ଫୁରସତ

ଜେବ୍ରାକୁ ଏମିତି ଗେଲ କରୁଛି ହାତୀଛୁଆ, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ମାତାପିତାଙ୍କୁ କାନ୍ଧରେ ଧରି କାଉଡି ଯାତ୍ରାରେ ବାହାରିଲେ ବୋହୂ-ପୁଅ

ଭାଗଲପୁର,୧୯।୭: ଶ୍ରାବଣ ମାସ ଆରମ୍ଭ ହେବା ମାତ୍ରେ ରାସ୍ତାରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳୁଛି। ଦୁଇ ବର୍ଷ ପରେ ଏଥର ମଧ୍ୟ ଝାଡଖଣ୍ଡର ଦେଓଘରରେ ବିଶ୍ୱ ପ୍ରସିଦ୍ଧ ଶ୍ରାବଣୀ ମେଳା ଆୟୋଜିତ ହୋଇଛି। ଏହି ମେଳାରେ ଯୋଗ ଦେବା ପାଇଁ ଅନେକ…

ବିପଦରେ ସବୁଜ ସାଗରୀୟ କଇଁଛ

ଟୋକିଓ: ଜାପାନର ସବୁଜ ସାଗରୀୟ କଇଁଛ ପ୍ରଜାତି ଏବେ ବିପଦରେ। ଜାପାନର ଏକ ଦ୍ୱୀପରେ ପାଖାପାଖି ୩୦ ଗୋଟି କଇଁଛଙ୍କ ମୃତଦେହ ମିଳିଛି। ମୃତ କଇଁଛଙ୍କ ମଧ୍ୟରୁ ଅଧିକାଂଶଙ୍କ ବେକକୁ ଧାରୁଆ ଅସ୍ତ୍ରରେ ଭୁସାଯାଇଥିବା ଦେଖିବାକୁ ମିଳିଛି। ତେବେ କିଛିଦିନ ପୂର୍ବେ…

ଦୌଡ଼ି ଦୌଡ଼ି ନଡ଼ିଆ ଗଛରେ ଚଢ଼ିଗଲେ ବ୍ୟକ୍ତି, ଭିଡିଓ ଦେଖିଲେ…

ଏକ ଗଛ ଉପରକୁ ଚଢ଼ିବା ଏବଂ ଫଳ ତୋଳିବା ଯେତିକି ସହଜ ମନେହୁଏ ବାସ୍ତବରେ ତାହା ସେତିକି ସହଜ ହୋଇ ନ ଥାଏ। ବିଶେଷକରି ନଡ଼ିଆ ଗଛ ଚଢ଼ିବା ଏତେ ସହଜ ନୁହେଁ। ଏହି ଗଛ ଉପରକୁ ଚଢ଼ିବାକୁ ହେଲେ ଶରୀର…

କୋଣାଦିତ୍ୟର କଳାକୃତି ପାଇଁ ଅଖଣ୍ଡ ଓଡ଼ିଶାର ଶିଳ୍ପୀ ସାମିଲ ଥିଲେ

କୋଣାର୍କରେ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣରେ ଅଖଣ୍ଡ ଓଡ଼ିଶାର ଅବଦାନ ଥିଲା। ଓଡ଼ିଶାରୁ ଅଲଗା କରାଯାଇ ଅନ୍ୟ ପ୍ରଦେଶରେ ଯେଉଁ ଅଞ୍ଚଳଗୁଡ଼ିକୁ ମିଶାଇ ଦିଆଯାଇଛି, ସେମାନଙ୍କର ବି ଅବଦାନ ଥିଲା। ଯେମିତି ଆନ୍ଧ୍ରପ୍ରଦେଶରେ ମିଶିଥିବା ଅଞ୍ଚଳର ରାଜା, ଖଣ୍ଡପାଳଗଡ଼ର ନାୟକମାନେ ନିର୍ବିକାର ଭାବରେ…

ଶାନ୍ତିଦୂତ ମଣ୍ଡେଲା

ନେଲ୍‌ସନ ମଣ୍ଡେଲା ଅନ୍ତର୍ଜାତୀୟ ଦିବସ ଅର୍ଥାତ୍‌ ମଣ୍ଡେଲା ଦିବସ ହେଉଛି ନେଲ୍‌ସନ ମଣ୍ଡେଲାଙ୍କ ସମ୍ମାନାର୍ଥେ ବାର୍ଷିକ ଅନ୍ତର୍ଜାତୀୟ ଦିନ, ଯାହା ପ୍ରତିବର୍ଷ ୧୮ ଜୁଲାଇ, ଶାନ୍ତିଦୂତ ମଣ୍ଡେଲାଙ୍କ ଜନ୍ମଦିନରେ ପାଳନ କରାଯାଇଥାଏ। ମିଳିତ ଜାତିସଂଘ ପକ୍ଷରୁ ନଭେମ୍ବର ୨୦୦୯ ମଣ୍ଡେଲାଙ୍କ ୯୧ତମ…

