ଫୁରସତ

ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଆସିଥିଲା କଲ୍‌, ଘଟଣାସ୍ଥଳରେ ପହଞ୍ଚି ଯାହା ଦେଖିଲେ ପାଦତଳୁ ଖସିଗଲା ମାଟି

ମାଲେସିଆରୁ ଏକ ଭାବପ୍ରବଣ ଖବର ଆସିଛି। ସଡ଼କ ଦୁର୍ଘଟଣା ପରେ ତୁରନ୍ତ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ କୁହାଯାଇଥିଲା। କିନ୍ତୁ ଡ୍ରାଇଭର ଜଣକ ସେଠାରେ ପହଞ୍ଚିବା ପରେ ଯାହା ଦେଖିଲେ ତାଙ୍କ ପାଦତଳୁ ମାଟି ଖସିଗଲା। ପ୍ରକୃତରେ ଏହି ଦୁର୍ଘଟଣାରେ ତାଙ୍କ…

୨୦୦୦ ବର୍ଷର କାଂସ୍ୟ ପ୍ରତିମୂର୍ତ୍ତି

ରୋମ୍‌: ଇଟାଲୀର ସାନ୍‌ କାସିଆନୋ ଦେଇ ଗାଭନିରୁ ୨, ୦୦୦ ବର୍ଷ ପୁରୁଣା କାଂସ୍ୟ ପ୍ରତିମୂର୍ତ୍ତି ଠାବ କରିଛନ୍ତି ଇଟାଲୀୟ ପ୍ରତ୍ନତତ୍ତ୍ୱବିତ୍‌। ମୂର୍ତ୍ତି ସାଙ୍ଗକୁ ପାଖାପାଖି ୫୦୦୦ ସୁନା ,ରୁପା ଓ କଂସା ମୁଦ୍ରା ମଧ୍ୟ ଉକ୍ତ ସ୍ଥାନରୁ ମିଳିଛି। ମୂର୍ତ୍ତିସବୁକୁ…

ଏଲିଜାବେଥ୍‌ଙ୍କ ଷ୍ଟାଚ୍ୟୁ ଅନାବରଣ

ଲଣ୍ଡନ: ବ୍ରିଟେନ୍‌ କିଙ୍ଗ୍‌ ଚାର୍ଲସ୍‌ ତୃତୀୟ ଇଂଲଣ୍ଡରେ ତିଆରି ହୋଇଥିବା ଦିବଂଗତ ମହାରାଣୀ ଏଲିଜାବେଥ୍‌ଙ୍କ ମୂର୍ତ୍ତି ଅନାବରଣ କରିଛନ୍ତି। ସେପ୍ଟେମ୍ବର ୮ରେ ମହାରାଣୀଙ୍କ ମୃତ୍ୟୁ ପରେ ଏହା ହେଉଛି ଏଲିଜାବେଥ୍‌ଙ୍କ ପ୍ରଥମ ପ୍ରତିମୂର୍ତ୍ତି। ଏହାର ଉଚ୍ଚତା ୬ ଫୁଟ୍‌ ୭ ଇଞ୍ଚ…

ନିମୋନିଆ ବିରୋଧରେ ସଂଗ୍ରାମ

ନିମୋନିଆ ମୁକାବିଲା ପାଇଁ ସଚେତନତା ସୃଷ୍ଟି ଲାଗି ବିଶ୍ୱ ନିମୋନିଆ ଦିବସ ପ୍ରତିବର୍ଷ ୧୨ ନଭେମ୍ବରରେ ପାଳିତ ହୋଇଥାଏ। ଶିଶୁମାନଙ୍କର ସୁରକ୍ଷାକୁ ପ୍ରତିପାଦିତ କରୁଥିବା ୧୦୦ ରୁ ଅଧିକ ସଂଗଠନ ୧୨ ନଭେମ୍ବର ୨୦୦୯ ରେ ପ୍ରଥମ ବିଶ୍ୱ ନିମୋନିଆ ଦିବସ…

ଯୁବକଙ୍କ ହେୟାର ଷ୍ଟାଇଲ ଦେଖି ମାଙ୍କଡ଼ ବେହୋସ, ଭିଡିଓ ଦେଖିଲେ…

ପଶୁମାନଙ୍କ ମଧ୍ୟରେ ମାଙ୍କଡ଼ର କାର୍ଯ୍ୟ ମଣିଷମାନଙ୍କ କାର୍ଯ୍ୟ ସହିତ ସମାନ ହୋଇଥାଏ। ଯେତେବେଳେ ସେମାନଙ୍କର ମଜାଳିଆ କାର୍ଯ୍ୟକଳାପ ସହିତ ଜଡ଼ିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ, ଲୋକେ ହସି ହସି ଗଡ଼ନ୍ତି। ଏବେ ସେମିତି ଏକ ଭିଡିଓ ଲୋକଙ୍କ ମନୋରଞ୍ଜନ…

ଏମିତି ବେଳାଭୂମି, ଯେଉଁଠି ବିନା ପୋଷାକରେ ଭ୍ରମଣକୁ ରହିଛି ଅନୁମତି

ଭାରତୀୟ ନିୟମ ଅନୁଯାୟୀ, ସର୍ବସାଧାରଣ ସ୍ଥାନରେ ନଗ୍ନତାକୁ ଅନୁମତି ଦିଆଯାଇନାହିଁ। ମାତ୍ର ଏମିତି କିଛି ଦେଶ ରହିଛି, ଯେଉଁଠି ନଗ୍ନତାକୁ ମଧ୍ୟ ଅନୁମତି ଦିଆଯାଇଛି। ଫ୍ଲୋରିଡ଼ାରେ ରହିଛି ଏମିତି ଏକ ନ୍ୟୁଡ୍‌ ବିଚ୍‌ ବା ନଗ୍ନ ବେଳାଭୂମି। ଏଠାରେ ଆପଣ ନିଜ ସେଲ୍‌ଫି…

