ଫୁରସତ

ଶରୀର କାର୍ଟୁନମୟ

କୁହାଯାଏ ଯଦି କୌଣସି ଜିନିଷକୁ ଭଲ ପାଉଛ ତ ପୁରା ହୃଦୟର ସହ ଭଲ ପାଅ। ବୋଧହୁଏ ଏଇ କଥାକୁ କାନାଡାର ଜଣେ ବ୍ୟକ୍ତି ବେଶ୍‌ ଗୁରୁତ୍ୱର ସହ ନେଇଯାଇଛନ୍ତି। ସେଥିପାଇଁ ତ ପିଲାଦିନୁ କମିକ୍ସ ପ୍ରତି ଥିବା ତାଙ୍କର ଭଲ…

ଧାନକ୍ଷେତରେ କଳାକୃତୀ

କଳାକାରକୁ ନିଜ ପ୍ରତିଭାର ପରିପ୍ରକାଶ ପାଇଁ କେବଳ କାନ୍‌ଭାସ୍‌ କି ରଙ୍ଗ ତୂଳୀର ଆବଶ୍ୟକତା ପଡେନା। ନିଜ କଳାର ପ୍ରଦର୍ଶନ ପାଇଁ ସେ ଯେକୌଣସି ମାଧ୍ୟମକୁ ବି ଆପଣେଇପାରେ। ଯାହାର ପ୍ରମାଣ ଜାପାନର ଧାନ କ୍ଷେତକୁ ଦେଖିଲେ ମିଳିଯାଏ। ଏଠାକାର କିଛି…

(ଅ )ମଣିଷ ମର୍ଦ୍ଧିନୀ

ନା’ ଆଉ ଚଳିବନି ସେ ପୁରୁଣାକାଳିଆ ନିଶୁଆ ଜେଜେଙ୍କ ତଡାଧରା ନିଶାପ। ଏବେ ନୂତନପିଢ଼ିଙ୍କ ନୂଆ ଜମାନା l ଏଣିକି ପୁରୁଣା କମିଟି ଭଙ୍ଗାଯାଉ.. ନୂଆକମିଟି ଗଠନହେଉ l ନିଶୁଆଙ୍କ ତଡା ପଛକୁଯାଉ l ଏହା ଆମ ଯୁବ ସଙ୍ଘର ନିଷ୍ପତ୍ତି…

ସ୍କେଟିଂ କରୁଛି ଶୁଆ

ସ୍କେଟିଂ କରିବା ଆଦୌ ସହଜ କଥା ନୁହେଁ। ଖାଲ ଢିପ ରାସ୍ତା ସହ ଉଚ୍ଚା ନିଚ୍ଚା ର଼୍ୟାମ୍ପରେ ସ୍କେଟିଂ କରିବାବେଳେ ନିଜ ଭାରସାମ୍ୟ ରକ୍ଷା କରିବା ଜରୁରୀ ହୋଇଥାଏ। ଟିକେ ଏପଟ ସେପଟ ହେଲେ ଦୁର୍ଘଟଣା ହେବା ସୁନଶ୍ଚିତ। ଏହାକୁ କରିବା…

ଧୁନୁଚି ନୃତ୍ୟ

ସାରା ଦେଶରେ ଦଶହରା ବେଶ୍‌ ଧୁମ୍‌ଧାମ୍‌ରେ ପାଳିତ ହେଉଥିଲେ ହେଁ, ପଶ୍ଚିମବଙ୍ଗର ଏହା ମୁଖ୍ୟ ପର୍ବ। ଏଠାରେ ମା’ ଦୁର୍ଗାଙ୍କର ବହୁ ପୁରାତନ ପରମ୍ପରା ଦେଖିବାକୁ ମିଳେ। ସେଥିମଧ୍ୟରୁ ଗୋଟିଏ ହେଉଛି ଧୁନୁଚି ନୃତ୍ୟ। ଦୁର୍ଗା ପୂଜା ପଣ୍ଡାଲରେ ହେଉଥିବା ଏହି…

କନକ ଦୁର୍ଗା ମନ୍ଦିର

ମା’ କନକ ଦୁର୍ଗାଙ୍କୁ ସମର୍ପିତ ଏହି ମନ୍ଦିରଟି ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡ଼ାଠାରେ ଅବସ୍ଥିତ। ପ୍ରାକୃତିକ ବୈଭବଭରା ଉକ୍ତ ମନ୍ଦିରଟିର ଆଧ୍ୟାତ୍ମିକ ପରିବେଶ ଭକ୍ତଗଣଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଏଠାରେ ପୂଜା ପାଉଥିବା ମା’ କନକ ଦୁର୍ଗା ପ୍ରତ୍ୟକ୍ଷ ଠାକୁରାଣୀ। ସେଥିପାଇଁ ଦେଶବିଦେଶରୁ ଭକ୍ତଗଣ…

