Posted inଫୁରସତ

ବୋବାଉ ନ ଥିବା ବେଙ୍ଗ

ଡୋଡୋମା: ନିକଟରେ ଆଫ୍ରିକାର ୟୁନିଭର୍ସିଟି ଅଫ୍‌ ସିନ୍‌ସିନାଟି, ଓହିଓର ଗବେଷକ ବେଙ୍ଗର ଏକ ନୂଆ ପ୍ରଜାତି ଠାବ କରିଛନ୍ତି। ତାଞ୍ଜାନିଆର ୟୁକାଗୁରୁ ପର୍ବତରୁ ଠାବ କରାଯାଇଥିବା ଏହି ମେରୁଦଣ୍ଡ ଥିବା ପ୍ରଜାତିର ବେଙ୍ଗ ବିଶ୍ୱରେ ବହୁତ କମ୍‌ ମାତ୍ରାରେ ଦେଖିବାକୁ ମିଳିଥା’ନ୍ତି। ଏହି ପ୍ରଜାତିର ବେଙ୍ଗ ଜନସଂଖ୍ୟା ବହୁତ ଛୋଟ। ତେବେ ପୁରୁଷ ବେଙ୍ଗମାନେ ଅନ୍ୟ ବେଙ୍ଗଙ୍କ ଭଳି ଶବ୍ଦ କରିପାରନ୍ତି ନାହିଁ। ସେମାନେ କଥାବାର୍ତ୍ତା ପାଇଁ ଏକ ବ୍ରେଲି ଭଳି କିଛି ପ୍ରଣାଳୀ ଆପଣାଉଥିବା ଗବେଷକମାନେ ଅନୁମାନ କରି କହିଛନ୍ତି। ଏହି ପ୍ରଜାତିର ବେଙ୍ଗଙ୍କ ସଂଖ୍ୟ କମ୍‌ ଥିବାବେଳେ ଏମାନେ ବିଲୁପ୍ତ ପ୍ରାୟ ଗୋଷ୍ଠିରେ ଅନ୍ତର୍ଭୁକ୍ତ। ସେମାନେ ସାଧାରଣତଃ ସବୁଜ, ସୁନାରଙ୍ଗ, ମାଟିଆ ରଙ୍ଗର ହୋଇଥା’ନ୍ତି। ଏମାନଙ୍କ ମୁଣ୍ଡ ଅପେକ୍ଷା ଆଖି ଛୋଟ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠୁ ଉଚ୍ଚା ଦୁର୍ଗା ମୂର୍ତ୍ତି

କଳାକାରର କୌଣସି ଧର୍ମ ନ ଥାଏ, କହନ୍ତି ଗୌହାଟିର ୬୧ ବର୍ଷୀୟ ନୁରୁଦ୍ଦିନ ଅହମ୍ମଦ। ସେ ଧର୍ମରେ ମୁସଲମାନ ହୋଇଥିଲେ ହେଁ ତିଆରି କରିଛନ୍ତି ପୃଥିବୀର...

ଗୋଟିଏ ନିଃଶ୍ୱାସରେ ୬୬୨ ଫୁଟ ଗଭୀର ପାଣିରେ ପହଁରିଲେ ଯୁବକ

ଡେନମାର୍କର ଜଣେ ସନ୍ତରଣକାରୀ କେବଳ ଗୋଟିଏ ନିଶ୍ୱାସରେ ୬୬୨ ଫୁଟ ୮.୭ ଇଞ୍ଚ ପାଣିରେ ପହଁରି ଗିନିଜ ୱାଲର୍‌ଡ ରେକର୍ଡ କରିଛନ୍ତି। ଷ୍ଟିଗ ନାମକ ଏହି...

ଏହି ପକ୍ଷୀ ପ୍ରତି ମିନିଟରେ ୧୨୦୦ ଥର ହାଣିଥାଏ ଗଛ: ଜାଣନ୍ତୁ କିପରି

ସାଧାରଣତଃ ପଶୁପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେଭଳି ଏକ ପକ୍ଷୀର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ...

ଚିହ୍ନିଲେ କିଏ

ପ୍ରାୟତଃ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ ଭାଇରାଲ ହୋଇଥାଏ। ଏହି ଫଟୋ ମଧ୍ୟରୁ ଅନେକ ହୃଦୟସ୍ପର୍ଶୀ ହୋଇଥିବାବେଳେ କିଛି ଆଶ୍ଚର୍ଯ୍ୟ କରେ। ଏହି...

କଏଦୀଙ୍କ ପ୍ରେମରେ ପଡ଼ିଲେ ମହିଳା ଜେଲର, ହାତରେ କଲେ ଏମିତି ଟାଟୁ; ଆଉ ତା’ ପରେ…

ପ୍ରେମ କାହା ସହ କେତେବେଳେ କେଉଁ ପରିସ୍ଥିତିରେ ହେବ କହି ହେବ ନାହିଁ। ଠିକ୍‌ ଏମିତି ଘଟିଛି ବ୍ରିଟେନର ଜଣେ ମହିଳା ଜେଲରଙ୍କ କ୍ଷେତ୍ରରେ। ଏହି...

ଗ୍ରେଟାଙ୍କ ୬୦ ଫୁଟର ପ୍ରାଚୀର ଚିତ୍ର

ସାନ୍‌ ଫ୍ରାନ୍‌ସିସ୍କୋ: ଜଳବାୟୁ ପରିବର୍ତ୍ତନକୁ ନେଇ ନିଜର ସ୍ବର ଶାଣିତ କରିବା ସହ ବିଶ୍ୱ ଦରବାରରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା ଟିନ୍‌ ଏଜ୍‌...

ରୋଜଗାର ପାଇଁ ଏମିତି ଅଭିନବ ଉପାୟ ପାଞ୍ଚିଲେ ରିକ୍ସା ଚାଳକ

ଆରା, ୨୭।୭: ସମଗ୍ର ବିଶ୍ୱରେ କରୋନା ଭୟଙ୍କର ବିନାଶ ଘଟାଇ ଚାଲିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ବିଭିନ୍ନ ସ୍ଥାନରେ...

ଘରକୁ ଆସିଲେ ଯାଆଁଳା କନ୍ୟା, ରଥରେ ବସାଇ ଗାଁ ବୁଲାଇଲେ ପରିବାର ଲୋକେ

ଭୋପାଳ,୧୭ା୧: ମଧ୍ୟପ୍ରଦେଶର ଧାରରେ ଏକ ପରିବାରରେ ଯାଆଁଳା କନ୍ୟା ଜନ୍ମ ହେବା ପରେ ଖୁସିର ଲହରି ଖେଳିଯାଇଛି। ଧାରର କୋଣଦା ଗାଁରେ ଏକ କୃଷକ ପରିବାରରେ...

Advertisement
Archives

Model This Week