Advertisement
Posted inଫୁରସତ

ଏଲିଜାବେଥ୍‌ଙ୍କ ଷ୍ଟାଚ୍ୟୁ ଅନାବରଣ

ଲଣ୍ଡନ: ବ୍ରିଟେନ୍‌ କିଙ୍ଗ୍‌ ଚାର୍ଲସ୍‌ ତୃତୀୟ ଇଂଲଣ୍ଡରେ ତିଆରି ହୋଇଥିବା ଦିବଂଗତ ମହାରାଣୀ ଏଲିଜାବେଥ୍‌ଙ୍କ ମୂର୍ତ୍ତି ଅନାବରଣ କରିଛନ୍ତି। ସେପ୍ଟେମ୍ବର ୮ରେ ମହାରାଣୀଙ୍କ ମୃତ୍ୟୁ ପରେ ଏହା ହେଉଛି ଏଲିଜାବେଥ୍‌ଙ୍କ ପ୍ରଥମ ପ୍ରତିମୂର୍ତ୍ତି। ଏହାର ଉଚ୍ଚତା ୬ ଫୁଟ୍‌ ୭ ଇଞ୍ଚ ରହିଥିବାବେଳେ ଅଗଷ୍ଟମାସରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଥିଲା। ବ୍ରିଟେନ୍‌ରେ ମହାରାଣୀଙ୍କ ଶାସକନାଳକୁ ୭୦ ବର୍ଷ ପୂରିଯାଇଥିବା ଅବସରରେ ପ୍ଲାଟିନମ୍‌ ଜୁବିଲି ପାଳନ କରାଯାଇଥିଲା। ଏ ନେଇ ମହାରାଣୀଙ୍କ ମୂର୍ତ୍ତି ତିଆରି କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ଫ୍ରେଞ୍ଚ୍‌ ଲେପିନ ଲାଇମ୍‌ଷ୍ଟୋନରେ ଏହି ଷ୍ଟାଚ୍ୟୁ ତିଆରି କରାଯାଇଛି। ଏହାର ଓଜନ ପାଖାପାଖି ୨ ଟନ୍‌ ହେବ। ମୂର୍ତ୍ତିରେ ଏଲିଜାବେଥ୍‌ ରାଜକୀୟ ବାଡ଼ି ଧରିଥିବାର ଦେଖିବାକୁ ମିଳିଛି। ରୋଚକ କଥା ମହାରାଣୀ ନିଜେ ଏହି ଷ୍ଟାଚ୍ୟୁର ଡିଜାଇନ୍‌ ବାଛିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତାରଣା କରିଥିବା କହି, ପ୍ରେମିକାଙ୍କୁ ମଝି ରାସ୍ତାରେ ନିସ୍ତୁକ ପିଟିଲେ ପ୍ରେମିକ

ପ୍ରତାରଣା କରିଥିବା ଅଭିଯୋଗରେ ପ୍ରେମିକାଙ୍କୁ ରାସ୍ତା ମଝିରେ ମାଡ଼ ମାରିଛନ୍ତି ପ୍ରେମିକ। ଏହି ଘଟଣା ସୋସିଆଲ ମିଡିଆରେ ଏବେ ଭାଇରାଲ୍‌ ହେବାରେ ଲାଗିଛି। ପ୍ରେମିକା ହେଲେ...

ମେଟାଭର୍ସରେ ବିବାହ ଭୋଜି, ଭାଗ ନେଲେ ୬ ହଜାର ଅତିଥି

ଚେନ୍ନାଇ,୯।୨: ଭାରତରେ ପ୍ରଥମ ମେଟାଭର୍ସ ବିବାହ ଭୋଜିର ଆୟୋଜନ ହୋଇଛି। କରୋନା ମହାମାରୀ ମଧ୍ୟରେ ବିବାହ କରିଥିବା ଚେନ୍ନାଇର ୨୫ ବର୍ଷୀୟ ଦୀନେଶ ଏସପି ଏବଂ...

ଏଠି ଗାଈ-ବଦଳଙ୍କର ହେଉଛି ଆଧାର କାର୍ଡ !

ହାଥସର,୫।୬: ଉତ୍ତରପ୍ରଦେଶର ହାଥସରରେ ଗାଈ, ବଦଳ ଆଦିଙ୍କୁ ବିଭିନ୍ନ ରୋଗ ଦାଉରୁ ରକ୍ଷା କରିବା ପାଇଁ ଟ୍ୟାଗିଙ୍ଗ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି ଆଧାରରେ ଏବେ...

ରାସ୍ତାରେ ଏହାକୁ ଦେଖି ପୁଅର ହାତ ଛାଡି ଦୌଡିଲା ଝିଅ, ଆଉ ତା’ ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ଶ୍ୟାମ ପ୍ରକାଶଙ୍କ ନିଆରା ରୁଚି

ଶ୍ୟାମ ପ୍ରକାଶ ସେନାପତି। ଜନ୍ମ ୭ ଜୁଲାଇ ୧୯୭୦ମସିହାରେ। ପିତା-ଡାକ୍ତର ବଂଶୀଧର ସେନାପତି, ମା’ ବିଷ୍ଣୁପ୍ରିୟା ସେନାପତି, ଘର ପୁରୀ ବଡ଼ଦାଣ୍ଡ ସେନାପତି ଭବନ। ସ୍କୁଲ...

ଏମିତି ଏକ ସ୍ମୁଲ, ଯେଉଁଠି ପାଠପଢା ସହ କରାଯାଏ ବିବାହ

ଭାରତରେ ରହିଛି ଏମିତି ଏକ ନିଆରା ସ୍କୁଲ୍‌, ଯେଉଁଠି ପାଠ ପଢ଼ାଯିବା ସହ ଝିଅଙ୍କ ବିବାହ ମଧ୍ୟ କରାଯାଇଥାଏ। ଗୁଜରାଟର ଅହମ୍ମଦାବାଦରେ ସ୍ଥିତ ଏହି ସ୍କୁଲ୍‌ର...

ଛେଳି ସହ ସେଲଫି ନେଉଥିଲେ ଯୁବତୀ: ତା ପରେ ଘଟିଲା ଏମିତି…

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ଯୁବତୀ ଏକ ଛେଳି ସହ ସେଲଫି ଉଠାଉ ଥିଲାବେଳେ ଛେଳିଟି ତାଙ୍କୁ ପଛ...

୯୨ ବର୍ଷରେ ଅଙ୍ଗଦାନ

ନୂଆଦିଲ୍ଲୀ, ୧୧।୧: ବ୍ରେନ୍‌ ଡେଡ୍‌ ଘୋଷିତ ହୋଇଥିବା ଜଣେ ୯୨ ବର୍ଷୀୟ ବୃଦ୍ଧ ମୃତ୍ୟୁ ପୂର୍ବରୁ ନିଜର ଲିଭର ଓ କିଡ୍‌ନୀ ଦାନ କରି ଜଣେ...

Advertisement
Archives

Model This Week