ଗୋଟିଏ ମିନିଟ୍‌ରେ ମୁଣ୍ଡରେ ୪୨ ନଡ଼ିଆ ଫଟାଇଲେ ବ୍ୟକ୍ତି

ଜଣେ ବ୍ୟକ୍ତି ଚାହିଁଲେ କିଛି ବି କରିପାରିବ। କିଛି ନୂଆ କରିବାର ଉତ୍ସାହ ଜଣେ ବ୍ୟକ୍ତିଙ୍କୁ ସଫଳତାର ଶୀର୍ଷକୁ ନେଇଯାଏ। ଏବେ ଭାରତର କେ.ଭି ସାଇଦାଲଭି ଏମିତି ଜଣେ ବ୍ୟକ୍ତି ଯିଏ କ୍ରମାଗତ ଭାବରେ କିଛି ନୂଆ କରି ରେକର୍ଡ କରନ୍ତି।…

ପରିବର୍ତ୍ତନର ବାର୍ତ୍ତା ଦିଏ ସାହିତ୍ୟ

ଦୀର୍ଘ ୫ ଦଶନ୍ଧି ଧରି ତାଙ୍କର ସାଧନା ଜାରି ରହିଛି। ସାହିତ୍ୟର ବିଭିନ୍ନ ଦିଗରେ ସେ କଲମ ଚାଳନା କରି ରଚନା କରିଛନ୍ତି ଶତାଧିକ ପୁସ୍ତକ। ଏକାଧାରାରେ ସେ ଜଣେ ଗୀତିକବି, ଗାଳ୍ପିକ, ଶିଶୁ ସାହିତି୍ୟକ, ନାଟ୍ୟକାର, ନିର୍ଦ୍ଦେଶକ, ଆକାଶବାଣୀର ସ୍ବୀକୃତିପ୍ରାପ୍ତ…

ଓଜନ ବଢ଼ୁଥିଲେ…

ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ ଅନେକଙ୍କଠାରେ ମେଦ ବହୁଳତାର କାରଣ ସାଜୁଛି। ବ୍ୟାୟାମ ନ କରି ଅଳ୍ପ ପରିଶ୍ରମ କରିବା ସହ ଉଚ୍ଚ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇବା, ମୃଦୁ ପାନୀୟ ପିଇବା ଦ୍ୱାରା ମେଦ ବୃଦ୍ଧି ହେଉଛି। ଆଉ ଏହି ମେଦ ବୃଦ୍ଧି…

ମା’ଙ୍କ ପୂଜାରେ ସମର୍ପିତ ମୁସଲମାନ, ଖ୍ରୀଷ୍ଟିଆନ୍‌: କିଏ ମେଢ଼ ତିଆରି କରୁଛନ୍ତି ତ କିଏ…

ମା’ କେବଳ ମା’। ସେ ସନ୍ତାନର ଲାଳନପାଳନ କରନ୍ତି, ତା’ର ମଙ୍ଗଳ କାମନା କରନ୍ତି। ସଂହାର କରନ୍ତି ତ କେବଳ ଦୁଷ୍ଟ ଶକ୍ତିର। ବିନାଶ କରନ୍ତି ତ କେବଳ ପୈଶାଚିକ ପ୍ରବୃତ୍ତିର। ମା’ ସେ ଜଗଜ୍ଜନନୀ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ…

ଅଭୁଲା ଦଶହରା

ଆସିଛି ପାର୍ବଣର ଋତୁ। ମା’ଙ୍କ ଆଗମନରେ ଗାଁଠୁ ସହର ଉତ୍ସବମୁଖର। ସଭିଙ୍କ ମନରେ ଖେଳିଯାଇଛି ଅପୂର୍ବ ଆନନ୍ଦ। ତେବେ ଏମିତିରେ କେବେକେବେ ମନେପଡ଼ିଯାଏ ପିଲାଦିନ ଦଶହରା କଥା । ଯାହାକି ଏବେବି ଅଭୁଲା ଅନୁଭୂତି ହୋଇ ରହିଛି ମନ ଭିତରେ… ଭସାଣିରେ…

ଗାନ୍ଧିଜୀଙ୍କ ପ୍ରିୟ ଖାଦ୍ୟ

ଜାତିର ପିତା ମହାତ୍ମା ଗାନ୍ଧୀ। ସେ ଚିର ନମସ୍ୟ। ସମୟ ସିନା ବଦଳୁଥିବ, ହେଲେ ବଦଳିବ ନାହିଁ ତାଙ୍କ ପାଇଁ ସମସ୍ତଙ୍କ ମନରେ ଥିବା ଭଲ ପାଇବା। ତେବେ ତାଙ୍କର କେବଳ ନୀତି, ଆଦର୍ଶ ନୁହେଁ ତାଙ୍କ ଖାଦ୍ୟାଭ୍ୟାସ ବି ଥିଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri