
ସାରା ଦେଶରେ ଏବେ ବିବାହ ଋତୁ ଚାଲିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଗୋଟିଏରୁ ବଳି ଆରେକ ମଜାଦାର ଭିଡିଓ ଭାଇରାଲ ମଧ୍ୟ ହେଉଛି। ସେଥିରୁ କିଛି ହସର ଖୋରାକ ଯୋଗାଉଥିବା ବେଳେ କିଛି ଭାବବିହ୍ବଳ କରୁଛି। ତେବେ ସେଭଳି ଏକ…
ଡିଗ୍ରୀ ଥାଇ ଚାକିରି ମିଳିଲାନି: ଏବେ କଲେଜ ସମ୍ମୁଖରେ ଚା’ ବିକି ଚର୍ଚ୍ଚାରେ…
ଦେଶରେ ବେକାରୀ ପରିସ୍ଥିତି ବିଷୟରେ ସମସ୍ତେ ଅବଗତ। ବିଶେଷକରି ଯୁବଗୋଷ୍ଠୀଙ୍କୁ ଏ ନେଇ କହିବାର ଆବଶ୍ୟକତା ନାହିଁ। ସୋସିଆଲ ମିଡିଆ ହେଉ ଅବା ଅନ୍ୟ କୌଣସି ପ୍ଲାଟଫର୍ମ, ସର୍ବଦା ବେକାରୀ ବିଷୟରେ ଚର୍ଚ୍ଚା ହୋଇଥାଏ। ଉଚ୍ଚଶିକ୍ଷିତ ହେବା ସତ୍ତ୍ୱେ ଚାକିରିଟିଏ ନ…
ପିଲାଙ୍କୁ ଦେଖି ଏପରି ପ୍ରତିକ୍ରିୟା ଦେଲା ସିଂହ, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଗୋଟିଏ ଫିଲ୍ମ ୨୯୨ଥର ଦେଖି ଗିନିଜ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଲେ ଏହି ବ୍ୟକ୍ତି
ଜଣେ ବ୍ୟକ୍ତି ଗୋଟିଏ ଫିଲ୍ମକୁ କେତେଥର ଦେଖିପାରିବେ? ଥରେ, ଦୁଇଥର କିମ୍ବା ୧୦ଥର କିନ୍ତୁ ଜଣେ ବ୍ୟକ୍ତି ତିନି ମାସ ମଧ୍ୟରେ ଗୋଟିଏ ଫିଲ୍ମକୁ ୨୯୨ ଥର ଦେଖି ଗିନିଜ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ଆମେରିକାର ଫ୍ଲୋରିଡାଠାରେ ରହୁଥିବା ରାମିରୋ…
କୋଣାଦିତ୍ୟର ଉପାସନା ଖିଆଲି ପରମ୍ପରା ନୁହେଁ
ପୂର୍ବ ଆଲେଖ୍ୟରୁ ଆମେ ଜାଣିଲେ କୋଣାର୍କକୁ ୨୪ଥର ପଥର ଆସିଥିଲା। ସମସ୍ତ ପଥର ଓଡ଼ିଶାର ପାହାଡ଼/ପର୍ବତରୁ ଆସିଥିଲା। ସେଥିପାଇଁ ସେଗୁଡ଼ିକର ଅବସ୍ଥିତି ଆମେ ଆଲୋଚନା କରିଥିଲୁ। ପଥର ବାଛିବାଠାରୁ ପଥର ଆଣି କୋଣାର୍କରେ ପହଞ୍ଚାଇବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଓଡ଼ିଶାର ଅଭିଜ୍ଞ…
Archives


