Posted inଫୁରସତ

ଦମ୍ପତିଙ୍କ ଚୁମ୍ବନ ବେଳର ଏମ୍‌ଆର୍‌ଆଇ

ଆମ୍‌ଷ୍ଟରଡ୍ୟାମ୍‌: ନିକଟରେ ଏକ ଆମ୍‌ଆର୍‌ଆଇ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ଦମ୍ପତିଙ୍କୁ ଏମ୍‌ଆର୍‌ଆଇରେ ଚୁମ୍ବନ କରୁଥିବା ଦେଖିବାକୁ ମିଳିଛି। ଚୁମ୍ବନ ସମୟରେ ଏମ୍‌ଆର୍‌ଆଇ ରିପୋର୍ଯରେ କ’ଣ ପରିବର୍ତ୍ତନ ହେଉଛି ତାହା ଜାଣିବା ପାଇଁ ୧୯୯୧-୧୯୯୯ରେ ଭିରିଜେ ୟୁନିଭର୍ସିଟି, ଆମଷ୍ଟରଡ୍ୟାମ ଏକ ଏକ୍ସପେରିମେଣ୍ଟ କରିଥିଲା। ୧୯୯୯ରେ ମେଡିକାଲ ଜର୍ନାଲର ରିପୋର୍ଟ ଜାରି ହୋଇଥିଲା। ଏହି ଏକ୍ସପେରିମେଣ୍ଟରେ ଅନେକ ଦମ୍ପତି ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ସବୁଠୁ ବଡ଼ ଲୁଣ ମରୁଭୂମି

ସାଧାରଣତଃ ମରୁଭୂମି କହିଲେ ବିସ୍ତୀର୍ଣ୍ଣ ବାଲି, ବିଭିନ୍ନ ପ୍ରକାର କଣ୍ଟାଗଛ ଏବଂ ଓଟ ବାସ କରୁଥିବା ସ୍ଥାନକୁ ବୁଝାଇଥାଏ। ମାତ୍ର ଭାରତରେ ଏମିତି ଏକ ମରୁଭୂମି...

ଏକଦା ରାଜୀବ ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ ଥିଲେ ଅମିତାଭ; ସୋନିଆଙ୍କୁ ବିବାହରେ କରିଥିଲେ ସହାୟତା; ହେଲେ ଏପରି ହୋଇଥିଲା ମତଭେଦ

ବମ୍ବେ: ଆଜି ଅର୍ଥାତ ଅକ୍ଟୋବର ୧୧,୨୦୨୨ରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ୮୦ ବର୍ଷ ବୟସରେ ପାଦ ଥାପିଛନ୍ତି। ରୁପେଲି ପରଦାରେ ନିଜର ଅଭିନୟ ଶୈଳୀ...

ଚଳନ୍ତା କାର୍‌ରୁ ବାହାରି ମଦ ପିଇଲେ ଦୁଇ ଯୁବକ, ଷ୍ଟଣ୍ଟ୍‌ ଦେଖି ଲୋକେ କହିଲେ…

ସୋସିଆଲ ମିଡିଆରେ ଦୁଇ ଯୁବକ ଚଳନ୍ତା କାର୍‌ରେ ଠିଆ ହୋଇ ମଦ ପିଉଥିବା ଦୃଶ୍ୟ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ମୁମ୍ବାଇ ରାସ୍ତାରେ ୩ ଜଣ...

ଗାଁ ରାସ୍ତାରେ ବହିଲା ରକ୍ତର ନଦୀ !

ଜାକର୍ତ୍ତା,୭।୨: ଏବେ ସୋସିଆଲ୍‌ ମିଡ଼ିଆରେ ଇଣ୍ଡୋନେସିଆର ଏକ ଗାଁର ଫଟୋ ଏବଂ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଗାଁ ରାସ୍ତାରେ ରକ୍ତ ଭଳି ଲାଲ୍‌ ରଙ୍ଗର...

୯ ସନ୍ତାନଙ୍କୁ ଏକାସଙ୍ଗେ ଜନ୍ମଦେଲେ ମହିଳା…

ବାମାକୋ,୫।୫: ଗୋଟିଏ ନୁହେଁ ଦୁଇଟି ନୁହେଁ, ଏକାସଙ୍ଗେ ୯ଜଣ ସନ୍ତାନଙ୍କୁ ଜଣେ ମହିଳା ଜନ୍ମ ଦେଇଛନ୍ତି। ଆଫ୍ରିକାର ମାଲିରେ ଏଭଳି ଘଟିଛି। ୨୫ ବର୍ଷ ବୟସ୍କା...

ଏମିତି ଦେଶ, ଯେଉଁଠି କୁହୁଡ଼ି ପଡ଼ିଲେ ଲୋକେ ହୁଅନ୍ତି ଖୁସି

ପ୍ରକୃତି ଆମ ପୃଥିବୀକୁ ଅନେକ ଜିନିଷ ଦେଇଛି। ଗଛ,ପତ୍ର, ଫୁଲ ଏବଂ ଫଳ ସବୁ କିଛି ଦେଇଛି ପ୍ରକୃତି। କେଉଁଠି ନଦୀ ପ୍ରବାହିତ ହେଉଛି ତ...

ଆଖି ନ ଥାଇ ଏଭରେଷ୍ଟ ଚଢ଼ିଲେ

ଚାଇନାର ଜଣେ ପର୍ବତାରୋହଣକାରୀ ବିନା ଦୃଷ୍ଟିଶକ୍ତିରେ ବିଶ୍ୱର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭରେଷ୍ଟ ଚଢ଼ିବାରେ ସଫଳ ହୋଇଛନ୍ତି। ୪୪ ବର୍ଷୀୟ ଝାଙ୍ଗ ହୋଙ୍ଗ୍‌ ଏପରି କରିବାରେ...

ପର୍ଯ୍ୟଟନସ୍ଥଳୀ: ବନ୍ଦର ସହର ଥୁଥୁକୁଡ଼ି

ଥୁଥୁକୁଡ଼ି, ଯାହା ତୁତିକୋରିନ ନାଁରେ ପ୍ରସିଦ୍ଧ। ଏହା ତାମିଲନାଡୁର ଥୁଥୁକୁଡ଼ି ଜିଲା ଅନ୍ତର୍ଗତ ଏକ ବନ୍ଦର ସହର ଭାବେ ଜଣାଶୁଣା। ଏହି ସହର ମୋତି ସଂଗ୍ରହ...

Advertisement
Archives

Model This Week