ଜୋମାଟୋ-ସ୍ବିଗୀ ଡେଲିଭରୀ ବୟଙ୍କ ବନ୍ଧୁତା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ,୧୭।୭ : ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜୋମାଟୋ-ସ୍ବିଗୀ ଡେଲିଭରୀ ବୟଙ୍କ ବନ୍ଧୁତା ଦେଖିବାକୁ ମିଳୁଛି। ୮ ସେକେଣ୍ଡର ଏହି ଭିଡ଼ିଓରେ ସ୍ବିଗୀ ଡେଲିଭରୀ ବୟ ଜୋମାଟୋ କମ୍ପାନୀର ବୟଙ୍କୁ ସାହାଯ୍ୟ କରୁଥିବା ଦେଖାଯାଉଛି।…

ହାଫ୍‌ ହ୍ବିଲ ବାଇସାଇକେଲ

ସାଇକେଲ ଗଡ଼େ ତା’ର ଦୁଇ ଗୋଲାକାର ଚକ ସାହାଯ୍ୟରେ। ଏମିତିକି ଯେକୌଣସି ବାହନ ହେଉ ପଛେ ତାହା ଗୋଲାକାର ଚକ ସାହାଯ୍ୟରେ ହିଁ ଚାଲେ। ଚକର ଗୋଲ ଆକାର ବାହନକୁ ଗଡ଼ିବାରେ ସାହାଯ୍ୟ କରେ। ହେଲେ ସେର୍ଗି ଗୋର୍ଡିଭ୍‌ ନାମକ ଜଣେ…

ପ୍ୟାନ୍‌ କେକ୍‌ ଆର୍ଟ

ଖାଦ୍ୟ ଓ ଚିତ୍ରକଳାର ଏକ ସୁନ୍ଦର ମିଶ୍ରଣ ହେଉଛି ପ୍ୟାନ୍‌ କେକ୍‌ ଆର୍ଟ। ଆଉ ଏହି କଳାରେ ଅଷ୍ଟ୍ରେଲିଆ, ମେଲବୋର୍ନସ୍ଥ ଏକ ବାପପୁଅ ଯୋଡ଼ି ବେଶ୍‌ ଧୁରୀଣ। ସେମାନେ ଗରମ ତାଓ୍ବା ଉପରେ ପ୍ୟାନ୍‌ କେକ୍‌ର ଏତେ ଚମତ୍କାର ଆର୍ଟ ତିଆରି…

ଜାଣନ୍ତି କି ମୋବାଇଲରେ କାହିଁକି ରହିଥାଏ ଏତେ ଛିଦ୍ର

ଆଜିର ସମୟରେ ମୋବାଇଲ ଯେମିତି ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଲଟିଛି। ଧନୀଠାରୁ ଆରମ୍ଭ କରି ମଧ୍ୟବିତ୍ତ, ଗରିବ ସମସ୍ତେ ଏହାକୁ ବ୍ୟବହାର କରୁଛନ୍ତି। ଏବେ ସ୍ମାର୍ଟଫୋନର କ୍ରେଜ ବଢ଼ିବା ସହିତ ଟେକ୍ନୋଲୋଜି ମଧ୍ୟ ବଦଳୁଛି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନିର୍ମାତାମାନେ ଫୋନ୍‌ରେ…

ବଡ଼ ପଗଡ଼ି

ରାଜସ୍ଥାନ, ବିକାନେର୍‌ର ଯୁବକ ପବନ ବ୍ୟାସ ସବୁଠାରୁ ବଡ଼ ପଗଡ଼ି ବାନ୍ଧିବାରେ ରେକର୍ଡ କରିଛନ୍ତି। ୧୦୮ ପ୍ରକାର ପଗଡ଼ି ବାନ୍ଧିବାରେ ଧୁରନ୍ଧର ପବନ ୧୫୬୯ ଫୁଟ୍‌ ଲମ୍ବର ପଗଡ଼ିକୁ ବିନା ହେୟାର ପିନ୍‌ ଓ ଅଠାର ସାହାଯ୍ୟ ନେଇ ମୁଣ୍ଡରେ ବିରାଟକାୟ…

ଭାବରେ ଭାବରେ ପୁରୀ

ଆଦ୍ୟ କଲେଜ ସମୟର କଥା। ଆମେ କିଛି ଭକ୍ତ ଚାହିଁଲୁ ବୋଲବମ୍‌ରେ ଯାଇ ବାବା ଲୋକନାଥଙ୍କ ପୀଠରେ ପାଣି ଢାଳିବୁ। ଆମ ଭିତରେ ଥାଏ ଅସମ୍ଭବ ଭକ୍ତି ଓ ବାବାଙ୍କୁ ଦର୍ଶନ କରିବାର ଅପୂର୍ବ ଉତ୍ସାହ। ଗଡ଼ଗଡ଼ିଆ ଘାଟରେ ସେତେବେଳେ ବସୁଥିଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri