ଫୁରସତ

ମାଙ୍କଡ଼ ସହ ସେଲ୍‌ଫି ଉଠାଇ ଫସିଲେ ଯୁବତୀ, ଭିଡିଓ ଦେଖିଲେ…

କଥାରେ ଅଛି, ମାଙ୍କଡ଼ ସାଙ୍ଗେ କରିଲେ ଭାବ କେବଳ ଆମ୍ପୁଡ଼ାଟି ଲାଭ। ଏବେ ସୋସିଆଲ ମିଡିଆରେ ଠିକ୍‌ ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ, ମାଙ୍କଡ଼ ପଲ ଜଣେ ଯୁବତୀଙ୍କୁ ଖୁବ୍‌ ହଇରାଣ କରୁଛନ୍ତି। ମାଙ୍କଡ଼ମାନେ ପ୍ରାୟତଃ ମନ୍ଦିର ପରିସରରେ…

୨ ଦିନ ପୂର୍ବରୁ ଅର୍ଡର କଲେ ମିଳିବ ସାଣ୍ଡଓ୍ବିଚ୍‌

ନୂଆଦିଲ୍ଲୀ: ଅନେକେ ସାଣ୍ଡଓ୍ବିଚ୍‌(ପାଉଁରୁଟି) ଖାଇବାକୁ ପସନ୍ଦ କରିଥାନ୍ତି। ସାଧାରଣତଃ ରାସ୍ତା କଡ଼ରେ ମିଳୁଥିବା ସାଣ୍ଡଓ୍ବିଚ୍‌ ସବୁ ଲୋକେ କିଣି ଖାଇପାରନ୍ତି। ଦାମୀ ରେଷ୍ଟୁରାଣ୍ଟ ଏବଂ ବିଦେଶରେ ସାଣ୍ଡଓ୍ବିଚ୍‌ର ଦର ଅଧିକ ରହିଥାଏ, ଯାହାକୁ ସବୁ ବର୍ଗର ଲୋକେ କିଣିପାରନ୍ତି ନାହିଁ। ଗିନିଜ୍‌…

୨୯.୮୫ ସେକେଣ୍ଡରେ ଚେସ୍‌ ବୋର୍ଡ ସଜାଇ ରେକର୍ଡ

ମୁମ୍ବାଇ: ଗିନିଜ୍‌ ୱାଲର୍‌ଡ ରେକର୍ଡ ତା’ର ସୋସିଆଲ ଆକାଉଣ୍ଟରେ ଏକ ବିଶ୍ୱ ରେକର୍ଡର ଭିଡିଓ ଫୋଷ୍ଟ କରିଛି। ସେଥିରେ ପୁଡୁଚେରୀର ଏସ୍‌. ଓଡେଲା ଜସ୍ମିନ୍‌ ନାମ୍ନୀ ଯୁବତୀ ଚେସ୍‌ ବୋର୍ଡରେ ସମସ୍ତ ଗୋଟିକୁ ସୁନ୍ଦର ଭାବେ ତା’ ସ୍ଥାନରେ ସଜାଇ ବିଶ୍ୱ…

ଚ୍ୟାରିଟି ପାଇଁ ୩୫୪ କି.ମି. ଦୌଡ଼

ଲଣ୍ଡନ:ଟାଇପ୍‌ ୧ ମଧୁମେହ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ରୋଗର ନିରାକରଣ ପାଇଁ ଉନ୍ନତ ଚିକିତ୍ସା ପଦ୍ଧତି ଉପଲବ୍ଧ କରାଇବା ଲାଗି ଅଣ୍ଟା ଭିଡ଼ିଛନ୍ତି ଲଣ୍ଡନର ଇଷ୍ଟ ଫିଞ୍ଚଲିରେ ରହୁଥିବା ଜାମି ଆଉଷ୍ଟିନ୍‌। ଏ ନେଇ ସେ…

ମହିଳା କର୍ମଚାରୀଙ୍କୁ ମୋଟି କହି ଫସିଲେ ମାଲିକ, ଦେବାକୁ ପଡ଼ିଲା ମୋଟା ଅଙ୍କର ଜରିମାନା

ମହିଳାଙ୍କ ବିରୋଧରେ ଆପତ୍ତିଜନକ କାର୍ଯ୍ୟ ଏବଂ ବିବୃତ୍ତି ସବୁ ସ୍ଥାନରେ ଭୁଲ୍‌ ବୋଲି ଧରାଯାଏ। ତା’ପରେ ସେହି ମନ୍ତବ୍ୟ ଜାତିପ୍ରଥା, ଶାରୀରିକ କିମ୍ବା ମାନସିକ ନିର୍ଯାତନା ସହିତ ଜଡ଼ିତ ହୋଇପାରେ। ଏସବୁ ବିରୋଧରେ ଅନେକ ଦେଶରେ କଠୋର ଦଣ୍ଡର ବ୍ୟବସ୍ଥା ରହିଛି।…

ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନିଏ ଏହି କୁକୁଡ଼ା, ଯାହାର ଗୋଡ଼ ଇଟା ପରି, ଦାମ୍‌ ଜାଣିଲେ…

କୁକୁଡ଼ା ନାଁ ଶୁଣିଲେ ଲୋକଙ୍କ ପାଟିରୁ ଲାଳ ଗଡ଼େ। ଯଦି କୁକୁଡ଼ାକୁ ଭଲ ଭାବରେ ରନ୍ଧା ଯାଏ ତେବେ ଏହାକୁ ଖାଇବାର ଆନନ୍ଦ କିଛି ଅଧିକ ହୋଇଥାଏ। ଅନେକ ପ୍ରଜାତିର କୁକୁଡ଼ା ଅଛନ୍ତି। ଯାହା ଅତ୍ୟନ୍ତ ବ୍ୟୟବହୁଳ। ଏମିତି ଏକ ପ୍ରଜାତିର…

୨୪ କ୍ୟାରେଟ୍‌ ସୁନାରେ ନଖ ସଜାନ୍ତି ଏହି ମହିଳା

ଦୁନିଆରେ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ କି ସବୁବେଳ ପାଇଁ ଆରାମ ଦାୟକ ଜୀବନ ବିତାଇବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ସେମାନଙ୍କ ନିକଟରେ ଏତେ ଟଙ୍କା ଅଛି ଯେ, ଏହାର ମୂଲ୍ୟ ବି ବୁଝନ୍ତି ନାହିଁ। ତେଣୁ ନିଜ ଶରୀର…

ସ୍କଟଲାଣ୍ଡରେ ଜଳ ଯୋଗାଣ ବନ୍ଦ, ଶୌଚାଳୟ ପାଇଁ ବର୍ଷା ଜଳ-ଖାଇବା ପାଇଁ କାଗଜର ବ୍ୟବହାର…

ଏଡନବର୍ଗ,୧୯।୧ : ସମ୍ପ୍ରତି ସ୍କଟଲାଣ୍ଡର ଆରିଜୋନା ଅଞ୍ଚଳରେ ମରୁଡ଼ି ପରିସ୍ଥିତିରେ ରହିଛି। ଲୋକମାନେ ଜଳ ସଂରକ୍ଷଣ ପାଇଁ ନୂତନ ପରୀକ୍ଷଣ କରୁଛନ୍ତି। ଏହି ସମୟରେ, ଏଠାରେ ଥିବା ସ୍କଟସଡେଲ, ରିଓ ଭର୍ଡେରୁ ଜଳ ଯୋଗାଣ ବନ୍ଦ କରି ଦେଇଛି ଏବଂ ଜାନୁଆରୀ…

ଲେଜର ଚିହ୍ନିବ ଏଲିଅନ୍‌

ଓ୍ବାଶିଂଟନ: ଚନ୍ଦ୍ର ଓ ଅନ୍ୟ ଗ୍ରହଗୁଡ଼ିକରେ ଏଲିଅନ୍‌ମାନଙ୍କ ଚିହ୍ନଟ କରିବା ପାଇଁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରି ଏକ ଲେଜର ଲାଇଟ୍‌ ଉଦ୍ଭାବନ କରିଛି। ଏହି ଲେଜର ଏଲିଅନ୍‌ମାନଙ୍କ ବିଷୟରେ ଅଧିକ ତଥ୍ୟ ସଂଗ୍ରହ…

ବିପର୍ଯ୍ୟୟ ସମୟର ସାଥୀ ଏନ୍‌ଡିଆର୍‌ଏଫ୍‌

ବିପର୍ଯ୍ୟୟ ସମୟରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (ଏନ୍‌ଡିଆର୍‌ଏଫ୍‌) ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚି ଆବଶ୍ୟକ ସେବା ଯୋଗାଇ ଦେଇଥାଏ। ଏନ୍‌ଡିଆରଏଫ୍‌ ବିପର୍ଯ୍ୟୟ ସମୟର ସାଥୀ ପାଲଟେ। ଉଦ୍ଧାର କାର୍ଯ୍ୟ, ରିଲିଫ୍‌ ଯୋଗାଣରେ ଏନଡିଆରଏଫ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏନ୍‌ଡିଆରଏଫ୍‌…

ସନ୍ୟାସୀ ଦୀକ୍ଷା ନେଲେ ପ୍ରସିଦ୍ଧ ହୀରା ବ୍ୟବସାୟୀଙ୍କ ୮ ବର୍ଷର ଝିଅ

ସୁରତ,୧୮।୧: ଗୁଜରାଟର ସୁରତରେ ହୀରା ବ୍ୟବସାୟୀଙ୍କ ଆଠ ବର୍ଷର ଝିଅ ସନ୍ୟାସୀ ଦୀକ୍ଷା ନେଇଛନ୍ତି। ଧନେଶ ସାଙ୍ଗଭୀଙ୍କ ଝିଅ ଦେବାଂଶୀ ଜୈନ ସନ୍ନ୍ୟାସୀ ଆଚାର୍ଯ୍ୟ ବିଜୟ କୀର୍ତ୍ତ୍ୟାଶୁରୀଙ୍କଠାରୁ ଦୀକ୍ଷା ଗ୍ରହଣ କରିଛନ୍ତି। ଦେବାଂଶୀ ସିରୋହି ଜିଲାର ମାଲଗାଓଁର ବାସିନ୍ଦା। ସେ କୁଇଜରେ…

ପ୍ରଥମ ସ୍ତ୍ରୀ ଗର୍ଭବତୀ ହେଲେ ସ୍ବାମୀ କରନ୍ତି ଦ୍ୱିତୀୟ ବିବାହ

ଆମ ଭାରତ ସାଂସ୍କୃତିକ, ଧାର୍ମିକ ଏବଂ ସାମାଜିକ ବିବିଧତାର ଦେଶ। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ମାତ୍ରେ ରୀତିନୀତି ଏବଂ ଜୀବନଶୈଳୀ ବି ବଦଳିଯାଏ। ଏମିତି ଏକ ରାଜ୍ୟ ହେଉଛି ରାଜସ୍ଥାନ। ଏଠାରେ ଗୋଟିଏ ପାର୍ଶ୍ୱରେ ମରୁଭୂମି ଏବଂ ଅନ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri