ଏମିତି ଆଇସ୍କ୍ରିମ୍, ଯାହା ତରଳି ନ ଥାଏ; ଦାମ୍ ଜାଣିଲେ…
ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରାୟ ଆଇସ୍କ୍ରିମ୍ ଖାଇବାକୁ ଭଲ ପାଆନ୍ତି। ସାଧାରଣତଃ ଆଇସ୍କ୍ରିମ୍ ଖାଇବା ବିଳମ୍ବ ହେଲେ ତାହା ତରଳି ଯାଇଥାଏ ବୋଲି ଆମେ ଜାଣିଛେ। ମାତ୍ର ଚାଇନାରେ ଏହି ସମସ୍ୟାର ସମାଧାନ ପାଇଁ ଏପରି ଏକ ଆଇସ୍କ୍ରିମ୍ ତିଆରି…
କେବଳ ଅଣ୍ଡରଓ୍ବେୟାର ପିନ୍ଧି ଚୋରି କରନ୍ତି ଏହି ଚୋର, କାରଣ ଜାଣିଲେ…
ରବିନ୍ ହୁଡ୍ଙ୍କ ବିଷୟରେ ଶୁଣିଥିବେ ନିଶ୍ଚିତ। ସେ ଧନୀମାନଙ୍କଠାରୁ ଟଙ୍କା ଚୋରି କରି ଗରିବ ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦେଉଥିଲେ। ଆଜି ବି ଏକବିଂଶ ଶତାବ୍ଦୀର ରବିନ ହୁଡ୍ଙ୍କ ପରି ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛନ୍ତି। ଏହି ବ୍ୟକ୍ତି…
ପାଣି ପିଇବା ପରେ ଏପରି ଟ୍ୟାପ୍ ବନ୍ଦ କରୁଛି କୁକୁର, ଭିଡିଓ ଦେଖିଲେ ନିଶ୍ଚିତ ପ୍ରଶଂସା କରିବେ
କୁକୁରମାନଙ୍କୁ କେବଳ ବୁଦ୍ଧିମାନ ପ୍ରାଣୀ ଭାବରେ ବିବେଚନା କରାଯାଏ ନାହିଁ ବରଂ ସବୁଠାରୁ ବୁଦ୍ଧିମାନ ବୋଲି କୁହାଯାଇଥାଏ। ମଣିଷ ସହିତ କୁକୁରମାନଙ୍କର ଏକ ଅଦ୍ଭୁତ ସମ୍ପର୍କ ରହିଛି। ବୁଝାମଣା, ମଧୁର ସମ୍ପର୍କ, ବିଶ୍ୱସ୍ତ ଏବଂ ଏପରିକି କୁକୁରମାନେ ମାଲିକଙ୍କ ପାଇଁ ନିଜ…
କ୍ଷମା ହିଁ ଶାନ୍ତିପୂର୍ଣ୍ଣ ଜୀବନର ଲକ୍ଷ୍ୟ
କ୍ଷମା ଏକ ମାନବୀୟ ଗୁଣ। ଏହା ଦ୍ୱାରା ଶତ୍ରୁ ମଧ୍ୟ ମିତ୍ର ହୋଇଯାଇଥାଏ। କ୍ଷମା କରିବା ଗୁଣକୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୭ ରେ ବିଶ୍ୱ କ୍ଷମା ଦିବସ ପାଳନ କରାଯାଇଥାଏ। କ୍ଷମା କରିବା ଦ୍ୱାରା ଶରୀରରେ ଆରୋଗ୍ୟ…
ଜଣେ ଜଣଙ୍କୁ ବର୍ଷାରୁ ବଞ୍ଚାଇବା ପାଇଁ କରୁଛନ୍ତି ଏପରି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଡରିକି ଦୌଡ଼ିଲା ସିମ୍ପାଞ୍ଜି, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଚେହେରା ନ ଦେଖାଇ ସୋସିଆଲ ମିଡିଆରେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଏହି ନର୍ସ, କାରଣ ଜାଣିଲେ…
ଆଜିର ଯୁଗରେ ଟଙ୍କା ରୋଜଗାର କରିବାର ଅନେକ ମାଧ୍ୟମ ରହିଛି। ସମୟ ଥିଲା ଯେତେବେଳେ ଲୋକମାନେ ଅର୍ଥ ରୋଜଗାର କରିବା ପାଇଁ ଦିନରାତି କଠିନ ପରିଶ୍ରମ କରୁଥିଲେ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଲୋକପ୍ରିୟତା ସହିତ ଲୋକେ ରାତାରାତି ପ୍ରସିଦ୍ଧ ହୋଇଯାଉଛନ୍ତି।…
ଦୁଇଟି ଗଛକୁ ଜଗିବା ପାଇଁ ୩ ସିକ୍ୟୁରିଟି ଗାର୍ଡ, ୬ କୁକୁର ନିୟୋଜିତ: କାରଣ ଜାଣିଲେ…
ଏବେ ଆମ୍ବ ସିଜିନ୍ ଚାଲିଛି। ବଜାରରେ ବିଭିନ୍ନ ପ୍ରକାରର ଆମ୍ବ ବିକ୍ରି ହେଉଛି। ଆମ୍ବ କିଲୋ ଅତିବେଶୀରେ ୧୫୦-୨୦୦ ଭିତରେ ରହିଥାଏ। କିନ୍ତୁ ଭାରତରେ ଏକ ଆମ୍ବ ବିକ୍ରି ହେଉଛି, ଯାହାର ଦାମ୍ କିଲୋ ୨.୭୦ ଲକ୍ଷ ଟଙ୍କା। ମଧ୍ୟପ୍ରଦେଶର ଜବଲପୁରରେ…
୨୭ ବର୍ଷ ଚାକିରି ଜୀବନରେ ଗୋଟିଏ ଛୁଟି ନେଇନାହାନ୍ତି ଏହି ବ୍ୟକ୍ତି: କମ୍ପାନୀ ଦେଲା ଉପହାର
ସାଧାରଣତଃ ଜଣେ ବ୍ୟକ୍ତି ଯଦି ନିଜ କାମ ପ୍ରତି ବିଶ୍ୱସ୍ତ ଥାନ୍ତି, ତେବେ ସେ ଛୁଟି ନେବା କଥା ଆଦୌ ଭାବନ୍ତି ନାହିଁ। ଯେଉଁ କାମ ପାଇଁ ସେ ଉତ୍ସର୍ଗୀକୃତ, ପ୍ରଥମେ ସେହି କାମ ପ୍ରତି ଧ୍ୟାନ ଦେଇଥାନ୍ତି। ଏମିତି ଜଣେ…
ମଣିଷରୁ ହଠାତ୍ କାର୍ ପାଲଟିଲେ ଜଣେ ବ୍ୟକ୍ତି, ଭିଡିଓ ଦେଖିଲେ…
ଆପଣ ନିଶ୍ଚିତ ଭାବରେ ବିଜ୍ଞାନର ଅନେକ ଫିଲ୍ମ ଦେଖିଥିବେ। ଯେଉଁଥିରେ ଜଣେ ମଣିଷ ରୋବଟ୍ ହୋଇଯାଏ। ଟ୍ରାନ୍ସଫର୍ମର୍ସ ଫିଲ୍ମ ଏହି ପ୍ରସଙ୍ଗରେ ବେଶ୍ ଜଣାଶୁଣା। ମାତ୍ର ଆପଣ ପ୍ରକୃତରେ ଏପରି ବ୍ୟକ୍ତିଙ୍କୁ ଦେଖିଛନ୍ତି କି, ଯିଏ ହଠାତ୍ କାର୍ରେ ପରିଣତ ହୋଇଯାଉଛନ୍ତି।…
କାଜୁ ଭଳି ଅଣ୍ଡା ଦେଉଛି କୁକୁଡ଼ା
ଅଣ୍ଡାର ଆକାର କେମିତି ସମସ୍ତେ ଜାଣନ୍ତି। ଏମିତି କି ଅଣ୍ଡାର ଆକାର ଅନୁସାରେ ହିଁ ଅଣ୍ଡାକୃତିର ନାମକରଣ ବି ହୋଇଛି। ହେଲେ ଏଇ କିଛିଦିନ ହେବ ଭିନ୍ନ ଏକ ଆକୃତିର ଅଣ୍ଡା ଦେଉଥିବା ଏକ କୁକୁଡ଼ା ବେଶ୍ ଚର୍ଚ୍ଚାରେ ଅଛି। କହିବାକୁ…
ଚିକିତ୍ସା ସୂତ୍ର
ଜଣେ ମହାତ୍ମା କହିଥିଲେ, ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇ ଲୋକେ କୋଟି ଜନ୍ମର ପାପରୁ ମୁକ୍ତି ପାଆନ୍ତି । ମୁଁ ଗାଲୁଆ ସେବେଠୁଁ ନିଜକୁ ବୁଝେଇଦେଲି ଯେହେତୁ ମୁଁ ପାପୀ ନୁହେଁ ସେଇଥିପାଇଁ ବୋଧେ ଠାକୁର ମୋତେ କେବେ ଭାବଡୋରି ପକେଇ ଭିଡ଼ନ୍ତି…
Archives


