ଗର୍ଲଫ୍ରେଣ୍ଡ୍ ହେବାକୁ ମନା କରିବାରୁ ରାଗିଗଲେ ଏହି ବ୍ୟକ୍ତି, ଦାୟର କଲେ ୨୪ କୋଟି ଟଙ୍କାର ମୋକଦ୍ଦମା
ସିଙ୍ଗାପୁରର ଜଣେ ବ୍ୟକ୍ତି ପ୍ରେମରେ ପଡିଥିବା ଝିଅ ବିରୋଧରେ ମୋକଦ୍ଦମା ଦାୟର କରିଛନ୍ତି। ଏହି ମୋକଦ୍ଦମା ପଛର କାରଣ ମଧ୍ୟ ଅଜବ। କେ କାୱସିଗାନ ନାମକ ଜଣେ ବ୍ୟକ୍ତି ୨୦୧୬ରେ ନୋରା ଟାନଙ୍କୁ ଭେଟିଥିଲେ ଏବଂ ପରେ ଉଭୟ ଭଲ ବନ୍ଧୁ…
ମରୁଭୂମିରେ ଗଠନ କଲେ ନୂଆ ଦେଶ, ଘୋଷଣା କଲେ ସ୍ବାଧୀନତା, ନିଜକୁ ବି କହିଲେ ରାଷ୍ଟ୍ରପତି
ଆପଣ ନିଶ୍ଚିତ ଭାବରେ ଏକଛତ୍ରବାଦୀ ଶାସକଙ୍କ ନାଁ ଶୁଣିଥିବେ। କିନ୍ତୁ ଜାଣନ୍ତି କି ଆମେରିକାରେ ମଧ୍ୟ ଜଣେ ଏକଛତ୍ରବାଦୀ ଶାସକ ଅଛନ୍ତି। ଯିଏ ଆମେରିକାର ମରୁଭୂମିରେ ଏକ ଦେଶ ସ୍ଥାପନ କରି ନିଜକୁ ଏହାର ରାଷ୍ଟ୍ରପତି ଘୋଷଣା କରିଛନ୍ତି। ସେ ନିଜେ…
ଆର୍ଦ୍ରଭୂମିର ବିକାଶ ଜରୁରୀ
ବିଶ୍ୱ ଆର୍ଦ୍ରଭୂମି ଦିବସ ହେଉଛି ଏକ ପରିବେଶ ସମ୍ବନ୍ଧୀୟ ଉତ୍ସବ, ଯାହା ୧୯୭୧ ମସିହାରୁ ଆରମ୍ଭ ହୋଇଥିଲା। ସେତେବେଳେ ଅନେକ ପରିବେଶବିତ୍ ଆର୍ଦ୍ରଭୂମିର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଏକତ୍ରିତ ହୋଇଥିଲେ, ଯାହା ଉଦ୍ଭିଦ, ପରିବେଶ ଏବଂ ଜଳ ମଧ୍ୟରେ ଥିବା ପ୍ରାଣୀଙ୍କ…
୬୦ ଲକ୍ଷ ଟଙ୍କା ଅଗ୍ରୀମ ନେଇ ବିବାହରେ ପହଞ୍ଚିଲେନି ଫଟୋଗ୍ରାଫର, ଆଉ ତା’ ପରେ…
ପ୍ରତ୍ୟେକ ଦମ୍ପତି ଏବଂ ସେମାନଙ୍କ ପରିବାର ପାଇଁ ବିବାହ ଏକ ସ୍ମରଣୀୟ ମୁହୂର୍ତ୍ତ। କେବଳ ବରକନ୍ୟା ନୁହନ୍ତି ବରଂ ବିବାହକୁ ଆସିଥିବା ଅତିଥିମାନଙ୍କ ସ୍ମୃତିକୁ ବି ତାଜା କରିଥାଏ। ଏପରି ପରିସ୍ଥିତିରେ ବିବାହରେ ଫଟୋଗ୍ରାଫରମାନଙ୍କର ଦାୟିତ୍ୱ ଆହୁରି ଅଧିକ ବଢ଼ିଥାଏ। କିନ୍ତୁ…
ସବୁଠୁ ବଡ଼ ଅଣ୍ଡରୱାଟର ସାଇକେଲ ପାର୍କିଂ
ଆମଷ୍ଟରଡାମ: ଆମଷ୍ଟରଡାମ ଏପରି ଏକ ସହର, ଯେଉଁଠାରେ ଲୋକେ ଯାତାୟାତ ପାଇଁ ସାଇକେଲର ବ୍ୟବହାର ବହୁଳ ମାତ୍ରାରେ କରିଥାନ୍ତି। ଏହି ସାଇକେଲ ସଂସ୍କୃତି ପାଇଁ ଦେଶରେ ଏହା ଖ୍ୟାତି ଅର୍ଜନ କରିପାରିଛି। ତେବେ ଏଥିନେଇ ଆଉ ଏକ ପାଦ ଆଗକୁ ବଢିଛି।…
ଶାର୍କ କିଣି ଖାଇବାରୁ ୧୫ ଲକ୍ଷ ଜରିମାନା
ବେଜିଂ: ଚାଇନାର ଜଣେ ମହିଳା ଫୁଡ୍ ବ୍ଲଗର୍ ବନ୍ୟପ୍ରାଣୀ ସଂରକ୍ଷଣ ଆଇନକୁ ଭାଙ୍ଗିଥିବାରୁ ୧ ଲକ୍ଷ ୨୫ ହଜାର ୟୁଆନ୍ ଅର୍ଥାତ୍ ୧୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିଛି। ରିପୋର୍ଟ ଅନୁସାରେ, ଫୁଡ୍ ବ୍ଲଗର ବିଜି ଏକ ଭିଡିଓ ଶେୟାର…
ଦେଶ ସୁରକ୍ଷାରେ ତଟରକ୍ଷୀ ବାହିନୀ
ଦେଶର ସୁରକ୍ଷାରେ ତଟରକ୍ଷୀ ବାହିନୀଙ୍କ କାର୍ଯ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ କାର୍ଯ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଫେବୃୟାରୀ ୧ରେ ଭାରତୀୟ ତଟରକ୍ଷୀ ବାହିନୀ ଦିବସ ପାଳନ କରାଯାଇଥାଏ। ଇଣ୍ଡିଆନ କୋଷ୍ଟଗାର୍ଡ ୧ ଫେବୃୟାରୀ ୨୦୨୩ରେ ଏହାର ୪୭ତମ ଦିବସ…
ଯୌନ ରୋଗରୁ ରକ୍ଷା ପାଇଁ ଗର୍ଭନିରୋଧକ ବଣ୍ଟନ
ବ୍ୟାଙ୍କକ: ବର୍ତ୍ତମାନ ସମୟରେ ଅନେକ ଯୁବତୀଯୁବକ ଅସୁରକ୍ଷିତ ଯୌନସମ୍ପର୍କ ରଖିବା ଫଳରେ ବହୁ ରୋଗର ସମ୍ମୁଖୀନ ହେଉଛନ୍ତି। ଏହିଭଳି ରୋଗରୁ ବର୍ତ୍ତିବା ପାଇଁ ଥାଇଲାଣ୍ଡ ସରକାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ନିକଟରେ ପ୍ରେମୀଯୁଗଳଙ୍କ ପାଇଁ ସାପ୍ତାହିକ ପ୍ରେମ ଦିବସ ଆସୁଥିବାବେଳେ…
ଇ-ସିଗାରେଟ୍ କବଳରେ ଶିକ୍ଷିତ ଯୁବପିଢ଼ି
ମୁମ୍ବାଇ: ଇ-ସିଗାରେଟ୍କୁ ୨୦୧୯ରୁ ଭାରତ ସରକାରଙ୍କ ପକ୍ଷରୁ ନିଷିଦ୍ଧ ଘୋଷଣା କରାଯାଇଛି। କିନ୍ତୁ ଏହା ସତ୍ତ୍ୱେ ଦେଶର ଶିକ୍ଷିତ ଯୁବପିଢ଼ି ଇ-ସିଗାରେଟ୍ର ବହୁଳ ବ୍ୟବହାର କରିବାରେ ଲାଗିଥିବା ‘ଦ ଜର୍ଜ ଇନ୍ଷ୍ଟିଚ୍ୟୁଟ ଫର୍ ଗ୍ଲୋବାଲ ହେଲ୍ଥ’ ପକ୍ଷରୁ କରାଯାଇଥିବା ଅଧ୍ୟୟନ ରିପୋର୍ଟରେ…
ଲୁଚକାଳି ଖେଳରୁ ବିଦେଶରେ ପହଞ୍ଚିଲେ ବାଳକ
ଢାକା:ଲୁଚକାଳି ପିଲାବେଳର ସମସ୍ତଙ୍କ ପ୍ରିୟ ଖେଳ ଭାବେ ଜଣାଯାଏ। ଲୁଚକାଳିକୁ ନେଇ ଛୋଟବେଳର ଅନେକ ସ୍ମୃତି ମଧ୍ୟ ଅନେକଙ୍କ ମନେ ଥିବ। କିନ୍ତୁ ଏହି ଲୁଚକାଳି ଖେଳରୁ ଜଣେ ୧୫ ବର୍ଷର ବାଳକ ଯାଇ ମାଲେସିଆରେ ପହଞ୍ଚିଛନ୍ତି। ବାଂଲାଦେଶର ଫହିମ ଗତ…
ଭାରତର ଏହି ସହରରେ ଶସ୍ତାରେ ବିକ୍ରି ହୁଏ କାଜୁ
କାଜୁ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ସମସ୍ତେ ଏହାକୁ ପସନ୍ଦ କରନ୍ତି । କିନ୍ତୁ ଆଜିର ସମୟରେ ଏହାକୁ କିଣିବା ଏତେ ସହଜ ନୁହେଁ। କାରଣ ବଜାରରେ ଏହାର ଦାମ୍ କିଲୋଗ୍ରାମ ପ୍ରତି ୮୦୦ରୁ ୧୦୦୦ ଟଙ୍କାରେ ବିକ୍ରି ହୋଇଥାଏ।…
ଛାତ ଉପରେ ଗୁଡ଼ି ଉଡ଼ାଉଛି ମାଙ୍କଡ଼, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ପଶୁମାନେ ଏମିତି କିଛି କାମ କରିଥାନ୍ତି, ଯାହା ଆଶ୍ଚର୍ଯ୍ୟ କରିଥାଏ। ମଣିଷମାନେ ଯାହା କରନ୍ତି, ସେମାନେ ଏହାକୁ ନକଲ କରିଥାନ୍ତି। ଏବେ ସୋସିଆଲ ମିଡିଆରେ ଏକ ମାଙ୍କଡ଼ ଗୁଡ଼ି ଉଡ଼ାଉଥିବାର ଭିଡିଓ ଭାଇରାଲ ହେଉଛି। ଏମିତିରେ ମାଙ୍କଡ଼ମାନେ ମଣିଷର…
Archives