ପ୍ରାଚୀନ ସୁଡ଼ଙ୍ଗର ସନ୍ଧାନ

କାଇରୋ: ଇଜିପ୍ଟରେ ଏକ ପ୍ରାଚୀନ କାଳର ମାଗ୍ରା ମନ୍ଦିର ପାଖରେ ଏକ ସୁଡଙ୍ଗ ମିଳିଥିବା ଜଣାପଡିଛି। ଏହି ସୁଡଙ୍ଗ ଇଜିପ୍ଟର ରାଣୀ କ୍ଲିଓପାଟ୍ରାଙ୍କ ସମାଧି ପାଖରେ ପହଞ୍ଚିଥିବା ଅନୁମାନ କରାଯାଉଛି। ତେବେ ଏହି ସୁଡଙ୍ଗର ଉଚ୍ଚତା ୬ ଫୁଟ୍‌ ରହିଥିବାବେଳେ ଲମ୍ବା…

୨୬ ଗର୍ଭପାତ ପରେ ମା’ ହେଲେ

ବେଜିଂ: ପ୍ରତ୍ୟେକ ମହିଳା ମା’ ହେବାର ସ୍ବପ୍ନ ଦେଖିଥାନ୍ତି। ତେବେ ଅନେକ ସମୟରେ କୌଣସି କାରଣରୁ ମହିଳାଙ୍କ ଗର୍ଭପାତ ହୋଇଥାଏ। ଏପରି ଏକ ଘଟଣା ଚାଇନାର ଜଣେ ମହିଳାଙ୍କ କ୍ଷେତ୍ରରେ ଘଟିଛି। ଏକ ରିପୋର୍ଟ ମୁତାବକ ମହିଳାଙ୍କ ୨୬ଥର ଗର୍ଭପାତ ପରେ…

ଛେଳି ଛୁଆଙ୍କ ଜନ୍ମଦିନରେ କେକ୍‌ କାଟିଲେ, ଡିଜେ ବଜାଇ ନାଚିଲେ…

ମଣିଷ ଛୁଆ ପରି ଛେଳି ଛୁଆଙ୍କ ଜନ୍ମଦିନରେ କଟାଗଲା କେକ୍‌। ଡିଜେର ତାଳେତାଳେ ନାଚିଲେ, ସୁସ୍ବାଦୁ ଭୋଜିରେ ଆପ୍ୟାୟିତ ହେଲେ ବନ୍ଧୁ ପରିଜନ। ଉତ୍ତରପ୍ରଦେଶର ବାନ୍ଦା ଜିଲାରେ ଏଭଳି ଏକ ଅଜବଗଜବ ଘଟଣା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏହି ଜନ୍ମଦିନ…

କୁର୍‌କୁରେ ଖାଉଛି ଗୁଣ୍ଡୁଚିମୂଷା ,ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହେବାରେ ଲାଗିଥାଏ। ଠିକ୍‌ ସେପରି ଏକ ଭିଡିଓ ଶୋସିଆଲ ମିଡିଆରେ ଶେୟାର ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ବାହାରେ ବସି କୁର୍‌କୁରେ ଖାଉଥିଲେ।…

ଭଗବାନ କୃଷ୍ଣଙ୍କ ସହ ଝିଅକୁ ବିବାହ କରାଇଲେ ଏହି ବ୍ୟକ୍ତି: କାରଣ ଜାଣିଲେ କରିବେ ବାଃ ବାଃ

ଗ୍ବାଲିଅର,୧୦।୧୧: ନିକଟରେ ମଧ୍ୟପ୍ରଦେଶର ଗ୍ବାଲିଅର୍‌ ସହରରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ଏଠାରେ ଜଣେ ବ୍ୟକ୍ତି ନିଜ ଝିଅ ବିବାହ କୌଣସି ସାଧାରଣ ଯୁବକଙ୍କ ସହ ନୁହେଁ ବରଂ ଭଗବାନ କୃଷ୍ଣଙ୍କ ସହ କରାଛନ୍ତି। ଗ୍ବାଲିଅର ଜିଲାର ମୋହାନାର ବାସିନ୍ଦା…

ସବୁଠୁ ରାଗ ଲଙ୍କା ଖାଇ ବିଶ୍ୱ ରେକର୍ଡ କଲେ ଏହି ବ୍ୟକ୍ତି, ୩୩ ସେକେଣ୍ଡରେ ଖାଇଲେ ୧୦ ଲଙ୍କା

ଆଜି ପର୍ଯ୍ୟନ୍ତ ଆପଣ ନିଶ୍ଚିତ ଭାବରେ ଅନେକ ଉପାୟରେ ବିଶ୍ୱ ରେକର୍ଡ ବିଷୟରେ ଶୁଣିଥିବେ ଏବଂ ପଢ଼ିଥିବେ। ଯେଉଁଥିପାଇଁ ଲୋକମାନେ ବର୍ଷବର୍ଷ ଧରି କଠିନ ପରିଶ୍ରମ କରିଥାନ୍ତି। କିନ୍ତୁ ନିକଟରେ ଏପରି ଏକ ରେକର୍ଡ କରାଯାଇଛି ଯାହା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri