Posted inଫୁରସତ

୧୦ ଟଙ୍କିଆ ନୋଟ୍‌ରେ ପ୍ରେମିକଙ୍କୁ ବାର୍ତ୍ତା: ଏପ୍ରିଲ ୨୬ରେ ମୋ ବାହାଘର, ଭଗେଇ ନେଇଯାଅ

ନୂଆଦିଲ୍ଲୀ: ବିଶାଳ ମୋ ବାହାଘର ଏପ୍ରିଲ ୨୬ରେ ମୋତେ ଭଗେଇ ନେଇ ଯାଅ, ଆଇ ଲଭ୍‌ ୟୁ। ତୁମ କୁସୁମ। ଏକ ୧୦ ଟଙ୍କିଆ ନୋଟ୍‌ରେ ଏମିତି କିଛି ଲେଖା ରହିଛି, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଲେଖାରୁ ଯାହା ଜଣା ପଡୁଛି। ଜଣେ ପ୍ରେମିକା ତାଙ୍କ ପ୍ରେମିକଙ୍କ ଉଦ୍ଦେଶ୍ୟରେ ଏହା ଲେଖିଛନ୍ତି। ଯେଉଁଥିରେ ପ୍ରେମିକା ଜଣକ ତାଙ୍କୁ ଭଗେଇ ନେବା ପାଇଁ ପ୍ରେମିକଙ୍କୁ ଏଥିରେ କହିଛନ୍ତି। ତେବେ ଏହି ଫଟୋ ଏବେ ଟୁଇଟରରେ ଖୁବ୍‌ ଜୋରରେ ଭାଇରାଲ ହେବାରେ ଲାଗିଥିବାବେଳେ ଫଟୋରେ ୟୁଜରମାନେ ମଜାଳିଆ କମେଣ୍ଟ ଦେବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ବ୍ୟକ୍ତିଙ୍କୁ ପସନ୍ଦ ନ ଥିଲା ନୀଳ ଆଖି: ବିବାହ ପରେ ଘଟିଲା ଏମିତି କିଛି…

କୁହାଯାଏ ଜଣେ ବ୍ୟକ୍ତି ସଚ୍ଚୋଟ କି ନୁହେଁ ତାହା ତା’ର ଆଖିରୁ ଜଣାପଡିଥାଏ। ହେଲେ ଦେଖିବା ଲୋକର ନଜର ଠିକ୍‌ ଥିବା ଦରକାର। ସମସ୍ତେ ଚାହାନ୍ତି...

ପ୍ରାଣୀଟିଏ ପାଇଁ ଜୀବନକୁ ବାଜି ଲଗାଇ ଦେଉଛନ୍ତି ଯୁବକ,ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ବଜାରରେ ମିଳୁଛି କରୋନା ବରା, କରୋନା ପରଟା: ଭାଇରାଲ ହେଉଛି ଫଟୋ

ମଦୁରାଇ,୯।୭: ତାମିଲନାଡୁର ମଦୁରାଇ ସହର ପରଟା ପାଇଁ ପ୍ରସିଦ୍ଧ ହୋଇଥିବା ବେଳେ ଏବେ ଏଠାକାର ଏକ ରେସ୍ତୋରାଁ କରୋନା ସମ୍ପର୍କିତ ସଚେତନା ସୃଷ୍ଟି କରିବାକୁ ପ୍ରୟାସ...

ସର୍ଜନାରେ ଆବାମିକା 

ସମ୍ପର୍କମାନଙ୍କ ଭିତରେ ଦାମ୍ପତ୍ୟ ଈଶ୍ୱରଙ୍କର ସର୍ବଶ୍ରେଷ୍ଠ ଉପହାର। ଅଦୃଷ୍ଟର ଇଙ୍ଗିତରେ ଅଲଗା ଅଲଗା ପରିବେଶରେ ଜନ୍ମନେଇ ପରସ୍ପର ପାଇଁ ଗଢ଼ି ହେବାର ପ୍ରକ୍ରିୟା ଚାଲିଥାଏ ନିଜ...

ବିବାହ କରିବେ ବିଲ୍‌ ଗେଟସ୍‌ଙ୍କ ଝିଅ!

ଓ୍ବାଶିଂଟନ: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟସ୍‌ଙ୍କ ଝିଅ ଜେନିଫର ଏବେ ବିବାହ କରିବାକୁ ଯାଉଛନ୍ତି। ଏକଥା ନିଜେ ଜେନିଫର ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି। ସେ...

ଭୂସ୍ବର୍ଗରେ ମାହାପୁରୁ

ଆମେ ଯେଉଁ ଲୋକରେ ବାସ କରୁଛେ, ସେହି ଲୋକର ସ୍ବର୍ଗ ହେଉଛି ଶ୍ରୀପୁରୁଷୋତ୍ତମ କ୍ଷେତ୍ର। ୟେ ମନଗଢ଼ା କଥା ନୁହେଁ। ମହର୍ଷିମାନଙ୍କର ଘୋଷଣା। ପ୍ରାଚୀନ ପୋଥିପତ୍ରରେ...

ନ୍ୟୁୟର୍କରୁ ସିଡ୍‌ନୀ ୧୯ ଘଣ୍ଟା ଲଗାତର ବିମାନ ଯାତ୍ରା

ନ୍ୟୁୟର୍କ: ଘଣ୍ଟାଏ ନୁହେଁ କି ଦୁଇଘଣ୍ଟା ନୁହେଁ ଲଗାତର ୧୯ ଘଣ୍ଟା ୧୬ ମିନିଟ୍‌ର ବିମାନ ଯାତ୍ରା। ନ୍ୟୁୟର୍କରୁ ସିଡ୍‌ନୀକୁ କ୍ୱାଣ୍ଟାସ୍‌ ବିମାନ ଯାତ୍ରୀ ଏଭଳି...

ମହାରାଷ୍ଟ୍ର ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଜେଲ ଟୁରିଜିମ: ସାଧାରଣ ଜନତା ବିନା ଅପରାଧରେ ପାଇବେ ଜେଲ୍‌ର ଅନୁଭୁତି!

ମୁମ୍ବାଇ,୨୫ ।୧: ଜେଲ୍ ଯିବାକୁ ସମସ୍ତେ ସାଧରଣତଃ ନିଚ୍ଚ ଦୃଷ୍ଟିରେ ଦେଖିଥାଆନ୍ତି । ଆଉ ଯେଉଁମାନେ ଜେଲ୍ ଯାଆନ୍ତି ସେମାନଙ୍କୁ ସମାଜରେ ବଦନାମ ହେବାକୁ ପଡିଥାଏ...

Advertisement
Archives

Model This Week